• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Basudebpur

Woman Stages Dharna After In-Laws Restricts Her From Entering Home In Odisha’s Basudebpur
ଛଅ ମାସର କଅଁଳା ପିଲାକୁ କୋଳରେ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୋହୂ

କୋଳରେ କଅଁଳା ପିଲା । ଶୀତ କାକରରେ ଛୁଆକୁ ଧରି ପଞ୍ଚାୟତ ଗେଟରେ ମହିଳା । ବାପ ଘରକୁ ଯାଇଥିଲେ ବୋଲି ଘରୁ ତଡ଼ିଦେଲେ ଶ୍ୱଶୁର ଘର ଲୋକ । କୁନି ଛୁଆଟା ମୁହଁକୁ ଚାହିଁଲେନି । ନିଜ ରକ୍ତର ଆକର୍ଷଣ ବି ବୁଝିଲେନି । ନିର୍ଦ୍ଦୟ ହୋଇଗଲା ଆଇ । କୋଳେଇ ନେବା ବଦଳରେ ପର କରିଦେଲା ।

basudevpur
ତଡିଦେଲେ ଶ୍ୱଶୁର ଘର ଲୋକ : ଛଅ ମାସର କଅଁଳା ପିଲାକୁ କୋଳରେ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୋହୂ

ବାସୁଦେବପୁର ଥାନା ବ୍ରାହ୍ମଣଗାଁ ପଞ୍ଚାୟତର ବୈକୁଣ୍ଠପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ସାବରଙ୍ଗ ଥାନା ରଞ୍ଜିତା ଦୁଇ ବର୍ଷ ତଳେ ବିବାହ କହିଥିଲେ । କୋଲକାତାର ଏକ ସୁନା ଦୋକାନରେ ରହି କାମ କରନ୍ତି ସ୍ୱାମୀ । ଘରକୁ କ୍ୱଚିତ୍ ଆସନ୍ତି । ଘରେ ରଞ୍ଜିତା ତାଙ୍କ ଶାଶୂଶ୍ୱଶୁରଙ୍କ ସହ ରହୁଥିଲେ ।

bhadrak
ବର୍ଷା ଅଭାବରୁ ଜାଲରେ ପଡୁନି ମାଛ : ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ଚଳିତ ବର୍ଷ ଆଶାନୁରୂପକ ବର୍ଷା ହେଉନଥିବାରୁ ସମୁଦ୍ରରେ ମାଛ ପଡୁ ନାହାନ୍ତି । ବର୍ଷା ସହ ପୂର୍ବାଳୀ ପବନ ବହିଲେ ମଧୁର ଜଳ ପାଇ ମାଛମାନେ ସମୁଦ୍ରରୁ ଉପର ମୁହାଁ ହୋଇଥାନ୍ତି । ପ୍ରତି ବର୍ଷ ଏହି ସମୟରେ ସମୁଦ୍ରରେ ପ୍ରଚୁର ପରିମାଣରେ ମାଛ ମିଳିଥାନ୍ତି । ଏଥର ଇଲିସ ମାଛ ତ ମିଳିବା ଦୂରର ଅନ୍ୟାନ ଛୋଟ ମାଛ ବି ଆଶାନୁରୂପକ ମିଳୁନାହିଁ