• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

 loot
ପୁଣି ଭକୁଆ ବନେଇଲେ ଭଣ୍ଡବାବା...

ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ପରିବାର ଲୋକଙ୍କ ଆଖିରେ ଧୂଳି ଦେଇ ୫ଲକ୍ଷ ଟଙ୍କାର ସୁନା ଚେନ୍ ଧରି ଚମ୍ପଟ ନକଲି ନାଗା ସାଧୁ... କେଉଁଠୁ ଆସିଥିଲେ, କୁଆଡ଼େ ଗଲେ ଫଟୋ ଧରି ପୋଲିସ୍ ର ତନାଘନା...

Heavy Rains Trigger Water Logging in Cuttack
କଟକରେ ହିନସ୍ତା କଲାଣି ଜଳବନ୍ଦୀ ସ୍ଥିତି...

ମକରାବାଗ ଅଞ୍ଚଳରେ ଜାଇକାର ଅସରନ୍ତି ବକ୍ସ ଡ୍ରେନ୍ କାମ ଯୋଗୁଁ ଲୋକେ ରାତି ଅନିଦ୍ରା...ଏଣେ ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ପାଣି, ଶୁଣୁନି ସିଏମସି...

Modi White House visit
ରାଜକୀୟ ଗସ୍ତ...ରାଜକୀୟ ସ୍ବାଗତ...ରାଜକୀୟ ଆତିଥ୍ୟ...ରାଜକୀୟ ଉପହାର

ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ସାଢ଼େ ସାତ କ୍ୟାରେଟର ସୁନ୍ଦର ସବୁଜ ହୀରା ଭେଟି ଦେଇଛନ୍ତି ପିଏମ୍ ମୋଦି । ସେପଟେ ଚର୍ଚ୍ଚାରେ ରହିଛି ରାଷ୍ଟ୍ରପତି ବାଇଡେନଙ୍କୁ ମୋଦିଙ୍କ ଚନ୍ଦନ କାଠରେ ନିର୍ମିତ ଆକର୍ଷଣୀୟ ବାକ୍ସ ଓ ଏଥିରେ ଥିବା ଦଶ ଦାନ....

Monsoon
ରଜ ଓ ରଥ ପରେ ଭିଜିଲା ଓଡ଼ିଶା।

ସ୍ୱାଭାବିକ ସମୟଠାରୁ ରାଜ୍ୟକୁ ପ୍ରାୟ ୧୦ ଦିନ ବିଳମ୍ବରେ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

  • Thursday, 22 June 2023
JP Nadda
ଓଡ଼ିଶା ଦଖଲ ପାଇଁ କ'ଣ ରହିବ ନଡ୍ଡାଙ୍କ ନକ୍ସା ?

ଓଡ଼ିଶା ଦଖଲ ପାଇଁ ବିଜେପିର ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା। ଦଳ ଆଉ ନେତୃତ୍ବଙ୍କ ଫୋକସ ପଶ୍ଚିମ ଓଡ଼ିଶା। ସେଇଥିପାଇଁ ପଶ୍ଚିମ ଓଡ଼ିଶାକୁ ଦୁଇ ଦିନିଆ ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

Puri Srimandir’s Singhadwar
ଗର୍ଭଗୃହ..ଜଗମୋହନ ..କାହା ସ୍ଥିତି ଦୁର୍ବଳ ? କେଉଁଠି ଦରକାର ମରାମତି ?

ଝଲସିବ ଶ୍ରୀମନ୍ଦିର ସିଂହଦ୍ବାର। ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ। ଏଥିପାଇଁ ମୁମ୍ବାଇର ଜଣେ ଦାତାଙ୍କଠାରୁ ଅନୁଦାନ ଆକାରରେ ରୂପା ଆସିଛି।

Adapa Mandap Bije
ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ

ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ। ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ। ମହାପ୍ରଭୁଙ୍କ ଏ ଅନନ୍ୟ ଯାତ୍ରା ଦେଖିବାକୁ ଲୋକରାଣ୍ୟ ଶ୍ରୀକ୍ଷେତ୍ର । ଆସନ୍ତାକାଲି ବାହାରିବ ଆଡପ ଅବଢ଼ା।

Odisha Train Tragedy
ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ : ମୁଖ୍ୟ ଶାସନ ସଚିବ

ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ।

Debasnana Purnima
ସୁବାସିତ ଜଳରେ ସ୍ନାନ କଲେ ତିନି ଠାକୁର

ସ୍ନାନବେଦିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଭାବ ବିନୋଦିଆ। ଏଥିପାଇଁ ଆଜିଠୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି।

Odisha Train Tragedy
ବାହାନଗା ଉପରେ ସାରା ବିଶ୍ୱର ନଜର

ସାରା ଦେଶ କାହିଁକି, ଗତକାଲିଠାରୁ ପୁରା ବିଶ୍ବର ନଜର ରହିଛି ବାହାନଗାର ଏହି ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ।

  • Saturday, 03 June 2023
Odisha train crash,
ସେଇ କରମଣ୍ଡଳ. . . ସେଇ କଳା ଶୁକ୍ରବାର . . ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ

୨୮୮ ଲୋକଙ୍କ ପ୍ରାଣହାନୀ ଓ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଗତକାଲିର ଭୟଙ୍କର କରମଣ୍ଡଳ ଟ୍ରାଜେଡିର କଣ ହୋଇଥାଇପାରେ କାରଣ ? ସେ ପ୍ରଶ୍ନ ସାରା ଦେଶବାସୀଙ୍କ ମନକୁ ଆନ୍ଦୋଳିତ କରିଛି।

  • Saturday, 03 June 2023
Odisha train tragedy
ହସ୍ପିଟାଲରୁ ହସ୍ପିଟାଲ ବୁଲି ମୃତାହତଙ୍କୁ ଖୋଜୁଛନ୍ତି ଆତ୍ମୀୟ

କାନ୍ଦି କାନ୍ଦି କାହା ଆଖି ନାଲି ପଡ଼ିଗଲାଣି ତ ଆଉ କିଏ ଅଣାୟତ ହୋଇ ସାରିଲାଣି... ସମସ୍ତଙ୍କ ଆଖିରେ ଲୁହ... କିଏ କାହା ସ୍ୱାମୀକୁ ହରାଇଛି ତ ଆଉ କିଏ ତା ପୁଅକୁ... ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ ଏ ହେଉଛି ଦୁଃଖ ଯନ୍ତ୍ରଣାର କରୁଣ ଚିତ୍ର

  • Saturday, 03 June 2023
Odisha train crash
ଭୀଷଣ, ଭୟଙ୍କର, ହୃଦୟବିଦାରକ : ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା

ଅବାକ୍ ଦୁନିଆ... ହତବାକ୍ ଦେଶ... ସ୍ତବ୍ଧ ଓଡ଼ିଶା। ଭାରତ ଇତିହାସର ସବୁଠୁ ବଡ଼ ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ରାତାରାତି ଲାଗିପଡ଼ିଥିଲା ସବୁଠୁ ବଡ଼ ରେସ୍କ୍ୟୁ ଟିମ୍। କାଳ ରାତିର ଅନ୍ଧାର ହଟି ସିନ୍ଦୁରା ଫାଟିଲା ବେଳକୁ ଫୁଟି ବାହାରିଥିଲା ପାଖାପାଖି

  • Saturday, 03 June 2023
Balasore Train mishap
ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ। କହିଲେ ଯିଏ ଦୋଷୀ ତାଙ୍କୁ ଆଦୌ ଛଡ଼ାଯିବନି। ଗ୍ରାଉଣ୍ଡ ଜିରୋକୁ ଯାଇ ଦୁର୍ଘଟଣା ସ୍ଥଳରେ ସମୀକ୍ଷା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Niti Aayog
ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ . . .

ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା। ଦେଶର ଅନ୍ୟ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ସାମିଲ ହୋଇ ନାହାନ୍ତି ।

Naba Das murder
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପରେ ପ୍ରକୃତରେ କେଉଁ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ଯୋଗୁଁ ଗୋପାଳ ଦାସ, ତାଙ୍କୁ ହତ୍ୟା କରିଥିଲା ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। 

  • Saturday, 27 May 2023
New Parliament building
ଆସନ୍ତାକାଲି ଦେଶର ଇତିହାସରେ ଯୋଡ଼ାହେବ ଏକ ନୂତନ ଅଧ୍ୟାୟ

ଭାରତକୁ ମିଳିବ ଏକ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ନୂତନ ସଂସଦ ଭବନ।

Srimandir
ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ

ମରାମତି ହେବ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ତାସହ ମହାପ୍ରଭୁଙ୍କ ପାଇଁ ତିଆରି ହେବଆଉ ଏକ ସେଟ୍ ରତ୍ନ ପଲଙ୍କ। ଅନ୍ୟପକ୍ଷରେ ପୁରା ସିଂହଦ୍ବାରକୁ ରୁପାରେ ଛାଉଣି କରାଯିବ। 

 retired employee
ବଢ଼ୁଛି ବେରୋଜଗାରୀ, ଅବସରପ୍ରାପ୍ତ ପାଲଟୁଛନ୍ତି ଦରକାରୀ!

ସରକାରୀ ବିଭାଗ ଓ ସରକାରୀ ସଂସ୍ଥାଙ୍କ ସତେ ଯେମିତି ଏବେ ପ୍ରଥମ ପସନ୍ଦ ଅବସରପ୍ରାପ୍ତ ଚାକିରିଆ। ଖାସ୍ ସେଇଥିଲାଗି ଆଜି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଖବରକାଗଜରେ ବାହାରିଛି ପୁଳାପୁଳା ବିଜ୍ଞାପନ।

  • Saturday, 27 May 2023
Model degree college
ଶିକ୍ଷାବର୍ଷ ପରେ ଶିକ୍ଷାବର୍ଷ ଆସୁଛି, ଯାଉଛି . . . ହେଲେ

ଶିକ୍ଷାବର୍ଷ ପରେ ଶିକ୍ଷାବର୍ଷ ଆସୁଛି, ଯାଉଛି। ହେଲେ ସାକାର ହେଉନି ଆଦିବାସୀ ଅଧ୍ୟୁଷିତ କୋରାପୁଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଆଦର୍ଶ ଡିଗ୍ରୀ କଲେଜର ସ୍ବପ୍ନ।

  • Saturday, 27 May 2023
Naba Das ,
ନବ ଦାସ ହତ୍ୟା ମାମଲାରେ FBI ସହାୟତା ନେଇ କିଏ କହୁଛି ସତ?

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ନୂଆ ବିବାଦ। ଆଉ ଏହି ବିବାଦ, ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହାୟତା ପ୍ରସଙ୍ଗରେ।

bjd
ଗଞ୍ଜାମ ବିଜେଡିର ଗତି କୁଆଡ଼େ ?

ଦଳରେ ପ୍ରଚଣ୍ଡ ଗୋଷ୍ଠୀ କନ୍ଦଳ ଭିତରେ ୨୪ ବେଳକୁ ବଦଳିଯିବନି ତ ରାଜନୈତିକ ଦୃଶ୍ୟପଟ୍ଟ ? ଏକଦା ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରି ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଥିବା ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ଏଭଳି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ସୃଷ୍ଟି କରିଛି ବିସ୍ଫୋରଣ।  

  • Wednesday, 17 May 2023
  • BJD
puri
ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଚାଲିଛି ଘୋର ନୀତି ବିଭ୍ରାଟ

ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ, ଫଳରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମିତିକି ରାତିରେ ଠାକୁରଙ୍କ ବଡ଼ସିଂହାର ବେଶ ବିଳମ୍ବ ହେଉଥିବାରୁ ଡେରି ପହୁଡ଼ ପାଇଁ ଠାକୁର ରାତି ଅନିଦ୍ରା ବି ହେଉଛନ୍ତି।

 Sanchar Saathi Portal
ସାଇବର କ୍ରାଇମ ରୋକିବ ସଂଚାର ସାଥୀ ପୋର୍ଟାଲ

ଏଣିକି ଖୁବ୍‌ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’

  • Wednesday, 17 May 2023
BJD,
ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି

ଯୌତୁକ ପାଇଁ ବଧୂ ନିର୍ଯାତନା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା

  • Wednesday, 17 May 2023
  • BJD
  • MLA