• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

amitab
ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି

ମୁମ୍ୱାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ। ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶନିବାର ସଂଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ହସ୍ପିଟାଲର ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହୋଇଥିବା ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ବିଗବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ ଟେଷ୍ଟ […]

arrest
ଗିରଫ ହେଲେ ଗୋଲ୍ଡ ସ୍ମଗଲର୍‌ ସ୍ୱପ୍ନା ସୁରେଶ

ବେଙ୍ଗାଲୁରୁ: କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗିରଫ। ସ୍ୱପ୍ନାଙ୍କୁ ବେଙ୍ଗାଲୁରୁରୁ ଗିରଫ କଲା NIAର ସ୍ୱତନ୍ତ୍ର ଟିମ୍। ସ୍ୱପ୍ନାଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ହେପାଜତକୁ ନେଇଛି NIA। ସନ୍ଦୀପ ନାୟାର ନାମକ ଆଉ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ କରାଯାଇଛି। ୧୪.୮୨ କୋଟିର ୩୦ କେଜିର ସୁନା ସ୍ମଗଲିଂ ମାମଲାରେ ଖୋଜୁଥିଲା NIA। କେରଳର ହାଇପ୍ରୋଫାଇଲ ମହିଳା ସ୍ୱପ୍ନା ସୁରେଶ। ଏବେ ଗିରଫଦାରୀ ଭୟରେ ସ୍ୱପ୍ନା ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ତେବେ କଣ […]

woman experienced-fraud
କୋଟିପତି ହେବାର ଲୋଭରେ ଠକେଇର ଶିକାର ହେଲେ ମହିଳା

ବ୍ରିଟେନ୍‌ର ସୋଫିଆ ସୋରି ନାମକ ଜଣେ ମହିଳାଙ୍କ ସହ ୪୨,୬୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୧,୭୮,୬୪୧ ଟଙ୍କା ଠକେଇ ହୋଇଛି। ସେ ପ୍ରକୃତରେ ଏକ ଉଚ୍ଚ ହାଇପ୍ରୋଫାଇଲ୍ ଠକେଇର ଶିକାର ହୋଇଛନ୍ତି। ସେ ଏକ ଡେଟିଂ ଆପ୍ ମାଧ୍ୟମରେ ସାକ୍ଷାତ କରିଥିବା ଜଣେ ବ୍ୟକ୍ତିଙ୍କ ସହିତ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ।

cbse
କମ୍ ସିଲାବସ୍‌ରେ ପାଠ ପଢିବେ CBSE ଛାତ୍ରଛାତ୍ରୀ

ଭୁବନେଶ୍ୱର: କମିଲା ସିବିଏସ୍ଇ ସିଲାବସ୍। ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କରୋନା ଭଳି ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇକୁ ୩୦ ପ୍ରତିଶତ ସିଲାବସ୍ ଚଳିତ ବର୍ଷ ହ୍ରାସ କରିବାକୁ କୁହାଯାଇଛି। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୂର୍ବରୁ ସିବିଏସ୍ଇ ଏନେଇ ପ୍ରସ୍ତାବ ଦେଇଥିଲା। ତେବେ ସିଲାବସ୍‌ରୁ ଅନ୍ୟ ପାଠ ସହ ସଂପର୍କ ଥିବା […]

rick
କରୋନା 'ଅନ୍ତ'ର ସମୟ ଆରମ୍ଭ

ନୂଆଦିଲ୍ଲୀ: କେବେ ଆସିବ ସ୍ୱାଭାବିକ ସ୍ଥିତି? କେବେ ଫେରିବ ସେଇ ପୁରୁଣା ଦିନ? ଯେତେବେଳେ, ବିନା ମାସ୍କରେ ନିଶ୍ୱାସ ନେଇ ହେଉଥିଲା, ବିଶ୍ୱାସରେ କାହାକୁ ଛୁଇଁ ହେଉଥିଲା, ବିନା ଭୟରେ ଭିଡ଼କୁ ଯାଇ ହେଉଥିଲା। ବୋଧହୁଏ ଏସବୁର ଗୋଟିଏ ଉତ୍ତର, କରୋନା ଟୀକା ଆସିବା ପରେ। ସେଥିପାଇଁ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ […]

mask
ଏଣିକି ଦକ୍ଷିଣ କୋରିଆରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ନିର୍ଭୟରେ ବୁଲିପାରିବେ ଲୋକ

ସିଓଲ୍: ସାରା ବିଶ୍ୱରେ କରାେନା ମହାମାରୀ  କାୟା ବିସ୍ତାର କରି ରଖିଥିବା ବେଳେ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦକ୍ଷିଣ କୋରିଆବାସୀଙ୍କୁ ମାସ୍କ ପ୍ରତି ଗରୁତ୍ୱ ନଦେବାକୁ କୁହାଯାଉଛି । ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍‌ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । […]