• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Modi didi
ବଙ୍ଗରେ ପୁଣି ଶାସନ କ୍ଷମତାକୁ ଫେରିବେ ଦିଦି?

ପଶ୍ଚିମବଙ୍ଗରେ ପୁଣି ଥରେ ଶାସନ କରିବେ କି ଦିଦି? ଗେରୁଆ ଦଳର ଆଶା ଆଶାରେ ରହିଯିବ କି? ହାଇଭୋଲ୍‌ଟେଜ୍‌ ପ୍ରଚାର ପରେ ବି ବଙ୍ଗରେ ଚଳିତ ବର୍ଷ ସରକାର ଗଠନ କରିନପାରେ ବିଜେପି।

corona
ଟିକା ନାହିଁ, ଏହି ସବୁ ସ୍ଥାନରେ ଆଜି ବି ଭ୍ୟାକ୍ସିନେସନ ବନ୍ଦ

ବାରିପଦାରୁ ବାଲେଶ୍ୱର, କଟକରୁ କୋରାପୁଟ ସବୁଠି ସମାନ ଚିତ୍ର ଦେଖିବାକୁ ମିଳିଛି। ଟିକାର ଅଭାବ ଯୋଗୁଁ ଟିକାକରଣ ଅଭିଯାନରେ ବାଧା ଉପୁଜିଛି। ଆଜି ୧୨ଟି ଜିଲ୍ଲାରେ ବନ୍ଦ ରହିଛି କୋଭିଡ୍ ଭ୍ୟାକ୍ସିନେସନ୍

harsh-wardhan
ମେ'ରେ କମିବ ସଂକ୍ରମଣ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଦେଶରେ ଭୟଙ୍କର ହେଲାଣି ସଂକ୍ରମଣ। ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଆଉ ଏହାରି ମଧ୍ୟରେ ଆଶ୍ୱସ୍ତକର କଲା ଭଳି ଖବର କେନ୍ଦ୍ର ସରକାର ଦେଇଛନ୍ତି।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବା ସହିତ ସୁସ୍ଥତା ହାର...

dgp
"ଆମ କାମ ଚୋର ଧରିବା, ମାସ୍କ ପିନ୍ଧୁନଥିବା ଲୋକଙ୍କୁ ଧରିବା ନୁହେଁ"

କରୋନାକୁ ନେଇ ପ୍ରେସମିଟ୍‌ କଲେ ପୋଲିସ ମହାନିର୍ଦ୍ଦେଶକ। କହିଲେ, କରୋନାକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଦରକାର। ଏହାସହ ସାମାଜିକ ଦୂରତା ପିନ୍ଧିବା ମଧ୍ୟ ନିହାତି ଦରକାର ବୋଲି କହିଲେ ପୋଲିସ ଡିଜିପି ଅଭୟ।

congress
ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିର କଂଗ୍ରେସ ପ୍ରାର୍ଥୀ

ପିପିଲି ଲାଗି କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ। ବିଶ୍ୱକେଶନଙ୍କ ନାଁ ଘୋଷଣା କଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।

corona-pik
ମେ ୧ରୁ ୫ ଭିତରେ ରାଜ୍ୟରେ ଦିନକୁ ଚିହ୍ନଟ ହେବେ ୧୦ ହଜାର ସଂକ୍ରମିତ

ରାଜ୍ୟରେ ଲଗାତର ଦୁଇ ଦିନ ଧରି ସଂକ୍ରମଣର ୬ ହଜାର ଟ୍ରେଣ୍ଡ ରହିଛି। ପ୍ରତିଦିନ ନୂଆ ନୂଆ ଅଲୋଡ଼ା ରେକର୍ଡ। ହେଲେ, ଏହାର ଶେଷ କେଉଁଠି?

WEST BENGAL
ମାରାତ୍ମକ ବଙ୍ଗ ଭୂତାଣୁ: ଯଦି ରାଜ୍ୟକୁ ଆସେ ତେବେ...

