• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Nabarangpur

Politician Daughter
ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ, ଶିଖିବେ ରାଜନୀତିର ଖଡ଼ିପାଠ

ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା।

Rajnath Singh
ଓଡ଼ିଶାରେ ରାଜନାଥ ସିଂଙ୍କ ଦମ୍ଭୋକ୍ତି, ‘ଆମେ କେନ୍ଦ୍ର ସହ ରାଜ୍ୟରେ ବି ଗଢ଼ିବୁ ସରକାର’

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'।

Defence Minister Rajnath Singh
ନବରଙ୍ଗପୁର ସଭାରେ ଗର୍ଜିଲେ ରାଜନାଥ; ‘ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର’

ରାଜନାଥ କହିଛନ୍ତି ଯେ, ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି ।

Defence Minister Rajnath Singh
ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇଛନ୍ତି ।

Sattara Satranj
୨୦୨୪ରେ ଝରିଗାଁରେ ଉଡ଼ିବ କାହାର ଝଣ୍ଡା, ଏଥର ଶଙ୍ଖ-ହାତ ନା ଶଙ୍ଖ-ପଦ୍ମ ଭିତରେ ଲଢ଼େଇ ?

ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବିଧାନସଭା ନିର୍ବାଚନମଣ୍ଡଳୀ । ଉପାନ୍ତ, ସୀମାନ୍ତ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଲେ ବି ଏଠି ରାଜନୀତିର ଗୋଟି ଚାଳନା କିନ୍ତ ତୀର୍ଯକ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀ ଗଠନ ହେବା ପରଠୁ ଏଠାରେ କ୍ରମାଗତ ଭାବେ ଜିତି ଆସୁଛି ବିଜେଡି ।

Veterinary office
ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ;ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅଫିସ୍ ଆଗରେ ବନ୍ଧାହେଲେ ଗୃହପାଳିତ ପଶୁ

ପ୍ରଥମେ ଲୋକମାନେ ଅଫିସ୍ ଘେରାଉ କରିବା ପରେ ସାଙ୍ଗରେ ଚିକିତ୍ସା ପାଇଁ ଆଣିଥିବା ଗୃହପାଳିତ ପଶୁଙ୍କୁ ସେଠି ବାନ୍ଧିଛନ୍ତି । ପ୍ରାଣୀ ଚିକିତ୍ସକ ୪ ଦଫା ଦାବିରେ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇପଡ଼ିଛି ।

Ambulance Irregularities
ମିଳିଲାନି ଆମ୍ବୁଲାନ୍ସ, ୨୦ କି.ମି.ବୁହାହେଲା ଶବ

ମିଳିଲାନି ଆମ୍ବୁଲାନ୍ସ। ଗାଡ଼ି ଭଡ଼ା ଦେବାକୁ ନଥିଲା ଟଙ୍କା। ତେଣୁ ବାପଘର ଲୋକେ ମହିଳାଙ୍କ ମୃତଦେହକୁ ୨୦ କିଲୋମିଟର କୋକେଇରେ ବୋହି ଶାଶୁ ଘରକୁ ନେଇଥିଲେ।

Malkangiri
ମାଲକାନଗିରିକୁ ଆକାଶମାର୍ଗରେ ଯୋଡିବାକୁ ବ୍ୟଗ୍ର ହେଲେ ଭୁଲିଗଲେ ରେଳ କଥା !

ଅନୁଦାନ ସତ୍ତ୍ୱେ ୭ବର୍ଷ ପରେ ବି ଉଧୋଉନି ଜୟପୁର-ମାଲକାନଗିରି- ନବରଙ୍ଗପୁର ନୂଆ ଲାଇନ୍ ପ୍ରକଳ୍ପ, ଇଞ୍ଚେ ବି ଜମି ଦେଇ ପାରିଲେନି ରାଜ୍ୟ ସରକାର, ତେଜିଲା ରାଜନୀତି ।

5T School
ଆମ ସାର୍‌ ନାହାନ୍ତି, ଚିକ୍କଣ ଚେୟାର ଟେବୁଲ କ’ଣ ଆମକୁ ପାଠ ପଢ଼ାଇବ ?

ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି ।

Fraud
ସୁନା ଶଙ୍ଖ କହି ବିକିଦେଲେ ପିତ୍ତଳ, ଲୁଟି ନେଲେ ୩ ଲକ୍ଷ...

ରାଜେଶ ୩ ଲକ୍ଷ ଟଙ୍କା ଧରି ଉମରକୋଟ ଆସିବାକୁ କହିବାରୁ ପୁଅର କଥା ମାନି ରାଜେଶର ବାପା ଟଙ୍କା ଧରି ଉମରକୋଟ ଆସିଥିଲେ।

Long Queues In Front Of Bank In Nabarangpur
ବ୍ୟାଙ୍କ ଖୋଲିନି, ହେଲେ ତା’ ପୂର୍ବରୁ ଲମ୍ବା ଲାଇନ୍....

ଆବେଦନ ପାଇଁ ସୀମିତ ସମୟ ଥିବାରୁ ନବରଙ୍ଗପୁର ୟୁନିୟନ ବ୍ୟାଙ୍କରେ ଟଙ୍କା ପୈଠ ଏବଂ ବ୍ୟାଙ୍କରେ ଖାତା ଖୋଲିବା ଲାଗି ବ୍ୟାଙ୍କ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି l

Crime News
ମାଟି ତଳୁ ମିଳିଲା ଟୁକୁଡ଼ା ଟୁକୁଡ଼ା ମୃତଦେହ; କିଏ କଲା ଯୁବତୀଙ୍କୁ ୩୧ ଖଣ୍ଡ ?

