• translate

Offbeat Updates

Mandi
ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ, ୨୯ ହଜାର ଚାଷୀ ମୁଣ୍ଡରେ ଦେଲେଣି ହାତ..

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ…

Covid-impact
ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ କଟକଣା, କିଏ ଖୁସି ତ ଆଉ କିଏ ନିରାଶ !

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ କଟକଣା ଘୋଷଣା ପରେ କିଏ ଖୁସି ତ ଆଉ କିଏ ନିରାଶ । ଆଜିର ଘୋଷଣା କେତେକଙ୍କ ପାଇଁ ଆଶା ସଂଚାରିଛି, ତ ଆଉ କାହା ପାଇଁ ଆଣିଛି ଘୋର ନିରାଶା ।…

vlcsnap-2021-06-27-10h47m45s639
ମନରେଗା ଯୋଜନାରେ ମହାଦୁର୍ନୀତି, ପୋଖରୀ ନାହିଁ କି ଟଙ୍କା ନାହିଁ..

ନବରଙ୍ଗପୁର: ମନରେଗା ଯୋଜନାରେ ମହାଦୁର୍ନୀତି । ପୋଖରୀ ଖୋଳା ନାଁରେ ବଡ଼ ଚଞ୍ଚକତା । ହଡ଼ପ ହୋଇଛି ଲକ୍ଷାଧିକ ଟଙ୍କା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ବନ ଅଧିକାରୀଙ୍କ ବିରୋଧରେ । ଡାବୁଗାଁ ବନାଞ୍ଚଳ ଅଧୀନ ବଡ଼ପାଞ୍ଜିରିଗୁଡ଼ା…

vlcsnap-error058
ଆତଙ୍କରେ ଆତଙ୍କର ସୌଦାଗର, ଲାଲ୍‌ସେନାର ଜୀବନ ନେଉଛି କରୋନା

ମାଲକାନଗିରି: ଆତଙ୍କରେ ଆତଙ୍କର ସୌଦାଗର । ମହାମାରୀ ପଞ୍ଝାରେ ମାଓବାଦୀ । ଲାଲ୍‌ଗଡ଼ରେ ଲାଲ୍‌ସେନାର ଜୀବନ ନେଉଛି କରୋନା । ପୂର୍ବରୁୁ ଉଭୟ ଛତିଶଗଡ଼ ଓ ତେଲେଙ୍ଗାନା ପୋଲିସ କହୁଥିଲେ ହେଲେ ଏବେ ଆଉ ଲୁଚେଇ ନପାରି ଖୋଦ୍ ମାଓବାଦୀ ବି…

vlcsnap-error961
କରୋନା ଉଜାଡ଼ି ଦେଲା ସଂସାର, ଅନାଥ ହୋଇଗଲେ କୁନି କୁନି ପିଲା...

ଭଦ୍ରକ: ସୁନା ସଂସାର, ଆଉ ହସଖେଳ ଭରା ପରିବାକୁ ଚୁରମାର କରିଦେଇଛି ମହାମାରୀ କରୋନା । ଦଇବ ଏଭଳି କ୍ରୁର ହସ ହସିଛି ଯେ ଭଲମନ୍ଦ ବୁଝିବା ଆଗରୁ ଅସରନ୍ତି ଦୁଃଖ ଆଉ ଦୁର୍ଦ୍ଦଶାକୁ ଠେଲି ହୋଇଯାଇଛି । ଅନେକ ଶିଶୁଙ୍କ…

vlcsnap-error464
ଅନିଶ୍ଚିତତା ଭିତରକୁ ଠେଲି ହେଉଛି ପଞ୍ଚାୟତ ନିର୍ବାଚନ, ସରକାର ଦେଉଛନ୍ତି କି ପଛଘୁଞ୍ଚା..?

ଭୁବନେଶ୍ୱର: ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ ।…

vlcsnap-error360
୭ ବର୍ଷର କ୍ରୀଷ୍ଣା ମୁଣ୍ଡରୁ ଉଠିଗଲା ବାପା-ମାଙ୍କ ହାତ, ଏବେ ଦେଢ଼ ମାସର ଭାଇକୁ ଧରି କାଟୁଛି ଦିନ

ବାଲେଶ୍ୱର: କରୋନା ଅକାଳରେ ଖାଲି ମୁଣ୍ଡ ନେଉନି ତ, ଉଜାଡ଼ି ଦେଉଛି ଗୋଟିଏ ଗୋଟିଏ ପରିବାର । କିଏ ସ୍ୱାମୀକୁ ହରାଉଛି, ତ କିଏ ସ୍ତ୍ରୀକୁ । କେଉଁଠି ଅବୋଧ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଉଛି, ଆଉ କେଉଁଠି ନିଜ…

vlcsnap-error847
୮ ବର୍ଷ ତଳେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ, ଏଯାଏଁ ସରିନି ପୋଲ କାମ ! ୧୨ଟି ପଞ୍ଚାୟତବାସୀ ହନ୍ତସନ୍ତ

ଭଦ୍ରକ: କାର୍ଯ୍ୟକ୍ଷମ ହୋଇପାରୁନି ଭଦ୍ରକ ଜିଲ୍ଲାର ମନ୍ତେଇ ବ୍ରିଜ୍ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ୮ ବର୍ଷ ବିତିଥିଲେ ବି ଅଧପନ୍ତରିଆ ପଡିଛି କାମ । ଜିଲ୍ଲାର ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରିବା ପାଇଁ ବହୁ ଦାବି ପରେ ମନ୍ତେଇ…

corona
ଶ୍ମଶାନକୁ ନିତିଦିନ ଆସୁଛି ୧୩୦ ରୁ ଅଧିକ ଶବ: ସଂସ୍କାର ପାଇଁ ଅସହାୟତା ପ୍ରକାଶ କଲେଣି ମଶାଣୀ ବନ୍ଧୁ

ସାରା ଦେଶରେ କରୋନା ମହାମାରୀ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ଦିନକୁ ଦିନ ଭୟଙ୍କର ଭାବରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନରେ ଶବ ସଂସ୍କାର କରିବାକୁ ଅସହାୟ ମନେ କଲେଣି ମଶାଣୀ ବନ୍ଧୁ।

a
ହ୍ୱାଇଟ୍ ଫଙ୍ଗସ୍ କଣ, ଏହା କାହିଁକି ବ୍ଲାକ୍ ଫଙ୍ଗସ୍ ଠାରୁ ବିପଜ୍ଜନକ? ଜାଣନ୍ତୁ…

କରୋନା ମହାମାରୀ ଭିତରେ ଏବେ ଫଙ୍ଗଲ ସଂକ୍ରମଣ ବିପଦ ସୃଷ୍ଟି କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ଅନେକ ଆକ୍ରାନ୍ତ ହେବା  ପରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ଏହାକୁ ମହାମାରୀ ଘୋଷଣା କରିବାକୁ କହିଥିଲେ। ଏହି ସଂକ୍ରମଣର ବିପଦ ଟଳି ନ ଥିବା ବେଳେ ଏବେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ ଖେଳେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଏହା କେବଳ ଗୋଟିଏ ଅଙ୍ଗକୁ ନୁହେଁ, […]

barbara
ମିିିଳିଲା ଦୁନିଆର ସର୍ବ ପୁରାତନ ପାଣି, ଯାହାର ବୟସ ୧୬୦ କୋଟି

ନୂଆଦିଲ୍ଲୀ: ମଣିଷ ସଭ୍ୟତାର ଅନେକ ଫର୍ଦ୍ଦ ଏବେ ବି ଅନ୍ଧାରରେ ରହିଛି । ସେହି ଅନ୍ଧାର ଭିତରୁ ରହସ୍ୟର ପେଡ଼ି ଖୋଲିବାକୁ ଚେଷ୍ଟା ଅବ୍ୟାହତ ରଖିଛନ୍ତି ଗବେଷକମାନେ । ସେଇ ରହସ୍ୟ ପେଡ଼ିର ସୂତାଖିଅଟେ ଏବେ ପଡ଼ଛି ଗବେଷଙ୍କ ହାତରେ । ବହୁ ପୂରାତନ ପାଣିର ସନ୍ଧାନ ମିଳିଛି । ଶହେ ବା ହଜାରେ ବର୍ଷର ପୁରୁଣା ପାଣି ନୁହେଁ,୧୬୦ କୋଟି ବର୍ଷର ପୁରୁଣା ପାଣି । ଏହି ପାଣିକୁ ଖୋଜି ପାଇଛନ୍ତି ଟରୋଣ୍ଟ ୟୁନିଭର୍ସିଟିର ଆଇସୋଟ୍ରପ […]

