• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Building Collapses

Dehradun Defence College
ପ୍ରକୃତିର କରାଳ ରୂପ; ଭୁଶୁଡ଼ିଲା ଡିଫେନ୍ସ କଲେଜ ବିଲ୍ଡିଂ, ଦେଖନ୍ତୁ ଛାତିଥରା ଭିଡିଓ

ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବା ସହ ଭାସି ଯାଇଛି ।

Portion Of Gurugram Building Collapses
ଆପାର୍ଟମେଣ୍ଟ ଧସି ୨ ମୃତ,ଅନେକ ଦବି ରହିଥିବା ଅନୁମାନ

ଧସିଗଲା ଆପାର୍ଟମେଣ୍ଟ ଛାତ । ଦିଲ୍ଲୀ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟର ୬ ମହଲା ଛାତ ଧସି ଯାଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣକଙ୍କ ମୃତ୍ୟୁ ହୋଇଛି ।ଏହାସହ କିଛି ବ୍ୟକ୍ତି କଙ୍କ୍ରିଟ୍ ଅତଡ଼ା ତଳେ ଧସି ହୋଇ ରହିଥିବା ଅନୁମାନ କରାଯାଉଛି ।

Mumbai Rain
ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର: ୩୬ ମୃତ

ଗତ ୩ ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ତାହା ବଢି ୩୬ରେ ପହଞ୍ଚିଛି।ଏହାସହ ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।