• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

farmer-111
ବୈଠକ ପରେ ବି ବାହାରିଲା ନାହିଁ କୌଣସି ନିସ୍କର୍ଷ

ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ତେବେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ମିଳିଥିବା ସୂଚନା ଅନୁସାରେ, କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ କୌଣସି ନିସ୍କର୍ଷ ବାହାରି ପାରିନଥିବା ଜଣାଯାଇଛି।

Express
ମହାରାଜା ଏକ୍ସପ୍ରେସରେ ଯାତ୍ରା କରିଛନ୍ତି କି?

ଟ୍ରେନ ଯାତ୍ରା ଅନେକଙ୍କୁ ବେଶ୍ ପସନ୍ଦ। ହେଲେ ଅନେକ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିନଥାଆନ୍ତି। ହେଲେ ଯଦି ଟ୍ରେନରେ ରାଜକୀୟ ସୁବିଧା ମିଳିଯିବ, ତା ହେଲେ ନିଶ୍ଚୟ ସମସ୍ତଙ୍କୁ ପସନ୍ଦ ଆସିବ।

budget
ଫେବୃଆରୀରୁ ବଢ଼ିବ TV, ଫ୍ରିଜ୍ ଓ ୱାସିଂମେସିନର ଦର

ବଢିବ ଇଲେକ୍ଟ୍ରୋନିକ୍ ଉପାଦାନର ଦର। ଫ୍ରିଜ୍ ଏବଂ ଏସି ହେବ ମହଙ୍ଗା। କେବଳ ଏତିକି ନୁହେଁ ବରଂ ପାପାପାଖି ୫୦ ଉପକରଣର ଦର ବଢାଇବେ କେନ୍ଦ୍ର ସରକାର। ବିଭିନ୍ନ ସାମଗ୍ରୀ ଉପରେ ପାଖାପାଖି ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇମ୍ପୋର୍ଟ ଡ୍ୟୁଟି ବଢାଇବା ପାଇଁ ଘୋଷଣା କରିଛନ୍ତି

gambhir
ରାମ ମନ୍ଦିର ଲାଗି ଗମ୍ଭୀର ଦେଲେ କୋଟିଏ ଟଙ୍କା

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି

fire
ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା: ନିଆଁରେ ପୋଡ଼ି ୫ ଜଣଙ୍କ ମୃତ୍ୟୁ

ଫସି ରହିଥିବା ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ମିଳିଛି ସୂଚନା। ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଲେ ପୁଣେ ମେୟର ମୁରଲୀଧର ମୋହଲ। ଏହାସହ ମେୟର କହିଛନ୍ତି ଯେ, ଯବାନମାନେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ ଦେବ ଉଦ୍ଧାର କରିଛନ୍ତି।

Trafic
ଏଣିକି ଗାଡ଼ିରେ ମିରର ନଥିଲେ ଫାଇନ୍, ସିଟ୍ ବେଲ୍ଟ ନପିନ୍ଧିବା ପଡ଼ିବ ମହଙ୍ଗା

ଗାଡ଼ି ଚାଳକଙ୍କ ପାଇଁ ଜରୁରୀ ସୂଚନା। ଯଦି ଆପଣ କାର କିମ୍ବା ବାଇକ ପ୍ରତ୍ୟେକ ଦିନ ଚାଳନା କରୁଛନ୍ତି  ତେବେ ଏହି ଖବର ଆପଣଙ୍କର ଜାଣିବା ନିହାତି ଦରକାର। ରାଜ୍ୟ ସରକାର ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି।

Chili
କଞ୍ଚାଲଙ୍କାରୁ ବାହାରୁଥିବା କେମିକାଲରୁ ଜଳିବ ସୋଲାର ଲାଇଟ୍

କଞ୍ଚା ଲଙ୍କାରୁ ବାହାରୁ ଥିବା କେମିକାଲରେ ଚାର୍ଜ ହେବ ସୌର ଲାଇଟ୍। ସୋଲାର ଟେକ୍ନୋଲୋଜି କିଛି ନୂଆ ଯୋଜନା କରିବାକୁ ଯାଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମିଳିଥିବା ସୂଚନା ଅନୁସାରେ, କଞ୍ଚାଲଙ୍କାରୁ ବାହାରୁ ଯେଉଁ କେମିକାଲ ବାହାରେ ତାହା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରହିଥାଏ

1000 family
ଦେଶରେ ଏମିତି ଏକ ପରିବାର ଅଛି ଯାହାର ସଦସ୍ୟଙ୍କ ସଂଖ୍ୟା ହଜାରରୁ ଅଧିକ

ଗୋଟିଏ ପରିବାର ହଜାରେରୁ ଅଧିକ ସଦସ୍ୟ ଏକାଠି ରହୁଛନ୍ତି। ଆଉ ଜଣେ ମହିଳା ମୁଖିଆ ବି ରହିଛନ୍ତି। ହୁଏତ ଏ କଥା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏମିତି ପରିବାର ଆମ ଦେଶରେ ହିଁ ରହିଛି

dl
ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି?

