Tag: Acf Death

Bidyabharati panda
ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌କୁ ସିଲ୍‌ କଲା ପୋଲିସ

ପୋଲିସ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଇଥିଲା। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଥିଲା। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବାରୁ ରୁମ୍‌କୁ ସିଲ୍ କରାଯାଇଥିଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି।

Bidya Bharati
ମୁଁ ତାଙ୍କୁ ଘୃଣା କରେ, ବହୁତ କଥା ଅଛି ପରେ କହିବି: ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି।

ACF Death
ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ। ଏହି ଘଟଣାରେ ନା ଡିଏଫ୍ଓ ନା ରୋଷେୟା ନା ଓ‌ଆଇସି କାହାର ବି ଭୂମିକା ନାହିଁ ବୋଲି ଗଜପତି ଏସ୍‌ପି କହିଛନ୍ତି। 

acf death case
’ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହି” : ସୌମ୍ୟଙ୍କ ପରିବାର ପକ୍ଷରୁ ଓକିଲଙ୍କ ପ୍ରତିକ୍ରିୟା

ଧାରା ୪୧ ଅନୁସାରେ କୌଣସି ଲୋକ ବିରୁଦ୍ଧରେ ଧର୍ତ୍ତବ୍ୟ ଅପରାଧ ମାମାଲା ରୁଜୁ ହୋଇଥିଲେ କିମ୍ବା ସନ୍ଦେହ ଘେରରେ ଥିଲେ ପୋଲିସ ତାଙ୍କୁ ଗିରଫ କରିପାରିବ । ତେଣୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ତାଙ୍କୁ ପଚରାଉଚରା କରିପାରିବ

bolangir link
ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍ : ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ୍ ସ୍ପୋନସର୍ କରିଥିଲେ ସୌମ୍ୟଙ୍କ ସ୍ତ୍ରୀ

ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ ମୃତ ଏସିଏଫଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁଥିଲେ । ତେବେ ହଷ୍ଟେଲରେ ଭୋଜି ମନା, କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ । ଆଉ ତା’ପରେ ଅନୁମତି କ୍ରମେ ସାଙ୍ଗସାଥୀଙ୍କୁ ଲଞ୍ଚ୍ ଦେଇଥିଲେ

ACF Soumya Ranjan
ଖୋଲୁଛି ଗୁମର, ବଢ଼ୁଛି ସସ୍‌ପେନ୍ସ.. ଏବେ ବି ଜଣାପଡ଼ିନି କେମିତି ହେଲା ମୃତ୍ୟୁ

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି । ଯେତିକି ବାହାରିଲେ ସେତିକି ସସ୍‌ପେନ୍ସ ବଢୁଛି । ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା ।

Bidya bharati
ବିଦ୍ୟାଭାରତୀ ଲେଖିଥିଲେ, ‘ତାଙ୍କ ନାଁ ସହ ନାଁ ଯୋଡ଼ିବାକୁ ବି ମୁଁ ଘୃଣା କରେ, ଗୋଟିଏ ଭୁଲ ନିଷ୍ପତି ଯୋଗୁଁ ଲାଇଫ୍ ସ୍ପଏଲ’

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଖିନାହାନ୍ତି ବୋଲି ସେ କହିଛନ୍ତି ।

acf death
ACF ସୌମ୍ୟଙ୍କ ମୃତ୍ୟୁ ରହସ୍ୟରୁ ଉଠିବ ପରଦା ? DFOଙ୍କୁ ଜେରା କରାଯିବ,ଗଜପତି ଏସପିଙ୍କ ସୂଚନା

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି ।

acf death
ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ : ବଢୁଛି ରହସ୍ୟ

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୮ ଦିନରୁ ଅଧିକ ସମୟ ବିତିଲାଣି ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି ।

acf death
ପରକୀୟା ପ୍ରୀତି କଥା ମିଛ ! ଖସିଯିବାକୁ ଚାଲ ଖେଳୁଛି ବୋହୂ . . . .

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । ସ୍ୱାମୀଙ୍କ ପରକୀୟା ପ୍ରୀତି ଥିବା ନେଇ ବିଦ୍ୟାଭାରତୀ ମୁହଁ ଖୋଲିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମା‌ଆ ।

ACF Soumya Ranjan Mohapatra
‘ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା, ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ’

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ।

Paralakhemundi ACF Death
ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ବୋହୂ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା, ମା’

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି।

Paralakhemundi ACF Death
‘ପୁଅ ସହ ବୋହୂର ସମ୍ପର୍କ ନଥିଲା, ବର୍ଷକ ପାଇଁ ଏଗ୍ରିମେଣ୍ଟ୍‌ ହୋଇଥିଲା’

ସୌମ୍ୟଙ୍କ ମା’ କହିଛନ୍ତି, ‘ବୋହୂର ଖରାପ ଚରିତ୍ର। ମୋ ପୁଅ ସହ ତା’ର ସମ୍ପର୍କ ନଥିଲା। ବର୍ଷକ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାହାଘର ପରେ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା।

Gajapati ACF Death Case
“ମୋ ଭାଇକୁ ମାରିଦିଆଯାଇଛି, ସେ ଆତ୍ମହତ୍ୟା କରିନାହିଁ”

ତପନ ପଟ୍ଟନାୟକଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଛି। ସୌମ୍ୟଙ୍କ ସହକର୍ମୀଙ୍କୁ ନେଇ ଡେମୋ କରିଥିଲା ପୋଲିସ। ତେବେ ମାମଲାରେ ସଂପୃକ୍ତ ନଥିବା ନେଇ ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ରୋଷେୟା ମନ୍ମଥ କୁମ୍ଭ ଏବଂ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି।

ACFO Death Mystery
ସରକାରୀ କ୍ୱାର୍ଟର୍‌ରୁ ମିଳିଲା ଲାପଟପ୍‌ ସହ ACF ସୌମ୍ୟରଂଜନଙ୍କ ହାତଲେଖା

୧୫ ତାରିଖ ପରେ ମୁକ୍ତ ହୋଇଯିବି ବୋଲି ବି ଲେଖାଯାଇଛି। ଅର୍ଥାତ ଅନ୍ୟତ୍ର ବଦଳି କରିଦିଆଯିବାର ଆଭାସ ପାଇବା ପରେ ଏକଥା ଲେଖିଥିଲେ କି ସୌମ୍ୟ? ଯାହାକୁ ଜବତ କରିଛି ପୋଲିସ। 

ACF DEATH CASE
ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ସାଇଣ୍ଟିଫିକ୍ ଟିମର ତନାଘନା

ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି ।

acf soumya ranjan mohapatra
ନିଆଁ ଲାଗିବା ବେଳେ କେଉଁଠି ଥିଲେ ବନ ସଂରକ୍ଷକଙ୍କ ପତ୍ନୀ ?

ଘଟଣା ଦିନ କଣ ସବୁ ହୋଇଥିଲା ? କିପରି ନିଆଁ ଲାଗିଲା ? ନିଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ସେ ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯିବ। 

ACF Soumya Ranjan Mohapatra
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼

ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି। 

Paralakhemundi ACF Death
କେମିତି ହେଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ?

କେମିତି ହେଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ? ଘଟଣାକୁ ଏବେ ବି ସସପେନ୍ସ ଘେରିଥିଲା ବେଳେ ପରିବାର ଲୋକେ ସୌମ୍ୟଙ୍କ ପତ୍ନୀଙ୍କ ଅନୈତିକ ସଂପର୍କ କଥା ଉଠାଇ ଡିଏଫ୍ଓ ଏବଂ ରୋଷେଇ କରୁଥିବା ଗାର୍ଡକୁ ଦାୟୀ କରିଛନ୍ତି।