• translate

Tag: Arjun Kapoor

Arjun Kapoor show off his abs muscles
ବଡି ବନଉଛନ୍ତି ଅର୍ଜୁନ କପୁର; ଲୋକେ ଫିଦା

ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ନିଜ ଫିଟ୍‌ନେସ୍‌କୁ ସାରା ଦୁନିଆ ସାମ୍ନାରେ ଦେଖଉଛନ୍ତି। କଠିନ ପରିଶ୍ରମ ଓ ଘଣ୍ଟା ଘଣ୍ଟା ବ୍ୟାୟାମ କରି ସେ ଖୁବ୍ ସୁନ୍ଦର ବଡି ଓ ମସଲ୍ସ କରିଛନ୍ତି। ବାସ୍ତବରେ ଏହି ପରିଶ୍ରମ ଲୋକଙ୍କୁ ମଧ୍ୟ ଦେଖେଇବାର ଅଛି। ସେ ତାଙ୍କର ଏକ ଫଟୋରେ ଟ୍ରେଡ୍‌ମିଲ୍ ଉପରେ ଦୌଡୁଥିବା ଅବସ୍ଥାରେ ଏକ ଫଟୋ ଶେୟାର କରି ଏହି କଥା କହିଛନ୍ତି।

malaika arora
ବଡ଼ ଖୁଲାସା କଲେ ଅଭିନେତ୍ରୀ ମଲାଇକା ଅରୋରା

କିଛି ନା କିଛି ଘଟଣାକୁ ନେଇ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ରିଲେସନଶିପ୍‌କୁ ନେଇ ମଲାଇକା ବେଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ମଲାଇକା ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି।

Malaika and Arjun
ମଲାଇକାଙ୍କ ପୋଷ୍ଟ୍ ସେୟାର୍ କରି ଅର୍ଜୁନ କହିଲେ 'ଆଉ ଅପେକ୍ଷା କରିହେବନି'

ବଲିଉଡ୍‌ରେ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ଦର୍ଶକେ ଶୁଣିଛନ୍ତି। ତେବେ ଏହାକୁ ନେଇ ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପରସ୍ପରଙ୍କ ଫଟୋ ମଧ୍ୟ ସେୟାର କରୁଛନ୍ତି।

Arjun Kapoor and Jahnavi Kapoor
ସାବତ ଭାଇ ଅର୍ଜୁନଙ୍କୁ ବେଷ୍ଟ ଭାଇ କହିଲେ ଜାହ୍ନଭୀ

ଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ପ୍ରକାଶ କରିଛନ୍ତି ଯେ ତାଙ୍କ ଧରମ ଭଉଣୀ ଜାହ୍ନଭୀ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କରେ କିପରି ପରିବର୍ତ୍ତନ ହୋଇଛି। ଅର୍ଜୁନ ଓ ଜାହ୍ନଭୀ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପିଲା। ଅର୍ଜୁନ ଏବଂ ଅଂଶୁଲା ବୋନିଙ୍କ ପ୍ରଥମ ପତ୍ନୀ ମୋନାଙ୍କ ପିଲା ହୋଇଥିବାବେଳେ ଜାହ୍ନଭୀ ଓ ତାଙ୍କ ଭଉଣୀ ଖୁସି କପୁର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପିଲା।