• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Odisha Politics, BJP
ବିଜେଡିର ୨୫ ବର୍ଷ ଶାସନର କଳାପେଡ଼ି ଖୋଲିଲା ବିଜେପି

ବିଜେଡି ସରକାର ବିରୋଧରେ ବିଜେପିର ୬୦ ପୃଷ୍ଠିଆ ଚାର୍ଜସିଟ୍ । ଓଡ଼ିଆ ଅସ୍ମିତାକୁ ମୁଖ୍ୟ ମୁଦ୍ଦା କଲା ରାଜ୍ୟ ବିଜେପି ।

Raghunathpali
ସରଗରମ ହେଉଛି ନିର୍ବାଚନୀ ମଇଦାନ, ରଘୁନାଥପାଲିରେ ତିନି ପ୍ରମୁଖ ଦଳର ମୁକାବିଲ

କଂଗ୍ରେସ ଗୋପାଲ ଦାସ ପ୍ରାର୍ଥୀ ହୋଇଥିବା ବେଳେ ନିଜ ସମର୍ଥକଙ୍କ ସହିତ କରୁଛନ୍ତି ପ୍ରଚାର ।

Live Reporting
ଟିଭିରେ ଚାଲିଥିଲା ଲାଇଭ୍‌ ରିପୋର୍ଟିଂ, ରିପୋର୍ଟର ଧରିଥିଲେ ବୁମ୍‌.. ଆଉ କହିଦେଲେ ବେହେ...!

ଟିଭିରେ ଚାଲିଥିବା କ୍ଲିପ୍‌କୁ ବା ଲାଇଭ୍‌ ସୋ’କୁ ରେକର୍ଡ କରି କିଛି ସୋସିଆଲ ମିଡିଆ ୟୁଜର ଏହାକୁ ନିଜ ହ୍ୟାଣ୍ଡେଲ୍‌ରେ ଅପ୍‌ଲୋଡ କରିଛନ୍ତି । ଭିଡିଓ ଅପ୍‌ଲୋଡ୍‌ ହେବାର କିଛି ସମୟ ଭିତରେ ଅନେକ ୟୁଜର୍ସ ଏହାକୁ ଦେଖିସାରିଲେଣି ।

Heatwave challenge for campaigning
ଗୋଟିଏ ପଟେ ନିର୍ବାଚନ, ଆରପଟେ ଅସମ୍ଭାଳ ଗରମ

ପର୍ଯ୍ୟାପ୍ତ ପାଣି ପିଉଛନ୍ତି, ପଇଡ଼ ପିଇ ପ୍ରଚାର କରୁଛନ୍ତି ନେତା । ଭୋଟ୍ ପାଖେଇ ଆସୁଥିବାରୁ ଏଭଳି ଉପାୟ ଆପଣାଇ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ନେତା ।

Badachana - Sambalpur Politics
ବଡ଼ଚଣା ସମୀକରଣ ସଜାଡ଼ିବାକୁ ଶଙ୍ଖଭବନରେ ବଡ଼ କସରତ୍

ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଯାଜପୁର ସାଂସଦଙ୍କ ଉପସ୍ଥିତିରେ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଦାବିଦାର ଥିବା ଆଶାୟୀ ରାଜନାରାୟଣ ମହାପାତ୍ର, ଜନ୍ମେଜୟ ଲେଙ୍କାଙ୍କୁ ଗୋଟିଏ ମଂଚରେ ବସାଇ ଆଲୋଚନା ହୋଇଛି।

Naveen Patnaik, BJD
ସୀମାରାଣୀଙ୍କ ପରେ ରାସେଶ୍ୱରୀ, ପ୍ରତିଦିନ ଦଳ ଛାଡୁଛନ୍ତି ବିଜେଡି ନେତା ! କେଉଁ ଦିନ ବାକି ନାହିଁ

ହିନ୍ଦୋଳରୁ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ଦେବା ମହଙ୍ଗା ପଡ଼ିଛି। ଅସନ୍ତୋଷ ପ୍ରକାଶ କରି ଦଳକୁ ବାଏ ବାଏ କରିଛନ୍ତି ସୀମାରାଣୀ।

Royal Family In Election
ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମ ରାଜନୀତିରେ ସକ୍ରିୟ ଏକାଧିକ ରାଜ ପରିବାର

ଜେଜେ ସଚ୍ଚିଦାନନ୍ଦ ଦେବ ଓ ମାଆ ତଥା ୬ଥରର ବିଧାୟିକା ଉଷା ଦେବୀଙ୍କ ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଶ୍ରୀରୂପ।

Fire at Chandaka
ନିଆଁ ଆଁରେ ଚନ୍ଦକା, ପ୍ରଥମେ ଗୋଡ଼ିବାରୀ ଜଳୁଥିଲା, ତାପରେ ଝୁମ୍‌କା

ବନ ବିଭାଗ କର୍ମଚାରୀଙ୍କ କହିବା କଥା, ବନାଗ୍ନି ଖବର ପାଇବା ପରଠୁ ସେମାନେ ନିଆଁ ଲିଭା କାମରେ ଲାଗିଛନ୍ତି । ହେଲେ ବୋଲ ମାନୁନି ନିଆଁ ।

Congress
କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ, ଏବେ ବିଜେପିରେ ମିଶିବେ !

ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ଘୋଷଣା କରାଯାଇଥିଲା।

Royal Family In Election
ଭୋଟ ଲଢ଼େଇରେ ରାଜାଘର ପରିବାର, ଗଞ୍ଜାମରେ ଶ୍ରୀରୂପ-ଶ୍ରୀଧର-ସୁଲକ୍ଷଣା

ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟରେ ଦିଗପହଣ୍ଡିରୁ ଲଢୁଛନ୍ତି ନିର୍ବାଚନ।

Naveen Patnaik, BJD
ଆଉ କାମ କରୁନି କି ନବୀନ ଟ୍ରଷ୍ଟ ? ପ୍ରତିଦିନ ବିଜେଡି ଛାଡ଼ୁଛନ୍ତି ନେତା

ପ୍ରାର୍ଥୀ ଘୋଷଣା ପରଠୁ ଦଳ ଛାଡିଲେଣି ୫ ବିଧାୟକ । ୨ ସାଂସଦ ଓ ପୂର୍ବତନ ବିଧାୟକ ବି ଛାଡିଲେଣି ବିଜେଡି ।

Badachana - Sambalpur Politics
ବିଗିଡିଯିବ କି ବିଜେଡିର ବଡ଼ଚଣା-ସମ୍ବଲପୁର ଅଙ୍କ ?

ଟିକେଟକୁ ନେଇ ନେତାଙ୍କ ଭିତରେ ତେଜିଲା ଅସନ୍ତୋଷ । ଦଳ ଛାଡ଼ି ପ୍ରବଳ ବର୍ଷିଲେ ରାସେଶ୍ବରୀ ପାଣିଗ୍ରାହୀ ।

Odisha Politics, BJD, Bijepur, Rita Sahu
ବିଜେପୁରରେ ରୀତାଙ୍କୁ ଜୋରଦାର ବିରୋଧ, ଦେବଗଡ଼ରେ ଅରୁନ୍ଧତୀଙ୍କୁ ହିସାବ ମାଗିଲେ ଲୋକେ

ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି । 

Bhubaneswar Heat Wave
ଜଳୁଛି ରାଜଧାନୀ, ଓଡ଼ିଶାରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। 

Simarani Nayak
BJD ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।

Odisha Politics
ବିଜେଡିର ୧୨ରୁ ୬ସିଟ୍‌ରେ ପ୍ରାର୍ଥୀ ଘୋଷଣା ହେଲା, ପୁଣି ବାକି ରହିଲା ୬

ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।

Rourkela Politics
ରାଉରକେଲାରେ ବିଜେପି- ବିଜେଡି ଓ କଂଗ୍ରେସର ଯୋଦ୍ଧା ମଇଦାନକୁ ଓହ୍ଲାଇ ସାରିଲେଣି

ଷ୍ଟିଲ ସିଟିର ସାମଗ୍ରୀକ ବିକାଶ ପାଇଁ ଭୋଟରଙ୍କ ମନ ଜିଣିବାକୁ ଭେଟେରାନ୍ ନା ନୂଆ ମୁହଁଙ୍କୁ ବାଛିବେ ଭୋଟର ।

Election
୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।

Water Problem
ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ

ତେଲକୋଇ ଓରିଆ ପଂଚାୟତ ଜଟ ଗାଁର ଜଣେ ମହିଳାଙ୍କ ଅଭିଯୋଗ, ଅନୁସାରେ ଗାଁରେ ୪୦ ପରିବାର ପାଇଁ ଗୋଟିଏ ମାତ୍ର ନଳକୂଅ ରହିଛି । ପୂର୍ବରୁ ସେଥିରେ ଗୋଳିଆ ପାଣି ବାହାରୁଥିଲା, ଏବେ ନଳକୂଅ ହିଁ ଅଚଳ ।

Odisha Politics BJD
ସପ୍ତମ ପର୍ଯ୍ୟାୟରେ ବିଜେଡି ଘୋଷଣା କରିଥିବା ୬ ବିଧାନସଭା ମଧ୍ୟରୁ ଏହି ୩ ଆସନରେ ଚରମରେ ବିଦ୍ରୋହ

 ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଛନ୍ତି ସୁନନ୍ଦା।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।