• translate

Food & Recipes Updates

corn paneer cutlet recipe
ସନ୍ଧ୍ୟା ଟିଫିନ୍‌ ପାଇଁ ‘ପନିର କର୍ଣ୍ଣ କଟଲେଟ୍’

ପନିର ଓ ମକାରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ ଜାଣନ୍ତୁ। ରେସିପିର ନାଁ ହେଉଛି ‘ପନିର କର୍ଣ୍ଣ କଟଲେଟ୍’’।

chiken thoran
ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ଥୋରାନ୍’

ଘରେ ଘରେ ଚିକେନକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ । ଆଜି ଆମେ ଆପଣମାନଙ୍କୁ ଦକ୍ଷିଣ ଭାରତର ଏକ ଚିକେନ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିକେନ ଥୋରାନ୍’ ।

mutton korma
ଘରେ ବନାନ୍ତୁ ମଟନ୍ କୋରମା

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ମଟନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ କୋରମା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

sweet dish 'peda'
ରାକ୍ଷୀରେ ଘରେ ପ୍ରସ୍ତୁତ କରନ୍ତୁ ‘ପେଡ଼ା’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ମିଠା ଓ ପିଠାର ଆସର ପାଇଁ ଭଳିକି ଭଳି ରେସିପି ତିଆରି କରାଯାଇଥାଏ । ଏହି ରାକ୍ଷୀ ପୂର୍ଣ୍ଣିମାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ମିଠାର ଏକ ସହଜ ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନା ହେଉଛି ‘ପେଡ଼ା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

chilli fish
ଘରେ ବନାନ୍ତୁ ‘ଚିଲି ମାଛ’

ଆପଣ ମାନଙ୍କୁ ଆଜି ମାଛର ଏକ ଚଟପଟା ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଲ୍ଲି ମାଛ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

potato lollipop
ଘରେ ବନାନ୍ତୁ ‘ପଟାଟୋ ଷ୍ଟିକ୍ ଲଲିପପ୍’

ସାଧାରଣତଃ ଛୋଟ ପିଲାମାନେ ସ୍ନାକ୍ସ ଖାଇବାକୁ ବେଶୀ ପସନ୍ଦ କରଥାନ୍ତି । ପିଲାମାନଙ୍କ ପାଇଁ ଆଜି ଆମେ ଆଳୁରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପଟାଟୋ ଷ୍ଟିକ୍ ଲଲିପପ୍ ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

egg cotlet
ଘରେ ବନାନ୍ତୁ 'ଅଣ୍ଡା କଟଲେଟ୍'

ଅଣ୍ଡା ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଘରେ ଅଣ୍ଡାକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ତେବେ ଆମେ ଆପଣ ମାନଙ୍କୁ ଅଣ୍ଡାର ଏକ ନୂଆ ଓ ସରଳ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଏଗ୍ କଟଲେଟ୍’ ।

odia recipe
ଘରେ ବନାନ୍ତୁ ଚଟପଟା ‘ଛଚିନ୍ଦ୍ରା ମସଲା’

ସାଧାରଣତଃ ଚଟପଟା ରେସିପି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଯେ କୈଣସି ପରିବାରେ ତରକାରୀ ହେଉ କି ଭଜା ତିଆରି କଲେ ତାହାକୁ ଆଉ ଟିକେ ଚଟପଟା କରିଲେ ଖାଇବାର ସୁଆଦ ଆହୁରି ବଢି ଯାଇଥାଏ । ତେବେ ଆମେ ଆପଣମାନଙ୍କୁ ଛଚିନ୍ଦ୍ରାର ଏକ ନୂଆ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ ଛଚିନ୍ଦ୍ରା ମସଲା ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

chilli baby corn
ସଂଧ୍ୟାରେ ବନାନ୍ତୁ ‘ଚିଲି ବେବି କର୍ଣ୍ଣ’

ସୁଆଦିଆ ଖାଦ୍ୟ ଖାଇବା ପାଇଁ ସମସ୍ତଙ୍କର ମନ ଥାଏ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମକୁ ସୁଆଦିଆ ଖାଦ୍ୟ ବନେଇବା ପାଇଁ ସମୟ ହୋଇନଥାଏ । ଘରକୁ ଗେଷ୍ଟ ଆସିଲେ ଅଳ୍ପ ସମୟ ମଧ୍ୟରେ କେଉଁ ରେସିପି ପ୍ରସ୍ତୁତ କରିବେ ତାହାକୁ ନେଇ ବେଳେ ବେଳେ ଆମେ ଚିନ୍ତାରେ ପଡ଼ିଯାଉ । ତେବେ ଆମେ ଆପଣ ମାନଙ୍କୁ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ବେବି କର୍ଣ୍ଣ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

 chanadal halwa
ଘରେ ବନାନ୍ତୁ ‘ବୁଟ ଡାଲି ହାଲୱା

ଅଧିକାଂଶ ଲୋକ ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆମ ଖାଦ୍ୟରେ ମିଠା ନଥିଲେ ଖାଇବା ଅଧୁରା ଲାଗେ । ସାଧାରଣତଃ ଆପଣ ମାନେ ଜାଣିଥିବେ ଛେନାରୁ ବିଭିନ୍ନ ପ୍ରକାରର ମିଠାର ରେସିପି ତିଆରି ହୋଇଥାଏ । କିନ୍ତୁ ଆଗରୁ କେବେ ଡାଲିରେ ମିଠାର ରେସିପି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ଆପଣଙ୍କୁ ଏକ ସୁସ୍ୱାଦୁ ମିଠା ରେସିପି ବିଷୟରେ କହିବାକୁ ଯାଉଛୁ ।

Bread dahibara
ଘରେ ବନାନ୍ତୁ ଚଟପଟା ‘ବ୍ରେଡ୍ ଦହିବରା’

ସାଧାରଣତଃ ପାରମ୍ପରିକ ଖାଦ୍ୟର ଚାହିଦା ବେଶୀ ଥାଏ । ସେହିପରି ଏକ ପାରମ୍ପରିକ ରେସିପି ହେଉଛି ଦହିବରା। ସାଧାରଣତଃ ଆମ ଘର ମାନଙ୍କରେ ବିରି ବରାରେ ଦହିବରା ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଆପଣ ମାନେ କେବେ ବ୍ରେଡରେ ଦହିବରା ପ୍ରସ୍ତୁତ କରିଛନ୍ତି କି, ତାହେଲେ ଚାଲନ୍ତୁ ଜାଣିବା ବ୍ରେଡ୍ ଦହିବରା ବନେଇବାର ପଦ୍ଧତି । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Rice ball
ପିଲାଙ୍କ ପାଇଁ ସନ୍ଧ୍ୟାରେ ବନାନ୍ତୁ ଟେଷ୍ଟି ରାଇସ୍ ବଲ୍

ସାଧାରଣତଃ ଘରେ ଛୋଟ ପିଲାମାନେ ଭାତ,ରୁଟି ଖାଇବାକୁ ନାକ ଟେକିଥାନ୍ତି । ସ୍ନାକ୍ସ ଖାଇବା ପାଇଁ ବେଶୀପସନ୍ଦ କରନ୍ତି ଛୋଟ ପିଲାମାନେ। ପିଲାମାନଙ୍କ ପାଇଁ କଣ ପ୍ରସ୍ତୁତ କରିବେ ସବୁବେଳେ ସବୁ ଗୃହିଣୀଙ୍କର ଚିନ୍ତା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଘରର ବଳକା ଭାତରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରାଇସ୍ ବଲ୍ ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

chiken sweet and spice
ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

odia pitha
କେମିତି ତିଆରି କରିବେ ଗରମାଗରମ କଞ୍ଚା କଦଳୀ କାକରା ? ଜାଣି ନିଅନ୍ତୁ ପ୍ରସ୍ତୁତି ପ୍ରଣାଳୀ

କଥାରେ ଅଛି ଓଡିଶାର ବାର ମାସରେ ତେର ପରବ । ବିଶେଷ କରି ଆମ ଓଡ଼ିଶାର ସୁଆଦିଆ ପିଠା ପାଇଁ ସାରା ଦେଶରେ ବହୁତ ପ୍ରସିଦ୍ଧ ଲାଭ କରିଛି । ପର୍ବପର୍ବାଣୀରେ ଆମ ଓଡ଼ିଆ ଘରେ ତିଆରି ହୁଏ ଭଳି କି ଭଳି ପିଠା । କେତେବେଳେ ମଣ୍ଡା ପିଠା ତ କେବେ ଆରିଷା ପିଠା,ଏହି ଭଳି ଭିନ୍ନ ଭିନ୍ନ ପିଠା ତିଆରି ହୁଏ ଆମ ଓଡ଼ିଆ ଘରେ । ତେବେ ଆମେ ଆପଣ ମାନଙ୍କୁ ଏକ ଭିନ୍ନ ଓ ନିଆରା କାକରା ପିଠା ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘କଞ୍ଚା କଦଳୀ କାକରା’ । ଏହି ରେସିପିଟି ଆପଣମାନେ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

soyabin kabab
ବର୍ଷାଦିନରେ ବନାନ୍ତୁ 'ସୋୟାବିନ୍ କବାବ୍'

ବର୍ଷାଦିନରେ ସାଧାରଣତଃ ଘରେ ଘରେ ସକାଳ ଓ ସଂଧ୍ୟା ସମୟରେ ଘରେ ଘରେ ସ୍ନାକ୍ସ ତିଆରି କରାଯାଏ । ସଂଧ୍ୟା ସମୟରେ ଚା’ ସହ କିଛି ସ୍ନାକ୍ସ ହୋଇଗଲେ ଖାଇବାର ମଜା ଦୁଇ ଦୁଣ ବଢିଯାଏ । ଘରେ ଛୋଟପିଲାମାନେ ମଧ୍ୟ ସ୍ନାକ୍ସ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସୋୟାବିନ୍ କବାବ୍’।

odia food
ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା

ଓଡିଆ ରୋଷଶାଳାରେ ଚିଙ୍ଗୁଡିକୁ ନେଇ ଅନେକ ରେସିପି ରହିଛି । ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ଦେଶୀ ଓ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା’।

Untitled-1
ଆସନ୍ତୁ ଶିଖିବା ଚିଲି ଆଳୁ ରେସିପି

ଆପଣ କେବେ ଚିଲି ଆଳୁ ଖାଇଛନ୍ତି କି? ଏହା ଖାଇବାକୁ ଖୁବ୍ ସ୍ୱାଦିଷ୍ଟ। ଏହା ଏକ ମଜାଦାର ଷ୍ଟାର୍ଟର୍ ଯାହା ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି। ଆପଣ କ’ଣ ଏହି ଚାଇନିଜ୍ ଖାଦ୍ୟର ପ୍ରଶଂସକ ଅଟନ୍ତି ଏବଂ…

Untitled-1
କିପରି କରିବେ ବାଇଗଣ ପିଜା

ପିଜା ସମସ୍ତଙ୍କୁ ଭଲ ଲାଗୁଥିବା ବେଳେ ହୃଦୟ ଖୁବ୍ କମ୍ ଲୋକ ବାଇଗଣର ସ୍ୱାଦ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟ ପାଇଁ ବାଇଗଣ ଅତ୍ୟନ୍ତ ଲାଭଦାୟକ ହୋଇଥିବାବେଳେ ପିଜା ସ୍ୱାଦିଷ୍ଟ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଭଲ ବୋଲି ବିବେଚନା କରାଯାଏ ନାହିଁ।…

2
କିପରି କରିବେ ମିଠା ପୁରି

ଅନେକ ସ୍ୱତନ୍ତ୍ର ଦିନରେ ଘରେ ପ୍ରାୟ ପୁରି ତିଆରି କରାଯାଏ। ଏହାର କାରଣ ହେଉଛି ଯେ ଏହାର ଭିନ୍ନ ସ୍ୱାଦ ହେତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଅନ୍ୟପଟେ, ଯଦି ଆମେ ମିଠା ପୁରି ବିଷୟରେ କଥା ହେବା, ତେବେ ଏହା…

1
କିପରି କରିବେ ଆମ୍ବ ମିଠା…

ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡ଼ିକ ଭିତରୁ ଆମ୍ବର କଥା ଭିନ୍ନ। ଅନେକ ଲୋକ ଏହାର ଉତ୍କୃଷ୍ଟ ସ୍ୱାଦକୁ ବେଶ ପସନ୍ଦ କରନ୍ତି। ଏପରିକି ଭାରତୀୟ ଆମ୍ବଗୁଡ଼ିକର ଚାହିଦା ବିଦେଶରେ ବି ରହିଛି। ଆମ୍ବରୁ ଅନେକ ପ୍ରକାରର ଡିସ୍, ମିଠା, ଶେକ୍ ଓ…

ବିନା ମାଇକ୍ରୋୱେଭରେ କରନ୍ତୁ ତାୱା ପିଜା

ପିଜାର ସ୍ୱାଦ ନିଆରା ହୋ‍ଇଥିବାରୁ ଅନେକ ଲୋକ ପିଜାକୁ ବହୁତ ପସନ୍ଦ କରନ୍ତ। କିନ୍ତୁ କରୋନା ଭାଇରସର ଦ୍ଵିତୀଯ ଲହର ହେତୁ ଲକଡାଉନରେ ବାହାର ଖାଦ୍ୟ ଖାଇବାକୁ ମଧ୍ୟ ଭୟ ଲାଗୁଛି। ଏଭଳି ପରିସ୍ଥିତିରେ ପିଜା ପସନ୍ଦ କରୁଥିବା ଲୋକ ରହିବେ…

2
ସୁସ୍ଵାଦୁ ଅଣ୍ଡା ମସଲା : ଆସନ୍ତୁ ଜାଣିବା ବିଧି

ଅଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ପୂରଣ ହୁଏ। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଲୋକମାନେ ଅଣ୍ଡାରୁ ତତକ୍ଷଣାତ୍ ଆମଲେଟ୍, ଅଣ୍ଡା ତରକାରୀ, ସିଝା ଅଣ୍ଡା ଆଦି ତିଆରି କରନ୍ତି। କିନ୍ତୁ ଆପଣ କେବେ ଅଣ୍ଡା ମସାଲା ଖାଇଛନ୍ତି କି ତିଆରି କରିଛନ୍ତି? ଯଦି ନୁହେଁ, ତେବେ ଆସନ୍ତୁ ଆପଣଙ୍କୁ ଏଥର ଅଣ୍ଡା ମସାଲାର ପ୍ରସ୍ତୁତି ବିଷୟରେ କହିବା। ଏହାକୁ ଘରେ ତିଆରି କରିବା ବହୁତ ସହଜ ଏବଂ ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ […]

Untitled-1
କିପରି କରିବେ ଆଳୁ-ଦହି ରାଇତା, ଜାଣନ୍ତୁ ବିଧି

ଓଡିଆ ଘରର ପ୍ରାୟ ସମସ୍ତଙ୍କ ଘରେ ଆଳୁର କୌଣସି ନା କୌଣସି ତରକାରୀ ପ୍ରତିଦିନ ତିଆରି ହୁଏ। କେତେବେଳେ ଅନ୍ୟାନ୍ୟ ପନିପରିବା ପଡି ହୋଇଥାଏ ତ ପୁଣି କେତେବେଳେ ଖାଲି ଆଳୁ ହିଁ ଯଥେଷ୍ଟ। କିନ୍ତୁ ଆପଣ କେବେ ଆଳୁ ରାଇତା ତିଆରି କରିଛନ୍ତି କି। ବୋଧେ କରି ନ ଥିବେ। ବାସ୍ତବରେ, ଆପଣ ନିଶ୍ଚୟ ଅନେକ ପ୍ରକାରର ରାଇତା ଖାଇଥିବେ। କିନ୍ତୁ ଆଳୁ ଓ ଦହି ରାଇତା ଆପଣଙ୍କ ଭୋକକୁ ବଢେଇଦେବା ସହିତ ଖାଦ୍ୟର ସ୍ୱାଦ […]

2
କିପରି କରିବେ ପୋଟଳ ମିଠା

ଅନେକଙ୍କର ଯେତେବେଳେ ମିଠା ଖାଇବାକୁ ଇଛା ହୁଏ, ବାହାରେ ମିଠା ଖୋଜାଯାଏ। କିନ୍ତୁ ଯଦି ଆପଣ ଘରେ ଗୁଡ଼ିଆ ଘର ଭଳି ସୁସ୍ଵାଦୁ ମିଠା ଖାଇବାକୁ ପାଇବେ ତେବେ କ’ଣ କହିବେ! ଏହା ସତ ଯେ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ଘରେ ବହୁତ ସ୍ୱାଦିଷ୍ଟ ମିଠା ମଧ୍ୟ ପ୍ରସ୍ତୁତ କରିପାରିବେ। ତାହା ପୁଣି ପୋଟଳରେ ତିଆରି ମିଠା। ଆପଣ ତ ନିଶ୍ଚୟ ଅନେକ ଥର ପୋଟଳ ତରକାରୀ ହେୁ କି ଭଜା ହେଉ  ଖାଇଥିବେ, […]

1
ଘରେ ରହି ପାଓ ଭାଜିର ମଜା ନିଅନ୍ତୁ

ନୂଆ ନୂଆ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆମାନଙ୍କର ଏକ ରୁଚି। ଘରର ପ୍ରତ୍ୟେକ ମହିଳା ଫୁର୍ସତ୍ ସମୟରେ କିଛି ନା କିଛି ନୂଆ ଖାଦ୍ୟ ତିଆରି ପାଇଁ ପ୍ରୟାଶ କରିଥାନ୍ତି। ରବିବାର ଛୁଟିଦିନ ଥିବାରୁ ପ୍ରାୟ ମହିଳା ଏହିଦିନ ସମୟ ପାଆନ୍ତି ନୂଆ କିଛି କରି ପରିବାର ଲୋକଙ୍କୁ ଖୁଆଇବା ପାଇଁ। ଏହିଦିନ ମଧ୍ୟ ସମସ୍ତେ ଘରେ ଥାଆନ୍ତି ଓ ଖାଇବାର ମଜା ନିଅନ୍ତି। ଆପଣମାନେ ଦୈନିକ ପ୍ରାୟ ଜଳଖିଆରେ ପୁରି, ହାଲୁଆ, ପରଟା, […]