• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Firing
ମଜାମସ୍ତିରେ ସମସ୍ତେ ଥିଲେ ମସ୍‌ଗୁଲ୍, ତଳେ ଲୋଟିପଡ଼ିଲା ୮ ରକ୍ତ ଜୁଡ଼ୁବୁଡୁ ଶରୀର

ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Staff nurses' protests become a headache for the British government
ବ୍ରିଟେନ୍ ସରକାରର ମୁଣ୍ଡବିନ୍ଧା ସାଜିଛି ଷ୍ଟାଫ୍ ନର୍ସଙ୍କ ବିକ୍ଷୋଭ ଓ ଧାରଣା

ବ୍ରିଟେନ୍‌ର ସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ସମ୍ପୂର୍ଣ୍ଣଭାବେ ଅଚଳ ହୋଇପଡିଛି। ଗୋଟିଏ ପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ହସ୍ପିଟାଲ୍‌ରେ ରୋଗୀଙ୍କ ଅସମ୍ଭାଳ ଭିଡ ଲାଗିଛି। ପ୍ରାୟ ୯ଠ% ହସ୍ପିଟାଲ୍‌ରେ ରୋଗୀ ବିନା ବେଡ୍‌ରେ ଚଟାଣରେ ଶୋଇ ରହିଥିବା ଦେଖିବାକୁ ମିଳିଛି।

Man Fakes His Own Death
ଆଶ୍ଚର୍ଯ୍ୟ ! ଯାହାଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ, ଶ୍ମଶାନରେ ହଠାତ୍‌ ତାଙ୍କୁ ଜୀବନ୍ତ ଦେଖି ଉଡ଼ିଗଲା ହୋସ୍‌ !

ମୃତ୍ୟୁ କେତେବେଳେ କାହା ଜୀବନରେ କେମିତି ଆସିବ ତାହା କେହିବି କହିପାରିବେନି। ହେଲେ କିଛି ଲୋକ ନିଜ ମୃତ୍ୟୁକୁ ନେଇ ମିଛ ଅଭିନୟ କରିଥାନ୍ତି। ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ଥିବାବେଳେ ସତ ଜଣାପଡ଼ିବା ପରେ ସେମାନଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଥାଏ।

  • Sunday, 29 January 2023
Bus Accident in Peru
ପାହାଡ଼ ଉପରୁ ଖସି ପଡ଼ିଲା ବସ୍‌ : ୨୪ ଯାତ୍ରୀଙ୍କର ଭୟଙ୍କର ମୃତ୍ୟୁ

ମୃତ୍ୟୁ ସତରେ ଖୁବ୍‌ ନିଷ୍ଠୁର । କେତେବେଳେ ଯେ ମାଡ଼ି ଆସେ ଜଣାପଡ଼େ ନାହିଁ ।

7 killed as earthquake rocks northwest Iran
ରାତିରେ ଭୂକମ୍ପରେ ଥରିଲା ସହର, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକ...୭ ମୃତ

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।

pakistan
ସିନ୍ଧୁ ଜଳ ସନ୍ଧିରେ ସଂଶୋଧନ ଚାହୁଁଛି ଭାରତ : ପାକିସ୍ତାନ ଅମାନିଆ ହେବାରୁ ତେଜିଲା ବିବାଦ

ଚୁକ୍ତି ଉଲ୍ଲଂଘନ ପାଇଁ ନୋଟିସ୍ ପଠାଇଲା ଭାରତ, ଆଲୋଚନା ପାଇଁ ଦେଲା ୯୦ ଦିନର ମହଲତ୍

 India
ଭାରତ ଆସିବେ ପାକ୍ ମନ୍ତ୍ରୀ ? ଶତ୍ରୁ ଦେଶକୁ ଗଲା ନିମନ୍ତ୍ରଣ ପତ୍ର

ପାକିସ୍ତାନ ସହ ଚୀନକୁ ବି ଡାକିଲା ନୂଆଦିଲ୍ଲୀ

google
କ୍ୟାନସର୍‌ ପୀଡ଼ିତ ମା’ର ସେବା ପାଇଁ ଛୁଟିରେ ଥିଲେ, ଫେରିବା ପୂର୍ବରୁ ଛଟେଇ କଲା Google

ଅସୁସ୍ଥ ମା’ର ସେବାଯତ୍ନ ପାଇଁ ଯାଇଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କଲା ଗୁଗଲ ।

  • Saturday, 28 January 2023
  • Cancer
7 Killed In Shooting Outside East Jerusalem
କାର୍‌ରେ ଆସି ଆଖିବୁଜା ଗୁଳିମାଡ଼ କଲେ, ନିଜେ ବି ଗୁଳି ଖାଇ ମଲେ...

ଇସ୍ରାଏଲର ଜେରୁଜେଲମରେ ବଡ ଧରଣର ଗୁଳିକାଣ୍ଡ ହୋଇଛି। ଆତତାୟୀର ଅତର୍କିତ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Google HR
ଚାକିରି ଦେବା ପାଇଁ ଇଣ୍ଟରଭିୟୁ ନେଉଥିଲେ, ହେଲେ ନିଜେ ଚାକିରି ହରାଇଲେ

ଇଣ୍ଟରଭିୟୁ ମଝିରେ ରିକ୍ରୁଟର ନିଜେ ନିଜର ହିଁ ଚାକିରି ବଞ୍ଚାଇ ପାରିଲେନି ।

  • Friday, 27 January 2023
  • Google
World's most 'kanjoos' crorepati
କଞ୍ଜୁସ୍ କୋଟିପତି : ଅର୍ଥ ସଞ୍ଚୟ କରିବାକୁ ଖାଉଛନ୍ତି ବିଲେଇ ଖାଦ୍ୟ...

