• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

IPL 2024
IPL 2024: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ, ଚଳିତ ଥର ୩ ଅଧିନାୟକଙ୍କ ପାଇଁ ଅଗ୍ନିପରୀକ୍ଷା

ଆଇପିଏଲର ଆଗାମୀ ସିଜିନ୍‌ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ।

Virat Kohli
ଆଇପିଏଲ ପୂର୍ବରୁ ନୂଆ ଲୁକ୍‌ରେ କୋହଲି, ଭାଇରାଲ ହେଉଛି ଫଟୋ

ଆଇପିଏଲ ପୂର୍ବରୁ ନୂଆ ଲୁକ୍‌ରେ ନଜର ଆସିଛନ୍ତି ବିରାଟ କୋହଲି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Imad Wasim
ଲାଇଭ୍‌ ମ୍ୟାଚ୍‌ ବେଳେ ସିଗାରେଟ୍‌ ଟାଣିଲେ ପାକିସ୍ତାନ ଖେଳାଳି, ଭିଡିଓ ଭାଇରାଲ୍

ଫାଇନାଲ ମ୍ୟାଚ୍‌ ସମୟରେ ଯେତେବେଳେ ମୁଲତାନ୍‌ ସୁଲତାନର ସ୍କୋର ୧୭ ଓଭରରେ ୧୨୭ ରନ୍‌ ଥିଲା। ସେ ସମୟରେ ଇମାଦ ଡ୍ରେସିଂ ରୁମ୍‌ରେ ଥିଲେ। ଏହି ସମୟରେ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା।

Indian premier league reinvented the cricket league
IPL 2024: କ୍ରିକେଟ୍‌ର ପାରମ୍ପରିକ ଫର୍ମାଟ୍‌କୁ ଅଣଦେଖା ବେଳେ ଆଇପିଏଲ୍ ଦେଲା ନୂଆ ସ୍ୱାଦ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦୀର୍ଘ ଦିନ ଧରି ଚାଲିଆସୁଥିବା 'ଭଦ୍ରଲୋକଙ୍କ ଖେଳ'କୁ ବଲିଉଡ୍‌ ତାରକାଙ୍କ ସହିତ ଏକ ରୋମାଞ୍ଚକର ତିନି ଘଣ୍ଟିଆ କ୍ରୀଡା ନାଟକରେ ପରିଣତ କରି ଦେଶର କ୍ରିକେଟ୍ ଲିଗ୍‌କୁ ପୁନଃ ସ୍ଥାପିତ କରିଥିଲା।

  • Tuesday, 19 March 2024
  • IPL
IPL
IPL Records: ୭ ବର୍ଷ ପୂର୍ବେ ସବୁଠୁ ବଡ଼ ପରାଜୟର ସାମ୍ନା କରିଥିଲା ଏହି ଟିମ୍‌, ଏପର୍ଯ୍ୟନ୍ତ ବି ଭାଙ୍ଗିନି ରେକର୍ଡ

ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍‌ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍‌ ବ୍ୟବଧାନରେ ଆଉ କୌଣସି ଟିମ୍‌ ପରାଜୟ ବରଣ କରିନାହିଁ।

Rohit Sharma & Hardik Pandya
IPL 2024: କାହିଁକି ହେଲେ କ୍ୟାପ୍ଟେନ୍‌.. ମୁହଁ ଖୋଲିଲେ ପାଣ୍ତ୍ୟା..ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ

ରୋହିତଙ୍କୁ ମୁମ୍ବାଇ କ୍ୟାପ୍ଟେନ୍ସିରୁ ହଟାଇବା ପରେ ମୁହଁ ଖୋଲିଲେ ପାଣ୍ତ୍ୟା। କହିଲେ, ରୋହିତ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।

 new cricket rules
ଜୁନରୁ କ୍ରିକେଟରେ ନୂଆ ନିୟମ, ନମାନିଲେ ପେନାଲ୍ଟି ୫ ରନ୍

ମ୍ୟାଚ ରେଜଲ୍ଟ ବଦଳାଇଦେବ ନୂଆ ନିୟମ ! ଏଣିକି ମ୍ୟାଚରେ ଶେଷରେ ନୁହେଁ, ମ୍ୟାଚବେଳେ ମହଙ୍ଗା ପଡ଼ିବ ମନ୍ଥର ବୋଲିଂ ନିୟମ ଭାଙ୍ଗିଲେ ହାତରୁ ଯାଇପାରେ ମ୍ୟାଚ୍ ।

RCB
WPL-2024: ଦିଲ୍ଲୀକୁ ୮ ୱିକେଟରେ ହରାଇ ଟ୍ରଫି ଜିତିଲା ବାଙ୍ଗାଲୋର

ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍‌ର ଟାଇଟଲ୍ ଜିତିଲା ବାଙ୍ଗାଲୋର।

Rohit on Virat Kohli
ଯେ କୌଣସି ସ୍ଥିତିରେ ବିରାଟଙ୍କୁ ଟି-୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ରୋହିତ: କିର୍ତ୍ତୀ ଆଜାଦ

ଟି-୨୦ ବିଶ୍ୱକପ୍‌ ଦଳରେ ରୋହିତ ଶର୍ମା ଯେ କୌଣସି ସ୍ଥିତିରେ ବିରାଟ କୋହଲିଙ୍କୁ ଚାହାନ୍ତି ବୋଲି ବିସିସିଆଇ ସଚିବ ଜୟ ଶାହଙ୍କୁ ଜଣାଇ ଦେଇଛନ୍ତି।

IPL 2024
UAEରେ ହେବନି IPL 2024, ସ୍ପଷ୍ଟ କଲେ ଜୟ ଶାହ

UAEରେ ଦ୍ୱିତୀୟ ପର୍ଯ୍ୟାୟ IPL 2024 ଖେଳା ଯାଇପାରେ ବୋଲି ଅନୁମାନ କରାଯାଉଥିଲା।

  • Sunday, 17 March 2024
  • IPL
R Ashwini
ଅଶ୍ୱିନୀଙ୍କ ରେକର୍ଡ ! ମିଳିଲା ୫୦୦ ସ୍ୱର୍ଣ୍ଣମୁଦ୍ରା ସହ ସେନ୍‌ଗଲ ଆଉ ସ୍ୱତନ୍ତ୍ର ବ୍ଲେଜର

ଫ୍ୟାନ୍‌ ଫଲୋଅର୍ସ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ ତାହା ହେଲା, ଆଶ୍ୱିନୀଙ୍କୁ ମିଳିଛି ଏକ ବଡ଼ ଉପହାର ।

Why is Kuldeep Yadav so important to Team India
Sports: ଟିମ୍ ଇଣ୍ଡିଆ ପାଇଁ କୁଲଦୀପ ଯାଦବ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ

ଉଭୟ ରେଡ୍ ଓ ହ୍ୱାଇଟ୍ ବଲ୍‌ କ୍ରିକେଟ୍‌ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଥିଲେ ଟିମ୍‌ର ସବୁଠାରୁ ପ୍ରଭାବଶାଳୀ ସ୍ପିନର୍।

IPL 2024
ଚଳିତ ଆଇପିଏଲ୍‌ ସଂସ୍କରଣରୁ ବାଦ ପଡ଼ିଲେ ଏହିସବୁ ଷ୍ଟାର ଖେଳାଳି..ଜାଣନ୍ତୁ କିଏ..

ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍‌ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ।

Footballer
ପଡ଼ିଆ ମଝିରେ ରୋମାନ୍ସ; Gay ପାର୍ଟନର୍‌ଙ୍କୁ ଜୀବନସାଥୀ କଲେ ଫୁଟବଲର୍‌

ଅଷ୍ଟ୍ରେଲିଆର ପ୍ରଥମ ସମଲିଙ୍ଗୀ ପୁରୁଷ ଫୁଟବଲର୍ ଭାବରେ ଜଣାଶୁଣା ଜୋସ୍ କାଭାଲୋ ଓ ତାଙ୍କ ସାଥୀ ଲିଟନ୍ ମୋରେଲଙ୍କୁ ପଡ଼ିଆ ଭିତରେ ବିବାହର ପ୍ରସ୍ତାବ ଦେଇ ଚର୍ଚ୍ଚାରେ ରହିଛନ୍ତି ।

  • Saturday, 16 March 2024
  • Love
Rishabh Pant
ଷ୍ଟ୍ରେଚରରେ ଯିବା ବେଳେ ଯନ୍ତ୍ରଣାରେ କାନ୍ଦିଥିଲେ ପନ୍ତ, NCA ଥେରାପିଷ୍ଟ କଲେ ଖୁଲାସା

କାର ଦୁର୍ଘଟଣାରୁ ବର୍ତ୍ତିବା ପରେ ଆଇପିଏଲ ଖେଳିବାକୁ ଯାଉଛନ୍ତି ଋଷଭ ପନ୍ତ । ତେବେ ଦୁର୍ଘଟଣାରେ ଗମ୍ଭୀର ରୂପେ ଆହତ ହୋଇଥିବା ଋଷଭଙ୍କ ପାଇଁ ପୁଣି ଥରେ କ୍ରିକେଟକୁ ଓହ୍ଲାଇବା ଏତେ ସହଜ ନଥିଲା ।

Stop Clock Rule
କଠୋର ହେଲା ICC, ଆଣିଲା ନୂଆ ନିୟମ ‘ଷ୍ଟପ୍‌ କ୍ଲକ୍‌’

ଟି-20 ବିଶ୍ୱକପରୁ କ୍ରିକେଟ ମ୍ୟାଚରେ ପରମାନେଣ୍ଟ ଲାଗୁ ହେବ ଷ୍ଟପ କ୍ଳକ୍ ନିୟମ । ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚରେ ଏହି ନିୟମ ହେବ ବାଧ୍ୟତାମୂଳକ ।

Ranji Trophy Final
୮ ବର୍ଷ ପରେ ପୁଣି ଥରେ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ, ଫାଇନାଲରେ ହାରିଲା ବିଦର୍ଭ

ଏହି ବିଜୟ ସହ ମୁମ୍ବାଇ ରେକର୍ଡ ୪୨ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ପରାଜୟ ସହ ତୃତୀୟ ଥର ପାଇଁ ଟାଇଟଲ୍‌ ଜିତିବାର ସ୍ୱପ୍ନ ବଦର୍ଭ ଭାଙ୍ଗିଯାଇଛି।

Virat Kohli
ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ବିରାଟ କୋହଲି ! ଜାଣନ୍ତୁ ଏହା ପଛର କାରଣ...

କୁହାଯାଉଛି କି ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ବିରାଟ କୋହଲିଙ୍କୁ ଟିମ୍‌ରୁ ବାଦ୍‌ ଦିଆଯିବ।

Rishabh Pant
୧୪ ମାସ ପରେ ଫିଟ୍‌ ହେଲେ ପନ୍ଥ, ଖେଳିବେ ଆଇପିଏଲ

ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍‌ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି।

French Open Champion
ସାତ୍ଵିକ-ଚିରାଗଙ୍କୁ ବଡ଼ ସଫଳତା...ଦ୍ୱିତୀୟ ଥର ପାଇଁ ଜିତିଲେ ଫ୍ରେଞ୍ଚ ଓପନ୍... 

ସାତ୍ଵିକ-ଚିରାଗଙ୍କୁ ବଡ଼ ସଫଳତା । ଚାଇନିଜ୍ ତାଇପେ ଯୋଡ଼ିଙ୍କୁ ହରାଇ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ଜିତିଲେ ସାତ୍ଵିକ-ଚିରାଗ ।

BCCI announces Test cricket incentive
BCCI ର ନୂଆ ସ୍କିମ୍‌; କୋଟିପତି ହେବେ ଟେଷ୍ଟ କ୍ରିକେଟର, ମ୍ୟାଚ୍‌ ଫି’ ଛଡ଼ା ମିଳିବ ୪୫ ଲକ୍ଷ

ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍‌ ଫି ଛଡ଼ା ମିଳିବ ଇନସେନଟିଭ୍‌ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।

Ind VS Eng
ଇଂଲଣ୍ତର ସିରିଜ ପରାଜୟ, ବେଶୀ ଉଛୁଳୁଛ କହି ବେୟାରଷ୍ଟୋଙ୍କୁ ଧୋଇଲେ ସର୍ଫରାଜ

ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଆୟୋଜକ ଭାରତ ଅତିଥି ଦଳ ବିପକ୍ଷରେ ବିପୁଳ ଅଗ୍ରଣୀ ହାସଲ କରିଥିଲା । ଆଜି ତୃତୀୟ ଦିନରେ ଇଂଲଣ୍ତ ଲଢ଼େଇ କରି ହାରିଛି ।

Mohammed Shami
ପଶ୍ଚିମବଙ୍ଗରୁ ଲୋକସଭା ନିର୍ବାଚନ ଲଢ଼ିବେ ମହମ୍ମଦ ଶାମି, ଏହି ସିଟ୍‌ରୁ ଟିକେଟ୍‌ ଦେବ ବିଜେପି...

ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।

Ravichandran Ashwin
ଅଶ୍ୱିନଙ୍କ ରେକର୍ଡ ପଛରେ ତାଙ୍କ ମାଆଙ୍କ ହାତ; କହୁ କହୁ କାନ୍ଦି ପକାଇଲେ..

ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍‌ର ତୃତୀୟ ଟେଷ୍ଟର ଅଧାରୁ ମେଡିକାଲ ଏମରଜେନ୍ସି କାରଣରୁ ଟିମ୍‌ରୁ ବାଦ ପଡ଼ିଥିଲେ। ତେବେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁ ସେ ମ୍ୟାଚ୍‌ ଅଧାରୁ ପଳାଇଥିଲେ। ମାଆଙ୍କ ଗୋଟିଏ କଥା ତାଙ୍କୁ ପୁଣି ଫିଲ୍ଡକୁ ଟାଣି ଆଣିଥିଲା।

Ind Vs Eng Test Series
ଧର୍ମଶାଳାରେ ଇଂଲଣ୍ତ ବିପକ୍ଷ ଅନ୍ତିମ ଟେଷ୍ଟ; ଡେବ୍ୟୁ କଲେ ଦେବଦତ୍ତ ପାଡିକଲ୍‌

ଶେଷ ଟେଷ୍ଟରେ ଇଂଲଣ୍ତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଦିକଲ୍‌ ଡେବ୍ୟୁ କରିଛନ୍ତି। ତେବେ କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରିଛି।