• translate

Tag: Covid Vaccine

Vaccine by Drone
ଡ୍ରୋନରେ ପହଞ୍ଚିଲା କରୋନା ଟିକା

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ତ୍ୟୋଦୟ ଆଣିବା ପାଇଁ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଁଚାଇବାର ଅଙ୍ଗୀକାର ବଦ୍ଧତାକୁ ଦୃଷ୍ଟିରେ ରଖି ଉତ୍ତର ପୂର୍ବାଂଚଳରେ ଆଇ ଡ୍ରୋନ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

biden got a booster dose
କରୋନାର ବୁଷ୍ଟର ଡୋଜ ନେଲେ ବାଇଡେନ

ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।

Vaccine for dead people
ରେକର୍ଡ ବୃଦ୍ଧି ପାଇଁ ମୃତ ବ୍ୟକ୍ତିଙ୍କୁ ଦିଆଯାଉଛି କରୋନା ଭ୍ୟାକସିନ୍ !

ମୃତକଙ୍କୁ ଦିଆଯାଉଛି କରୋନା ଭ୍ୟାକ୍ସିନ୍ । ଏପରିକି କୋଭିଡ ସାର୍ଟିଫିକେଟ ବି ଦିଆଯାଇଛି। ଭାକ୍ସିନେସନ ସଂଖ୍ୟା ବଢୁଥିବା ନେଇ ସରକାର ଦାବି କରୁଥିବାବେଳେ ମୃତବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ଘଟଣା ଏହି ସଂଖ୍ୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।  

Covid-19 vaccination drive
ଭାରତ ‍‍ବଡ଼ ସଂଖ୍ୟାରେ କରୋନା ଟିକା ଲଗାଇବାରେ ସକ୍ଷମ : WHO

ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ

Covid Vaccination
ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ

ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଥିଲା।

PM Modi\'s Birthday | Major Push To Covid Vaccination Drive & More
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆରମ୍ଭ କରାଯିବ ସେବା ଓ ସମର୍ପଣ ଅଭିଯାନ ।

 Covid vaccine ZyCoV-D
୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ଅକ୍ଟୋବରରେ ଆସିପାରେ ନିଡିଲ ଫ୍ରି ଭ୍ୟାକ୍ସିନ୍ ଜାଇକୋଭ୍-ଡି

କରୋନା ଭାଇରସର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଦେଶକୁ ମିଳିଲା ଆଉ ଏକ ଟିକା । ଅକ୍ଟୋବର ମାସରେ କୋଭିଡର ତୃତୀୟ ଲହରୀ ଶିଖରରେ ରହିବ ବୋଲି ଆକଳନ କରାଯାଉଛି । ଦେଶରେ ଦୈନିକ କରୋନା ମାମଲାରେ ଯେପରି ଉତଥାନ-ପତନ ଦେଖିବାକୁ ମିଳୁଛି, କିଛି କହି ହେବନାହିଁ ।

Rairakhol Locals Allege Irregularities In Vaccination Centres In Sambalpur
ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ

ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ । ସପଟେ ଧାଡ଼ିରେ ନଥିବା ଲୋକଙ୍କୁ ଟିକା ନେବା ପାଇଁ ଟୋକନ ମିଳିଯାଉଥିବା ଅଭିଯୋଗ ।

Johnson & Johnson
ଭାରତକୁ ମିଳିଲା ପଞ୍ଚମ ଟିକା : ଜନସନ ଆଣ୍ଡ୍ ଜନସନର ସିଙ୍ଗିଲ୍ ଡୋଜ ଟିକାକୁ ଅନୁମୋଦନ

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକକ-ଡୋଜ କୋଭିଡ -19 ଟିକାକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଭାରତରେ ପାଞ୍ଚଟି EUA ରହିଛି । ଏହା ' କୋଭିଡ -19 ବିରୋଧରେ ଭାରତର ମିଳିତ ଲଢ଼େଇକୁ ଆଗକୁ ବଢ଼ାଇବ।

vaccine for  pregnant women
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍‌ ଟିକା ମହଜୁଦ ରହିଛି ।

TGOPC 24 January 2021
TGOPC 24 January 2021

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

The Great Odisha Political Circus 31 January 2021

Apana Eka Nuhanty Ep 525 | 13 JAN 2021 | କିଡ଼ନୀ ରୋଗରେ ପୀଡିତ ପବିତ୍ର | ଦୂର ହେଲା ସୂର୍ଯ୍ୟ ଙ୍କ ଦୁଃଖ

Apana Eka Nuhanti 27 Jan 2021 | ଲୁହର ଝରଣାରେ ଝୁନୁ | କିଏ ହେବ ଅମିତର ଆଶାବାଡି ?

Immensely popular show in Rural Odisha, this show proves that Media has a responsibility towards the society and if the right steps are taken a lot can

Taste Of Odisha Ep 238 | 24 Jan 2021 | Odia Food & Recipes: How to Prepare | ସମ୍ପୁର୍ଣ ଓଡ଼ିଆ ଖାଦ୍ୟ
Taste Of Odisha Ep 238 | 24 Jan 2021 | Odia Food & Recipes: How to Prepare | ସମ୍ପୁର୍ଣ ଓଡ଼ିଆ ଖାଦ୍ୟ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Taste Of Odisha 30 January 2021

Taste Of Odisha Ep 240 06 February 2021

FULL GAPSAP EP 62 | 16 JAN 2021 | ଗପସପ ରେ ଯାତ୍ରା କଳାକାର ତମସା ମିଶ୍ର, ରାଜଶ୍ରୀ ଶତପଥି, ଦୂତିକୃଷ୍ଣ ପଣ୍ଡା

Watch This Exclusive Interview With Joy(Rajesh) & Khusi(Sandhya) from Odia Serial \"Savitri\" In Full Gaap Saap. The Celebrities Revealed Some Unknown

FULL GAPSAP EP 63  23 JAN 2021
FULL GAPSAP EP 63 23 JAN 2021

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

FULL GAPSAP EP 64 | 30 JAN 2021 | ଏଥର ଫୁଲ ଗପସପରେ ଯାତ୍ରା କଳାକାର ମନ୍ଦାକିନୀ, ମିଲନ୍ ଏବଂ ମାମା

FULL GAPSAP 06 | FEB 2021| ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ତମନ୍ନାଙ୍କ ସହ ଦେଖନ୍ତୁ ଫୁଲ ଗପସପ

MAKING NEWS 26 JANUARY 2021

Making News Ep19 | 02 February 2021 | ଦୁଃଖରେ ମଦ .. ସୁଖରେ ମଦ | ମଦ ପାଇଁ କେତେ ବାହାନା ..

MAKING NEWS EP 20 | 09 FEBRUARY 2021 | ଗୋଲିଆ ଭାଇଙ୍କ ଗନ୍ଧିଆ ଗୁପଚୁପ୍

Akuha Katha Ep 137  24 Jan 2021