• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

rose-day
ରୋଜ୍‌ ଡେ; କେଉଁ ରଙ୍ଗର ଗୋଲାପ କାହା ପାଇଁ ?

ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍‌ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍‌ ବାର୍ଡ୍‌ସମାନେ ଲାଲ୍‌ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍‌ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି ରୋଜ୍‌ ଡେ ସେଲିବ୍ରେଟ୍ କରିପାରିବେ। ଆଉ ଏହା ହିଁ ଏହି ଦିନର ଖାସ୍ କଥା। କିନ୍ତୁ ହଁ, ସମସ୍ତେ ଲାଲ୍ ରଙ୍ଗର ଗୋଲାପ ସହିତ […]

  • Tuesday, 27 July 2021
v
ଆଜିଠୁ ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭ

ଆଜି ରୋଜ୍‌ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସପ୍ତାହ ଖୁବ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟାଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ସ ସପ୍ତାହ ତାଲିକା […]

  • Tuesday, 27 July 2021
aap
ଗୁଗଲ ପ୍ଲେଷ୍ଟୋରରେ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ଆପ୍‌ ହେଲା ଟେଲିଗ୍ରାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌କୁ ମହଙ୍ଗାପଡ଼ିଲା ବ୍ୟବସାୟରେ ମନମାନି କରିବା। ନୂଆ ପ୍ରାଇଭେସ୍ ପଲିସି ଆଣିବା ପରେ ହ୍ୱାଟ୍ସଆପ୍ ଛାଡ଼ି ଗ୍ରାହକ ଏବେ ଟେଲିଗ୍ରାମ ମୁହାଁ ହୋଇଛନ୍ତି। ଧୀରେ ଧୀରେ ହ୍ୱାଟ୍ସଆପ୍‌ ବ୍ୟବସାୟରେ ଘାଟା ହେଉଥିବା ବେଳେ ଟେଲିଗ୍ରାମ ଲାଭ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାହକ ଏବେ ହ୍ୱାଟ୍‌ସଆପ ଠାରୁ ମୁହଁ ଫେରାଇ ପ୍ଲେଷ୍ଟୋର୍‌ରୁ ଟେଲିଗ୍ରାମ ଆପ୍ ଇନ୍‌ଷ୍ଟଲ କରୁଛନ୍ତି। ସେନ୍ସର ଟାୱାରର ଅପ୍‌ଡେଟ୍‌ ରିପୋର୍ଟ ଅନୁସାରେ, ଟେଲିଗ୍ରାମକୁ ଗୁଗୁଲ ପ୍ଲେଷ୍ଟୋର୍‌ରେ ସର୍ବାଧିକ ଥର ଡାଉନ୍‌ଲୋଡ୍ କରାଯାଇଛି। ଗୁଗୁଲ ପ୍ଲେଷ୍ଟୋର […]

  • Tuesday, 27 July 2021
net-loss
୪ ବର୍ଷରେ ୪୦୦ ଥର ଇଣ୍ଟର୍‌ନେଟ୍‌ ଶଟ୍‌ଡାଉନ୍‌; ଘଣ୍ଟାକୁ ଦୁଇ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ଭାରତ

ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ନ ହେଉଣୁ ଭାରତରେ ଅନେକ ଥର ଇଣ୍ଟରନେଟ୍ କନେକ୍ସନ କାଟ୍‌ର ଘଟଣା ଦେଖିବାକୁ ମିଳିଲାଣି। ଗତମାସରେ କେବଳ କୃଷକ ଆନ୍ଦୋଳନ ପାଇଁ ୫ ଟି ଇଣ୍ଟରନେଟ୍ କାଟ ଘଟଣା ଦେଖିବାକୁ ମିଳିଛି। ଇଣ୍ଟର୍‌ନେଟ୍ ଶଟ୍‌ଡାଉନ୍‌ ହେବା ଯୋଗୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ଦୃଷ୍ଟି ଆକର୍ଷଣ କରିଛି। ତେବେ ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ ଘଟଣା ଭାରତ ପାଇଁ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଦେଶରେ ଇଣ୍ଟର୍‌ନେଟ୍ ଶଟ୍‌ଡାଉନ୍ ହୋଇଛି। ଏଥିପାଇଁ […]

