ଓଡ଼ିଶାରେ ମହାମାରୀ ରୂପ ନେଇଛି କର୍କଟ ରୋଗ : ଦିନକୁ ଯାଉଛି ୬୯ ଜଣଙ୍କ ଜୀବନ Mar 10, 2018 ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ରାଜ୍ୟରେ ଦିନକୁ ପ୍ରାୟ ୧୩୬ ଜଣ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଆଉ ପ୍ରାଣ ହରାଉଛନ୍ତି…