• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Disaster

Flight
ଇଏ ବିମାନ ନା ମୃତ୍ୟୁଯନ୍ତା ! ନାହିଁ ଅମ୍ଲଜାନ...ବୋହୁଛି ଗମ୍‌ଗମ୍ ଝାଳ

ବିମାନ ଭିତରେ ବହୁଛି ଗମଗମ ଝାଳ .. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଆଫ୍ରିକା କପ୍ ଅଫ୍ ନେସନ୍ସ ପାଇଁ ଆଇଭୋରୀ କୋଷ୍ଟକୁ ବିମାନରେ ଯାଇଥାଆନ୍ତେ ଗାମ୍ୱିଆ ଖେଳାଳି । କିନ୍ତୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ହିଁ ଘଟିଥିଲା ଅଭାବନୀୟ ଘଟଣା ।

 disaster
ବଢ଼ୁଛି ଦୁର୍ବିପାକ ଭୟ : ବର୍ଷକୁ ୫୬୦ ବଡ଼ ବିପର୍ଯ୍ୟୟର ସାମ୍ନା କରିବ ବିଶ୍ୱ

ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।

Cyclone Batsirai
ତାଣ୍ଡବ ରଚିଲା ବାତ୍ୟା: ୧୦ ମୃତ, ୪୮ ହଜାର ଲୋକ ପ୍ରଭାବିତ

ଭାରତ ମହାସାଗର ଦ୍ୱୀପ ଦେଶରେ ଧ୍ୱଂସର ତାଣ୍ଡବ ରଚିବା ପରେ ଘୂର୍ଣ୍ଣିବାତ୍ୟାଟି ଦୁର୍ବଳ ହୋଇଥିଲା।

ଓଟିଭି ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ
ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ

ସେ କ୍ରାଇମ୍ ରିପୋର୍ଟିଂ ହେଉ କି ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍‌ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଆକର୍ଷଣୀୟ ଥିଲା। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍‌ରେ ରିପୋର୍ଟିଂ କରିଛନ୍ତି।