• translate

Tag: Bihar

 Court exclusive orders for a rape accused
ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଅଜବ ଦଣ୍ଡ; ୬ ମାସ ପାଇଁ ମାଗଣାରେ ସଫା କରିବେ ଗାଁ ମହିଳାଙ୍କ ଲୁଗା

ବିହାରର ଏକ କୋର୍ଟ ଜଣେ ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ମନକୁ ଛୁଇଁବା ପରି ରାୟ ଶୁଣାଇଛନ୍ତି। ଘଟଣାଟି ଆସିଛି ବିହାରର ମଧୁବଣୀରୁ। 

Kidney For Sale | Man Walks Patna Streets With Poster, Wants To Sell Organ To Get Back Wife
ସ୍ତ୍ରୀଙ୍କୁ ଭଲ କରି ଦେଖା କରିବ ବୋଲି କିଡ଼ନୀ ବିକ୍ରି କରିବ ସ୍ୱାମୀ

୫ ବର୍ଷ ପରେ ସ୍ତ୍ରୀକୁ ଦେଖିବା ପାଇଁ ନିଜର କିଡ଼ନୀ ବିକ୍ରି କରିବା ପାଇଁ ରାଜି ହୋଇଗଲେ ସ୍ୱାମୀ। କିଡ଼ନୀ ବିକ୍ରି କରିବା ପାଇଁ ରାଜରାସ୍ତାରେ ଧରି ବୁଲିଲେ ପୋଷ୍ଟର। କଣ ରହିଛି ପୂରା ଘଟଣା, ଏବେ ଜାଣନ୍ତୁ...

biha
ସ୍ତ୍ରୀ ପାଇଁ ମୁଁ ବିକିବି କିଡନୀ : ଟଙ୍କା ଯୋଗାଡ଼ ହେଲେ ଭେଟିବାକୁ ଅନୁମତି ଦେବେ ଶ୍ୱଶୁର ଘର ଲୋକେ

କିଡନୀ ନିଅ . . . କିଡନୀ ନିଅ । ରାସ୍ତାରେ ଜୋର ଜୋରରେ ଚିତ୍କାର କରୁଛନ୍ତି ଯୁବକ । ବିହାରର ରାଜଧାନୀ ପାଟନାରେ ପୋଷ୍ଟର ଲଗାଇ କିଡନୀ ବିକ୍ରି ପାଇଁ ଲୋକଙ୍କ ସାମ୍ନାରେ ନେହୁରା ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ କିଡନୀ ବିକ୍ରି କରିବା ପାଇଁ ହାତରେ ପୋଷ୍ଟର ଧରି ପାଟନା ରାସ୍ତାରେ ବୁଲୁଛନ୍ତି

Viral Fever
ବିହାରରେ ବ୍ୟାପୁଛି Viral Fever: ୨୫ ଶିଶୁଙ୍କ ଗଲା ପ୍ରାଣ

କରୋନା ମହାମାରୀ ଏବେ ସମସ୍ତଙ୍କୁ ଟେନ୍‌ସନ୍‌ ଦେଉଛି। ଆଉ ଏହାରି ମଧ୍ୟରେ ବିହାରରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଅଭିଭାବକ। ସୂଚନା ଅନୁସାରେ, ବିହାରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି

CPI MLA
୫୧ ଲିଟର୍‌ ତେଲ ପକାଇଲେ ବିଧାୟକ। ହେଲେ ଗାଡ଼ି ଗଲା ମାତ୍ର ୫୦୦ ମିଟର

ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ

Flood Siatution
ପାଣିରେ ବୁଡି ମେଡିକାଲ୍ ପହଞ୍ଚିଲେ ଗର୍ଭବତୀ

ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍‌ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମମତା ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ।

Crime In Bihar
ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର ଉଗ୍ର ରୂପ: ରାତିରେ ସ୍ୱାମୀଙ୍କ ପ୍ରାଇଭେଟ୍‌ ପାର୍ଟ କାଟିଦେଲେ ସ୍ତ୍ରୀ

ବିହାରର ପାଟନାରେ ଫୁଲୱାରୀରେ ଏହି ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯେ, ଏତେ ଭୟଙ୍କର ହେବ ତାହାକୁ କେହି କେବେ ବିଶ୍ୱାସ କରିପାରିନଥିବେ। ପାଟନାର ଆଲାଭ କଲୋନୀରରେ ଏମାନେ ରହୁଥିଲେ। ତେବେ ପତ୍ନୀ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଥିଲେ। ଏହାପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପ୍ରବଳ କଷ୍ଟ ସାଙ୍ଗକୁ ରକ୍ତସ୍ରାବର ମାତ୍ରା ମଧ୍ୟ ବହୁ ଅଧିକ ରହିଥିଲା। ଆଉ ଏହି ସମୟରେ ସେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ସେହି ସ୍ଥାନ ଛାଡ଼ି ପଳାଇଥିବା ଜଣାପଡ଼ିଛି।

nitish
ବିରୋଧୀଙ୍କ ସହ ସ୍ୱର ମିଳାଇଲେ ନୀତିଶ କୁମାର: ବିଜେପି ପାଇଁ ବଢିପାରେ ଅଡ଼ୁଆ

ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍‌ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି।

nitish-kumar
ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ରଖୁଛନ୍ତି କି ନୀତିଶ କୁମାର?

ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।

corona vaccine
ଟିକା ନେବା ପାଇଁ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ଛୁ ମାରିଲେ ସ୍ୱାସ୍ଥ୍ୟକର୍ମୀ

ମଙ୍ଗଳବାର ଦିନ ସୀତାମଢ଼ି ଜିଲ୍ଲାର ଭାଟୋଲିଆ ଗାଁର ମଧ୍ୟମ ବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପ୍ରଥମେ କରୋନା ଟିକା ନେବା ପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯେଉଁଥିରେ ଅନ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା ।

chirag
ରାମବିଳାସଙ୍କ ଜୟନ୍ତୀରୁ LJP ନେତା ଚିରାଗ ପାଶୱାନ୍‌ଙ୍କ ଆଶୀର୍ବାଦ ଯାତ୍ରା

ନୂଆଦିଲ୍ଲୀ: ନିଜ ପିତା ତଥା ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀରେ LJP ନେତା ଚିରାଗ ପାଶୱାନ୍ ବିହାରରୁ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ଆଜି ଚିରାଗ ପାଶୱାନ୍ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ବିପୁଳ…

vaccine
ସିରିଞ୍ଜରେ ନଥିଲା କରୋନା ଭ୍ୟାକ୍ସିନ୍ : ଯୁବକଙ୍କୁ ଖାଲି ଛୁଂଚି ଫୋଡ଼ିଦେଲେ ସ୍ୱାସ୍ଥ୍ୟକର୍ମୀ

ପାଟନା : ଦେଶରେ କରୋନା ଟିକାକରଣ ଜୋରସୋରରେ ଚାଲିଛି । ଏବେ ଟିକାକରଣ ମାମଲାରେ ଦେଶ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ପୂର୍ବ ତୁଳନାରେ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ କମ ସମୟରେ ଲୋକେ…