ସାଘାଂତିକ ଭାବେ ସଂକ୍ରମଣ କରିବାର କ୍ଷମତା ଥିବା ବେଙ୍ଗଲ ଷ୍ଟ୍ରେନକୁ ଜଗିବାକୁ ପୁରା ସଜାଗ ହୋଇଛନ୍ତି ସରକାର। ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ପରେ ଆଜିଠୁ ପଶ୍ଚିମବଙ୍ଗର ଦୁଇ ମୁଖ୍ୟ ପ୍ରବେଶପଥ ଉଦୟପୁର ଓ ଲକ୍ଷ୍ମଣନାଥ ସହ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାରେ ଆରମ୍ଭ ହୋଇଛି କଡ଼ାକଡ଼ି କୋଭିଡ୍ ଯାଞ୍ଚ।

VACCINE
କେତେ ରହିବ କରୋନା ଟିକାର ଦାମ୍, ଦ୍ୱନ୍ଦ୍ୱରେ ସମସ୍ତେ

କରୋନା ଲଢ଼େଇରେ ବଡ଼ ଆଶ୍ୱସ୍ତି ଆଣିଥିବା କରୋନା ଟିକାକୁ ନେଇ ରାଜ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କାରଣ ମେ୧ରୁ ରାଜ୍ୟ ସରକାର ଆଉ ଘରୋଇ ହସ୍ପିଟାଲକୁ ଯୋଗାଇବେନି କରୋନା ଟିକା। ଟିକା ଉତ୍ପାଦନକାରୀ କମ୍ପାନୀଙ୍କଠାରୁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ସିଧାସଳଖ ଟିକା କିଣିବେ

oxygen
"ସ୍ଥିତି ସଙ୍ଗୀନ, ଆମକୁ ଅକ୍ସିଜେନ୍‌ ଦିଅ"

ମହାମାରୀ କରୋନାର ଦ୍ୱିତୀୟ ଲହର ପୁରା ଦେଶବାସୀଙ୍କ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ଆଜି ୧୧ଟି ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Bhadrak Bird
ପକ୍ଷୀଙ୍କ ପ୍ରେମରେ ଡାକ କର୍ମଚାରୀ

ଗ୍ରାମୀଣ ଡାକ ସେବକ ଭଳି ଏକ ଗୁରୁ ଦାୟିତ୍ୱରେ ଥିଲେ ମଧ୍ୟ ପକ୍ଷୀ ମାନଙ୍କ ପ୍ରତି ତାଙ୍କର ଭଲ ପାଇବା ସଷ୍ଟ ବାରି ହୋଇ ପଡୁଛି । ନିଜର ଦୈନନ୍ଦିନ ଜୀବନରୁ ଟିକିଏ ସମୟ ପାଇଲେ କିଏ ପରିବାର ସହିତ ସମୟ ଅତିବାହିତ କରୁଥିବା ବେଳେ ସେ କିନ୍ତୁ...

CP
ସଟ୍‌ଡାଉନ୍‌ରେ ଟ୍ୱିନ୍‌ ସିଟି ଜଗିବେ ୩୨ ପ୍ଲାଟୁନ୍ ଫୋର୍ସ, ୨୫୦ ଅଫିସର

ରାଜ୍ୟରେ ବଢିଚାଲିଛି କରୋନା। ଏହାସହ ରାଜଧାନୀରେ ସ୍ଥିତି ଗମ୍ଭୀର ରହିଛି। ଆଉ ଏହାରି ମଧ୍ୟ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍‌ କରିଛନ୍ତି। ସେ କହିଛନ୍ତି ଯେ,  ନାଇଟ କର୍ଫ୍ୟୁ ଓ ସଟଡାଉନ ସମୟରେ ଟୁଇନ ସିଟିରେ ୬୮ ପଏଣ୍ଟରେ ଚେକିଂ କରାଯିବ

daughter
୩୫ ବର୍ଷ ପରେ ଝିଅ ହେବାରୁ ହେଲିକପ୍ଟରରେ କନ୍ୟାସନ୍ତାନକୁ ଘରକୁ ଆଣିଲେ ବାପା: ଜାଣନ୍ତୁ କେଉଁଠି?