Adolf Hitler
ବିିବାହର ଗୋଟିଏ ଦିନ ପରେ କାହିଁକି ଆତ୍ମହତ୍ୟା କଲେ ହିଟ୍‌ଲର୍

ଆଡଲଫ ହିଟଲର । ଜର୍ମାନର ଏକଛତ୍ରବାଦ ଶାସକ । ଦୁର୍ଦ୍ଦଷ ନାଜି ସେନାର ମୁଖ୍ୟ । ଦକ୍ଷ, ପରାକ୍ରମୀ । ଦ୍ୱିତୀୟ  ବିଶ୍ୱଯୁଦ୍ଧରେ ତାଙ୍କର ପରାଜୟ ହେଲା । ତଥାପି ସେ ହାର ମାନି ନ ଥିଲେ । କେମିତି କଟିଥିଲା ତାଙ୍କ ଜୀବନର ସେଇ ଶେଷ ୨ ଦିନ.. ୧୯୪୫ ମସିହା ଏପ୍ରିଲ ଶେଷ ସପ୍ତାହ ବେଳକୁ ଜର୍ମାନୀର ପରାଜୟ ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । ମିତ୍ର ବାହିନୀ ଧୀରେ ଧୀରେ ଜର୍ମାନୀର […]

labour
ଇତିହାସର ପ୍ରାଚୁର୍ଯ୍ୟ ଭିତରେ ଅଲୋଡା ଶ୍ରମିକ

ମାନବସମାଜ ସୃଷ୍ଟି ହେଲା ପରେ ଶକ୍ତିଶାଳୀ ମଣିଷମାନେ ଶକ୍ତି ପ୍ରଦର୍ଶନ କରି ନିରୀହ ଲୋକଙ୍କୁ କାର୍ଯ୍ୟରେ ଲଗାଇ ନିଜେ ଆନନ୍ଦ , ସୁଖ ଅନୁଭବ କରୁଥିଲେ । ପରେ ରାଜା ମହାରାଜାମାନେ ଗରିବ, ଶ୍ରମିକ, ଶିଳ୍ପୀଙ୍କୁ ଲଗାଇ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କଲେ । ବିଦେଶୀ ରାଷ୍ଟ୍ର ଶିଳ୍ପ ସୃଷ୍ଟି କରି ମାଲିକମାନେ ଶ୍ରମିକମାନଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ୧୨ ଘଣ୍ଟା ଖଟାଉଥିଲେ । ଶ୍ରମିକ ନିହଣ ମୁନରେ ଦିନେ ଗଢି ଉଠିଥିଲା ଗ୍ରୀକ୍‌ ସଭ୍ୟତା । […]

ambulance covid
ବାଇକରେ ଆମ୍ବୁଲାନ୍ସ ନିର୍ମାଣ କଲେ ଯୁବ ଇଂଜିନିୟର, ମାଗଣାରେ ରୋଗୀ ପାଇବେ ହସ୍ପିଟାଲ ବେଡ୍ ସହ ଅକ୍ସିଜେନ

ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ବଡ ସମସ୍ୟା ସାଜିଛି ଅକ୍ସିଜେନ୍ ସଙ୍କଟ । ଅକ୍ସିଜେନ୍ ଅଭାବରୁ ଅନେକ କରୋନା ଆକ୍ରାନ୍ତଙ୍କ ଅକାଳରେ ମୃତ୍ୟୁ ହେଉଛିା ଏହାର ଜ୍ୱଳନ୍ତ ଉଦାହରଣ ଆମେ ଦିଲ୍ଲୀ କହିପାରିବା । ଏଭଳି ସ୍ଥିତିରେ କରୋନା ବିରୋଧରେ ମୁକାବିଲା କରିବା ପାଇଁଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବ ଇଂଜିନିୟର । ସେ ନିଜ ବାଇକରେ ଆମ୍ବୁଲାନ୍ସ ନିର୍ମାଣ କରିଛନ୍ତି । ଯେଉଁ ଆମ୍ବୁଲାନ୍ସରେ ରହିଛି ହସ୍ପିଟାଲ ବେଡ୍ ଓ ଅକ୍ସିଜେନ୍ । କରୋନାର […]

lemon theraphy
ଲେମନ୍ ଥେରାପୀରେ କଣ ରହିଛି ଫାଇଦା? କହିଲେ ବିଶେଷଜ୍ଞ

କରୋନା ମହାମାରୀ ଦ୍ୱିତୀୟ ଲହର ମଣିଷ ଜୀବନକୁ ସତେ ଯେପରି ସୀମା ଭିତରେ ରଖି ଦେଇଛି । କିନ୍ତୁ କରୋନାରୁ ଆରୋଗ୍ୟ ହେବାକୁ ଯାଇ ଅନେକ ଲୋକ ଭ୍ରମର ଶିକାର ହେଉଛନ୍ତି । ଅନେକ ଚେରମୂଳି ଔଷଧ ଓ ଡାକ୍ତର ବିନା ପରାମର୍ଶରେ ମେଡିସିନ୍ ସେବନ କରିବା କାରଣ ମୂଲ୍ୟ ଜୀବନ ପାଣି ଫୋଟକା ପରି ଚାଲିଯାଉଛି । କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ସ୍କୁଲ ଶିକ୍ଷକ ଲେମନ୍‌୍ ଥେରାପି କରି ମୃତ୍ୟୁବରଣ କରିଛନ୍ତି । ଏଭଳି […]

coronavirus
ଫିକା ପଡ଼ିଛି ଯନ୍ତ୍ରଣା : କୋଭିଡ ହସ୍ପିଟାଲରେ ପାଠ ପଢ଼ୁଛନ୍ତି ସଂକ୍ରମିତ ଛାତ୍ର

  ବ୍ରହ୍ମପୁର : କୋଭିଡ ହସ୍ପିଟାଲରେ ପାଠପଢ଼ା । କଲେଜ ବନ୍ଦ, କୋଚିଂ ସେଣ୍ଟର ବନ୍ଦ । ହେଲେ ଚାଟାର୍ଡ ଆକାଉଣ୍ଟାଟାଣ୍ଟ ହେବାର ସ୍ୱପ୍ନ ଆଗରେ ଅଦୃଶ୍ୟ ଭାଇରସର ଯନ୍ତ୍ରଣା ହାରିଯାଉଛି । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦିନରାତି କଠିନ ପରିଶ୍ରମ କରୁଛନ୍ତି କରୋନା ସଂକ୍ରମିତ ଯୁବକ । ପାଠପଢ଼ାରେ ବାଧା ସୃଷ୍ଟି କରିପାରିନି ମହାମାରୀର ମାୟାଜାଲ । ଅଦୃଶ୍ୟ ଭାଇରସ୍ ଭୟରେ ଜୀବନଯାତ୍ରା ଠପ୍ ହୋଇ ଯାଇଥିବା ବେଳେ କୋଭିଡ୍ ହସ୍ପିଟାଲରେ ରହି ପରୀକ୍ଷା ପାଇଁ […]

QR_code_payment-900x506
କ୍ୟୁଆର କୋଡ୍‌କୁ ସାବଧାନ ! ଅନଲାଇନ୍‌ ପେମେଣ୍ଟକୁ ନେଇ ଏସବିଆଇ ଦେଲା ପରାମର୍ଶ

କୋଭିଡ୍ ସ୍ଥିତି ଯୋଗୁଁ ଅନେକ ଲୋକ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ସୁଯୋଗରେ କଳାକନା ବୁଲାଇ ନେଉଛନ୍ତି ସାଇବର ଠକ । କ୍ୟୁଆର୍ କୋଡ୍ ବ୍ୟବହାର ଆକାଉଣ୍ଟ ହୋଇଯାଉଛି ଖୋଳ । ଏନେଇ ଗ୍ରାହକଙ୍କୁ ସତର୍କ କରାଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । କ୍ୟୁଆର୍ କୋଡ୍ କୁ ସ୍କାନିଂ କରିବା ସମୟରେ ତଥା ପେମେଣ୍ଟ କରିବା ସମୟରେ ସତର୍କ ରହିବା ପାଇଁ ଏସବିଆଇ ପରାମର୍ଶ ଦେଇଛି । ପବ୍ଲିକ୍ […]

image_2021-04-27_165109
ହଳଦିଆ ହୋଇଗଲା ନଦୀର ପାଣି, ଛୁଇଁବା ମାତ୍ରକେ ପୋଡିଗଲା ଚର୍ମ

ପାଣିର ରଙ୍ଗ ହଠାତ୍ ହଳଦିଆ ହୋଇଗଲା, ଆଉ ସେହି ପାଣିକୁ ଯିଏ ବି ଛୁଇଁଲା ଚମଡା ଉତୁରିଗଲ।। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍କଟଲ୍ୟାଣ୍ଡରୋ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛିା ଏହି ପାଣିର ଅସ୍ୱାଭାବିକ ପରିବର୍ତ୍ତନ କ୍ଷେତ୍ରରେ କଣ ରହିଛି ପ୍ରକୃତ କାରଣ ଆସନ୍ତୁ ଜାଣିବା… ସ୍କଟଲ୍ୟାଣ୍ଡର ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନୋରମା ଏଠାରେ ଘଞ୍ଚଜଙ୍ଗଲ ଓ ପାହାଡ ଓ ଝରଣା ଭରି ରହିଛିା ଏଇ ପରିବେଶକୁ ଉପଭୋଗ […]

Mahanadi girl
ମହାନଦୀର ପ୍ରଖର ସୁଅରେ ଭାସି ଆସିଥିଲେ, ପୁଣି ଜୀବନରେ ଆସିଲା ନୂଆ ମୋଡ଼

ଝାରସୁଗୁଡ଼ା: ଯୁଗ ଆସି କେଉଁଠି ପହଞ୍ଚିଲାଣି, ହେଲେ ଆଜି ବି ଏମିତି ଅନେକ ପରିବାର କନ୍ୟା ସନ୍ତାନ ପାଇଁ କୁଣ୍ଠିତ ପ୍ରକାଶ କରୁଛନ୍ତି। ହେଲେ ରକ୍ତ ସମ୍ପର୍କ ନଥାଇ ବି, ମନର ସମ୍ପର୍କ ଓ ମମତାର ସମ୍ପର୍କ କେତେ ଯେ ନିବିଡ଼ ହୋଇପାରେ, ତାହା ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁରର କାଲୋ ଦମ୍ପତି। ୫ ବର୍ଷ ତଳେ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ଜଣେ ଝିଅକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। […]

Mask
କରୋନାଠୁ ସୁରକ୍ଷା ଦେବ କିଏ? ଏନ ୯୫ ନା କପଡ଼ା ମାସ୍କ...

ଅଦୃଶ୍ୟ ମହାମାରୀ କରୋନା କବଳରେ ପୂରା ଦେଶ। କେମିତି ଏହି ମହାମାରୀଠୁ ନିଜକୁ ବଂଚାଇ ହେବ ତାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ। ଆଉ ଏହାରି ମଧ୍ୟରେ, ସରକାର ବାରମ୍ବାର କହୁଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ କରୋନା କବଳରୁ ବଂଚିହେବ।

mud-festival
ମଣିଷ ଶରୀରକୁ କାଦୁଅ ମାଟି ଦିଏ ଲାଭ?

ପରସ୍ପର ମୁହଁରେ ରଙ୍ଗ ବୋଳି ରଙ୍ଗର ପର୍ବ ହୋଲି ଖେଳାଯାଏ। ହେଲେ ଏଠି ହୋଲି ଖେଳାଯାଏ ନିଆରା ଢଙ୍ଗରେ। ରଙ୍ଗ ବଦଳରେ ମାଟିରେ ହୋଲି ଖେଳିଥାଆନ୍ତି ଲୋକେ । ଏହି ମଡ୍ ଫେଷ୍ଟିଭାଲ୍ପ ରସ୍ପରକୁ ମାଟି ଲଗାଇ ଲୋକମାନେ ଉତ୍ସବର ଆନନ୍ଦ ଉଠାଇଥାଆନ୍ତି।

lord ram
ଜାଣନ୍ତୁ, ରାମନବମୀର ବିଶେଷ ମହତ୍ୱ

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ରାମନବମୀ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟାଯୁଗରେ ରାବଣର ଅତ୍ୟାଚାରର ସବୁ ଦିନ ପାଇଁ ଅନ୍ତ ଘଟାଇବା ପାଇଁ ତଥା ଧର୍ମର ପୁନଃ ସ୍ଥାପନ ପାଇଁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଜା ଦଶରଥଙ୍କ ଘରେ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଚଳିତ […]

corona-death
ପ୍ରତି ମିନିଟ୍‌ରେ ୮ ଜଣଙ୍କ ମୁଣ୍ଡ ନେଉଛି କରୋନା

କରୋନା ସ୍ଥିତି ସଙ୍ଗୀନ। ହୁ ହୁ ହୋଇ ବଢୁଛି ସଂକ୍ରମଣ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଏହି ଅଦୃଶ୍ୟ ମହାମାରୀରେ ଜୁଝି ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାରି ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ ପାର୍‌ ହେଲାଣି କରୋନା ଜନିତ ସଂକ୍ରମଣର ସଂଖ୍ୟା।

truck
ଆପଣ ପୁରୁଣା ଗାଡ଼ି ଚଲାଉଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଏହି ଜିନିଷ...

ଭୁବନେଶ୍ୱର: ଆପଣଙ୍କର ପୁରୁଣା ଗାଡ଼ି ପୁରା ଫିଟ୍ ଅଛି, ଏଣୁ ସ୍କ୍ରାପିଂ ପଲିସିରୁ ବାଦ୍ ପଡ଼ିଯିବେ ଭାବି ଖୁସି ହେଉଛନ୍ତି କି ? ହେଲେ ତାହା ଏତେଟା ସହଜ ନୁହେଁ। କାହିଁକି ନା ପୁରୁଣା ଗାଡ଼ି ଚଲାଇବାକୁ ହେଲେ, ଆପଣଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଗ୍ରୀନ୍‌ ଟ୍ୟାକ୍ସ। ରାଜ୍ୟ ଗୁଡ଼ିକୁ ଏମିତି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର। ପୁରୁଣା ଓ ପ୍ରଦୂଷଣକାରୀ ଯାନବାହନ ଚଳାଚଳକୁ ନିରୁତ୍ସାହିତ କରିବା ଲାଗି କେନ୍ଦ୍ର ସରକାରଙ୍କ ଗ୍ରୀନ୍ ଟ୍ୟାକ୍ସ […]

biju-ligacy
କାହା ପାଇଁ ସେ ଥିଲେ ଝଡ଼ର ଇଗଲ। କାହା ପାଇଁ ଥିଲେ ପୁଣି ଧରଣୀର କୃଷ୍ଣସାର।

କାହା ପାଇଁ ସେ ଥିଲେ ଝଡ଼ର ଇଗଲ। କାହା ପାଇଁ ଥିଲେ ପୁଣି ଧରଣୀର କୃଷ୍ଣସାର। କିଏ ତାଙ୍କୁ କହୁଥିଲା କଳିଙ୍ଗ ସମ୍ରାଟ। କିଏ ପୁଣି କହୁଥିଲା କ୍ଷୁଧିତ ଖାରବେଳ। ଅନେକଙ୍କ ପାଇଁ ସେ ଥିଲେ ସ୍ୱପ୍ନର ସୌଦାଗର, ସ୍ୱାଭିମାନର ସଂଗ୍ରାମୀ। ପୁଣି କିଛି ଲୋକଙ୍କ ପାଇଁ ସେ ଥିଲେ ମେଗାଲୋମାନିଆକ୍‌, ମେଫିଷ୍ଟୋଫେଲିସ୍‌। ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ, ସଂକ୍ଷେପରେ ବିଜୁ ପଟ୍ଟନାୟକ, ଲୋକମୁଖରେ ବିଜୁବାବୁ। ଆଡ୍‌ଭେଞ୍ଚର ସ୍ପୋର୍ଟସ, ସାଇକ୍ଲିଂ, ପୋଲ୍‌ ଭଲ୍‌ଟ, ପାଇଲଟିଂ, ଏଣ୍ଟ୍ରପ୍ରେନ୍ୟୁରଶିପ୍‌, ଟ୍ରେଡିଂ, […]