• translate

Latest

Chandrababu Naidu
ଚନ୍ଦ୍ରବାବୁ ନାଇଡ଼ୁଙ୍କ ବଡ଼ ଘୋଷଣା ! କାନ୍ଦି କାନ୍ଦି କହିଲେ ଆଉ ଯିବିନି ବିଧାନସଭା

ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ।

Farm Laws
ଗୁରୁ ପରବରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି

ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି ।

Farmer Protest
କୃଷି ଆଇନ୍‌ ପ୍ରତ୍ୟାହାର ପରେ ଚାଷୀଙ୍କ ନାଚ ଗୀତ, ମିଠା ବଣ୍ଟା..

ବର୍ଷେ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ମୁହଁରେ ଫୁଟିଛି ହସ । ସମସ୍ତେ ସ୍ୱାଗତ କରିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ । ଚାଷୀ କହିଛନ୍ତି, ବର୍ଷକର ତପସ୍ୟା ପୁରା ହେବାକୁ ଯାଉଛି । ଏବେ ସେମାନେ ନିଶ୍ଚିନ୍ତରେ ଘରକୁ ଫେରିପାରିବେ ।

Second Sun Temple found in Egypt
ଆବିଷ୍କାର ହେଲା ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର : ଜାଣନ୍ତୁ କେଉଁଠି?

ଓଡିଶାରେ ଦ୍ୱିତୀୟ କୋଣାର୍କକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏହା ଭିତରେ ଆଉ ଏକ ସୂର୍ଯ୍ୟ ମନ୍ଦିର ଆବିଷ୍କାର ହୋଇଛି। ତେବେ ଏହା ଓଡିଶାରେ ନୁହେଁ କି ଭାରତର ଅନ୍ୟ କୌଣସି ରାଜ୍ୟରେ ନୁହେଁ। ଜାଣନ୍ତୁ କେଉଁଠି?

Light Combact Helicoptor
ଏଣିକି ଶତ୍ରୁଙ୍କ ଚାଲ୍‌ ହେବ ଫେଲ୍‌, ଆସିଲା ‘ଲାଇଟ୍‌ କମ୍ବାକ୍ଟ ହେଲିକପ୍ଟର’

ଆଜି ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହେଲା, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ସବୁଠୁ ଛୋଟ ଓ ଶକ୍ତିଶାଳୀ ହେଲିକପ୍ଟର । ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସେନାର୍ପିତ କରିଛନ୍ତି । ଏହାକୁ ଲାଇଟ୍‌ କମ୍ବାକ୍ଟ ହେଲିକପ୍ଟର କୁହାଯାଉଛି । 

Doctor treated old man with chisel and hammer
ଅଦ୍ଭୁତ ଚିକିତ୍ସା ; ରୋଗୀକୁ ଛେଣୀରେ ପ୍ରହାର

ଆପଣ ନିଶ୍ଚିତ ନିଆଁ କିମ୍ବା ମାଟି ଦ୍ୱାରା ଚିକିତ୍ସା ବିଷୟରେ ଶୁଣିଥିବେ। କିନ୍ତୁ କେବେ ଛେଣୀରେ ପ୍ରହାର କରି ଚିକିତ୍ସା କଥା ଶୁଣିଛନ୍ତି କି? ଦେଖନ୍ତୁ ଏହି ଭିଡିଓରେ।

Jai Bheem controversy security beefed up at actor Suriya’s house
ଜୟ ଭୀମ୍‌କୁ ନେଇ କାହିଁକି ବିବାଦ ?

ବିବାଦ ଘେରରେ ଜୟ ଭୀମ୍। ଫିଲ୍ମରେ ପ୍ରଦର୍ଶିତ ହୋଇଥିବା କିଛି ଦୃଶ୍ୟ ଓ ଚରିତ୍ର ଚିତ୍ରଣକୁ ନେଇ ବିବାଦ। ଅଭିନେତା ସୂର୍ଯ୍ୟାଙ୍କୁ ସୁରକ୍ଷା।

Ab De villiers Retirement
କ୍ରିକେଟ ଜଗତରୁ ସନ୍ୟାସ ନେଲେ ମିଷ୍ଟର ୩୬୦

କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକାର ସୁପରଷ୍ଟାର ଏବି ଡି ଭିଲିୟର୍ସ । ଆଇପିଏଲରେ ଆଉ ନଜର ଆସିବେନି ମିଷ୍ଟର ୩୬୦। ୩୭ ବର୍ଷ ବୟସ୍କ ଏବି ଡି ଭିଲିୟର୍ସ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ।

Nashik Flower Park
ଓଃ.. କି ସୁନ୍ଦର ! ଏହି ଫ୍ଲାୱାର ପାର୍କ ଦେଖିଲେ ପଲକ ପଡ଼ିବନି...

ଫ୍ଲାୱାର ପାର୍କ ଭିତରେ ଫୁଲକୁ ତୋରାଣ ଆକୃତିରେ ସଜାଯାଇଛି । ପାର୍କ ଭିତରେ ବିଭିନ୍ନ ସ୍ଥାନରେ ଫୁଲ ଦ୍ୱାରା ହାତୀର ପ୍ରତିକୃତି ନିର୍ମାଣ କରାଯାଇଛି ।

Short Story Prathana by Pradeep Nayak
ପଢନ୍ତୁ ପ୍ରଦୀପ ନାୟକଙ୍କ କ୍ଷୁଦ୍ରଗଳ୍ପ 'ପ୍ରାର୍ଥନା'

ପ୍ରାର୍ଥନା ସବୁଦିନ କାହିଁକି? ପ୍ରାର୍ଥନା ପଛରେ କ’ଣ ରହିଛି ରହସ୍ୟ। ଜାଣନ୍ତୁ ଏହି ଗଳ୍ପରେ।

Cash shows situation of demonetization in a funny way
ନୋଟ୍‌ବନ୍ଦୀର ମଜାଦାର କାହାଣୀ କହୁଛି ‘କ୍ୟାସ୍’

ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇଛି ‘କ୍ୟାସ୍’। କହୁଛି ୫ ବର୍ଷ ତଳର ନୋଟ୍‌ବନ୍ଦୀର ନିଆରା କାହାଣୀ।

Taranga new serial Ina Mina Dika
ତରଙ୍ଗର ନୂଆ ଧାରାବାହିକ ‘ଇନା ମୀନା ଡିକା’; ଜାଣନ୍ତୁ କେବେ ହେବ ପ୍ରସାରଣ

ଆସୁଛି ନୂଆ ଧାରାବାହିକ ‘ଇନା ମୀନା ଡିକା’। ଭିନ୍ନ ଧରଣର ଏହି ଧାରାବାହିକକୁ ଦର୍ଶକେ ନଭେମ୍ବର ୨୨ରୁ ପ୍ରତ୍ୟେକ ସୋମବାରରୁ ଶନିବାର ସନ୍ଧ୍ୟା ୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ଦେଖିପାରିବେ।

Farmer Protest
 ସଂସଦରେ କୃଷି ଆଇନ ଉଚ୍ଛେଦ ହେଲେ ଆନ୍ଦୋଳନ ଶେଷ ହେବ: ଟିକାୟତ

ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

Visakhapatnam
ଟ୍ରେନ ଦୁର୍ଘଟଣା ବେଳେ କେମିତି ଯାତ୍ରୀଙ୍କୁ କରାଯିବ ଉଦ୍ଧାର?

ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ, ସମସ୍ତ ଫ୍ରଣ୍ଟଲାଇନ ସେବା ଗୁଡିକ ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା।

Narendra  Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର

ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି

Odisha
ପେଶା ବ୍ୟବସାୟ କିନ୍ତୁ ନିଶା ବିଦେଶୀ ମୁଦ୍ରା ସଂଗ୍ରହ

୫୫ ବର୍ଷ ବୟସରୁ ସେ ନୋଟ ସଂଗ୍ରହ ଆରମ୍ଭ କରିଥିଲେ। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମୁଖ୍ୟ ବିଚାରପତି, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିନେତା, ଅଭିନେତ୍ର୍ରୀ ଓ ଚର୍ଚ୍ଚିତ ଖେଳାଳିଙ୍କ ଜନ୍ମ ଦିନର ନୋଟ୍ ସଂଗ୍ରହ କରିଛନ୍ତି

daily horoscope
Daily Horoscope,19 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି୨୦୨୧ ମସିହା, ନଭେମ୍ବର ମାସ ୧୯ ତାରିଖ, ଶୁକ୍ରବାର, ବିଛା ୪ ଦିନ,ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

T-20 Match
ଆଜି ରାଞ୍ଚିର JSCA International Stadiumରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ

JSCA International Stadiumରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ

Heavy Rain
ଦକ୍ଷିଣରେ ବର୍ଷା ବିତ୍ପାତ, ୨୧ ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କଲା ପ୍ରଶାସନ

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ବହୁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ପରେ ସୁରକ୍ଷତି ସ୍ଥାନକୁ ଯିବାକୁ ସମୟ ପାଇନଥିଲେ ଲୋକେ।

Hindus in Bangladesh decrease by 7.5 million over 50 years: Census
୫୦ ବର୍ଷରେ ହ୍ରାସ ପାଇଛନ୍ତି ୭୫ ଲକ୍ଷ ହିନ୍ଦୁ; କାହିଁକି ଜାଣନ୍ତୁ...

ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୫୦ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟା ଦୁଇ ଗୁଣିତ ହୋଇଛି । ହେଲେ ସେଥିମଧ୍ୟରୁ ହିନ୍ଦୁ ମାନଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।

For beautiful hair
ଖାଆନ୍ତୁ ଏହି ଖାଦ୍ୟ, ଦୂର ହେବ କେଶ ସମସ୍ୟା

ଆପଣଙ୍କର କେଶ ଝଡ଼ିବା ସମସ୍ୟା ଦେଖାଦେଉଛି କି ? ତେବେ ଆପଣ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ । ତେବେ କେଶ ଝଡ଼ିବା ବନ୍ଦ କରିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ । ଆସନ୍ତୁ ଜାଣିବା..

Xi Jinping'
ଠକ ଚୀନ୍‌କୁ ପାନେ : ସାର ଫେରାଇ ଦେଲା ଶ୍ରୀଲଙ୍କା, ରକ୍ତଚାଉଳ ଚୋ‍ବାଉଛନ୍ତି ଜିନ୍‌ପିଙ୍ଗ୍‌ ସରକାର

ଶ୍ରୀଲଙ୍କା ପଠାଇଥିବା ସାରର ନମୁନା ପରୀକ୍ଷା ପରେ ଚୀନ୍‌ର ଘୋଟାଲା ଜଣାପଡ଼ିଥିଲା । ସାରରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଛି । ଏହି ସାରା ବ୍ୟବହାର ଦ୍ୱାରା ଫସଲରେ ବ୍ୟାପକ କ୍ଷତି ଘଟାଇବ ବୋଲି ଶ୍ରୀଲଙ୍କା କହିଛନ୍ତି କୃଷି ବିଭାଗର ମହାନିର୍ଦ୍ଦେଶକ

preity zinta became a mother
ଯାଆଁଳା ସନ୍ତାନର ମା’ ହେଲେ ପ୍ରୀତି ଜିଣ୍ଟା

୪୬ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ପ୍ରୀତି ଓ ତାଙ୍କ ସ୍ୱାମୀ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି। ଏହି ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

foot and hand line reading
ଶରୀରର ଗଠନ କହିବ ଆପଣ କେତେ ଭାଗ୍ୟଶାଳୀ

ଆପଣଙ୍କ ପାଦତଳେ ଏହିଭଳି କିଛି ଚିହ୍ନ ଅଛି କି ? ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ତେବେ ଆପଣ ଏବେ ଏହା ପରଖି ନିଅନ୍ତୁ । ବହୁତ କମ୍ ଲୋକ ଜାଣଥାନ୍ତି ଯେ ନିଜ ଶରୀରର ଗଠନକୁ ନେଇ ଆପଣ ଭାଗ୍ୟଶାଳୀ ହୋଇ ପାରନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ କଣ ରହିଛି ଶରୀର ଗଠନକୁ ନେଇ ରହସ୍ୟ...

antiviral drugs
କୋଭିଡ୍ ବିରୋଧୀ ଲଢ଼େଇରେ ଗେମ୍ ଚେଞ୍ଜର ହୋଇପାରେ Paxlovid, Molnupiravir

କରୋନାକୁ ମାତ୍ ଦେବାକୁ ନୂଆ ଅସ୍ତ୍ର । ଖୁବ ଶୀଘ୍ର ମାର୍କେଟକୁ ଆସିବ ମଲନୁପିରାଭିର୍ ଓ ପାକ୍ସଲୋଭିଡ୍ ।