ଘଟଣାସ୍ଥଳଠୁ କିଛି ଦୂରରେ ଯୁବତୀଙ୍କ ପୋଡ଼ା ପୋଷାକ ଓ ଏକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ହତ୍ୟା କରିବା ପରେ, ଯୁବତୀଙ୍କୁ ୩୧ ଖଣ୍ଡ କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଲୁଣ ଦେଇ ମାଟିରେ ପୋତାଯାଇଥିବା ଫରେନ୍ସିକ ତଦନ୍ତରୁ ଜଣାପଡ଼ିଛି ।

Raighar police
ମାଟି ତଳେ ଯୁବତୀଙ୍କ ମୃତଦେହ: ହତ୍ୟା ପରେ କିଏ କରିଛି ୩୨ ଖଣ୍ଡ ?

ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ।ହତ୍ୟା ପରେ ୩୨ ଖଣ୍ଡ କରି କାଟିବା ପରେ ମାଟିରେ ଦୁର୍ବୃତ୍ତ ପୋତିଥିଲେ ବୋଲି ପୋଲିସ କହିଛି । ପୋଲିସର କହିବା ଅନୁସାରେ ଜଙ୍ଗଲରେ ଅଧା ପୋତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଥିଲା ।

Vigilance Raid
ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Young man from Bihar stabbed a woman
ପ୍ରେମିକର ଛୁରା ମାଡ଼ରେ ଗୁରୁତର ପ୍ରେମିକା, ଅଭିଯୁକ୍ତ ଫେରାର

ପ୍ରେମ ଯେତେବେଳେ ତିକ୍ତତାର ନିଆଁରେ ହୁଏ ଦଗ୍ଧ, ପ୍ରେମରୁ ଯେତେବେଳେ ଫୁଟେ ଆକ୍ରୋଶର ଲାର୍ଭା, ସେତେବେଳେ ଛୁରୀ ମାଡ଼ କରିବାକୁ ପଛାଏ ନାହିଁ ମନର ମଣିଷ ।

Nabarangpur SP
ନୂଆ ଷ୍ଟାଇଲ୍‌ରେ ଭିନ୍ନ ଅନ୍ଦାଜରେ SPଙ୍କୁ ବିଦାୟ ସମ୍ବର୍ଦ୍ଧନା, ଦେଖନ୍ତୁ ଭିଡିଓ

ଯାହାକୁ ନେଇ SP ଏସ. ସୁଶ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି l

Teacher misbehave class 6 student
ପୀଡ଼ିତା ଭୋଗୁଛି ଯନ୍ତ୍ରଣା, କେବେ ଚେତିବେ ସରକାର

ନବରଙ୍ଗପୁର ଉମରକୋଟ ଛାତ୍ରୀ ଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କୁନ୍ଦେଇ ପୋଲିସ ।

Teacher misbehave
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଦୁଇ ଶିକ୍ଷକଙ୍କ ସହ ପ୍ରଧାନଶିକ୍ଷକ ଥାନାରେ ଅଟକ

ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Body carried on shoulders
ମିଳିଲାନି ମହାପ୍ରୟାଣ ଗାଡ଼ି; ୮ କି.ମି କାନ୍ଧରେ ବୁହା ହେଲା ଶବ

ଶବ ନେବାକୁ ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ କାନ୍ଧରେ ମୃତଦେହକୁ ବୋହିନେଲେ ପରିବାର ଲୋକେ।

Students
5T ସ୍କୁଲ ରୂପାନ୍ତରଣକୁ ଖୋଲା ଉପହାସ ! ବର୍ଷ ବର୍ଷ ଧରି ଗଛ ମୂଳେ ପଢୁଛନ୍ତି ପିଲା

୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?

Girl performs last rites for father in Nabarangpur
ବାପାଙ୍କୁ ମୁଖାଗ୍ନି ଦେଇ ଶେଷ ଇଚ୍ଛା ପୂରଣ କଲା ଝିଅ

ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସାଜିଲା ଝିଅ। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ବଡ଼ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି।

Man draws Jawan poster
ନବରଙ୍ଗପୁର ରାହୁଲ ଆଙ୍କିଲେ ଶାହାରୁଖଙ୍କ ଚିତ୍ର, କଳା ଦେଖି ପ୍ରଶଂସାରେ ପୋତି ପକାଇଲେ ଖୋଦ୍‌ କିଙ୍ଗ୍‌ ଖାନ୍‌

ସୋସିଆଲ୍ ମିଡିଆରେ କିଙ୍ଗ ଖାନଙ୍କ ପ୍ରଶଂସା ..ରାହୁଲ ବନିଲେ ‘ରାହୁଲ’ଙ୍କ ଫ୍ୟାନ୍

Education System Odisha
କମନ ରୁମ୍‌ରେ ଖଟି ମନା; ସାର୍ ରହିବେ ପୁରା ୭ ଘଣ୍ଟା

ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ ।

PET killed over 20 students injured after bus overturns in Nabarangpur
ଘାଟିରେ ଓଲଟିଲା ସ୍କୁଲ୍‌ ବସ୍‌, ପିଇଟି ଶିକ୍ଷକ ମୃତ...

ଘାଟିରେ ଓଲଟିଲା ସ୍କୁଲ୍‌ ବସ୍‌। ଦୁର୍ଘଟଣାରେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

Villagers stage unique protest demanding construction
ସାଂସଦଙ୍କ ଗାଁକୁ ଭଲ ରାସ୍ତା ନାହିଁ, ଅଭିଯୋଗ କରି କରି ଥକିବା ପରେ ରାସ୍ତାରେ ଧାନ ରୋଇଲେ ଲୋକେ

କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା ଅସମ୍ଭବ..ଭିତ୍ତିପ୍ରସ୍ତର ସ୍ଥାପନର ୩ ମାସ ପରେ ବି କାମ ନାହିଁ