• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

MS ଲ’ କଲେଜ ହେବ ବିଶ୍ୱବିଦ୍ୟାଳୟ
MS ଲ’ କଲେଜ ହେବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ରାଜ୍ୟର ସର୍ବପୂରାତନ ଆଇନ ଶିକ୍ଷାନୁଷ୍ଠାନ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ। ବିଜେଡିର ଆଇନଜୀବୀ ସାମୁଖ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେବା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଇନଜୀବୀଙ୍କ ବିକାଶ ନେଇ ଆଉ କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ବର୍ଷରୁ ଆଇନଜୀବୀ ୱେଲଫେୟାର ଫଣ୍ଡ ୫ କୋଟି ହେବ।  ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଡେଭଲପମେଣ୍ଟ ଏକାଡେମୀ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  • Friday, 11 June 2021
ଭୁବନେଶ୍ୱରରୁ ଉଠିବ ନାହିଁ ICCR କାର୍ଯ୍ୟାଳୟ
ଭୁବନେଶ୍ୱରରୁ ଉଠିବ ନାହିଁ ICCR କାର୍ଯ୍ୟାଳୟ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ୍‌ସ ରିଲେସନ୍ସ ( ICCR)ର ଆଂଚଳିକ ଅଫିସକୁ ଏଠାରୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି, ICCR ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ। ICCR ର ଭୁବନେଶ୍ୱର ଅଫିସ୍‌କୁ ବନ୍ଦ କରି ତାକୁ କୋଲକାତାକୁ ସ୍ଥାନାନ୍ତର କରାଯାଉଥିବା କିଛି ଦିନ ତଳେ ଜଣାପଡ଼ିଥିଲା। ଏହା ପରେ ସଂସ୍ଥାର କର୍ମଚାରୀଙ୍କ ସହିତ ରାଜ୍ୟବାସୀ କେନ୍ଦ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାର ପୁନର୍ବିଚାର କରିବାକୁ ସଂସ୍ଥାର ଅଧ୍ୟକ୍ଷଙ୍କୁ ଚିଠି […]

  • Friday, 11 June 2021
ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ
ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ

କୋରାପୁଟ : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ଚାଲିଛି ସାକ୍ଷ୍ୟ ଗ୍ରହଣ। ଏହି ମାମଲାରେ ଆଜି ସାକ୍ଷ୍ୟ ପ୍ରଦାନ ପାଇଁ ଦୁଇ ଜଣ ସାକ୍ଷୀ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିକଟରେ ହାଜର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ ଓ ଜୟପୁର ଥାନାର ତତ୍କାଳୀନ IIC ତପନ ନାରାୟଣ ରଥ। ଏହି ମାମଲାରେ ତଦନ୍ତ କମିଶନ ଗତ ୧୩ ତାରିଖରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ କରିଛନ୍ତି। ୧୩ […]

  • Friday, 11 June 2021
ମହାନଦୀକୁ ନେଇ ହେବ ଗବେଷଣା
ମହାନଦୀକୁ ନେଇ ହେବ ଗବେଷଣା

ଭୁବନେଶ୍ୱର: ମହାନଦୀକୁ ନେଇ ହେବ ଗବେଷଣା। ମହାନଦୀକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ବାଦ ବିବାଦ ପରେ ଏବେ ଏଭଳି ପଦକ୍ଷେପ ନେଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ହେବାକୁ ଥିବା ଏହି ଗବେଷଣା ବର୍ଷେ ଧରି ଚାଲିବ। ଯେଉଁଥିରେ ସାମିଲ ହେବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୦ଜଣ ପ୍ରଫେସରଙ୍କ ସହ ୪ ଜଣ ଆଡ଼୍‌ଭାଇଜର। ଡାଟା ବେସ୍‌ ଉପରେ ହେବାକୁ ଥିବା ଏହି ଗବେଷଣାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୧୮ଜଣ ପ୍ରଫେସର […]

  • Friday, 11 June 2021
ମୁଁ କଳ୍‌କୀ ଅବତାର, ପୃଥିବୀବାସୀଙ୍କ ଉଦ୍ଧାର ପାଇଁ ମୋର ଜନ୍ମ

ନୂଆଦିଲ୍ଲୀ: ଅଫିସର୍ ବାବୁଙ୍କ କଳ୍‌କୀ ଥିଓରି। ମନୁଷ୍ୟ ନୁହେଁ ବରଂ ସେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ବୋଲି କହୁଛନ୍ତି। ତେଣୁ ଗତ ୬ ମାସ ଧରି ବାବୁ ଜଣଙ୍କ ଅଫିସ ଯାଉନାହାନ୍ତି। ଘରେ ରହି ବିଶ୍ୱର ହିତ ପାଇଁ ସାଧନା କରୁଛନ୍ତି। ପଢ଼ନ୍ତୁ ଏପରି ଜଣେ ଅଜବ ଇଞ୍ଜିନିୟରଙ୍କ କାହାଣୀ… ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ତଥା କଳ୍‌କୀ ଅବତାର। ପୃଥିବୀବାସୀଙ୍କୁ ଉଦ୍ଧାର କରିବା ପାଇଁ ମୋର ଜନ୍ମ। ତେଣୁ ମୁଁ ଅଫିସ୍ ଯିବି ନାହିଁ। […]

  • Friday, 11 June 2021
ଚାକିରୀ ନାଁରେ ଠକେଇ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବେଳେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି।  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଚୁକ୍ତି କରି ଭିନ୍ନ ଭିନ୍ନ ସଂସ୍ଥା କର୍ମଚାରୀ ଯୋଗାଇ ଦେଉଥିବା ବେଳେ ଚାକିରି ନାଁରେ କିଛି ଯୁବକଙ୍କୁ ଠକେଇ ଅଭିଯୋଗ ହୋଇଛି।  ଖାଲି ସେତିକି ନୁହେଁ, ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ନାଁରେ ଏକ ସଂସ୍ଥା ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଟେଣ୍ଡର ହାତେଇ ଥିବା କଥା ବି ସାମ୍ନାକୁ […]

  • Friday, 11 June 2021
ଚିଙ୍ଗୁଡି ଘେରି ପାଇଁ ବେଆଇନ ବୋରିଂ ଖୋଳା

ଭଦ୍ରକ: ଚିଙ୍ଗୁଡି ଘେରି ପାଇଁ ବେଆଇନ ବୋରିଂ ଖୋଳା। ଗୋଟିଏ କି ଦୁଇଟି ନୁହେଁ ଶତାଧିକ ଜାଗାରେ ଖୋଳା ଯାଉଛି ଶତାଧିକ ବୋରିଂ।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ବରଦିଆ ପଞ୍ଚାୟତରେ ଏଭଳି ଅଭିଯୋଗ ଆସିଥିବା ବେଳେ ବେଆଇନ ବୋରିଂ ଯୋଗୁଁ ନଳକୂପରୁ ପାନୀୟ ଜଳ ବାହାରୁ ନ ଥିବା ଅଭିଯୋଗ ହୋଇଛି। ସେପଟେ ଏନେଇ ଖବର ନ ଥିବା କହିଛି ଜଳ ସମ୍ପଦ ବିଭାଗ। ପାନୀୟ ଜଳ ଟୋପେ ପାଇଁ ରହିଛି ନଳକୂପ। କିଛି ସ୍ଥାନରେ […]

  • Friday, 11 June 2021
କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ
କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ

ଭୁବନେଶ୍ୱର : ସୁଦୃଶ୍ୟ କୋଠା। ରାସ୍ତା କଡ଼ରେ ଛିଡ଼ା ହେଉଛି ଆଖିଦୃଶିଆ ୯ ମହଲା ଅଟ୍ଟାଳିକା। ହେଲେ ଅଭିଯୋଗ ହେଉଛି, ଏହି କୋଠା ନିଜ ଜମିରେ ନୁହେଁ। ବରଂ ପଟିଆ ନୂଆଁବନ୍ତ ଗାଁର ଚନ୍ଦ୍ରଧ୍ୱଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ମୁଣ୍ଡ ଟେକୁଛି କିଟ୍‌ର ଏହି କୋଠା। ସାଂସଦ ତଥା କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗ ଆଣି ଚନ୍ଦ୍ରଧ୍ୱଜ କହିଛନ୍ତି ତାଙ୍କ ଜମିକୁ ବଳପୂର୍ବକ କବ୍‌ଜା କରି କିଟ୍ କର୍ତ୍ତୃପକ୍ଷ ଏହି କୋଠା […]

  • Friday, 11 June 2021
ବିବାହ କଲେ ପ୍ରିନ୍ସ ହ୍ୟାରୀ
ବିବାହ କଲେ ପ୍ରିନ୍ସ ହ୍ୟାରୀ

ବିବାହ କଲେ ପ୍ରିନ୍ସ ହ୍ୟାରୀ। ବ୍ରିଟେନ ରାଜକୁମାର ହ୍ୟାରୀ ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ ଆଜି ବିବାହ କରିଛନ୍ତି। ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ରାଜକୀୟ ଠାଣିରେ ଘୋଡ଼ା ସବରୀରେ ବସି ରାଜମହଲ ଅତିକ୍ରମ କରିଥିଲେ। ଏହି ସମୟରେ ରାଜମହଲରେ ୧୦ ହଜାରରୁ ଅଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା। ପ୍ରିନ୍ସ ଓ ମର୍କେଲଙ୍କ […]

  • Friday, 11 June 2021
ଆସନ୍ତାକାଲି ଜେଇଇ ଆଡଭାନ୍ସ
ଆସନ୍ତାକାଲି ଜେଇଇ ଆଡଭାନ୍ସ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଭାରତୀୟ ପରୀକ୍ଷା ଜେଇଇ ଆଡଭାନ୍ସ। ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଅନ୍‌ଲାଇନ୍ ଯୋଗେ ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍‌ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିମଧ୍ୟରୁ ଓଡିଶାରୁ ୬ହଜାର ୩୦୪ଜଣ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପେପର ସକାଳ ୯ ଟାରୁ […]

  • Friday, 11 June 2021
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ପାଖାପାଖି ଗୋଟିଏ ବର୍ଷ ଗୋଟିଏ ମାସ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ବର୍ଷ ଏପ୍ରିଲ ୧୫ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱରରେ ରୋଡ ଶୋ କରିଥିଲେ ମୋଦି। ଏଥର କିନ୍ତୁ ବିକାଶର ଗାଥା ବଖାଣିବାକୁ ଆସିବେ ମୋଦି। ଏଥିପାଇଁ ଦଳ କଟକ କିଲ୍ଲା ପଡ଼ିଆକୁ ବାଛିଛି। ଏଇଠି ନିଜ ଶାସନର ଚତୁର୍ଥ ବର୍ଷରେ ଦେଶ ପାଇଁ ମୋଦି କଣ କଣ କରିଛନ୍ତି ତାର ହିସାବ ରଖିବେ। ଆଜି ଦଳର ରାଜ୍ୟ […]

  • Friday, 11 June 2021
ରାଜଧାନୀରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଧରାପଡ଼ିଲେ ୮ ବିଦେଶିନୀ
ରାଜଧାନୀରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଧରାପଡ଼ିଲେ ୮ ବିଦେଶିନୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ବିଦେଶିନୀ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି କମିଶନରେଟ୍‌ ପୋଲିସ। ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍ ଧରିଛି କମିଶନରେଟ୍ ପୋଲିସ। ରାକେଟ୍‌ରେ ସଂପୃକ୍ତ ଥିବା ୮ଜଣ ଥାଇଲାଣ୍ଡ ଯୁବତୀ ଧରାପଡ଼ିଛନ୍ତି। ଥାଇଲାଣ୍ଡ ଯୁବତୀଙ୍କ ସହ ୭ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ବାପୁଜୀନଗରର ଏକ ସ୍ପାରେ ଏହି ସେକ୍ସ ରାକେଟ ଚାଲିଥିଲା। ଗତ ସପ୍ତାହେ ମଧ୍ୟରେ ରାଜଧାନୀରେ ତିନି ତିନିଟି ସେକ୍ସ ରାକେଟକୁ […]

  • Friday, 11 June 2021
ଯାଆଁଳା ସନ୍ତାନର ମାଆ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା
ଯାଆଁଳା ସନ୍ତାନର ମାଆ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା

ସୁନ୍ଦରଗଡ଼ : ଦୁଷ୍କର୍ମ ବ୍ୟାଧି କେତେ ଭୟଙ୍କର ତା’ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଖେଳବୁଲ ବୟସରେ ଗର୍ଭବତୀ ହୋଇ  ଗୋଟିଏ ନୁହେଁ ଦୁଇ ଦୁଇଟି ସନ୍ତାନର ଜନନୀ ହୋଇଛି ଜଣେ ନାବାଳିକା। ସଂପର୍କୀୟ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ପରେ ନାବାଳିକାର ଅବସ୍ଥା ଗୁରୁତର ହୋଇଛି। ଏହା ପରେ ତାଙ୍କୁ […]

  • Friday, 11 June 2021
ଘଟଗାଁ ତାରିଣୀ ମନ୍ଦିରରେ ଜିଭ କାଟିଲେ ଭକ୍ତ
ଘଟଗାଁ ତାରିଣୀ ମନ୍ଦିରରେ ଜିଭ କାଟିଲେ ଭକ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ଭକ୍ତ ନିଜର ମାନସିକ ପୂରଣ ନହେବାରୁ ନିଜର ଜିଭ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଭକ୍ତଙ୍କ ନାଁ ଦାଶରଥି ଜେନା। ସେ ମୟୂରଭଂଜ ଠାକୁରମୁଣ୍ଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଆହତ ହୋଇ ଚିକିତ୍ସିତ ହେଉଥିବା ଦାଶରଥି […]

  • Friday, 11 June 2021
ଓଡ଼ିଶା ଆସୁଛନ୍ତି ମୋଦି
ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ରରେ ବିଜେପି ସରକାରର ୪ ବର୍ଷର ପୂର୍ତ୍ତ ଅବସରରେ ଓଡ଼ିଶାରେ ହେବାକୁ ଥିବା ଏକ ବିଶାଳ ଜନସଭାରେ ମୋଦି ଯୋଗଦେଇ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେବେ। ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ଓଡ଼ିଶା ଗସ୍ତ ଅବସରରେ ମୋଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।

  • Friday, 11 June 2021
ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ
ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳକୁ ନେଇ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷ ୯୫,୦୯୬ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବାବେଳେ ୭୩,୨୧୧ଜଣ ପାସ୍‌ ହୋଇଛନ୍ତି। ଚଳିତ ବର୍ଷ ପାସ୍‌ ହାର ୭୬.୯୮ ପ୍ରତିଶତ। ତେବେ ପ୍ରଥମ ଶ୍ରେଣୀରେ ୧୯, ୫୬୧ […]

  • Friday, 11 June 2021
ଟ୍ରେଲରରୁ ମିଳିଲା ଝଲକ, ବକ୍ସ ଅଫିସକୁ ଦୁଲୁକାଇବ ରେସ୍ ୩
ଟ୍ରେଲରରୁ ମିଳିଲା ଝଲକ, ବକ୍ସ ଅଫିସକୁ ଦୁଲୁକାଇବ ରେସ୍ ୩

ମୁମ୍ବାଇ: ରିଲିଜ୍‌ ହୋଇସାରିଛି ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରେସ-୩ର ଟ୍ରେଲର। ଆଗୁଆ ଟ୍ରେଲର ରିଲିଜ୍‌ କରି ଦର୍ଶକଙ୍କୁ ଇଦ୍‌ ଭେଟି ଦେଇଛନ୍ତି ସୁପରଖାନ ସଲମାନ। ଦବଙ୍ଗ ଖାନଙ୍କ ଏହି ବିଗ୍‌ ବଜେଟ୍ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା କ୍ରେଜ୍‌ ଦେଖିବାକୁ ମିଳିଛି। ପ୍ରଥମେ ସଲମାନ-ଜ୍ୟାକଲିନଙ୍କ ସିଜଲିଂ କେମେଷ୍ଟ୍ରିକୁ ନେଇ ଟିଜର୍ ଆଉ ଏବେ ଜବରଦସ୍ତ ଆକ୍ସନ ସହିତ ଧମାକେଦାର ଟ୍ରେଲର। ବକ୍ସ ଅଫିସରେ ଚହଳ ପକାଇବା ଭଳି ଏହି ଫିଲ୍ମକୁ ନେଇ […]