ଘରେ ୩୫ ବର୍ଷ ପରେ ଯେବେ ଝିଅ ଜନ୍ମ ହୁଏ.....ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଅବିଶ୍ୱାସ ଲାଗୁଥିବ। କିନ୍ତୁ ଘଟଣାଟି ପୂରା ସତ। ରାଜସ୍ଥାନରେ ଏହି ଘଟଣା ଘଟିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଝିଅ ଜନ୍ମ ହେବାରୁ ନିଜର ସନ୍ତାନକୁ ହେଲିକପ୍ଟରରେ ଘରକୁ ...

corona
ଆଇସିୟୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ରୋଗୀ ହିଁ ସୁସ୍ଥ ହେଉଛନ୍ତି..

କରୋନା ସ୍ଥିତି ସଙ୍ଗୀନ ହେଲାଣି। ଦେଶରେ ଏବେ ଯେଉଁ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଉଥିବା ରିପୋର୍ଟ ମିଳିଛି। କହିବାକୁ ଗଲେ, ଆଇସିୟୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ରୋଗୀଙ୍କ ହିଁ ସୁସ୍ଥ ହୋଇ ଘରକୁ ଫେରିପାରୁଛନ୍ତି।

corona
ଆଉ ଏକ କରୋନା ଔଷଧ ଭିରାଫିନ୍‌କୁ ମିଳିଲା ମଂଜୁରୀ

ଆଉ ଏକ କରୋନା ଔଷଧ ଭିରାଫିନ୍‌କୁ ମିଳିଲା ମଂଜୁରୀ। ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ଦେଲା DGCI। ଜାଏଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ହେଉଛି ଔଷଧ ଭିରାଫିନ୍। ତେବେ ଦେଶରେ କରୋନା ହୁ ହୁ ହୋଇ ବଢୁଥିବାରୁ ସ୍ଥିତି ଏକ ପ୍ରକାର ସଙ୍ଗୀନ ହୋଇଛି।

oxgen
ଅକ୍ସିଜେନ୍‌ ନାହିଁ, ରୋଗୀଙ୍କୁ ଚିକିତ୍ସା କରିନପାରିବାରୁ ଭୋ ଭୋ କାନ୍ଦିଲେ ଡାକ୍ତର

ଭୟଙ୍କର ହେଲାଣି କରୋନା। ନିଜର କରାଳ ଆଁରେ ପୂରା ଦେଶକୁ ଗ୍ରାସ କଲାଣି ମହାମାରୀ। ଆଉ ଏତିକି ବେଳେ ଦାଉ ସାଧୁଛି ଅକ୍ସିଜେନ୍‌ ଅଭାବ। ସ୍ଥିତି ଏମିତି ହେଲାଣି ଯେ, କେବଳ ଅକ୍ସିଜେନ୍‌ର ଅଭାବ ଲାଗି ଶତାଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି।

Rayagada
ଏମାନଙ୍କୁ କେବେ ମିଳିବ ପିଇବା ପାଣି?

ପାଣି ପାଇଁ ହଇରାଣ ହେଉଛନ୍ତି ରାୟଗଡ଼ା ଜିଲ୍ଲା ନିୟମଗିରିର ତେନ୍ତୁଳିପଦର ଗାଁର ଡଙ୍ଗରିଆ କନ୍ଧ।  ବର୍ଷକ ପୂର୍ବେ ପାଣି ଯୋଗାଣ ପାଇଁ ଏଠାରେ ଆରମ୍ଭ ହୋଇଛି ବିଭିନ୍ନ ପ୍ରକଳ୍ପ। କିନ୍ତୁ କୌଣସି ଗୋଟିଏରୁ ମିଳିପାରୁନି ପାନୀୟ ଜଳ। ଯାହାଫଳରେ ପଥର ସନ୍ଧିରୁ ପାଣି ସଂଗ୍ରହ କରି ଚଳୁଛନ୍ତି ଗାଁ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି