• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anganwadi Worker

Orissa High Court
ହାଇକୋର୍ଟରେ ମାମଲା; ‘ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁ କେନ୍ଦ୍ରୀୟ ହାରରେ ଦରମା’

କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବ, ନୟାଗଡ଼ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।

Children’s study disrupted
ଦିଦି ନାହାନ୍ତି, ଖାଦ୍ୟ ନାହିଁ, ଘର ବି ନାହିଁ...ପିଲାଏ ପଢିବେ କେମିତି ?

ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି।

Anganwadi worker
ଜୀବିତ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି !

ବଞ୍ଚି ଥାଉଥାଉ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି । ୭ ମାସ ହେଲାଣି ପାଉନାହାନ୍ତି ଭତ୍ତା । ବ୍ଲକ୍‌କୁ ଗଲା ବେଳକୁ ବାବୁ କହୁଛନ୍ତି ରେକର୍ଡ କହୁଛି ତୁମେ ମରିଯାଇଛ

Anganwadi Centre
ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଦି ନୁହଁ, ରୋଷେୟା ପଢ଼ାଉଛନ୍ତି ପାଠ

୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ଆଉ କେତେବେଳେ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି।

Anganwadi Workers
ଶୁଣୁ ନାହାନ୍ତି ସରକାର ! ପୁଣି ଗର୍ଜିଲେ ଅଙ୍ଗନଓ୍ୱାଡ଼ି କର୍ମୀ

ରାଜଧାନୀ ଛାତିରେ ଗର୍ଜନ କରୁଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ ।

Prerna- Meet Anganwadi Worker Damyanti Nayak Who Drives Auto To Aid Family Financially
ଆର୍ଥିକ ସ୍ଥିତି ପାଇଁ କଲେ ଅଟୋ ବେପାର, ବହୁତ ଲୋକ ବହୁତ କଥା କୁହନ୍ତି କିନ୍ତୁ ମୁଁ କିଛି ଶୁଣେନି...

ଆର୍ଥିକ ସ୍ଥିତି ପାଇଁ ଅଟୋ ବେପାର କଲି, ଲୋକେ ବହୁତ କଥା କୁହନ୍ତି କିନ୍ତୁ ମୁଁ କିଛି ଶୁଣେନି। କାରଣ ମତେ କେହି ଟଙ୍କା ଦେବେନି, ଚଳିବା ପାଇଁ ମତେ ହିଁ କିଛି କରିବାକୁ ପଡ଼ିବ....ଅଟୋ ଚଳାଇ ଏବେ ସମସ୍ତଙ୍କ ପ୍ରେରଣା ପାଲଟିଲେ,ଦେଖନ୍ତୁ ଏହି ଭିଡ଼ିଓ...

Anganwadi Workers
ରାଜ୍ୟର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା

ସେବା ନିବୃତ୍ତ ହେଉଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି।

anganwadi didi
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି। ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି।

 Anganwadi Worker In Vigilance Net
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି, ଭୁବନେଶ୍ୱରରେ ରହିଛି ଏକାଧିକ ବିଲ୍ଡିଂ

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଭିଜିଲାନ୍ସ ଟିମ୍‌ କବିତାଙ୍କ ୬ଟି ଘରେ ଚଢ଼ଉ କରିଛି।