  • Tuesday, 27 July 2021
qr-code
QR କୋଡ୍‌ ସ୍କାନ୍ କରି ପେମେଣ୍ଟ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଏମିତି ଲୁଟିନେବେ ଟଙ୍କା

କେନ୍ଦ୍ର ସରକାରଙ୍କର ଡିଜିଟାଲ ଇଣ୍ଡିଆ ଅଭିଯାନ ପରେ ଡିଜିଟାଲ୍ ପେମେଣ୍ଟ ଅଧିକ ବଢ଼ିଯାଇଛି। ତେଣୁ କାହାକୁ ପେମେଣ୍ଟ କଲେ QR କୋଡ୍‌ର ବ୍ୟବହାର କରିବାକୁ ପଡୁଛି। ପେଟ୍ରୋଲ ପମ୍ପ ହେଉ କିମ୍ବା ଛୋଟ ଦୋକାନ, ଯେଉଁଠି ଯାହା କିଣିଲେ ସେଇଠି QR କୋଡ୍‌ ମାଧ୍ୟମରେ ପେମେଣ୍ଟ କଲେ। କିନ୍ତୁ ଦୁଃଖର କଥା ହେଲା ଟେକ୍ନୋଲୋଜି ଯେତେ ଆଗେଇଲା ଠକମାନେ ବି ସେତେ ଚାଲାକ ହେଲେ। ଠକାମୀର ବିଭିନ୍ନ ଫନ୍ଦା ବାହାର କଲେ। QR କୋଡ୍‌ରେ ବି ଠକେଇ […]

  • Tuesday, 27 July 2021
fungus
ସତର୍କ ରୁହ ବିଶ୍ୱବାସୀ ! ଆସୁଛି ଆଉ ଏକ ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଥିବା ବେଳେ ଏବେ ବିଶ୍ୱକୁ ଘାରିଛି ଆଉ ଏକ ଭୟଙ୍କର ମହାମାରୀର ଚିନ୍ତା। ଏହି ମହମାରୀ ବ୍ଲାକ୍ ଡେଥ୍‌ ଠାରୁ ଅଧିକ ଜୀବନ ନେଇପାରେ ବୋଲି କହିଲେଣି ବୈଜ୍ଞାନିକ। ‘ଫଙ୍ଗସ୍’ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଆଜିଠାରୁ ଲୋକମାନେ ସତର୍କ ହେବା ଆବଶ୍ୟକ। ଆଗକୁ ‘ବ୍ଲାକ୍‌ ଡେଥ୍‌’ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି […]

  • Tuesday, 27 July 2021
halwa
କାଲି ନୂଆ ବଜେଟ୍, ମନେ ଅଛି ତ ପୂର୍ବ ବର୍ଷର ବଜେଟ୍ ?

କରୋନା କବଳରେ ଭାରତର ଅର୍ଥନୀତି ଆଣ୍ଠେଇ ପଡ଼ିଛି। ଜିଡିପି ବିଯୁକ୍ତ ୨୩ ପ୍ରତିଶତ ହେବା ସହିତ ଶିଳ୍ପ ସଂସ୍ଥା ସ୍ଥିତି ଗମ୍ଭୀର ହୋଇଛି। ଫଳରେ ଲକ୍ଷ ଲକ୍ଷ ଚାକିରି ଯିବା ସହିତ ବେରୋଜଗାରି ବଢ଼ିଛି। ବଡ଼ବଡୁଆଙ୍କ କଥା ଛାଡ଼ି ଦେଲେ ସାଧାରଣ ଜନତା ବହୁ କଷ୍ଟ ଭୋଗିଛନ୍ତି। ଏବେ ନୂଆ ବଜେଟ୍‌ ଆସିବା କଥା ଶୁଣି ସାଧାରଣ ଜନତା ମନରେ ଆଶା ସଞ୍ଚାର ହୋଇଛି ଯେ ସରକାର ନିଶ୍ଚୟ ତାଙ୍କ ପାଇଁ କିଛି ନା କିଛି ଘୋଷଣା […]

  • Tuesday, 27 July 2021
d
ମୌଳିକ ସୁବିଧା ଯୋଗାଇ ଦେବାରେ ପଛରେ ଓଡ଼ିଶା

ଭୁବନେଶ୍ୱର: ମୌଳିକ ସୁବିଧା ଯୋଗାଇ ଦେବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ରହିଛି ଓଡ଼ିଶା। ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ଫେଲ୍‌ ମାରିଛି ରାଜ୍ୟ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ସ୍ଥିତି ଆହୁରି ଉଦ୍‌ବେଗଜନକ ରହିଛି।୨୦୧୨ରେ ଗ୍ରାମାଞ୍ଚଳର ସ୍ଥିତି ଯାହା ଥିଲା, ୨୦୧୮ରେ ବି ଉଣା ଅଧିକ ସେୟା ରହିଛି। କେନ୍ଦ୍ର ସରକାରଙ୍କ ଇକୋନୋମିକ୍ ସର୍ଭେ ରିପୋର୍ଟ ୨୦୨୦-୨୧ରେ ଏଭଳି ସାଙ୍ଘାତିକ ତଥ୍ୟ  ସାମ୍ନାକୁ ଆସିଛି। ରିପୋର୍ଟରେ ଦର୍ଶାଯାଇଥିବା ବେୟାର୍ ନେସେସିଟିଜ୍ ଇଣ୍ଡେକ୍ସ ବା BNI ରେ […]

  • Tuesday, 27 July 2021
padm-award
ପଦ୍ମ ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ବର୍ଗରେ ୧୧୯ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ପୁରସ୍କାର ପାଇଁ ନାମାଙ୍କିତ କରାଯାଇଛି। ୬ଜଣ ଓଡ଼ିଆ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ବ୍ୟକ୍ତି ବିଶେଷମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ୧୧୯ ପଦ୍ମ ପୁରସ୍କାର ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କ […]

  • Tuesday, 27 July 2021
atya-Paul-L=KO
ଗ୍ଲାମର ଦୁନିଆ ଛାଡ଼ି ହଠାତ୍‌ ବାଛିନେଲେ ସନ୍ୟାସୀ ଜୀବନ; କିଏ ଏହି ଫେମସ୍‌ ଫେସନ୍‌ ଡିଜାଇନର ?

ନୂଆଦିଲ୍ଲୀ: ପ୍ରଥମେ ଜଣେ ଫ୍ୟାସନ୍‌ ଡିଜାଇନର ଭାବେ ସାରା ଭାରତରେ ପରିଚୟ ସୃଷ୍ଟି କଲେ। ପରେ ଭାରତର ସଂସ୍କୃତି ଓ ପରିଧାନକୁ ସାରା ବିଶ୍ୱରେ ପରିଚିତ କରାଇଲେ। ତା’ପରେ ପୁଅଙ୍କ ସହ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କଲେ। ଏବଂ ୧୦୮୬ ବେଳକୁ ଏହା ଏକ ପେମସ୍‌ ଫ୍ୟାସନ୍ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା। ତେଣୁ ତାଙ୍କୁ ସଫଳ ବ୍ୟବସାୟୀ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଝିଲ୍‌ମିଲ୍‌ ଦୁନିଆର ଚାକଚକ୍ୟ […]

  • Tuesday, 27 July 2021
OTV-Khbar-kia-daithila
ଲତାଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର; କିଏ ସେହି ବିଶ୍ୱାସ ଘାତକ ?