ନୂଆଦିଲ୍ଲୀ: ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଏଣିକି ଘରେ ବସି ଆପଣ ବି ନିଜ ଲାଇସେନ୍ସକୁ ରିନ୍ୟୁ କରିପାରିବେ। ଯିବାକୁ ପଡ଼ିବ ନାହିଁ RTO ଅଫିସ୍। ମିଳିଥିବା ସୂଚନା ଅନୁସାରେ, ଆପଣ ପରିବହନ ମନ୍ତ୍ରଣାଳୟ ଅଫିସିଆଲ୍ ୱେବସାଇଟକୁ (https://parivahan.gov.in/parivahan) ଯାଇ ଏହି ଛୋଟିଆ କାମଟି କରିବାକୁ ପଡ଼ିବ। ଯାହା ଦ୍ୱାରା ବିନା କୌଣସି ପରିଶ୍ରମରେ ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇପାରିବ। ଘରେ ବସି ରିନ୍ୟୁ ହୋଇଯିବ […]

Biden
କିଛି ସମୟ ପରେ ନୂଆ ରାଷ୍ଟ୍ରପତି ପାଇବ ଆମେରିକା

ଆଉ ମାତ୍ର କିଛି ସମୟର ଅପେକ୍ଷା ରହିଛି।  ଭାରତୀୟ ସମୟ ଅନୁସାରେ ଆଜି ରାତି ପ୍ରାୟ ୧୦ଟା ବେଳେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ୭୭ ବର୍ଷୀୟ ଜୋ ବାଇଡେନ।

truck  MECHANIC
ଦେଶର ପ୍ରଥମ ମହିଳା ଟ୍ରକ୍ ମେକାନିକ୍...ଚୁଟକିରେ ସଜାଡ଼ି ଦିଅନ୍ତି ଗାଡ଼ି

ବର୍ତ୍ତମାନ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ମହିଳା। ସେମାନେ ସକ୍ଷମ ଓ ସଶକ୍ତ ମଧ୍ୟ। ଆଉ ସେହିଭଳି ଜଣେ ମହିଳା ଦିଲ୍ଲୀର ଶାନ୍ତି ଦେବୀ। ସେ ଆଉ ତାଙ୍କ କାରନାମା ବେଶ ନିଆରା।

china
ଭୟଭୀତ ଚୀନ୍ ! ସାମ୍ନାରୁ ନୁହେଁ ବରଂ ପଛରୁ ଆକ୍ରମଣ କରିବାକୁ କରୁଛି କି ଚେଷ୍ଟା?

ଭାରତକୁ ରାଫେଲ୍ ଆସିବା ପରେ ଭୟଭୀତ ଚୀନ୍। ମୁହାଁମୁହିଁ ହେବାକୁ ଦେଉଛି ପଛଘୁଞ୍ଚା। ଏବେ ସାମ୍ନାରୁ ନୁହେଁ, ପଛ ପଟୁ ଆକ୍ରମଣ କରିବାକୁ ଯୋଜନା କରିଛି। ଏହା ସହ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ଏଥି ପାଇଁ ପାକିସ୍ତାନ ସହ ହାତ ମିଳାଇଛି ଚାଇନା। ଏମିତିକି ନିଜର ଭିତ୍ତିଭୂମି ସଜାଡିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଦେଇଛି।

Bil-gt
ଆମେରିକାର ନମ୍ୱରଓ୍ୱାନ ଚାଷୀ ବିଲ୍ ଗେଟସ୍, କିଣିଲେଣି ଅଢେଇ ଲକ୍ଷ ହେକ୍ଟର ଜମି

ଆମେରିକାରେ ବଢ଼ିବାରେ ଲାଗିଛି ଜମିର ଚାହିଦା। ସେଠାରେ ଚାଷ ଜମି କିଣୁଛନ୍ତି କୋଟିପତି। ଏହି ତାଲିକାରେ ଆଗରେ ଅଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍। ଆମେରିକାରେ ଏକର ଏକର ଚାଷ ଜମି କିଣି ସେ ଏବେ ଚର୍ଚ୍ଚାରେ। ଚାଷୀ ଓ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିଲ୍ ଗେଟସ୍‌ ଏବେ ଚାଷ ଜମି କିଣିବାରେ ବ୍ୟସ୍ତ