ଅଭିନେତ୍ରୀ ଦୀପିକା ସିଂଙ୍କ ମା’ଙ୍କୁ କରୋନା; କହିଲେ-କେଜ୍ରିୱାଲ୍ ଜୀ, ଦୟାକରି ସାହାଯ୍ୟ କରନ୍ତୁ Jun 13, 2020 ନୂଆଦିଲ୍ଲୀ: ସିରିୟଲ୍ ‘ଦିୟା ଔର୍ ବାତି ହମ୍’ରେ ଅଭିନୟ କରି ଦର୍ଶକ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ସିଂଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି।…