• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

 50 families ostracised
୨୨ ବର୍ଷ ହେଲା ୫୦ ପରିବାର ଗାଁରୁ ତଡ଼ାଖାଇ ବିତାଉଛନ୍ତି ଯାଯାବର ଜୀବନ

ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି ।

  • Friday, 20 January 2023
Dakota
ନୂଆ ରୂପରେ ଝଲସିବ ଡାକୋଟା, ମାର୍ଚ୍ଚ ୫ରୁ ଆତ୍ମପ୍ରକାଶ କରିବ ବିଜୁଙ୍କ ପ୍ରିୟ ବିମାନ

ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍‌ଷ୍ଟଲେସନ୍ ଯୋଜନା ।

haunted
ବ୍ରିଟିଶ୍ ଅମଳର ଡାକବଙ୍ଗଳା ଏବେ ଭୂତଙ୍କ ଚରାଭୂଇଁ : ଭିତରୁ ଆସୁଛି ‍‍ଭୟଙ୍କର ଶବ୍ଦ !

କଟକ ନିଶ୍ଚିନ୍ତକୋଇଲିର ସାନରାଉତପତି ଗାଁରେ ରହିଛି ବ୍ରିଟିଶ୍ ଅମଳର ଡାକ ବଙ୍ଗଳା, ଏବେ ଏହା ଭୂତ ଘର

  • Friday, 20 January 2023
Special Story
କାମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ଜଙ୍ଗଲର ନାଁ

ଚର୍ଚ୍ଚାରେ କେନ୍ଦୁଝର ବନ ବିଭାଗ । ତଳିଆ କର୍ମଚାରୀଙ୍କୁ ଦେଲା ଶ୍ରେଷ୍ଠ ସମ୍ମାନ।

Marriage fair
ନିଆରା ଏ ହାଟ; ଏଠାରେ ମିଳେ ବାହାଘର ଜିନିଷ

ଝିଅ ବାହାଘର ଠିକ ହୋଇଗଲେ ବାପାମାଆଙ୍କ ଚିନ୍ତା ବଢିଯାଏ। ଶାଶୁଘର ପାଇଁ ଘରକରଣା ଜିନିଷ କେଉଁଠୁ କିଣିବେ। ଏ ଚିନ୍ତାକୁ କମାଇବା ପାଇଁ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ ବସୁଛି ବାହାଘର ହାଟ। ବାସନ-କୁସନଠାରୁ ଆରମ୍ଭ କରି ଶିଳଚକି ସବୁ କିଛି ମିଳୁଛି

  • Thursday, 19 January 2023
Destitute woman in Mojana urges CM Naveen Patnaik PMAY home
ପର କରିଦେଲେ ପୁଅ ଝିଅ, ଶୀତ କାକରରେ ବୁଢି ମାଆ

ସ୍ୱାର୍ଥପର ମଣିଷରେ ଆଜି ବି ଏମିତି ହୁଏ । ଏଠି ପର କରି ଦିଅନ୍ତି ପୁଅ ଝିଅ, ଆଉ ମା ଶୀତ କାକରରେ ପଡ଼ି ମରୁଥାଏ...

Once dreaded bird poachers, now resolute conservators
ଦିନେ ଥିଲେ ଶିକାରୀ, ଆଜି ରକ୍ଷାକର୍ତ୍ତା

ଦିନେ ଏମାନେ ଥିଲେ ପକ୍ଷୀ ଶିକାରୀ ହେଲେ ଆଜି ସେମାନଙ୍କ ସୁରକ୍ଷାଦାତା

Banyan tree married off to peepal tree in Simulia - Watch
ଗଛ ବାହାଘର, ଦୁଇ ସାଙ୍ଗ ହେଲେ ଦୁଇ ସମୁଦି

ଗଛ ବାହାଘର, ଦୁଇ ସାଙ୍ଗ ହେଲେ ଦୁଇ ସମୁଦି

special story
ଦସ୍ୟୁ ରତ୍ନାକରରୁ ବାଲ୍ମିକୀ: ଦୁର୍ଦ୍ଦାନ୍ତ ପକ୍ଷୀ ଶିକାରୀରୁ ସୁରକ୍ଷାକାରୀ ସାଜିଛନ୍ତି ଶିବ ଓ ରାମ

ନିଳାମ୍ବୁ ଚିଲିକାର ନିରୀହ ଅତିଥିଙ୍କ ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ଶପଥ । ବନ ବିଭାଗ ପାଇଁ ସାଜିଛନ୍ତି ଆଖି-କାନ... ।

'Saas-Bahu' summits
ଓଡ଼ିଶା ସରକାର କରିବେ ଶାଶୁ-ବୋହୂ ସମ୍ମିଳନୀ : ହେଲେ କାହିଁକି ?

ପ୍ରତି ଓଡ଼ିଆଙ୍କ ଘରର କଥାକୁ ନେଇ ଚର୍ଚ୍ଚା କରିବେ ଶାଶୁ ଓ ବୋହୂ

special repot
ପୁଅ ନୁହେଁ ସେ ସୁନା ମୁଣ୍ଡା ! କଅଁଳ ବୟସରେ ବୋହୁଛି ପରିବାର ବୋଝ

ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ଦିବ୍ୟାଙ୍ଗ ବାପା ଓ ଦୃଷ୍ଟିବାଧିତ ମା’ ପାଇଁ ସାହାରା ସାଜିଛି ୧୪ ବର୍ଷିୟ ରାକେଶ।

special story
ବିଧବା ଭାଉଜ ମଥାରେ ସିନ୍ଦୂର ଦେଇ ଆପଣାଇ ନେଲେ ଦିଅର : ୩ ଅନାଥ ଛୁଆଙ୍କୁ ମିଳିଲା ବାପାର ପରିଚୟ

 ଭାଉଜଙ୍କୁ ବିବାହ କରି ଉଜୁଡ଼ି ଯାଇଥିବା ପରିବାକୁ ସଜାଡ଼ି ଦେଲେ ଯୁବକ । ସମାଜକୁ ଦେଲେ ପରିବର୍ତ୍ତନର ବାର୍ତ୍ତା ।

Dakota
ଓଡ଼ିଶା ଆସୁଛି ଡାକୋଟା, ଯେଉଁଥିରେ ଦିନେ ସୁକର୍ଣ୍ଣୋଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ ବିଜୁ ବାବୁ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ ।

  • Tuesday, 17 January 2023
  • Dakota
Swachha Sabari
ଅଚଳ ସ୍ୱଚ୍ଛ ସବାରୀ; ସହରରୁ ଉଠୁନି ଅଳିଆ, ଦୁର୍ଗନ୍ଧମୟ ପରିବେଶ

ବିନା ପ୍ରଦୂଷଣରେ ଅଳିଆ ଉଠାଇବା ପାଇଁ ହୋଇଥିଲା ବ୍ୟବସ୍ଥା ।

  • Tuesday, 17 January 2023
Talasari Island
ଜଳବାୟୁରେ ପରିବର୍ତ୍ତନ ! ଅଶାନ୍ତ ହେଉଛି ସମୁଦ୍ର, ଅସୁରକ୍ଷିତ ଉପକୂଳ

ନିଶ୍ଚିହ୍ନ ହେବାରେ ଲାଗିଛି ଝାଉଁବଣ, ବିପଦରେ ଜୀବନ ଜୀବିକା, ପଯର୍ୟଟନ  ।

Petrol Lamp
ଘରେ ଫାଟିଲା ପେଟ୍ରୋଲ୍‌ ଦୀପ, ପରିବାରର ୪ ଗୁରୁତର

ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

  • Tuesday, 17 January 2023
  • Petrol
Mobile Game
ଶିଶୁ-ଯୁବ ଗୋଷ୍ଠିଙ୍କୁ ବାୟା କରୁଛି ମୋବାଇଲ ଗେମ୍, ୟୁଜର୍ସ ସଂଖ୍ୟା ବୃଦ୍ଧିରେ ଦେଶରେ ୧ ନମ୍ବର ଓଡ଼ିଶା

