• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi

Operation 'Ajay'
ଇସ୍ରାଏଲରୁ 'ଅପରେସନ୍ ଅଜୟ'ର ପ୍ରଥମ ଉଡ଼ାଣ : ପ୍ରଥମ ବ୍ୟାଚରେ ଆସିଲେ ୨୧୨ ଭାରତୀୟ

ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର

crypto
ହମାସ ଆତଙ୍କବାଦୀଙ୍କ ହାତରେ କ୍ରିପ୍ଟୋ କରେନ୍ସି...ଭାରତରୁ ନେଇ କାମରେ ଲଗାଉଥିଲା

ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଏଥିରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।

NSD Director Chitaranjan Tripathy
NSD ନିର୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ

ଚିତ୍ତରଂଜନ ବହୁ ହିନ୍ଦି ସିରିଏଲ,ଫିଲ୍ମ, ୱେବ ସିରିଜରେ ଅଭିନୟ କରିଛନ୍ତି । ନେଟଫ୍ଲିକ୍ସର ସାକ୍ରେଡ ଗେମ୍‌ର ତ୍ରିବେଦୀ ଚରିତ୍ର ପାଇଁ ସେ ବେଶ ଜଣାଶୁଣା ।

Monika - Delhi Police
ଉପରେ ବେଟା.. ବେଟା.. ଡାକୁଥିଲେ, ମନ କହୁଥିଲା 'ମୋନିକା ଓ ମାଇଁ ଡାର୍ଲିଂ

ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର ।

Goa, Alcohol
କାହିଁକି ଗୋଆରେ ସବୁଠାରୁ ଶସ୍ତାରେ ମିଳେ ମଦ ?

ସାଧାରଣତଃ ଗୋଆରେ ସ୍ଥାନୀୟ ସରକାର ମଦ ଉପରେ ୪୯ ପ୍ରତିଶତ ଟାକ୍ସ ଲାଗୁ କରୁଥିବା ବେଳେ ମହାରାଷ୍ଟ୍ରରେ ୮୩ ପ୍ରତିଶତ ଟାକ୍ସ ଲାଗୁ କରାଯାଇଥାଏ ।

Gita Meheta
ପଞ୍ଚଭୂତରେ ବିଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ଦିଲ୍ଲୀ ଲୋଧିରୋଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।

Rishi Sunak-Akshyata
ସରିଗଲା G20, ଚର୍ଚ୍ଚାରେ ରହିଗଲେ ବ୍ରିଟେନ୍ PM ! ସୁନକ୍-ଅକ୍ଷତାଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା

​​​​​​​ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି । ଭଦ୍ର ସ୍ୱଭାବ ଓ ପରିଧାନକୁ ନେଇ ସାରାଦେଶରେ ପ୍ରଂଶସା ।

G20 Summit
G-20 Summit : ମୋଦିଙ୍କ ନାମଫଳକରେ INDIA ବଦଳରେ ‘ଭାରତ’

G20 ସମ୍ମିଳନୀର ମଞ୍ଚରୁ ବିଶ୍ୱକୁ ‘ଭାରତ’ ବାର୍ତ୍ତା । ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’।

Bharat Mandapam
G20: ଅତିଥିଙ୍କ ପାଇଁ ସଜେଇ ହୋଇଛି ଭାରତ ମଣ୍ଡପମ୍‌, ଦେଖନ୍ତୁ ଏହାର ମନୋରମ ଦୃଶ୍ୟ

ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି । 

Delhi gears up for G20 Summit 2023
G-20 ପାଇଁ ଦିଲ୍ଲୀରେ କ୍ରେଜ୍; ଚକ୍‌ଚକ୍‌ କରୁଛି ରାସ୍ତାଘାଟ, ସଜେଇ ହେଉଛି ହୋଟେଲ୍ ମଲ୍

ସଜେଇ ହେଉଛି କ୍ୟାପିଟାଲ୍ ସିଟି ଦିଲ୍ଲୀ । ଯେଉଁଠି ଦେଖିବେ ସବୁଠି G-20ର କ୍ରେଜ୍ । ସମସ୍ତେ ସହରକୁ ଚକାଚକ୍ କରିବାରେ ବ୍ୟସ୍ତ । କେଉଁଠି ରାସ୍ତାକଡେ କଡେ ଫୁଲଗଛ ସୋ’ ଗଛ ଲଗା ଯାଉଛି ତ ଆଉ କେଉଁଠି କାନ୍ଥ ବାଡରେ ଚିତ୍ର ବିଚିତ୍ର କରାଯାଇଛି ।

G20 Summit
G20 Summit: ଦିଲ୍ଲୀରେ ଅତିଥିଙ୍କୁ ସ୍ୱାଗତ ପାଇଁ ଲାଗିବ ୭ ଲକ୍ଷ ଗଛ !

ଅତିଥିଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।

Arvind Kejriwal
I.N.D.I.Aରେ ପୁଣି କେଁ ! AAP କହିଲାଣି କେଜ୍ରିୱାଲଙ୍କୁ କର ପ୍ରଧାନମନ୍ତ୍ରୀ

ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।

Delhi bus conductor
ଚାକିରି କରାଇଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ପରେ ଭିଡିଓ କରି ବ୍ଲାକମେଲିଂ

ଖାଲି ଦୁଷ୍କର୍ମ ନୁହେଁ ସେହି ସମୟର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ କରାଯାଇଥିବା ପୋଲିସ କହିଛି । ପୋଲିସର ସୂଚନା ଅନୁସାରେ ପୀଡ଼ିତା ମହିଳା ଚାକିରି କରିବାକୁ ଇଚ୍ଛୁକ ଥିଲେ ।

Minor Girl Rape Case
ଅଙ୍କଲ୍‌ ପାଲଟିଲା ରାକ୍ଷାସ; ଲଗାତାର ୩ ବର୍ଷ କରୁଥିଲା ଦୁଷ୍କର୍ମ

ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ ।

Delhi School
ଆଶ୍ଚର୍ଯ୍ୟ ! ଜୟ ଶ୍ରୀରାମ କହିବାରୁ PT ପ୍ରବଳ ପିଟିଲେ, ସ୍କୁଲରୁ ବିଦା କଲେ...

ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଛି । ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଛନ୍ତି । ଆଉ ଗୁରୁତର ଅବସ୍ଥାରେ ଛାଡ଼ିଛନ୍ତି ।

ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ
ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ

ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀଯାଏଁ ଚାଲିଛି ପ୍ରସ୍ତୁତି, ଲାଲକିଲାରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ । ଏପଟେ ରାଜ୍ୟସ୍ତରୀୟ ଉତ୍ସବ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବି ଜୋରଦାର ପରେଡ୍ ଅଭ୍ୟାସ

Odisha farmer
ଗାଉଁଲୀ ଚାଷୀ ଦିଲ୍ଲୀରେ ହେବେ ସ୍ୱତନ୍ତ୍ର ଅତିଥି

କୃଷି ଓ କୃଷକଙ୍କ ଜିଲ୍ଲା ସୁବର୍ଣ୍ଣପୁର । ଏଠି ୯୦ ପ୍ରତିଶତ ଲୋକ ଚାଷକାମ କରି ଜୀବିକା ନିର୍ବାହ କରନ୍ତି । ଉଭୟ ଖରିଫ୍ ଏବଂ ରବି ଋତୁରେ ଧାନ ଓ ପନିପରିବା ଚାଷ କରି ପରିବାର ଚଳନ୍ତି ଏଠିକାର ଚାଷୀ....

Meet Odia farmers who will be taking part in Independence day celebrations in Delhi
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ଡାକରା; ଦିଲ୍ଲୀ ଯିବେ ଓଡ଼ିଆ ଚାଷୀ

ବର୍ଷକ ବାରମାସ ତାଙ୍କ କ୍ଷେତରେ କିଛି ନା କିଛି ଚାଷ ହେଉଥାଏ । ସନ୍ତୋଷିନୀ ଏହି ଚାଷ ଜମିରୁ ନିଜର ପରିବାର ସହ ଆହୁରୀ ୬ ପରିବାରଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ ।

National Capital inundated
୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।

DELHI LOOT
୭୦ ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ; ଝାମ୍ପିନେଲେ ୨ଲକ୍ଷ ଟଙ୍କା

ଟଙ୍କା ଛଡ଼ାଇନେବା ସମୟରେ ବୃଦ୍ଧ ଜଣକ ରାସ୍ତାରେ ଛିଟିକି ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁସାରେ ବୃଦ୍ଧ ବ୍ୟବସାୟୀ ସାନସର ସିଂ ତାଙ୍କ ପରିବାର ସହିତ ଗାଜିଆବାଦରେ ରହୁଥିଲେ । ହେଲେ ହର୍ଷ ବିହାରରେ ଏକ ଦୋକାନ କରିଥିଲେ ।

Fire breaks out coaching centre
କୋଚିଂ ସେଣ୍ଟରରେ ଭୟଙ୍କର ନିଆଁ, ଭୟରେ କୋଠାରୁ ଡେଇଁ ପଡ଼ିଲେ ଛାତ୍ରଛାତ୍ରୀ

ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ

Saket court firing
କୋର୍ଟରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।

Delhi Aiims Heart Surgery
ବିରଳ ! ମାଆ ଗର୍ଭରେ ଥିବା ଛୁଆର ହାର୍ଟ ସର୍ଜରୀ

ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତା’ର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ ।

Delhi MCD
Viral Video: ଦିଲ୍ଲୀରେ AAP-BJP ନେତା ମାରପିଟ୍, ଚୁଟି ଟଣାଠୁ ଆରମ୍ଭ କରି ଗୋଇଠା ମରା ଯାଏଁ..

ପୋଲିସ ଉପସ୍ଥିତରେ ଗଣ୍ଡଗୋଳ ଚାଲିଥିଲା । ଗତ ଦୁଇ ଦିନ ତଳେ ହିଁ ଦିଲ୍ଲୀରେ ମେୟର ନିର୍ବାଚନ ସରିଛି ।