କୃପଣ ବ୍ୟକ୍ତି, ଯିଏ ଟଙ୍କା ସଞ୍ଚୟ  କରିବାକୁ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୩ କୋଟି।

Dog Shoots, Kills 30-year-old US Man
ଗୁଳି ମାରି ଶିକାର କରିବାକୁ ବାହାରିଥିଲେ, ନିଜେ ଗୁଳିମାଡ଼ର ଶିକାର ହେଲେ...

ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ। 

US shooting incidents
ମଲ୍‌ ଭିତରେ ଆଖିବୁଜା ଗୁଳିମାଡ଼, ଭୟଭୀତ ଲୋକେ

ଚଳିତ ବର୍ଷ ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାରେ ୩୯ଟି ଗୁଳିକାଣ୍ଡ ହୋଇଛି। ୪ ଦିନ ମଧ୍ୟରେ ୨୩ ଜଣଙ୍କ ଜୀବନ ଗଲାଣି। 

google
୮ ମାସର ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବିଦା କଲା ଗୁଗୁଲ

ଠିକ୍‌ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍‌ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।

  • Tuesday, 24 January 2023
  • Google
9 killed in two shootings in US
ଆମେରିକାରେ ଗୁଳି ବର୍ଷା, ୯ ମୃତ

ଘଟଣାର ୨୦ ମିନିଟ ପରେ ଏକ କାର ମଧ୍ୟରୁ ୩ ଜଣଙ୍କୁ ଧରିଥିଲା ଆମେରିକା ପୋଲିସ।

Massive Power Breakdown Hits Pakistan
ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନରେ ହାହାକାର, ୨୨ ଜିଲ୍ଲାରେ ବିଦ୍ୟୁତ୍‌ ସେବା ବନ୍ଦ

ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଆଜି ସକାଳେ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍‌ ବିଭ୍ରାଟ ହୋଇଛି।

Taliban new rules Kabul mannequins are hooded and masked
ତାଲିବାନୀ ଶାସନରେ ମହିଳାଙ୍କୁ ବିରୋଧ: ମହିଳା ମାନେକ୍ୱିନ୍ସ ମୁହଁ ଢାଙ୍କିବା ନିର୍ଦ୍ଦେଶ

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କୁ ନେଇ ନୂଆ ନୂଆ ନିୟମ ଲାଗୁ କରାଯାଉଛି। ଏବେ ଆଉ ଏକ ନୂଆ ନିୟମ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ଦୋକାନରେ ଥିବା ପୁତଳିକାର ମୁହଁ ମଧ୍ୟ ଢାଙ୍କିବାକୁ ନିର୍ଦ୍ଦେଶ ଜାରି ହୋଇଛି।

UK PM Rishi Sunak Gets Fined By Police
ଫାଇନ୍‌ ଗଣିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, କାର୍‌ରେ ସିଟ୍‌ ବେଲ୍ଟ ନପିନ୍ଧି ଭିଡିଓ କରୁଥିଲେ...

କାର୍‌ରେ ବସିଥିବା ବେଳେ ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍‌ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଉପରେ ଫାଇନ୍‌ ପକାଇଛନ୍ତି।

Spanish Woman, 115, World's Oldest Person, Never Gone To Hospital
ବିଶ୍ୱର ସବୁଠୁ ବୟସ୍କ ମହିଳା, ବୟସ ୧୧୫; ଯିଏ କେବେବି ହସ୍ପିଟାଲ ଯାଇନାହାନ୍ତି...

ସେ ତାଙ୍କ ଆଖିରେ ଅନେକ ବଡ଼ ବଡ଼ ବିପତ୍ତି ଓ ବିପଦକୁ ଦେଖିଆସିଛନ୍ତି

amazon
ଆମାଜନ୍ ଚାକିରି ପାଇଁ ଘରବାଡ଼ି ବିକିଦେଲେ : ଜଏନ୍ କରିବାର ୪ ଦିନ ଆଗରୁ ମିଳିଲା ଛଟେଇ ନୋଟିସ୍

ଭଗବାନ୍‌ ଏମିତି ଦୁଃଖ କାହାକୁ ନଦିଅନ୍ତୁ । Amazon ଚାକିରିରେ ଯୋଗ ଦେବା ପୂର୍ବରୁ ହିଁ ଚାକିରି ହରାଇଲେ ଯୁବକ ।

Pakistan
ଶିକ୍ଷା ପାଇଲା ପାକିସ୍ତାନ ! ଭାରତ ସହ ଶାନ୍ତି ଚାହୁଁ କହିଲେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ଲଙ୍କାରେ ହରିଶବ୍ଦ ଭଳି ଲାଗୁଛି ।

In China, Doctors Warned For Not To Write COVID On Death Certificates
ଚୀନ୍ ଡାକ୍ତରଙ୍କୁ ଚେତାବନୀ- ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ଲେଖନ୍ତୁ ନାହିଁ

ଚୀନରେ କୋଭିଡ ସ୍ଥତି ଏବେ ପିକ୍‌ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

Nepal plane crash
ଅସୁରକ୍ଷିତ ନେପାଳ ଆକାଶ ! ୩୦ ବର୍ଷରେ ଘଟିଛି ୨୭ଟି ମର୍ମନ୍ତୁଦ ବିମାନ ଦୁର୍ଘଟଣା

ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ

Coldest City
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍ । ଏହାକୁ ବିଶ୍ୱର ସବୁଠୁ ଥଣ୍ଡା ସହର ବୋଲି କୁହାଯାଏ।