• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Bill Gates In Love
ନୂଆ ପ୍ରେମରେ ପଡ଼ିଛନ୍ତି ବିଲ୍‌ ଗେଟ୍‌ସ, ଜାଣନ୍ତୁ କାହା ସହ କରୁଛନ୍ତି ଡେଟିଂ...

ନିକଟ ଅତୀତରେ ସେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ । 

Turkey Earthquake
ଧ୍ୱଂସର ତାଣ୍ଡବଲୀଳା ଭିତରେ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରିଆସିଲା କଅଁଳ ଜୀବନ

ଦଶନ୍ଧିର ସବୁଠୁ ବଡ ତଥା ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ଉଭୟ ତୁର୍କୀ ଓ ସିରିୟା ଧ୍ବଂସସ୍ତୁପ ପାଲଟିଯାଇଛି।

Turkey Earthquake
ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

ଏନଡିଆରଏଫ୍ ଓ ମେଡିକାଲ ଟିମ୍ ପଠାଇଲା ଭାରତ । ତୁର୍କୀରେ ପହଞ୍ଚିଲା ବାୟୁସେନାର ସ୍ୱତନ୍ତ୍ର ବିମାନ ।

Turkey-Syria quake toll crosses 5,000
ମୃତ୍ୟୁର ଆଁରୁ ବର୍ତ୍ତିଆସିଥିବା କୁନି ଝିଅ ପଚାରୁଛି- 'ମୋ ମାଆ କାହିଁ?'

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।

Turkey
ଛାରଖାର ତୁର୍କୀରୁ ଛାତିଥରା ଚିତ୍ର

ଛାରଖାର ତୁର୍କୀରୁ ଛାତିଥରା ଚିତ୍ର। ଯୁଆଡେ ଦେଖିବ ସିଆଡେ ମାଳମାଳ ଶବ

  • Tuesday, 07 February 2023
Google engineer got laid off
ରାତି ୨ଟାରେ ଝିଅକୁ କ୍ଷୀର ପିଆଉଥିଲେ, ହଠାତ୍‌ ଆସିଲା ଛଟେଇ ମେସେଜ୍‌

କର୍ମଚାରୀ ଜଣଙ୍କ ପିତୃତ୍ୱ ଛୁଟିରେ ଥିଲେ ।

  • Tuesday, 07 February 2023
  • Google
Earthquake Kills Over 4 thousands In Turkey
ତୁର୍କୀ ଉପରେ ପ୍ରକୃତିର କୋପ: ୨୪ ଘଣ୍ଟାରେ ଭୂକମ୍ପର ୪ ଝଟ୍‌କା, ଗଲାଣି ୪ ହଜାରରୁ ଅଧିକ ଜୀବନ

ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି।

Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହେଉଛି ବିରାଟ ଅଟ୍ଟାଳିକା । ଦେଖୁ ଦେଖୁ ମାଟିରେ ମିଶିଯାଉଛି ୬ ତାଲା ବିଲଡିଂ । ଆଉ ତା’ଭିତରେ ଚାପି ହୋଇଯାଇଛନ୍ତି ଶତାଧିକ ଲୋକ । ତୁର୍କୀରେ ଏମିତି ତାଣ୍ଡବ ରଚିଛି ପ୍ରକୃତି । ଗୋଟିଏ କି ଯୋନିଏ ନୁହେଁ ଏଭଳି ଶହ ଶହ କୋଠା, ହଜାର ହଜାର ଘର ଭୁଶୁଡିପଡିଛି ଭୂକମ୍ପର ଝଟ୍‌କାରେ । ଆଖି ପିଛୁଳାକେ ଛାରଖାର ହୋଇଯାଇଛି ତୁର୍କୀର ଏକାଧିକ ସହର ।

  • Monday, 06 February 2023
  • India
Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ 

ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।

Turkey
ଦିନ ସାରା ଥରୁଛି ତୁର୍କୀ, ଗୋଟିଏ ପରେ ଗୋଟିଏ ଭୂ-କମ୍ପ ଝଟ୍‌କା !

ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ ।

crime
ଠୁକରା କେ ମେରା ପ୍ୟାର୍‌ . . . ବେଦୀ ଉପରେ ବସିଥିବା କନ୍ୟାକୁ ଗୁଳି ମାରିଲା ପ୍ରେମିକ

ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .

Strong Earthquake Hits In Turkey
ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ୧୦୦ରୁ ଅଧିକ ମୃତ, ଭୁଶୁଡ଼ିଲା ଘର

ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଓସ୍‌ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। 

china
ଫୁସକି ଗଲା କି ଚୀନର ଚାଲାକି ?

ସନ୍ଦିଗ୍ଧ ବେଲୁନକୁ ମିଜାଇଲ୍ ମାରି ଖସାଇ ଦେଲା ଆମେରିକା

  • Sunday, 05 February 2023
  • US
Mysterious Naga Cave In Thailand
ରହସ୍ୟମୟ ନାଗ ଗୁମ୍ଫା: ହଠାତ୍‌ ଦେଖିଲେ ଆପଣ ବି ହୋଇଯିବେ କନ୍‌ଫ୍ୟୁଜ୍‌, ପୂଜା କରନ୍ତି ଲୋକେ...

ନାଗ ଗୁମ୍ଫାରେ ଥିବା ବିଶାଳକାୟ ପଥର ପୁରାପୂରି ଏକ ବଡ଼ ସାପ ଅର୍ଥାତ୍‌ ଆନାକୋଣ୍ଡା ଭଳି ଦେଖା ଯାଉଛି। ଯେ କେହିବି ହଠାତ୍‌ ଏହାକୁ ଦେଖିବେ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଯିବେ।

  • Sunday, 05 February 2023
Former Pakistan President Pervez Musharraf Dies
ପରଲୋକରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। 

US shoots down suspected Chinese spy balloon
ଆମେରିକା ଗୁଳିରେ ଖସିଲା ଚୀନ୍‌ ସ୍ପାଏ ବେଲୁନ୍‌

ଚୀନ୍‌ର ସ୍ପାଏ ବେଲୁନ୍‌କୁ ଗୁଳି କରି ଖସାଇଲା ଆମେରିକା। ଆମେରିକାର ପୂର୍ବ ଉପକୂଳ ଅଞ୍ଚଳରେ ଉଡୁଥିବା ଚୀନ୍‌ର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଗୁଳି କରି ଖସାଇ ଦିଆଯାଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି।

  • Sunday, 05 February 2023
Man Bites Off Pet Snake's Head
ମହିଳାଙ୍କ ସହ ଝଗଡ଼ା କରି ଅଜଗର ମୁଣ୍ଡକୁ କାମୁଡ଼ିଦେଲା ଯୁବକ

ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ । 

  • Saturday, 04 February 2023
  • Snake
Dead woman found breathing in body bag at funeral home
ଈଶ୍ୱରଙ୍କ ଚମତ୍କାର; ମୃତ ମହିଳାଙ୍କ ଫେରିଲା ଜୀବନ

ଚିକିତ୍ସା ହେବା ସମୟରେ ତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା।

Suicide Plant
ଦୁନିଆର ସବୁଠୁ ବିଷାକ୍ତ ଗଛ; ସ୍ପର୍ଶ କଲେ ସଙ୍ଗେସଙ୍ଗେ ହେବ ମୃତ୍ୟୁ

ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।

  • Friday, 03 February 2023
Hongkong
ବିଶ୍ୱର ସବୁଠାରୁ ବଡ଼ ସ୍ୱାଗତ ! ହଂକଂ ଯିବାକୁ ମାଗଣା ଟିକଟ ଜାରି କଲେ ସରକାର...

ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।

Chinese spy balloon flying high over the United States
ଆମେରିକା ଆକାଶରେ ଚୀନ ‘ସ୍ପାଏ ବେଲୁନ୍‌’, ଗୁଳି କରି ଖସାଇବାକୁ ନିର୍ଦ୍ଦେଶ

ଆମେରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଚୀନ ସ୍ପାଏ ବେଲୁନ୍‌ ଉଡାଇ ଗୁଇନ୍ଦାଗିରି କରୁଥିବା ଆମେରିକା ଅଭିଯୋଗ କରିଛି।

Ugandan
ଗୋଟିଏ ପରିବାରରେ ଜଣେ ସ୍ୱାମୀ ୧୨ ସ୍ତ୍ରୀ-୧୦୨ ସନ୍ତାନ-୫୭୮ ନାତି ନାତୁଣୀ

ଏହି ପୁରା ପରିବାର ଗାଁର ପ୍ରାୟ ଦୁଇ ଏକର ଜାଗାରେ ବସବାସ କରନ୍ତି ।

couple dance
ମହଙ୍ଗା ପଡ଼ିଲା କପଲ ଡ୍ୟାନ୍ସ; ପ୍ରେମୀ ଯୁଗଳଙ୍କୁ ୧୦ ବର୍ଷ ଜେଲ୍

ନିୟମ ଖିଲାପ କରିବାରୁ ଦଣ୍ଡ । କ’ଣ ରହିଛି ପୂରା ଘଟଣା, ପଢ଼ନ୍ତୁ . .

Pakistan
ଆତଙ୍କବାଦୀଙ୍କ ଭୂସ୍ୱର୍ଗ ନିଜେ ହେଲା ଲହୁଲୁହାଣ : ପାକିସ୍ତାନ ପାଇଁ ଭସ୍ମାସୁର ସାଜିଛି ଟିଟିପି

ଦିନେ ଟିଟିପି ସଂଗଠନକୁ ନିଜେ ପାକିସ୍ତାନ ପ୍ରୋତ୍ସାହନ ଦେଇଥିଲା, ହେଲେ ଏବେ ବାଜି ଓଲଟିଯାଇଛି

Gautam Adani
ସଂପତ୍ତି ପରିମାଣରେ ବୃହତ୍ ହ୍ରାସ...ବିଶ୍ୱର ଟପ୍ ଟେନ୍ ଧନୀ ତାଲିକାରୁ ଆଦାନୀ ଆଉଟ୍

ହିଡେନ୍‌ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୧୧ ନମ୍ବର ସ୍ଥାନକୁ ଖସି ଟପ୍ ଟେନ୍ ଧନୀ ତାଲିକାରୁ ଆଉଟ୍ ହୋଇଯାଇଛନ୍ତି।