ଆପଣ ନିଜ ଶରୀରର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଏହି ଟିପ୍ସକୁ ଆପଣାନ୍ତୁ

ପତଳା ଥିବା ଲୋକେ ଭାବନ୍ତି ଟିକେ ମୋଟା ହୋଇଗଲେ ଭଲ ହୁଅନ୍ତା। ସେମାନେ ଜାଣିନାହାଁନ୍ତି ମୋଟାପଣ କମେଇବାକୁ ଲୋକେ କେତେ କସରତ କରିଥାନ୍ତି। ମୁଣ୍ଡରେ ଚିନ୍ତା ଘାରେ, ଶରୀରର ଓଜନ କେମିତି କମାଇବେ। ସାଧାରଣତଃ ମୋଟା ଲୋକମାନେ ନିଜ ଶରୀରର ଓଜନ ହ୍ରାସ କରିବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ଆମେ ଆପଣଙ୍କୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ କହୁଛୁ, ଯାହା ଆପଣଙ୍କର ଶରୀରର ଓଜନ ହ୍ରାସ କରିବାରେସାହାଯ୍ୟ କରିବ।

୧ – ଯଦି ଜଣେ ସନ୍ତୁଳିତ ଓ ଉତ୍ତମ ଖାଦ୍ୟ ସହ ସଠିକ୍ ମାତ୍ରାରେ ଶାରୀରିକ ଗତିବିଧି ଉପରେ ଧ୍ୟାନ ଦେବେ ତ ମୋଟାପଣ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

୨ – ଶାକାହାରୀ ଲୋକଙ୍କ ପାଇଁ ହାଇ ଫାଇବର ଯୁକ୍ତ ଖାଦ୍ୟ କମ୍‌ ଖାଇବା ଉଚିତ୍ । ଏହା ଓଜନ କମାଇବାରେ ସହାୟକ ହୋଇଥାଏ ।

୩ -ପ୍ରୋଟିନ ବେଷ୍ଟ ଡାଇଟ୍‌ରେ ସାଧାରଣତଃ ୧୦୦ ପ୍ରକାର ଖାଦ୍ୟ ପଦାର୍ଥ ସାମିଲ ହୋଇଥାଏ । ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୨-୩ କିଲୋ ଓଜନ ହ୍ରାସ ପାଇଥାଏ ।

୪- ସୁଗାର ଓ ଆଇରନ ଯୁକ୍ତ ଆହାର ଖାଇଲେ ଏହା ଅତିରିକ୍ତ ଭାବେ ବୃଦ୍ଧି ପାଇଥିବା ଓଜନକୁ ନିୟନ୍ତ୍ରଣ କରିଥାଏ ।

୫ – ଏହା ସହ ନିତି କିଛି ଝାଳବୁହା ପରିଶ୍ରମ କଲେ ଶରୀରର ଚର୍ବି ଅଂଶ କମିଥାଏ ଓ ଶରୀରର ଓଜନ ହ୍ରାସ ଘଟିଥାଏ।

 

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

You might also like