  • Friday, 11 June 2021
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା

ଅନୁଗୁଳ: ଅନୁଗୁଳରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ସାମାଜିକ କର୍ମୀମାନେ ଥାନା ଛକରେ କଳାପତାକା ପ୍ରଦର୍ଶନ କରିଛନ୍ତି। ବିଜେଡି ପକ୍ଷରୁ ଚାଲିଥିବା ମହାନଦୀ ସୁରକ୍ଷା ଅଭିଯାନରେ ଯୋଗ ଦେବା ପାଇଁ ସେ ଆଠମଲ୍ଲିକ ଅଭିମୁଖେ ଯାଉଥିବା ବେଳେ ଏହି କଳାପତାକା ପ୍ରଦର୍ଶନ ହୋଇଥିଲା। ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର, ଖାଲିପଡ଼ିଥିବା ଡାକ୍ତର କର୍ମଚାରୀ ପଦବୀ ପୂରଣ, ଚଳିତ ବର୍ଷରୁ ତାଲଚେର ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ କରିବା ଆଦି ୬ଦଫା […]

  • Friday, 11 June 2021
ପକ୍ଷୀଙ୍କ ପାଇଁ କୃତ୍ରିମ ଜଙ୍ଗଲ

ପାରାଦୀପ: ଦିନକୁ ଦିନ ଶିଳ୍ପାନୁଷ୍ଠାନ ଗଢି ଉଠିବା ଏବଂ ଜଙ୍ଗଲ କ୍ଷୟ ହେବା କାରଣରୁ ଲୋପ ପାଉଛନ୍ତି ପଶୁ ପକ୍ଷୀ। ତେବେ ଲୋପ ପାଉଥିବା ପଶୁ ପକ୍ଷୀମାନଙ୍କ ସଂରକ୍ଷଣ ପାଇଁ ଆଗେଇ ଆସିଛି ପାରାଦୀପର ଆଦର୍ଶ ପ୍ରୟାସ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ। କୃତ୍ରିମ ଜଙ୍ଗଲ ସୃଷ୍ଟି କରି ସେମାନଙ୍କ ପାଇଁ ବସା ତିଆରି କରିବା ସହ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରୁଛନ୍ତି। ପକ୍ଷୀ ମାନଙ୍କ ପାଇଁ ତିଆରି କରାଯାଇଛି କୃତ୍ରିମ ଜଙ୍ଗଲ। ଆଉ ସେହି […]

  • Friday, 11 June 2021
ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ

ବାରିପଦା: ମେ ୧୮ ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ରୂପେ ପାଳନ କରାଯାଉଥିବାବେଳେ ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ। ୧୧୫ ବର୍ଷର ଏହି ସଂଗ୍ରହାଳୟକୁ ପୁନରୁଦ୍ଧାର କରି ଏହାର ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି ବାରିପଦାବାସୀ। ସପ୍ତମ ଶତାଦ୍ଦୀରୁ ୧୭ଶହ ଶତାଦ୍ଦୀର ଅନେକ ମୂଲ୍ୟବାନ ସାମଗ୍ରୀ ଯଥା ମାଟିପାତ୍ର,ପିତ୍ତଳ ପାତ୍ର, ଗରା,ହାଣ୍ଡି, ମାଠିଆ ସହ ରାଜା ମହାରାଜା ବ୍ୟବହାର କରୁଥିବା ଖଣ୍ଡା, ଢାଲ,ବସ୍ତ୍ର,ଟଙ୍କାପଇସା, ମୋହର, ଅଳଙ୍କାର, ତୋପ, ଗୋଳାବାରୁଦ ଆଦି ରହିଛି ଏହି ମ୍ୟୁଜିୟମରେ। ଏହାସହ […]

  • Friday, 11 June 2021
ରାସ୍ତା କାମରେ ଦୁର୍ନୀତି ଅଭିଯୋଗ
ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ଗଜପତି: ଗଜପତି ଜିଲ୍ଲା ବସ୍ତ୍ରିଗୁଡା ପଞ୍ଚାୟତର କଞ୍ଚୁମୁଲ ଗାଁ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ, ବ୍ଲକର ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ତତ୍ତ୍ୱାବଧାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୩ଲକ୍ଷ ୪୫ ହଜାର ଟଙ୍କା ଓ ପଞ୍ଚାୟତର ଫୋର୍ଥ SFC ପାଣ୍ଠିରୁ ୧ଲକ୍ଷ ଟଙ୍କା ବିନିମୟରେ ଆରଡି ରାସ୍ତାଠାରୁ କଞ୍ଚୁମୁଲ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ତା’ପରେ […]