ନୂଆଦିଲ୍ଲୀ: ଭାରତର କୋକିଳ କଣ୍ଠି ଲତା ମଙ୍ଗେସ୍କର। ସଫଳତା ଯେମିତି ବ୍ୟକ୍ତିତ୍ୱ ବି ସେମିତି। ମିଷ୍ଠଭାଷୀ, ଉଦାରବାଦୀୟ ଗାୟିକା। ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ଭୁଲି ହେବନି। ସେଇଥିପାଇଁ ତ ସିଏ ଭାରତ ରତ୍ନ, ଭାରତର ସମ୍ମାନ। ସାରା ଭାରତ ତାଙ୍କ ସଫଳତା ତାରେ ଖୁସୀ ଥିବା ବେଳେ ଦିନେ କେହି ଜଣେ ଈର୍ଷା କରିଥିଲେ ତାଙ୍କୁ। କେବଳ ଈର୍ଷା ନୁହେଁ, ତାଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର ମଧ୍ୟ କରିଥିଲେ। ମହାନ ଗାୟିକା ଲତା ମଙ୍ଗେସ୍କରଙ୍କ […]

  • Tuesday, 27 July 2021
hand-sanitizer
ହାତରେ ସାନିଟାଇଜର୍ ବ୍ୟବହାର କରୁଥିଲେ ସାବଧାନ ! ଭୋଗିବାକୁ ପଡ଼ିପାରେ ଏମିତି ସମସ୍ୟା

ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ଯେତେସବୁ ସାବଧାନତା ଅବଲମ୍ବନ କରାଯାଉଛି, ସେଥିରୁ ହାତ ସାନିଟାଇଜ୍ କରିବା ସବୁଠାରୁ ଉତ୍ତମ ବାଟ। ଏଥିପାଇଁ ସରକାର ମଧ୍ୟ ବାରମ୍ବାର ସଚେତନ କରୁଛନ୍ତି। ତେଣୁ ଘରେ ହେଉ କି ଅଫିସ୍‌ରେ ଅବା ସର୍ବସାଧାରଣ ସ୍ଥାନ କିମ୍ବା ସ୍କୁଲ୍, କଲେଜ ସବୁଠି ସମସ୍ତେ ହ୍ୟାଣ୍ଡ ସାନିଟାଇଜର୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଏଇ ହ୍ୟାଣ୍ଡ ସାନିଟାଇଜର ଯେ ଆପଣଙ୍କ ପିଲାଙ୍କ ପାଇଁ କ୍ଷତିକାରକ ହୋଇପାରେ, ତାହା ହୁଏତ ଆପଣ ଜାଣିନଥିବେ। […]

  • Tuesday, 27 July 2021
sd
କ'ଣ ଏହି ପ୍ଲାଜ୍‌ମା ଥେରାପି?

ଭୁବନେଶ୍ୱର: ଦିନକୁ ୨ଟି, ୪ଟି, ୬ଟି କରି, ରାଜ୍ୟରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା। ଗତ ୨ ସପ୍ତାହ ଧରି ଜାରି ରହିଛି ମୃତ୍ୟୁର ବିଭୀଷିକା। ମୃତ୍ୟୁ ସଂଖ୍ୟା ୮୦ ଛୁଇଁବ। ଏହି ଧାରାରେ ବ୍ରେକ୍ ଲଗାଇବ କି ପ୍ଲାଜ୍‌ମା ଥେରାପି? ଏଇ ଆଶାରେ ରାଜ୍ୟ ପ୍ଲାଜ୍‌ମା ଥେରାପିକୁ ଆପଣାଇବା ସହ କଟକ ବଡ଼ ମେଡିକାଲ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ୍ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ବଡ଼ ମେଡିକାଲ୍ ନୋଡାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ, […]

  • Monday, 26 July 2021
akhilesh
ଝିଅର ରେଜଲ୍ଚ ଦେଖି ବାପା ଅଖିଳେଶ କହିଲେ...

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବଡ଼ ଝିଅଙ୍କର ପରୀକ୍ଷା ରେଜଲ୍ଟ ବାହାରିଛି। ଝିଅର ରେଜଲ୍ଟ ଦେଖି ବାପା ଅଖିଳେଶ ବେଶ୍‌ ଖୁସ୍। କାଉଁସିଲ୍ ଫର୍‌ ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍(ସିଆଇଏସ୍‌ସିଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮% ମାର୍କ ରଖିଛନ୍ତି ଅଖିଳେଶଙ୍କ ବଡ଼ ଝିଅ ଅଦିତି। ଯାହାକୁ ଖୁସୀରେ ଟ୍ୱିଟର୍‌ ଶେୟାର କରିବା ସହିତ ଝିଅକୁ ଶୁଭକାମନା ଜଣାଇଛନ୍ତି ଅଖିଳେଶ। ଏଥିସହିତ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ […]

  • Monday, 26 July 2021
enoicnter
ଏବେବି ଚର୍ଚ୍ଚାରେ ଏହି ୫ ବିବାଦୀୟ ଏନ୍‌କାଉଣ୍ଟର୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନ୍‌କଉଣ୍ଟର ପରେ ଦେଶରେ ବିବାଦ ଦେଖା ଦେଇଛି। ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏନ୍‌କାଉଣ୍ଟରକୁ ନେଇ ସରକାରଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। ଏନେଇ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରିଛି। ବିକାଶ ସରେଣ୍ଡର କରିଥିଲା ଯଦି କାହିଁକି ଖସି ପଳାଉଥିଲା? ଖସିଯିବା ବେଳେ ପୁଲିସ୍ ଏନ୍‌କାଉଣ୍ଟର୍‌ କରିଛି ନା ତାକୁ ଜାଣିଶୁଣି ମାରିଦିଆଯାଇଛି ବୋଲି ପ୍ରଶ୍ନ କରିଛି ବିରୋଧୀ। ଯାହାଫଳରେ ବିକାଶ ଦୁବେ ଏନ୍‌କାଉଣ୍ଟର […]

  • Monday, 26 July 2021
mobile
ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଆସୁଛି ଏହିସବୁ ଦମ୍‌ଦାର ଫୋନ୍‌। ସବୁ ସୁପର ଫାଷ୍ଟ 5G ସେବା ସହିତ ଲଞ୍ଚ ହୋଇପାରେ। ତେବେ କେତେକ ମୋବାଇଲ୍‌ ଦମ୍‌ଦାର୍‌ କ୍ୟାମେରା ରହିଛି । ଆସନ୍ତୁ ଜାଣିବା ଲଞ୍ଚ୍‌ ହେବାକୁ ଥିବା ଏହି ସ୍ମାର୍ଟପୋନ୍‌ଗୁଡ଼ିକ ବିଷୟରେ। vivo x50 series ଭିଭୋ ମୋବାଇଲ୍‌ କାମ୍ପାନୀ ନିଜର ନୂଆ X ସିରିଜ୍‌ର ଘୋଷଣା କରିଛି। ଏହି ମୋବାଇଲ୍‌ ଫ୍ଲାଗ୍‌ସିପ୍ ଲେବଲର ହେବ। ଏଥିରେ କ୍ୟାମେରା ସବୁଠାରୁ ଆକର୍ଷଣର କେନ୍ଦ୍ର ରହିବ। ଫଟୋଗ୍ରାଫି ଲଭରଙ୍କ ପାଇଁ ଫୋନ୍‌ଟି […]

  • Monday, 26 July 2021
khairi-tiger
ବୟସର ସାୟାହ୍ନରେ ଖଇରୀକୁ ଝୁରୁଛନ୍ତି ନିହାର ନଳିନୀ

ଭୁବନେଶ୍ୱର: ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ। ସେ ମଣିଷ ନଥିଲା, ତଥାପି ମଣିଷର ନିରବଛିନ୍ନ ସ୍ନେହ ଆଉ ଶ୍ରଦ୍ଧା ପାଇ ଭୁଲିଯାଇଥିଲା ନିଜ ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ। ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ଆଜି କିନ୍ତୁ ସେହି ବାଘୁଣି ଖଇରୀ ଅଛି କେବଳ ସ୍ମୃତିର ଖିଅ ହୋଇ। ଖଇରୀକୁ ଯିଏ ସନ୍ତାନ ଭଳି ପାଳି ପୋଶି ବଡ଼ କରିଥିଲେ, ଆଜି ସେ ବୟସର ସାୟାହ୍ନରେ ଝୁରୁଛନ୍ତି ତାକୁ। ଖଇରୀ […]

  • Monday, 26 July 2021
image
ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ। ୪୬୦ କୋଟି ବର୍ଷ ପୂର୍ବେ ସୌରଜଗତର ସୃଷ୍ଟି ସହ ବିଭିନ୍ନ ଗ୍ରହ ତିଆରି ହୋଇଥିଲେ। ସେହି ସମୟରେ ବଳକା ରହିଯାଇଥିବା ପଥର ଖଣ୍ଡଗୁଡ଼ିକ ମଙ୍ଗଳ ଓ ବୃହସ୍ପତି ମଝିରେ ଏକ ବଳୟ ଆକାରରେ ସୂର୍ଯ୍ୟ ଚାରିପଟେ ଘେରି ରହିଛନ୍ତି। ଏହାକୁ ଆଷ୍ଟେରୋଏଡ୍ ବେଲ୍ଟ ବୋଲି କୁହାଯାଏ। ସେଠାରୁ ବହୁ ଛୋଟବଡ଼ ଗ୍ରହାଣୁ ବିଭିନ୍ନ ସମୟରେ ପୃଥିବୀ ଆଡ଼କୁ ଆସିବା ସହ ପୃଥିବୀରେ ଧକ୍କା ମଧ୍ୟ ହୋଇଛି। ଏକ ବିଶାଳ ଗ୍ରହାଣୁ […]

  • Monday, 26 July 2021
jannat-1
ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

ହାଇଦ୍ରାବାଦ: ସ୍କୁଲ ବହିରେ ସ୍ଥାନ ପାଇବ ୭ ବର୍ଷର କୁନି ଝିଅ ଜନ୍ନତର କାହାଣୀ। ଭାରତର ଜନ୍ନତ(ସ୍ୱର୍ଗ) କୁହାଯାଉଥିବା ଜମ୍ମୁ-କାଶ୍ମୀରରେ ରହୁଛନ୍ତି କୁନି ଝିଅ ଜନ୍ନତ। କୁନି ବୟସରେ ତାଙ୍କର ମହତ କାର୍ଯ୍ୟ ସାରା ବିଶ୍ୱ ଉଦାହରଣ ପାଲଟିଛି। ଦୀର୍ଘ ଦୁଇ ବର୍ଷ ଧରି ଜନ୍ନତ ତାଙ୍କ କୁନି କୁନି ହାତରେ ଜମ୍ମୁ-କଶ୍ମୀର ଡଲ୍‌ ହ୍ରଦକୁ ସଫା କରିଆସୁଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ହାଇଦ୍ରାବାଦର ଏକ ସ୍କୁଲ୍‌ ଜନ୍ନତଙ୍କ କାହାଣୀକୁ ପଢ଼ା ବହିରେ ସ୍ଥାନ […]

  • Monday, 26 July 2021
image
କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ମାଙ୍ଗାଲୁରୁ: କେହି ରାଜି ନହେବାରୁ ବାଧ୍ୟ ହୋଇ ରାସ୍ତା ମଝିରେ ଥିବା ମ୍ୟାନ୍‌ ହୋଲ୍ ଭିତରେ ପଶି ପାଣି ପାଇପରୁ ଅଳିଆ ସଫା କଲେ ବିଜେପି କର୍ପୋରେଟର ମନହୋର ଶେଟ୍ଟୀ। ଡ୍ରେନ୍ ଭିତରୁ ବାହାରିବା ସମୟର ତାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।। ଏପରି କାର୍ଯ୍ୟ ପାଇଁ ସୋସିଆଲ୍ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଘଟଣା ଅନୁସାରେ, କାଦ୍ରି- କମ୍ବଲା ୱାର୍ଡରେ ଥିବା ଏକ ମ୍ୟାନ୍‌ହୋଲ୍‌ ଦେଇ ପାଣି ରାସ୍ତା ଉପରକୁ ବାହାରି ଆସୁଥିଲା। […]

  • Monday, 26 July 2021
soicla-dostancveing
IIT ଖଡ଼ଗପୁରର ନୂଆ ଆବିଷ୍କାର; ସାମାଜିକ ଦୂରତା ଭାଙ୍ଗିଲେ ବାଜିବ ସତର୍କ ଘଣ୍ଟି

କୋଲକାତା: ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ଟିମ୍‌ ଏମିତି ଏକ ମେସିନ୍‌ ତିଆରି କରିଛନ୍ତି ଯାହା ସାମାଜିକ ଦୂରତା ନିୟମକୁ ମାନିବାରେ ସାହାଯ୍ୟ କରିବ। ଯଦି କେହି ସାମାଜିକ ଦୂରତା ନିୟମ ଭାଙ୍ଗନ୍ତି ତେବେ ତୁରନ୍ତ ଏହା ସତର୍କ ସୂଚନା  ଦେଇଦେବ। ଏହି ଗବେଷଣା ଟିମ୍‌ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତିମ ବୁଦ୍ଧି ସମ୍ପନ୍ନ) ଉପରେ ଆଧାରିତ ଏକ ସାଇବର୍‌ ଫିସିକାଲ୍ ସିଷ୍ଟମ୍‌ ଡେଭଲପ୍ କରିଛନ୍ତି ଯାହା ପବ୍ଲିକ୍‌ ପ୍ଲେସ୍‌ ବା ସର୍ବସାଧାରଣ ସ୍ଥାନଗୁଡ଼ିକରେ ସୋସିଆଲ୍ ଡିଷ୍ଟାନ୍ସିଂକୁ ପରିଚାଳନା କରିବାରେ […]

  • Monday, 26 July 2021
google
ଗୁଗଲ କହିବ କୋବିଡ୍-୧୯ ଯାଞ୍ଚ କେନ୍ଦ୍ରର ଠିକଣା

ନୁଆଦିଲ୍ଲୀ। ଏଣିକି କୋବିଡ-୧୯ ଯାଞ୍ଚ କେନ୍ଦ୍ରକୁ ନିଜ ମୋବାଇଲ ମାଧ୍ୟମରେ ଖୋଜି ବାହାର କରିହେବ। ଆଜ୍ଞା ହଁ, ଗୁଗଲ ୟୁଜର୍ସମାନଙ୍କ ପାଇଁ ଗୁଗଲ ସର୍ଚ, ଆସିଷ୍ଟାଣ୍ଟ ତଥା ମ୍ୟାପ୍‌ରେ ଏହି ସୁବିଧା ଉପଲବ୍ଧ। ଲୋକଙ୍କୁ କରୋନା ଯାଞ୍ଚ କେନ୍ଦ୍ରର ସଠିକ ଲୋକେଶନ ଦେବା ପାଇଁ ଗୁଗୁଲ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ମାଇ ଗଭର୍ଣ୍ଣମେଣ୍ଟ ସହିତ କାମ କରୁଛି। ଏହି ନୂଆ ସୁବିଧାଟି ଭାରତର ଇଂରାଜୀ ସହ ଅନ୍ୟ ଆଠଟି ଭାଷାରେ ଯଥା – ହିନ୍ଦୀ, […]

