• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Mosquito
ମଶା ଦାଉରୁ ମୁକ୍ତି କେବେ ? BMC ମାନୁଛି ମଶା ମରା ତେଲ ନକଲି

ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ ।

  • Saturday, 31 December 2022
  • BMC
Zero Night
ଜୋରଦାର ହେବ ସେଲିବ୍ରେସନ ! ଜିରୋ ନାଇଟ୍ ପାଇଁ ସବୁଠି ସଜବାଜ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

IRTS Manoj Mishra
ମନୋଜ ମିଶ୍ରଙ୍କୁ ଅହେତୁକ ଅନୁକଂପା ଚର୍ଚ୍ଚା, ଇସ୍ତଫା ପରେ ପୁଣି ନିଯୁକ୍ତି

ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର ।

  • Friday, 30 December 2022
  • IAS
  • IPS
special report
ବୋରଓ୍ୱେଲ୍ ଭିତରେ ଫସିଥିବା ପିଲାକୁ କାଢିବ ରୋବଟ୍

ବୋରଓ୍ୱେଲ୍ ଭିତରେ ଫସିଯାଉଥିବା ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବ ଏହି ରୋବଟ୍। ଯାହାକୁ ଉଦ୍ଭାବନ କରି ଏହି 3 ଯୁବ ଇଂଜିନିୟର ଏବେ ଚର୍ଚ୍ଚାରେ

special story
ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ହଇରାଣ କଲେ ଏକ ଲକ୍ଷ ଫାଇନ୍‌ !

ଅଫିସ୍‌ରୁ ଘର, ଘରୁ ଅଫିସ୍ । ଏତିକିରେ ସୀମିତ ରହିଯାଉଛି ଚାକିରିଆଙ୍କ ଜୀବନ । ତା’ଉପରେ ପୁଣି କାମ ପ୍ରେସର ପାଇଁ ସବୁବେଳେ ଚାପଗ୍ରସ୍ତ ଜୀବନ ବିତାଇବାକୁ ପଡ଼ୁଛି । ଏପରିସ୍ଥଳେ ଏହି କମ୍ପାନୀ କର୍ମଚାରୀଙ୍କ ପାଇଁ ଆଣିଛି ନୂଆ ପଲିସି ।

  • Thursday, 29 December 2022
special story
ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବାହାହେଲା ଝିଅ : ବିବାହର ଦୁଇଘଣ୍ଟା ପରେ ଆଖି ବୁଜିଲା ମା’

ପୂରଣ ହେଲା ମା’ର ଶେଷ ଇଚ୍ଛା ! ଆଇସିୟୁରେ ହେଲା ବାହାଘର । ଝିଅକୁ ବୋହୂ ବେଶରେ ଦେଖିବା ପରେ ଆରପାରିକୁ ଚାଲିଗଲେ ମହିଳା । ଭିଡିଓ ଦେଖି ଭାବୁକ ହେଲେ ଲୋକେ ।

Bhubaneswar Airport
ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍-ଦୁବାଇ-ସିଙ୍ଗାପୁରକୁ ଉଡ଼ିବ ବିମାନ

ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି ।

Puri Lord Jagannath
ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମରିଚିକୋଟ ଯାଏଁ ଲମ୍ବିଲା ବ୍ୟାରିକେଡ୍

ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।

New Year 2023
ସାବଧାନ ! ନୂଆ ବର୍ଷରେ ମଦ ପିଇ ଗାଡ଼ି ଚଲାଇଲେ ୨୮ଟି ସ୍ଥାନରେ ଧରିବ ପୋଲିସ

ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।

special story
ବୁଲିବାକୁ ଯାଇଥିବା ବୟଫ୍ରେଣ୍ଡ୍‌ ବଦଳରେ ପରୀକ୍ଷା ଦେଇ ଧରାପଡ଼ିଲେ ଯୁବତୀ, ତା’ପରେ...

ପ୍ରେମିକ ପାଇଁ ବିପଦରେ ଚାକିରି । ସରକାରୀ ଚାକିରି କରିଥିବା ଜଣେ ଯୁବତୀ ପ୍ରେମିକ ପାଇଁ ପରୀକ୍ଷା ଦେବାକୁ ଯାଇ ଧରାପଡ଼ି ଯାଇଛନ୍ତି ।

Puri Temple
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ! ୨୨ ପାହାଚରେ ଠେଲାପେଲା, ୬ ଛାତ୍ରୀ ଅଚେତ୍; ଦେଖନ୍ତୁ ଭିଡିଓ

ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।

Sambalpur Court
ଗୁମ୍‌ସୁମ୍‌ ସମ୍ବଲପୁର କୋର୍ଟ; ନାକେଦମ୍‌ ହେଲେଣି ମହକିଲ..

ସମ୍ବଲପୁରରେ କେବେ ସ୍ବାଭାବିକ ହେବ ନ୍ୟାୟିକ ପ୍ରକ୍ରିୟା ?

Hockey
ଅବହେଳିତ ହକିର ଅନ୍ତୁଡିଶାଳ; ମାଟି ପଡ଼ିଆ-କାଠ ଗୋଲପୋଷ୍ଟରେ ଖେଳାଳି କରୁଛନ୍ତି ଅଭ୍ୟାସ

ସୁନ୍ଦରଗଡ଼ର ଲୁଲକିଡିହି ଗାଁକୁ ଅଣଦେଖା । ଜିଲ୍ଲାର ୧୭ ବ୍ଲକ୍‌ରେ ହୋଇଛି ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ ।

SI Exam
SI ପରୀକ୍ଷାରେ ଅନିୟମିତତା ! DG ଅଫିସ ନିକଟରେ ଆଶାୟୀଙ୍କ ବିକ୍ଷୋଭ

ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ।

Water Scarcity
ପାଣି ପାଇଁ ରାଜପଥ ଅବରୋଧ, ଯାତାୟତ ଠପ୍

ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।

monkey
ଝପଟି ଆସି ମହିଳାଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼

ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍‌ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ

  • Monday, 26 December 2022
  • Monkey
special story
ରାଜ୍ୟପାଳ ଦେଲେ ନୂଆ ଜୀବନ : ଦୃଷ୍ଟିଶକ୍ତି ଫେରିପାଇଲେ ଦୁଇ ଦୃଷ୍ଟିବାଧିତ

ରାଜ୍ୟପାଳଙ୍କ ଉଦ୍ୟମରେ ହୋଇଥିବା ଅପରେସନ ସଫଳ ହୋଇଛି ।

driver
ଡ୍ରାଇଭର ପାଲଟିଗଲେ କୋଟିପତି : ଜିତିଲେ ୩୩ କୋଟି ଟଙ୍କାର ଲଟେରୀ

ରାତାରାତି କୋଟିପତି ପାଲଟିଗଲେ ଭାରତୀୟ ଡ୍ରାଇଭର ।

special story
ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ : ଦେଶବିଦେଶରେ ବଢ଼ୁଛି ଚାହିଦା

ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା

ola
ଇ-ସ୍କୁଟର ସାହାଯ୍ୟରେ କ୍ରିକେଟ୍‌ କମେଣ୍ଟ୍ରି ! ଓଡ଼ିଆ ଯୁବକଙ୍କ ବୁଦ୍ଧିକୁ ତାରିଫ୍‌ କଲେ ଓଲା ସିଇଓ

ଜୁଗାଡ଼ରେ ସବୁ କିଛି ସମ୍ଭବ । ଓଲା ଇ-ସ୍କୁଟରକୁ କମେଣ୍ଟ୍ରି ପାଇଁ ବ୍ୟବହାର କରି ଯୁବକ ଚର୍ଚ୍ଚାରେ ।

Solapur
ବାହାହେବାକୁ କନ୍ୟା ମିଳୁନାହାଁନ୍ତି . . .ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହେଲେ ୫୦ ଯୁବକ

ସରକାରୀ ଅବହେଳା ପାଇଁ ଲିଙ୍ଗଗତ ଭିନ୍ନତା ସୃଷ୍ଟି ହୋଇଛି । ଏବେ ଜିଲ୍ଲା ପ୍ରଶାସନ କନ୍ୟା ଖୋଜି ଆଣି ଦେଉ ବୋଲି ଦାବି ହୋଇଛି ।

2022 Flash Back: Top News
୨୦୨୨ର ଅଭୁଲା ଅଧ୍ୟାୟ: କେବେ ଖୁସି ଆଣିଛି ତ ଆଉ କେବେ ଦୁଃଖ...

ବର୍ଷ ୨୦୨୨ରେ ରାଜ୍ୟ, ଦେଶ ଓ ଦୁନିଆରେ ଏମିତି ଅନେକ ଘଟଣା ଘଟିଛି ଯାହା ଅଭୁଲା ହୋଇ ରହିବ। ଏହି ବର୍ଷରେ କିଛି ଭଲ ଘଟଣା ଘଟିଥିବା ବେଳେ ଆଉ କିଛି ଏମିତି ଘଟଣା ଘଟିଛି ଯାହା ଦେଶରେ ହଇଚଇ ସୃଷ୍ଟି କରିଛି। ଜାତୀୟ ସ୍ତରରେ ମଧ୍ୟ ଏମିତି ଅନେକ ଘଟଣା ଘଟିଛି ଯାହା ୨୦୨୨ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

tragic story
ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . .

police
ହେଲମେଟ୍‌ ନପିନ୍ଧିଲେ ଅଳିଆ ସଫା କର

ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିବା ଚାଳକଙ୍କୁ ସଫେଇ ଦଣ୍ଡ ।