  • Friday, 11 June 2021
କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା
କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କଣିହାଁସ୍ଥିତ NTPCରେ କୋଇଲା ସଙ୍କଟ ଉତ୍କଟ ହେବାରେ ଲାଗିଛି। ଯାହାର ପ୍ରଭାବ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ଉପରେ ପଡିବାନେଇ ଆଶଙ୍କା ଦେଖାଦେଇଛି। NTPCର ୩ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଦୈନିକ ପ୍ରାୟ ୫୫ ହଜାର ମେଟ୍ରିକ ଟନ୍ କୋଇଲାର ଆବଶ୍ୟକତା ଥିବା ବେଳେ NTPCକୁ ମିଳୁଛି ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ଅର୍ଥାତ୍ ପ୍ରାୟ ୪୦ହଜାର ମେଟ୍ରିକ ଟନ୍ କୋଇଲା। ଫଳରେ NTPCର ୩ ହଜାର ମେଗାୱାଟ୍‌ କ୍ଷମତା […]

  • Friday, 11 June 2021
ସଫା କରିବାକୁ ଯାଇ ପାଇପ୍‌ ଭିତରେ ଫସିଗଲେ
ସଫା କରିବାକୁ ଯାଇ ପାଇପ୍‌ ଭିତରେ ଫସିଗଲେ

କଟକ: ପାଇପ୍ ଭିତରେ ଫସି ଗଲେ ଜଣେ ବ୍ୟକ୍ତି। କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍‌ରେ ସ୍ଥାନୀୟ ବାସିନ୍ଦା ଜଣକ ଫସି ରହିଛନ୍ତି। ସୂଚନା ଅନୁସାରେ ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା କରିବା ପାଇଁ ପମ୍ପିଂ ଷ୍ଟେସନ୍ କର୍ମଚାରୀ ଜଣକ ଏକ ଛୋଟ ଟାଙ୍କିକୁ ଓହ୍ଲାଇଥିଲେ।  କିନ୍ତୁ ସମ୍ଭବତଃ, ସେହି ସମୟରେ ଅସାବଧାନତା ବଶତଃ ପମ୍ପିଂ ଷ୍ଟେସନ୍‌ର କର୍ମଚାରୀ ପମ୍ପ୍ […]

  • Friday, 11 June 2021
ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ବନ୍ଦ ହେବ
ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ବନ୍ଦ ହେବ

ଭୁବନେଶ୍ୱର: ଓଡିଶାରେ ବନ୍ଦ ହେବ ଆଉ ଏକ କେନ୍ଦ୍ରୀୟ ଅନୁଷ୍ଠାନ। ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍ ଭାବେ ଏଠାରୁ ଡାକ ବିଭାଗ ଲାଗି ଆବଶ୍ୟକ ଫର୍ମ, ଲଫାପା, ପାସ୍ ବୁକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଛପାଯାଉଥିଲା। ତେବେ କେନ୍ଦ୍ର ସରକାର ହଠାତ୍ କାହିଁକି ଏହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି। […]

  • Friday, 11 June 2021
ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ବିଜେଡ଼ିର ମହାନଦୀ ମହାସଂଗ୍ରାମ ଅଭିଯାନର ଶୁଭାରମ୍ଭ ଅବସରରେ ସୁଖାଶୋଢ଼ାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ସେ କେନ୍ଦ୍ର ଏବଂ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଉପରେ ବର୍ଷିଥିଲେ। କହିଥିଲେ, ଓଡ଼ିଶାର ବିଜେପି ନେତା ମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି ଏବଂ  କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆଜି ଝାରସୁଗୁଡ଼ାର ସୁଖାଶୋଡ଼ାରେ ଏଭଳି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାସହ ସେ କହିଛନ୍ତି ଯେ, ଜଣେ ବି ଯଦି ବିଜେପି ନେତା ଓଡ଼ିଆ ଏବଂ ଓଡ଼ିଶା ପ୍ରତି ଦରଦ ରଖିଛନ୍ତି, […]

  • Friday, 11 June 2021