• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Celebration

Kali Puja 2023
ପୂଜା ପାଉଛନ୍ତି ମାଆ, ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ

ମା’ କାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ । ମଧ୍ୟ ରାତ୍ରରେ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାପାଠ କରାଯାଇଛି ।

BMC prepared for Diwali
ବିଏମସିର ପ୍ରସ୍ତୁତି ବୈଠକ, ସବୁଜ ସ୍ୱଚ୍ଛ ଭାବେ ପାଳନ ହେବ ଦୀପାବଳି

ଆଲୋକର ପର୍ବ ଦୀପାବଳି ପାଇଁ ବିଏମସିର ପ୍ରସ୍ତୁତି ବୈଠକ l ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ପାଳନ ହେବ ଦୀପାବଳି ।

ପୋଲିସ କମିଶନରେଟ୍ କାର୍ଯ୍ୟାଳୟ
ଉତ୍କଳ ଦିବସରେ ଉତ୍ସବ ମୁଖର ଭୁବନେଶ୍ୱର, ଝଲସୁଛି ମନ୍ଦିରମାଳିନୀ ସହର

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ରମାନଙ୍କୁ ମନେ ପକାଉଛି ଭୁବନେଶ୍ୱର। ଯୁଆଡ଼େ ଦେଖ, ରଙ୍ଗୀନ ଆଲୁଅରେ ଝଲସୁଛି ମନ୍ଦିରମାଳିନୀ ସହର...

UTKAL DIVAS
କୋଟିଆରେ ଉତ୍କଳ ଦିବସ ରାଜନୀତି; ଶକ୍ତି ପ୍ରଦର୍ଶନ କଲା ବିଜେପି ଓ ବିଜେଡି

ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର ।

ଏ ଗୁରୁ ଜଣେ ଦିବ୍ୟାଙ୍ଗ। ପିଲାଙ୍କୁ ମାଗଣାରେ ପାଠ ପଢ଼ାନ୍ତି।
ଆଜି ଗୁରୁଦିବସ, ସବୁଠି ଚାଲିଛି ଗୁରୁପୂଜା..ଦେଖିବା କିଛି ଝଲକ୍

ଗୁରୁ ସମ୍ମାନର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ଆଜି ବି ସେଇ ପରମ୍ପରା ବଂଚିଛି। ଏମିତି ଅନେକ ଗୁରୁ ଅଛନ୍ତି ଯୋଉମାନଙ୍କ ତ୍ୟାଗ ପାଇଁ ଆଜି ଛାତ୍ରସମାଜକୁ ନୂଆ ଦିଗ୍‌ଦର୍ଶନ ମିଳିଛି।

ରାଜଧାନୀ ଭୁବନେଶ୍ୱରରେ ବିଜେପି ଅଫିସ୍ ସମ୍ମୁଖରେ ଘଣ୍ଟ ଓ ଢୋଲ ବଜେଇ ଚାଲିଛି ସେଲିବ୍ରେସନ
ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ଦେଖନ୍ତୁ କିଛି ଝଲକ୍

ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ବିଜେପି ନେତା ଓ କର୍ମୀ ବାଜା ଓ ବାଣର ଆସର ଭିତରେ ମିଠା ବାଣ୍ଟି ଖୁସି ମନାଉଛନ୍ତି।

Raja Sankranti
ରଜ ସଂକ୍ରାନ୍ତିରେ ଜମିବ ଦୋଳି ଖେଳ, ଖିଲିପାନ ଓ ପୋଡ଼ପିଠାର ଆସର

ଆଜି ହେଉଛି ରଜ ସଂକ୍ରାନ୍ତି । ବିନା ପାନରେ କଣ ରଜ ଉତ୍ସବ ସମ୍ଭବ । ମିଠା ପାନ ହିଁ ରଜରେ ଆଉ ଟିକେ ମିଠା ଭରି ଦେଇଥାଏ । ଏଣୁ ବଜାରଘାଟରେ ଲାଗିଲାଣି ରଜପାନର ପସରା ।

Celebration
ବିଜୟ ହେଉ ହେଉ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କର୍ପୋରେଟର୍‌

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Pramod Bhagat
ଜନ୍ମମାଟିରେ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ

ଜନ୍ମମାଟିରେ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ। ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମ ଥର ନିଜ ଗାଁକୁ ଫେରିଛନ୍ତି ପ୍ରମୋଦ୍। ବାଜା ବଜାଇ ଫୁଲ ପକାଇ ସ୍ୱାଗତ କରିଛନ୍ତି ଲୋକେ। ଶହ ଶହ ଲୋକ ପ୍ରମୋଦଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି।