• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cocaine

 cocaine smuggling
ପାରାଦୀପ ଜାହାଜରେ ୨୨୦ କୋଟିର କୋକେନ୍ ସ୍ମଗଲିଂ ପଛରେ କିଏ ?

ଏହି ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଜାତୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ ବୋଲି କଷ୍ଟମ ବିଭାଗ କହିଛି। ମିଳିଥିବା

Cocaine Seized From Paradeep
ନିଶା ଚାଲାଣର ଟ୍ରାନଜିଟ୍ ରୁଟ୍ କି ପାରାଦୀପ ବନ୍ଦର ? ଜାହାଜ କର୍ମଚାରୀଙ୍କୁ ଧରି ଖୋଳତାଡ଼ କରୁଛି କଷ୍ଟମ୍ ବିଭାଗ

ଆଜି ଏହି ଜାହାଜରୁ ୨ ଶହ କୋଟି ଟଙ୍କାର କୋକେନକୁ ଜବତ କରିଛି କଷ୍ଟମ୍ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ପାନାମାରେ ପଞ୍ଜିକୃତ ଏହି ଜାହାଜର ମାଲିକ ହେଉଛନ୍ତି ଭିଏତନାମର।

Drugs Smuggling
ଜାହାଜରେ ନିଶା ଚାଲାଣ; ୨୨ଟି ପ୍ୟାକେଟ୍‌ରୁ ମିଳିଲା ୨୨୦ କୋଟିର କୋକେନ୍‌

ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହେଲା । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍‌ର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କା ।

Cocaine
ଭୁବନେଶ୍ୱରରୁ ଗିରଫ ୨ କୋକେନ୍‌ ମାଫିଆଙ୍କର ସ୍ୱିଜରଲ୍ୟାଣ୍ଡ-ଚୀନ୍‌-ଫ୍ରାନ୍ସ-ଆମେରିକା-ଥାଇଲାଣ୍ଡ ସହ ଲିଙ୍କ

୬ଟି ଦେଶର ମାଫିଆଙ୍କ ସହ ଲିଙ୍କ୍ ଥିବା ଜଣାପଡ଼ିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସ୍ୱିଜରଲ୍ୟାଣ୍ଡ, ଚାଇନା, ଫ୍ରାନ୍ସ, ଆମେରିକା, ଥାଇଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ସହ ଏହି ଦୁଇ ଗିରଫ ମାଫିଆଙ୍କ ସମ୍ପର୍କ ରହିଛି ।

Cocaine
ଫୋକସ୍‌ରେ ମହଙ୍ଗା ନିଶା କାରବାର ! କୋକେନ୍‌ ମାଫିଆଙ୍କୁ ଜେରା କରିବ ନାର୍କୋଟିକ୍ସ

୨୦୨୩ ହକି ବିଶ୍ୱକପ୍ କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନଙ୍କ କଣ ଥିଲା ବ୍ଲୁ ପ୍ରିଣ୍ଟ । ରାଜଧାନୀର କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା ।

Stf sends accused on 4 day remand
ରାଜଧାନୀରେ ମହଙ୍ଗା ନିଶା ବିକ୍ରି ମାମଲା; ୪ ଦିନ ପାଇଁ ରିମାଣ୍ଡରେ ଗଲେ ୨ ମୁଖ୍ୟ ଅଭିଯୁକ୍ତ

ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ମହଙ୍ଗା ନିଶା । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ ।

Cocaine
ନିଶା ଆଡ୍ଡା ଭୁବନେଶ୍ୱର ! ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍‌ସୁଗର ପରେ ଏବେ କୋକେନ୍‌ ଜବତ

ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

Cocaine, Heroin Seized In Delhi & Noida
ବିପୁଳ ପରିମାଣର ହେରୋଇନ ଓ କୋକିନ ଜବତ

ଦିଲ୍ଲୀ ଓ ଉତ୍ତର ପ୍ରଦେଶର ନୋଏଡାରୁ ବିପୁଳ ପରିମାଣର ହେରୋଇନ ଓ କୋକିନ ଜବତ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଆଫଗାନ ଓ ଉଜବେକିସ୍ତାନର ନାଗରିକ ମଧ୍ୟ ଅଛନ୍ତି।