• translate

Tag: Bombay High Court

aryan khan
ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ଲଗାତର ତୃତୀୟ ଦିନ ପାଇଁ ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ବମ୍ବେ ହାଇକୋର୍ଟରେ ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । ଗତ ଦୁଇ ଦିନ ଧରି କୋର୍ଟ ରୁମରେ ହାଇଡ୍ରାମା ପରେ ଆଜି ପୁଣି ଥରେ ଶୁଣାଣି କରିବେ ଅଦାଲତ । ଗତକାଲି ଶୁଣାଣି ବେଳେ ଏଅନସିବି ପକ୍ଷରୁ ଓକିଲ କିଛି ପ୍ରମାଣ କୋର୍ଟରେ ଦର୍ଶାଇବା ପାଇଁ ମହଲତ ମାଗିଥିଲେ ।

Kangana Ranaut
କଙ୍ଗନାଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କୁ ଝଟ୍‌କା। ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି।

Bombay High Court
ଯୌନ ସମ୍ବନ୍ଧ ନରଖି ଦିଆଯାଇଥିବା ଯୌନ ନିର୍ଯାତନା ଦୁଷ୍କର୍ମ ଅଟେ

ଯୌନ ସମ୍ପର୍କ ନରଖି ମଧ୍ୟ ଦିଆ ଯାଇଥିବା ଯୌନ ନିର୍ଯାତନା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 376 ଅନୁଯାୟୀ ଦୁଷ୍କର୍ମ ପରିଭାଷା ଅଧୀନରେ ଆସୁଛି ।