• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aligarh

Muslim Lady Observes Ganesh Puja
ପୁଣି ନିଜ ଘରେ ଗଣେଶ ପୂଜା କଲେ ମୁସଲମାନ ମହିଳା, ଫତ୍‌ୱା ଜାରି କଲେ ମୌଲାନା...

ସେ ମୌଲାନଙ୍କ ଟାର୍ଗେଟକୁ ଆସିଥିଲେ । ପରେ ରୁବି ଆସିଫଙ୍କ ବିରୋଧରେ ଫତୱା ଜାରି କରିଥିଲେ ମୁସଲମାନ ର୍ଧମଗୁରୁ।

Leopard In Classroom
କ୍ଲାସ୍‌ ରୁମ୍‌ରେ ପଶିଲା ବାଘ, ଏକୁଟିଆ ଦେଖି ଝାମ୍ପ ମାରିଲା

ବାଘଟି କଲେଜ କ୍ଲାସ୍‌ ରୁମ୍‌ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Astitwa
ମୋବାଇଲ୍ ଛୁଇଁଲେ ଉଡିଯାଉଛି ଡାଟା; ଚିନ୍ତାରେ ପରିବାର

ଯଦି ମୋବାଇଲ୍ ଫୋନ୍ କାହାକୁ ହସ୍ତାନ୍ତର କରିବା ପରେ ଡାଟା ସମ୍ପୂର୍ଣ୍ଣ ଉଡିଯାଏ ତେବେ ଏହା ନିଶ୍ଚିତ ଚକିତ କରିବା ଭଲି କଥା। ଏଭଳି ଏକ ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷର ଛାତ୍ରଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କ ହାତରେ ମୋବାଇଲ୍ ଫୋନ୍ ଆସିବା ମାତ୍ରେ ସମସ୍ତ ତଥ୍ୟ ଉଡ଼ିଯାଉଛି। ଏହି ବାଳକର ନାମ ଅସ୍ତିତ୍ୱ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଅବସ୍ଥିତ ଜଟାରୀ ଗାଁର ବାସିନ୍ଦା। ବର୍ତ୍ତମାନ ଏହି ଛାତ୍ର ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

aligarh
ଅଲିଗଡ଼ର ନାମ ହେବ ହରିଗଡ଼, ମେନପୁରୀ ଜିଲ୍ଲାର ନାମ ବି ବଦଳିବ

ଜିଲ୍ଲା ପଞ୍ଚାୟତ ବୈଠକରେ ଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ସର୍ବସମ୍ମତି କ୍ରମେ ପାସ୍ ହୋଇଛି । ଏହା ସହିତ ମେନପୁରୀ ଜିଲ୍ଲା ପଞ୍ଚାୟତ ମଧ୍ୟ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଦେଇଥିବା ପ୍ରସ୍ତାବକୁ ପାସ୍ କରିଛି । ଲିଗଡରେ ଜିଲ୍ଲା ପଞ୍ଚାୟତ ବୋର୍ଡର ବୈଠକରେ କେହେରୀ ସିଂ ଏବଂ ଉମେଶ ଯାଦବ ଲିଗଡର ନାମକୁ 'ହରିଗଡ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଛି ।