• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Adhara Card

Adhar Card
ଜାଲି ଭୋଟର ଧରିବାକୁ ଆରମ୍ଭ ହେଲା ପ୍ରକ୍ରିୟା, ନିର୍ବାଚନ କମିଶନ ନେଲେ ବଡ଼ ପଦକ୍ଷେପ

ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍‌ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି ।

Adhara card
ବଦଳିଲା ଆଧାର କାର୍ଡ ପ୍ରସ୍ତୁତି ନିୟମ,ଜାଣନ୍ତୁ ନୂଆ ନିୟମ

ସବୁଠି ସବୁ ସମୟରେ ଦରକାର ଆଧାର କାର୍ଡ। ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ଶବ ସତ୍କାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହା ଦରକାର ହୋଇଥାଏ। ଯଦି ଆପଣଙ୍କ ଆଧାର କାର୍ଡ ଭୁଲ୍ ଥାଏ ତେବେ ଆପଣ ଅସୁବିଧାରେ ପଡିଥାନ୍ତି। ଏସବୁ ଅସୁବିଧାକୁ ଏଡାଇବା ପାଇଁ ଆସିଛି ଆଧାର କାର୍ଡ ପ୍ରସ୍ତୁତିର ନୂଆ ନିୟମ।