• translate

Bollywood Updates

raj Kundra
ରାଜ କୁନ୍ଦ୍ରାଙ୍କ ଖୋଲୁଛି ଗୁମର, ଜଣକ ପରେ ଜଣେ ଆଣୁଛନ୍ତି ନୂଆ ଅଭିଯୋଗ

ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ମୋବାଇଲ ଆପ୍ ମାଧ୍ୟମରେ ବିତରଣ । ଏଭଳି ସାଂଘାତିକ ଅଭିିଯୋଗକୁ ନେଇ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

Dilip Kumar
ଦିଲୀପ ଚାଲିଗଲେ, ଛାଡ଼ିଗଲେ ଅନେକ ସ୍ମୃତି

ଦିଲୀପ କୁମାରଙ୍କ ନିଧନ ସହ ବଲିଉଡରେ ଏକ ଯୁଗର ଅବସାନ ଘଟଛି। ୧୯୪୪ରୁ ୧୯୯୮ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟର ଫିଲ୍ମ କ୍ୟାରିୟରରେ ସେ ଛାଡ଼ିଯାଇଛନ୍ତି ଅନେକ ଅଲିଭା ସ୍ମୃତି। ଯାହାକୁ ଆଜି ମନେପକାଉଛନ୍ତି ତାଙ୍କର ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁ।

Dillip Kumar
ବିଶିଷ୍ଟ ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ବିଶିଷ୍ଟ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ । ୯୮ ବର୍ଷ ବୟସରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ପରଲୋକ ହୋଇଥିବା ନେଇ ସୂଚନା ରହିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଦିଲ୍ଲୀପ କୁମାର ।