• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆବଶ୍ୟକୀୟ ସାମଗ୍ରୀ: ପାଉଁରୁଟି, ଆଳୁ, ଧନିଆ ପତ୍ର, ଜିରାଗୁଣ୍ଡ, କଞ୍ଚାଲଙ୍କା କଟା, ପିଆଜ କଟା।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ଦେଇ ତାକୁ ଚକଟି ଦେବେ ଏବଂ ପାଉଁରୁଟି ଗୁଡ଼ିକୁ ପାଣିରେ ବତୁରାଇ ଚିପୁଡ଼ି ପାଣି ବାହାର କରିଦେବେ ଓ ଆଳୁ ଚକଟା ସହିତ ମିଶାଇବେ। ଲୁଣ, କଟା କଞ୍ଚାଲଙ୍କା, ପିଆଜ, ଧନିଆ ପତ୍ର ସେଥିରେ ପକାଇବା ପରେ ତେଲରେ ଛାଣି ନେବେ। ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଏକ ପ୍ଲେଟ୍‌ରେ କାଢ଼ି ଟମାଟୋ ସସ୍‌ ସହିତ ଖାଇବେ।