• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Business

Is Khordha Jail slowly becoming den of brown sugar business?
ଧଳାଜହର ବେପାରର ନୂଆ ହବ୍‌ ଖୋର୍ଦ୍ଧା ଜେଲ୍‌

ଧଳାଜହର ବେପାରର ନୂଆ ହବ୍‌ ପାଲଟିଛି ଖୋର୍ଦ୍ଧା ଜେଲ୍‌ । କାରାଗାରରୁ ଅପରେଟ୍‌ ହେଉଛି ବ୍ରାଉନ୍‌ସୁଗାର ବ୍ୟବସାୟର ନୀଳ ନକ୍ସା । ୨୪ ଘଣ୍ଟିଆ ସତର୍କ ନଜର ସତ୍ତ୍ୱେ ଜେଲ୍‌ ଭିତରେ ବୁଲୁଛି ପୁଳାପୁଳା ମୋବାଇଲ୍‌ ।

Traders not been resettled
ଉଚ୍ଛେଦର ୮ବର୍ଷ ବିତିଲାଣି, ତଥାପି ଥଇଥାନ ହୋଇନାହାନ୍ତି ୫୮୮ ବ୍ୟବସାୟୀ

ଖୋର୍ଦ୍ଧା ଜଟଣୀ ପୌରପରିଷଦରେ ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ କେବେ କରାଯିବ ଥଇଥାନ ? ଦୋକାନୀଙ୍କୁ କେବେ ମିଳିବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ?

Business Odisha awards 2023
ବିଜ୍‌ନେସ୍ ଓଡ଼ିଶା ଆୱାର୍ଡ୍ସ୍‌ ୨୦୨୩; ଜାଣିବା ବିଜ୍‌ନେସ୍ କ୍ୟାଟେଗୋରୀରେ ଅଛନ୍ତି କେଉଁମାନେ...

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ବିଜ୍‌ନେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

Elon Musk and Goutam Adani
ପୁଣି ଥରେ ଧନୀ ତାଲିକାର ଶୀର୍ଷକୁ ଗଲେ ଏଲନ; ୩୮ ନମ୍ବର ସ୍ଥାନକୁ ଖସିଲେ ଆଦାନୀ

ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି । ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି ।

Cyber Crime - Youth loses hard earned money saved for business
ମାଲେସିଆରୁ ମାଛ ବେପାର ପାଇଁ ଆସିଥିଲେ, ଆକାଉଣ୍ଟରୁ କଟିଗଲା ଟଙ୍କା...

ମାଲେସିଆରୁ ମାଛ ବେପାର ପାଇଁ ଆସିଥିଲେ। ଆକାଉଣ୍ଟରୁ କଟିଗଲା ଏତିକି ଟଙ୍କା... ଆଉ ନିଜ ଟଙ୍କା ଫେରି ପାଇବା ପାଇଁ ସାଇବର ଥାନାରେ ଚକ୍କର କାଟୁଛନ୍ତି ସତ ହେଲେ କିଛି ଲାଭ ମିଳୁନି। ଦେଖନ୍ତୁ ଏହା ପରେ ହେଲା କ’ଣ?

How To Profitably Use Bank Loan For Business, Odisha Woman Shows The Way
ଘରେ ଅଣ୍ଡା-କ୍ଷୀର ଭର୍ତ୍ତି, କୁକୁଡା ଓ ଗାଈ ରଖି ସ୍ୱାବଲମ୍ୱୀ ସନ୍ଧ୍ୟାରାଣୀ

ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି।

MNP
୪ ବର୍ଷରେ ୬ ଲକ୍ଷ କୋଟି ଆୟ ଲକ୍ଷ୍ୟରେ କେନ୍ଦ୍ର ସରକାର

ଜାତୀୟ ମନିଟାଇଜେସନ୍ ପାଇପ୍‌ଲାଇନ୍‌ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍‌ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Ola Scooter
ଲଞ୍ଚ ହେଲା ଓଲାର ବୈଦ୍ୟୁତିକ ସ୍କୁଟର୍‌

ଦେଶରେ ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି ଓଲା। ଯାହାର ନାମ S1 ରହିଛି। କମ୍ପାନୀ ବହୁ ପୂର୍ବରୁ ଏହି ସ୍କୁଟରର ବୁକିଂ ଖୋଲିଥିଲା ​। ଯାହାଦ୍ୱାରା ଆପଣ କେବଳ ୪୯୯ ଟଙ୍କା ଦେଇ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକ୍ କରିପାରିଥାନ୍ତେ। ଓଲାର ଇଲେକ୍ଟ୍ରିକ୍ ସ୍କୁଟର ୧୦ଟି ରଙ୍ଗରେ ଉପଲବ୍ଧ ହେବ। ଯେଉଁଥିରୁ ଆପଣ ନିଜ ପସନ୍ଦର ରଙ୍ଗ ବାଛିପାରିବେ।

Lokseba Bhawan
୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ର ମୋହର

ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ।