• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Eviction Drive

Street vendors
ତାତିଲେ ପୁରୀ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ; କାଲିର ଧାରଣା ପରେ ଆଜି ବିରାଟ ଶୋଭାଯାତ୍ରା

ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

The families like Raju are collapsed; but Steadfast Chif of State
ଉଜୁଡି ଯାଉଛି ରାଜୁ ପରି ନିରୀହଙ୍କ ପରିବାର; ସ୍ଥିର କିନ୍ତୁ ରାଜ୍ୟ ମୁଖିଆ

ଗୋଟିଏ ପଟେ ହକି ବିଶ୍ୱକପ୍ ପାଇଁ ରାଜଧାନୀ ସଜ ହେଉଥିବା ବେଳେ ସେପଟେ ଉଜୁଡି ଯାଉଛି କେତେକଙ୍କ ସଂସାର। ରାସ୍ତାକଡ ଦୋକାନ ଉପରେ ମାଡିଯାଉଛି ସରକାରୀ ବୁଲ୍‌ଡୋଜର୍। ପ୍ରଶ୍ନ ହେଉଛି ସରକାର ସେମାନଙ୍କ ରୋଜଗାର, ଜିବୀକା ଛଡାଇନେଇ ସେମାନଙ୍କ ପ୍ରତି ଅନ୍ୟାୟ କରୁ ନାହାଁନ୍ତି ତ… ଏଠାରେ ମାନବିକତାର ଉଲଙ୍ଘନ ହେଉ ନାହିଁ ତ…

Why the administration hit bulldozer on small shops
ମହାମାରୀରେ କ୍ଷତାକ୍ତ ଜୀବିକା ଉପରେ ‘ପ୍ରଶାସନିକ ବୁଲ୍‌ଡୋଜର୍‌’

ମହାମାରୀ କରୋନା ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡାହେଉଛି। ଲୋକେ ଛୋଟମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର ବୁଲ୍‌ଡୋଜର୍‌ ମାଡ ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାରକୁ ଠେଲି ଦେଉଛି। ସେମାନେ ବଞ୍ଚିବେ ତ?

Special story
ଜବଦଦଖଲ ସମୟର କରୁଣ ଦୃଶ୍ୟ : କିଏ ବେହୋସ୍‌ ହୋଇଯାଉଛି ତ କିଏ ହାତ ଯୋଡ଼ି ନେହୁରା ହେଉଛି

କଟକରେ ବିଡ଼ାନାସି ପେଟାନାଳ ବସ୍ତି ଉଚ୍ଛେଦ ବେଳେ ବିକ୍ଷୋଭ

Cuttack Eviction Drive - Business Owners Demand Rehabilitation
'ବିଶ୍ୱସ୍ତରୀୟ ମେଡିକାଲ ହେଉ.. ହେଲେ ଆମକୁ ଜାଗା ଖଣ୍ଡେ ମିଳୁ'

କଟକ SCBର ସଂପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି.. ଆଜି ରାଣୀହାଟ କେନାଲ ରୋଡ୍ର ପୋଲଠୁ SCB ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଛି.. କେନାଲ ରୋଡର ପୋଲଠୁ SCB ମଧ୍ୟରେ ୩୦ ଦୋକାନକୁ ଉଚ୍ଛେଦ କରାଯିବ.. ଏନେଇ ଦୋକାନୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ..

Eviction Drive
କାହାର ବଢିଲା ଝିଅ, କାହା କୋଳରେ ଛୋଟ ଛୁଆ : ଉଚ୍ଛେଦ ପରେ କୁଆଡ଼େ ଯିବେ ବସ୍ତିବାସିନ୍ଦା?

ବ୍ରହ୍ମପୁର ମିଲିଟାରି ଲାଇନ୍ ନିକଟରେ ଥିବା ମୁକ୍ତେଶ୍ୱର ମନ୍ଦିର ପାଖ ବସ୍ତି ଉଚ୍ଛେଦ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନରଙ୍କ ନେତୃତ୍ୱରେ, ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଭଙ୍ଗାଯାଇଛି ଘର । ମାତ୍ର ୫ ଦିନ ତଳେ ନୋଟିସ୍ ଦେଇ ପ୍ରଶାସନ ଘର ଭାଙ୍ଗୁଥିବାରୁ ପ୍ରଥମେ ଥଇଥାନ କରି ପରେ ଭାଙ୍ଗିବାକୁ ନେହୁରା ହୋଇଥିଲେ ବସ୍ତି ବାସିନ୍ଦା । ହେଲେ ପ୍ରଶାସନ ନଶୁଣି ବୁଲଡୋଜର ଚଳାଇଥିଲା ।