ବର୍ଷକରେ ଭୁବନେଶ୍ୱରରେ ବଢିଛନ୍ତି ୧୬୦୦% । MPL ଗେମିଂ ରିପୋର୍ଟକୁ ନେଇ ଚିନ୍ତାରେ ଅଭିଭାବକ ।

NSG Calender
NSG ଜାରି କଲା ୨୦୨୩ର ବାର୍ଷିକ କ୍ୟାଲେଣ୍ଡର, ରହିଛି ବୀର ଯବାନଙ୍କ ଆକ୍ସନ ମୋଡ୍

ଭାରତୀୟ ଯବାନଙ୍କ ବୀରତ୍ୱକୁ ନେଇ କ୍ୟାଲେର୍ଡର ଜାରି କରିଛି NSG

  • Monday, 16 January 2023
  • NSG
Twins
ଜାଆଁଳା ଭାଇ; ୯୦୦ କିଲୋମିଟର ଦୂରରେ ଥାଇ ବି ସମାନ ଢ଼ଙ୍ଗରେ ଗଲା ଉଭୟଙ୍କ ଜୀବନ

ସତେ ଯେମିତି ଡକାଡକି ହୋଇ ଚାଲିଗଲେ ଦୁଇ ଯାଆଁଳା ଭାଇ ।

kalijai
ଚିଲିକା ମଝିରେ ଫସିଲା ଡଙ୍ଗା, ପରେ ପ୍ରଶାସନର ପଶିଲା ଚେତା

ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ ।

Paika Smaraki
କେବେ ହେବ ପାଇକ ସ୍ମାରକୀ ? କେବେ ମିଳିବ ସହିଦ ପାଇକ ପୁଅଙ୍କୁ ସମ୍ମାନ ?

ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ ।

Anand Mahindra shares video of a portable house
ବର୍ଷ ବର୍ଷ ଯୁଗ ଶେଷ ! କେଇ ଘଣ୍ଟାରେ ଛିଡା ହେଉଛି ବିଳାସପୂର୍ଣ୍ଣ ଘର

ଏ ସୁନ୍ଦର ଓ ବିଳାସପୂର୍ଣ୍ଣ ଘର ଛିଡା କରିବା ପାଇଁ ମାତ୍ର କେଇ ଘଣ୍ଟା ସମୟ ଲାଗୁଛି। ଯାହାର ଚାହିଦା ଧିରେ ଧିରେ ବଢ଼ିବାରେ ଲାଗିଲାଣି। ଏବେ ଦେଖନ୍ତୁ ସେହି ସୁନ୍ଦର ଘରର ନିର୍ମାଣ ଶୈଳୀ...

Gas Cylinders
ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?

ଆପଣ କେବେ ଚିନ୍ତା କରିଛନ୍ତି କି? ଗୋଟାଳିଆ ଏହି ଲୁହା ସିଲିଣ୍ଡରରେ ଏମିତି ଛିଦ୍ରଗୁଡିକ କାହିଁକି ? ଏହା ପଛରେ ଏମିତି ବୈଜ୍ଞାନିକ କାରଣ ରହିଛି...

Tourists throng Similipal tiger reserve as winter sets in Mayurbhanj
ମନମୋହୁଛି ଶିମିଳିପାଳ ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ ସାଙ୍ଗକୁ ଝରଣାର କୁଳୁକୁଳ ଶବ୍ଦ । ପ୍ରକୃତିର ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଜମୁଛି ଭିଡ଼ ।

What’s reason behind holes at bottom of LPG cylinder ?
ଜାଣନ୍ତୁ, ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?

ଆପଣ କେବେ ଚିନ୍ତା କରିଛନ୍ତି କି? ଗୋଟାଳିଆ ଏହି ଲୁହା ସିଲିଣ୍ଡରରେ ଏମିତି ଛିଦ୍ରଗୁଡିକ କାହିଁକି ? ଏହା ପଛରେ ଏମିତି ବୈଜ୍ଞାନିକ କାରଣ ରହିଛି...