• translate

Latest

Blind boy singing chhattisgarh rajgiti
ଦେଖିବାକୁ ସିନା ଅକ୍ଷମ ହେଲେ ସ୍ୱରରେ ରହିଛି ଯାଦୁ

ଈଶ୍ୱର ସିନା ଦେଇନାହାନ୍ତି ଦୃଷ୍ଟିଶକ୍ତି ହେଲେ ଦେଇଛନ୍ତି ସୁରିଲା ସ୍ୱର। ଭାଇରାଲ ହେଉଛି ଏହି ପିଲା ବୋଲିଥିବା ଭିଡିଓ।

Road like Katrina Kaif's cheeks
କାଟ୍ରିନାଙ୍କ ଗାଲ କଥା କହି ଚର୍ଚ୍ଚାରେ ମନ୍ତ୍ରୀ

ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଦା ପୁଣି ଥରେ ତାଙ୍କ ବିବୃତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ରାଜେନ୍ଦ୍ର ଗୁଦ୍ଦା ଏକ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କୁ କହିଛନ୍ତି ଯେ ମୋ ଅଞ୍ଚଳର ରାସ୍ତା କାଟ୍ରିନା କୈଫ୍ ଗାଲ ପରି ହେବା ଉଚିତ ।

Sushmita Sen’s Aarya-2 motion poster released
ସୁସ୍ମିତା ସେନ୍‌ଙ୍କ କ୍ରୁର ଅବତାର

ଓଟିଟି ପ୍ଲାଟ୍‌ଫର୍ମରେ ଅଧିକରୁ ଅଧିକ ଲୋକପ୍ରିୟ ହୋଇଚାଲିଛି ‘ଆର୍ଯ୍ୟା’। ଏହାର ଦ୍ୱିତୀୟ ଏଡିସନ୍ ଷ୍ଟ୍ରିମ୍ ହେବାକୁ ଯାଉଛି। ଏଥିରେ ଭିନ୍ନ ରୂପରେ ଆସୁଛନ୍ତି ସୁସ୍ମିତା ସେନ୍। ଆପଣ ବି ତାଙ୍କ ଗେଟ୍‌ଅପ୍ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

free food until March
ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାସନ

ଗରିବଙ୍କୁ ମାଗଣା ରାସନ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ଯାଏ ଏହାର ଅବିଧା ବୃଦ୍ଧି କରାଯାଇଛି ।

Cabinet to approve Farm Laws Repeal Bill today
କୃଷି ଆଇନ୍‌ ପ୍ରତ୍ୟାହାରକୁ କ୍ୟାବିନେଟ୍‌ ମଞ୍ଜୁରୀ

କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

sbi alert
ଏସବୁ ନକଲେ ବନ୍ଦ ହୋଇପାରେ ବ୍ୟାଙ୍କସେବା, କାରଣ ଜାଣନ୍ତୁ

୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ କଣ?

Dog Neck Long Like Giraffe
ଜିରାଫ ବେକ ଭଳି ବଢ଼ିଛି କୁକୁରର ବେକ !

କୁକୁରଟିର ବେକ ତଥା ଗଳା ଅବିକଳ ଜିରାଫ ପରି ଲମ୍ୱା ହୋଇଥିବାରୁ ସୋସିଆଲ୍‌ ମିଡିଆରେ କୁକୁରଟିକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି । ଆଜାୱାଖ ପ୍ରଜାତିର ଏହି କୁକୁରର ନାମ ହେଉଛି ବ୍ରୋଡି ।

cryptocurrency
ବନ୍ଦ ହେବ କି କ୍ରିପ୍ଟୋକରେନ୍ସି ? ସରକାର ଆଣିପାରନ୍ତି ନୂଆ ବିଲ୍

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହୀ କିମ୍ବା ଏଥିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି ।

BJP MP Gautam Gambhir
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ‘ISIS କାଶ୍ମୀର’ ତାଙ୍କୁ ଏହି ଧମକ ଦେଇଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି।

Film JERSEY
ଟ୍ରେଲର ରିଲିଜ୍‌ ହେଉ ହେଉ ସୋସିଆଲ ମିଡିଆରେ ଧୁମ୍‌ ମଚାଇଲା ସାହିଦଙ୍କ ଫିଲ୍ମ ‘ଜର୍ସି’

ଅଭିନେତା ସାହିଦ୍‌ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର୍ ରିଲିଜ୍ ହେଉ ହେଉ ସୋସିଆଲ୍ ମିଡିଆରେ ଏହା ଧୁମ୍ ମଚାଇଛି।

Petrol Price Hike
 ଆହୁରି କମିବ ତେଲ ଦର !

ଏପରି ପଦକ୍ଷେପରେ ଆଗେଇ ଆସିଥିଲା ଆମେରିକା। ଭାରତ ସମେତ ଚାଇନା ଓ ଜାପାନକୁ ମଧ୍ୟ ଆମେରିକା ଏଥିପାଇଁ ଅନୁରୋଧ କରିଥିଲା। ଏବେ ସମସ୍ତେ ମିଳିତ ଭାବେ ରଣନୀତିକ ତୈଳ ଭଣ୍ଡାରରୁ ଅଶୋଧିତ ତେଲ ରିଲିଜ୍ କରିବେ।

Salman Khan Antim can break all records
କାହିଁକି ସବୁ ରେକର୍ଡ କାଟିବ ‘ଅନ୍ତିମ୍‌’?

ବର୍ତ୍ତମାନ ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’। ତେବେ ଆସୁଥିବା ସଲ୍‌ମାନ୍‌ଙ୍କ ‘ଅନ୍ତିମ୍’ ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି। ଜାଣନ୍ତୁ କାରଣ…

Russian rescue dog gets prosthetic legs
ଦୁର୍ଘଟଣାରେ କଟିଯାଇଥିଲା ୪ ଗୋଡ, ଲୋକେ ଦେଲେ ନୂଆ ଜୀବନ

ଏ ଦୁନିଆରେ ଅନେକ ପଶୁପ୍ରେମୀ ଅଛନ୍ତି। ସେମାନେ ପଶୁମାନଙ୍କ ଦୁଃଖ ଦେଖି ସହିପାରନ୍ତି ନାହିଁ। ସେମାନଙ୍କ ସେବା କରନ୍ତି। ନିକଟରେ ଏଭଳି କିଛି ପଶୁପ୍ରେମୀଙ୍କ ଯୋଗୁଁ ଗୋଟେ କୁକୁର ନୂଆ ଜୀବନ ପାଇବାରେ ସଫଳ ହୋଇଛି।

Woman married her pet dog
ପୋଷା କୁକୁରକୁ ସ୍ୱାମୀଭାବେ ବରଣ କଲେ ମହିଳା

ଆପଣମାନେ ଅନେକ ସମୟରେ ଅନେକ ପ୍ରକାରର ଅଜବ ବିବାହ ବିଷୟରେ ଶୁଣିଥିବେ ବା ଦେଖିଥିବେ। କିନ୍ତୁ ଜଣେ ମହିଳା ଏକ କୁକୁରକୁ ବାହା ହୋଇ କିପରି ସୁଖର ଜୀବନ ବିତାଉଛନ୍ତି ସେ ବିଷୟରେ ଜାଣି ନିଅନ୍ତୁ।

vastu for succes
କରନ୍ତୁ ଏହି ୫ଟି କାର୍ଯ୍ୟ, ଜୀବନରେ ହାସଲ କରିବେ ସଫଳତା

ମଣିଷ ଜୀବନରେ ସଫଳତାର ଅନେକ ମହତ୍ୱ ରହିଛି l ବାସ୍ତୁ ଶାସ୍ତ୍ରରେ ଏହି ବିଷୟରେ ଅନେକ ତଥ୍ୟ ଦିଆଯାଇଛି l କାରଣ ସଫଳତା ବିନା ମଣିଷ ଜୀବନ ମୁଲ୍ୟହୀନ ଅଟେ ।

Man lifts woman with beard
ଦାଢିର କମାଲ୍ : ୬୩ କେଜିର ମହିଳାଙ୍କୁ ସିଧା ଉଠେଇଦେଲେ

୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ନିଜ ଦାଢିରେ ଉଠାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ପୁରୁଷ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ।

International Eemmys 2021 – Nawazuddin Siddiqui could not win best actor award
ଅନ୍ତର୍ଜାତୀୟ ଏମ୍ମୀ ଆୱାର୍ଡରୁ ବଞ୍ଚିତ ହେଲେ ନୱାଜୁଦ୍ଦୀନ ସିଦ୍ଧୀକୀ

ସମ୍ମାନଜନକ ଅନ୍ତର୍ଜାତୀୟ ଏମ୍ମୀ ଆୱାର୍ଡ ଜିତିବାରେ ପୁଣି ବିଫଳ ହୋଇଛନ୍ତି ନୱାଜୁଦ୍ଦୀନ ସିଦ୍ଧୀକୀ। ଏହି ସମ୍ମାନକୁ ପାଇବାକୁ ସୁସ୍ମିତା ସେନ୍‌ ଓ ବୀର୍ ଦାସ୍ ମଧ୍ୟ ବଞ୍ଚିତ ହୋଇଛନ୍ତି।

Awarded Vir Chakra
ଓଡ଼ିଆ ସେନା ଅଧିକାରୀଙ୍କୁ ମରଣୋତ୍ତର 'ବୀର ଚକ୍ର'ରେ ସମ୍ମାନିତ

ଗୁରୁତର ଅବସ୍ଥାରେ ବି ଶତ୍ରୁ ଆଗରେ ମୁଣ୍ଡ ନଇଁ ନଥିଲା ତାଙ୍କର । ଦେଶର ଶତ୍ରୁମାନଙ୍କ ବିରାଟ ଦଳ ସହ ଆର୍-ପାର୍ ଲଢି ସହିଦ ହୋଇଥିଲେ ଆମର ବୀର ଯବାନ । ତାଙ୍କର ନିସ୍ୱାର୍ଥ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ପାଇଁ ରାଷ୍ଟ୍ରପତି ଭବନରେ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।

Patient Die Of Aspergillus Lentulus
ଚିହ୍ନଟ ହେଲା ନୂଆ ପ୍ରାଣ ଘାତକ ଫଙ୍ଗସ୍, ନେଲା ୨ ରୋଗୀଙ୍କ ଜୀବନ

ମହାମାରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଫଙ୍ଗସ୍‌କୁ ନେଇ ଚିନ୍ତା ବଢ଼ିଛି। ଦିଲ୍ଲୀ ଏମ୍ସ ଡାକ୍ତରମାନେ ନୂଆ ପ୍ରାଣ ଘାତକ ଫଙ୍ଗସ୍ ‘Aspergillus Lentulus’ ଚିହ୍ନଟ କରିଛନ୍ତି।

Taranaga Cine Production new film Chorani
ରିଲିଜ୍ ଅପେକ୍ଷାରେ ‘ଚୋରଣୀ’; କହିବ ନିଆରା ପ୍ରେମ କାହାଣୀ

ଚୋର ପୁଲିସର ପ୍ରେମ କାହାଣୀକୁ ନେଇ ‘ତରଙ୍ଗ ସିନେ ପ୍ରଡକ୍ସନ’ ନେଇଆସୁଛି ଫିଲ୍ମ ‘ଚୋରଣୀ’। ଏଥିରେ ଦର୍ଶକେ ଜଗଜିତ ଓ ଶୀତଲଙ୍କ ରୋମାଣ୍ଟିକ୍ ଯୋଡିକୁ ଦେଖିବାର ସୁଯୋଗ ପାଇବେ।

A different Taj Mahal
ଭିନ୍ନ ଏକ ତାଜମହଲ

ମଧ୍ୟପ୍ରଦେଶରେ ସପ୍ତାଶ୍ଚର୍ଯ୍ୟ ତାଜମହଲ , ଆପଣ ଭାବୁଥିବେ ଆମେ କାହିଁକି ଏ କଥା କହୁଛୁ । ହଁ ଅସଲି ନୁହେଁ ନକଲି, ଠିକ୍ ଅବିକଳ ତାଜ ମହଲ ସଦୃଶ୍ୟ । ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଉପହାର ଦେବାକୁ ତୋଳି ଦେଇଛନ୍ତି ଭିନ୍ନ ଏକ ତାଜମହଲ ।

Plitvice lake National park
ସ୍ୱପ୍ନ ରାଇଜ ନା ସୁନ୍ଦର ଉଦ୍ୟାନ !

ବେଳେ ବେଳେ ପ୍ରକୃତିକୁ ଦେଖିଲେ ଆପେ ଆପେ କଥାଟି ମନକୁ ଆସିଯାଏ ଯେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ମନ ଭରେ ନାହିଁ । ଆଉ ଏକଥାକୁ ସପୂର୍ଣ୍ଣ ଭାବେ ପ୍ରମାଣିତ କରେ କେ୍ରାଏଶିଆର 'ପ୍ଲିଟବିସ୍‌ ହ୍ରଦ ନ୍ୟାଶନାଲ୍‌ ପାର୍କ' । ହ୍ରଦ ତ ସେମିତିରେ ବି ମନମୁଗ୍ଧକର । ହେଲେ ଏଠାରେ କଣ ବିଶେଷତା ରହିଛି । ଯାହା କାରଣରୁ ଏହା ବିଶ୍ୱ ଐତିହ୍ୟରେ ସାମିଲ ହୋଇପାରିଛି । ଚାଲନ୍ତୁ ଜାଣିବା..

Bigg Boss Fame Arshi Khan
ହସ୍ପିଟାଲ୍‌ରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ଅର୍ଶୀ ଖାନ୍

‘ବିଗ୍ ବସ୍ ସିଜନ୍‌ ୧୪’ରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଅର୍ଶୀ ଖାନ୍‌ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦିଲ୍ଲୀର ମାଲଭିୟା ନଗରରେ ତାଙ୍କର ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

Sachin Tendulkar
ଅଲ୍‌ରାଉଣ୍ଡର କୁକୁର ! ଫିଲ୍ଡିଂ ବି କରୁଛି ୱିକେଟ୍‌ କିପିଂ ବି କରୁଛି, ଭାଇରାଲ ଭିଡିଓ...

ଭିଡିଓଟିକୁ ଦେଖିଲେ ଲାଗୁଛି ଯେ, ଗୋଟିଏ କୁକୁର କ୍ରିକେଟ୍‌ ଖେଳୁଛି । ତେବେ ପୋଷା କୁକୁର କ୍ରିକେଟ୍‌ ଖେଳିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଠି କୁକୁର ୱିକେଟ୍‌ କିପିଂ କରୁଛି ଏବଂ ଫିଲ୍ଡିଂ ମଧ୍ୟ କରୁଛି ।

Rohir Sharma Surya Kumar
ଟି-୨୦ରେ ନିରାଶ କରିଥିଲେ, ୧-୦ରେ ଆଉଟ ହେବା ପରେ ବି ଟେଷ୍ଟ ଦଳରେ ଖେଳିବେ ଏହି ଖେଳାଳି

ଏହା ଭିତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସେ ପ୍ରଥମେ ଦଳରେ ସ୍ଥାନ ପାଇନଥିଲେ ।