harina
ଅଜଗର ମୁହଁରୁ ଏମିତି ବର୍ତ୍ତିଗଲା ହରିଣ

ନୂଆଦିଲ୍ଲୀ: ଜଙ୍ଗଲର ଦ୍ରୁତ ହରିଣକୁ ମାଡ଼ିବସିଥିଲା ବିରାଟ ଅଜଗର। ଧୀରେ ଧୀରେ ହରିଣର ଶ୍ୱାସରୁଦ୍ଧ ହେଉଥିଲା।  ଏତିକିବେଳେ ଜଣେ ବ୍ୟକ୍ତି ଆସି ଅଜଗରକୁ ଘଉଡ଼ାଇବା ସହିତ ହରିଣର ଜୀବନ ବଞ୍ଚାଇଲେ। ଏମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ମତ ଦେଖିବାକୁ ମିଳୁଛି। ଅନେକ ଏହାକୁ ଠିକ୍ ଭୁଲ୍‌ର ମାପ କାଠିରେ ମାପୁଥିବା ବେଳେ କେହି କେହି ଏହି ଦୃଶ୍ୟକୁ ବିପଦଜନକ ବୋଲି କହିଛନ୍ତି। ବିନୀତ ବିଶିଷ୍ଟ ନାମକ […]

  • Monday, 26 July 2021
bsnl
BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଜବରଦସ୍ତ ନୂଆ ପ୍ଲାନ୍ ଆଣିଛି। ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ଓ PRBTର ସୁବିଧା ବି ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ନୂଆ ପ୍ଲାନ୍‌ଗୁଡ଼ିକ ବିଷୟରେ। ବିଏସ୍‌ଏନ୍‌ଏଲ୍‌ର ୩୬୫ ଟଙ୍କାର ପ୍ଲାନ୍‌ ୩୬୫ ଟଙ୍କାର ରିଚାର୍ଜ କଲେ ପ୍ରତିଦିନ ୨ ଜିବି ଜାଟା ସହିତ ୟୁଜର୍ସ ସବୁ ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ ଫ୍ରି କଲିଂ ସୁବିଧା ପାଇପାରିବେ। ତେବେ ପ୍ଲାନ୍ ଉପରେ ୨୫୦ ଟଙ୍କାର ଫେୟର୍(FUP) ପଲିସି […]

  • Monday, 26 July 2021
kl
ଲଞ୍ଚ୍ ହେଲା ସାମ୍‌ସଙ୍ଗର୍‌ ଦମ୍‌ଦାର ମିଡ୍‌ରେଞ୍ଜ୍‌ ଫୋନ୍‌ Galaxy A21s

ନୂଆଦିଲ୍ଲୀ:  କରୋନା ଆତଙ୍କ‌ ଚାଲିଥିବା ବେଳେ ଦକ୍ଷିଣ କୋରିଆ ସ୍ମାର୍ଟଫୋନ୍‌ ମେକର କମ୍ପାନୀ ସାମ୍‌ସଙ୍ଗ୍‌ ତାର ମିଡ୍‌ ରେଞ୍ଜ୍‌ ଫୋନ୍‌ Galaxy A21sକୁ ଲଞ୍ଚ୍‌ କରିଛି। ଫୋନ୍‌ରେ ଦମ୍‌ଦାର ବ୍ୟାଟେରୀ ଲାଇଫ୍‌ ସହ ଫଟୋଗ୍ରାଫୀ ପାଇଁ ୪ ସେନ୍ସର ଯୁକ୍ତ କ୍ୱାର୍ଡ କ୍ୟାମେରା ଦିଆଯାଇଛି। ଡିସ୍‌ପ୍ଲେ ମଧ୍ୟ ଦମ୍‌ଦାର ରହିଛି। ସ୍ମାର୍ଟଫୋନ୍‌ ବଜାରରେ ଉପଲବ୍ଧ ମିଡ୍‌ରେଞ୍ଜ୍‌ ଫୋନ୍‌ଙ୍କ ମଧ୍ୟରୁ ସାମ୍‌ସଙ୍ଗର୍‌ ଏହି ଫୋନ୍‌ଟି ଖୁବ୍‌ ଦମ୍‌ଦାର ରହିଛି। ଏଥିରେ ଫ୍ଲାଗ୍‌ସିପ୍‌ ଲେବଲର ଅନେକ ସୁବିଧା ଦିଆଯାଇଛି। ଫୋନ୍‌ଟି […]

  • Monday, 26 July 2021