• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

samerr
ଯୁକ୍ତ ୨ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ନିଷ୍ପତ୍ତି ନେବେ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର: ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ କିପରି ହେବ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା। ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକଡାଉନ୍ ପରେ ଏବେ ଜିଲ୍ଲାପାଳଙ୍କ ପାଖରେ ରହିବ ସବୁ କ୍ଷମତା। ଜିଲ୍ଲାପାଳଙ୍କ ନିଷ୍ପତ୍ତି ପରେ ଏନେଇ ସ୍କୁଲ...

covid19
ଏଣିକି ଦୈନିକ ୧୦ହଜାର ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କରୋନା ଟେଷ୍ଟିଂ ସଂଖ୍ୟା। ରାଜ୍ୟରେ ଏଣିକି ଦୈନିକ ୧୦ହଜାର ଟେଷ୍ଟ କରାଯିବ। RT-PCRରେ ୭ହଜାର ଏବଂ ୩ହଜାର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଏହାସହ ଆଉ ୨ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଭଳି ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ...

railway
କରୋନା ମୁକାବିଲା ପାଇଁ ଭାରତୀୟ ରେଲୱେର ବଡ଼ ପଦକ୍ଷେପ; ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଏପରିକି ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ମଧ୍ୟ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଯାତ୍ରୀମାନଙ୍କର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଲୱେ ସ୍ୱତନ୍ତ୍ର କୋଚ୍ ନିର୍ମାଣ କରିଛି। ଏହି କୋଚରେ ଏମିତି କିଛି ସୁବିଧା ଅଛି,...

kampa
କାମ୍ପା ଫଣ୍ଡରେ ୫୯୨ କୋଟି ଟଙ୍କାର କେଳେଙ୍କାରୀ!

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଆତଙ୍କ, ହେଲେ ଆରପଟେ ଲୁଟ୍ ହେଉଛି ସରକାରୀ ଅର୍ଥ। କରୋନାର ଭୟାବହତା ମୁକାବିଲା ଭିତରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ଉଣ୍ଡି ସରକାରୀ ତହବିଲ୍‌ରୁ ହୋଇଛି ମହା ଲୁଟ୍। ଆମେ କହୁଛୁ ଜଙ୍ଗଲ ବିଭାଗର କାମ୍ପା ଫଣ୍ଡରେ ହୋଇଥିବା ଅନିୟମିତତା କଥା। ଯାହାର...

kulbhusan
କୁଲଭୂଷଣଙ୍କୁ ମିଳିଲା ଦ୍ୱିତୀୟ କୂଟନୈତିକ ସହାୟତା

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି କୂଟନୈତିକ ସହାୟତା ମିଳିଥିବା ଜଣାପଡ଼ିଛି। ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ କନସୁଲାର ଆକ୍ସେସ୍ ମିଳିଥିଲା। ଅର୍ଥାତ ଭାରତୀୟ ଦୂତାବାସର ଅଧିକାରୀ କୂଲଭୂଷଣଙ୍କୁ ଭେଟିବାର ସୁଯୋଗ ଦିଆଯାଇଥିଲା। ଭାରତୀୟ...

murder
ଅହଙ୍କାର ପାଇଁ ନୀରିହଙ୍କୁ ମର୍ଡର୍

ଖୋର୍ଦ୍ଧା: ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି। ନିହତ ପୂର୍ବରୁ ମୃତକ ବି ଜାଣୁନି, କାହିଁକି ତାକୁ ଆକ୍ରମଣ କରାଯାଉଛି, କିନ୍ତୁ ମୁଣ୍ଡ ଗଡ଼ିଛି। ଖୋର୍ଦ୍ଧା ଏନ୍ଏଚ୍ କଡ଼ ମଦ ବାର୍ କର୍ମଚାରୀ ହତ୍ୟାକାଣ୍ଡର ଏମିତି କିଛି ତଥ୍ୟ ଦେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସପି। ଆଭିଜାତ୍ୟର...

archer
କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ପ୍ରୋଟୋକଲ୍ ଭାଙ୍ଗିବା, ପାଇଲେ ଏମିତି ଦଣ୍ଡ

ମାଞ୍ଚେଷ୍ଟର୍: କୋଭିଡ୍ ପ୍ରୋଟୋକଲ ଉଲ୍ଲଙ୍ଘନ କରିବା ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କୁ ମହଙ୍ଗା ପଡ଼ିଛି। ୨୪ ବର୍ଷୀୟ ଏହି ଡାହାଣହାତୀ ପେସ୍ ବୋଲର କୋଭିଡ୍ ନିୟମ ଭାଙ୍ଗିବାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏବେ ତାଙ୍କୁ ପାଞ୍ଚଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ।...

pradeep
ପ୍ରଦୀପ ମାଝୀଙ୍କ ଟାର୍ଗେଟରେ ଗାନ୍ଧୀ ପରିବାର; ଜବାବ ରଖିଲେ ସୁର ଓ ତାରା

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ପାଇଁ ସୋନିଆ ଓ ରାହୁଲ ହିଁ ଦାୟୀ। ଓଟିଭିର ନ୍ୟୁଜ୍ ଆଟ୍ ନାଇନ୍ ବିତର୍କରେ ଭାଗ ନେଇ ଏଭଳି ବିସ୍ଫୋରକ ପ୍ରତିକ୍ରିୟା ଦେଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏବେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇଛି। ସେ କହିଛନ୍ତି ଯେ, ଯେଉଁମାନେ...

Congress-OR
କଂଗ୍ରେସକୁ ‘ଗାନ୍ଧୀ’ ଅଡୁଆ !

ଭୁବନେଶ୍ୱର (ପ୍ରସନ୍ନ ସାହୁ): କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନିଟି ପ୍ରମୁଖ ରାଜ୍ୟରେ ସରକାର ଗଢି କମ୍‌ବ୍ୟାକ୍‌ର ଆଭାସ ଦେଇଥିଲା କଂଗ୍ରେସ। ହେଲେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଓ ତା ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ କଂଗ୍ରେସର ପୁର୍ନଜୀବନ୍ୟାସ ନେଇ ଉଙ୍କୁରୁଥିବା ଆଶାକୁ...

tamil
କରାେନା ପ୍ରଭାବ; ସିନେମା ଛାଡ଼ି ଗ୍ରୋସରୀ ଦୋକାନ ଖୋଲିଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କରୋନା ଯୋଗୁ ପ୍ରାୟ ୪ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ୍ ଜାରି ରହିଛି। ଲକଡାଉନ୍ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଫିଲ୍ମ ବନ୍ଦ ରହିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡ଼ିତ କଳାକାର...

hakim2
ଭାରତର ମହାନ୍ ଫୁଟବଲର୍ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ ଭାରତର ପୂର୍ବତନ ଫୁଟବଲର୍ ସୟଦ ଶାହିଦ୍ ହକିମ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି। ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୮୧ ବର୍ଷୀୟ ହକିମ୍ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,...

jio5g
ଜିଓ ଲଞ୍ଚ୍ କରିବ ଦେଶର ପ୍ରଥମ ୫ଜି ନେଟୱାର୍କ

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ଆର୍‌ଆଇଏଲ୍)ର ୪୩ତମ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମେଡ୍ ଇନ୍ ଇଣ୍ଡିଆ ୫ଜି ସଲ୍ୟୁସନ୍ସ ସେବା ନେଇ ଘୋଷଣା କରିଛନ୍ତି, ଯାହା ଭାରତରେ ବିଶ୍ୱସ୍ତରୀୟ...

sanjay-jha
କଂଗ୍ରେସରୁ ସସ୍‌ପେଣ୍ଡ୍ ହେଲେ ସଞ୍ଜୟ ଝା

ମୁମ୍ବାଇ: ମହଙ୍ଗା ପଡ଼ିଲା ଦଳ ବିରୋଧୀ କାମ। ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି। Sanjay Jha has been suspended...

ir
ଭାରତୀୟ ରେଲୱେର ଆଉଏକ ଉପଲବ୍ଧି, ନିର୍ମାଣ ହେଉଛି ଦେଶର ପ୍ରଥମ କେବୁଲ୍ ବ୍ରିଜ୍

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ...

suresh
ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ସମାଜସେବା କରୁଛନ୍ତି ଏହି କ୍ରିକେଟରଙ୍କ ପତ୍ନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଫିଲ୍ଡର ସୁରେଶ ରାଇନା ନିଜର ଶାନ୍ତସ୍ୱଭାବ ଆଚରଣ ପାଇଁ ଖୁବ୍ ପରିଚିତ। ଗୋଟିଏ ପରେ ରାଇନା କ୍ରିକେଟ୍‌ ମଇଦାନରେ କମାଲ୍‌ କରୁଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ ସମାଜରେ ନିଜର ମହତ କାମ ପାଇଁ ସବୁବେଳେ ଚର୍ଚ୍ଚିତ ଥାନ୍ତି।...

bjp
ବିଜେପିର ୭୫ ନେତା କରୋନାରେ ଆକ୍ରାନ୍ତ!

ପାଟଣା: ବିହାରରେ କରୋନାଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ଏହି ମହାମାରୀ ବିଜେପି କାର୍ଯ୍ୟାଳୟରେ ଏଣ୍ଟ୍ରି ମାରିଛି। ବିହାରର ବିଜେପି ମୁଖ୍ୟାଳୟରେ କର୍ମକର୍ତ୍ତାଙ୍କ ସମେତ ୭୫ଜଣ ନେତା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସୋମବାର ମୁଖ୍ୟାଳୟର ପ୍ରାୟ ୧୦୦ ନେତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା।...

camera
ଫଟୋଗ୍ରାଫରଙ୍କ ୭୧ଲକ୍ଷ ଟଙ୍କାର କ୍ୟାମେରା ଆକୃତିର ଘର

ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ନିଜର ପ୍ରଫେସନାଲ କ୍ୟାରିଅରକୁ ନେଇ ଚିନ୍ତାରେ ଥାନ୍ତି। କେଉଁଭଳି ବର୍ତ୍ତମାନର ପ୍ରଫେସନକୁ ଛାଡ଼ି ଅନ୍ୟ ଏକ ପ୍ରଫେସନ ଆପଣାଇବେ ସେଥିପାଇଁ ଅସ୍ତବ୍ୟସ୍ତ ହୋଇଥାନ୍ତି। ଆଉ କିଛି ଲୋକ ନିଜ କାମକୁ ନେଇ ଖୁସିରେ ଥାନ୍ତି। ସେମାନେ ନିଜ କାମକୁ ଏତେ ଭଲ ପାଆନ୍ତି...

ramu
ଅପ୍‌ସରାଙ୍କ ପରେ ରାମୁଙ୍କ ଫିଲ୍ମରେ ଆଉଜଣେ ଓଡ଼ିଆ ଷ୍ଟାର୍

ଭୁବନେଶ୍ୱର: ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଖୋଦ୍ ରାମ ଗୋପାଳ...

sachin
ନୀରବତା ଭାଙ୍ଗିଲେ ସଚିନ୍ ପାଇଲଟ୍, ଏମିତି ଜବାବ ଦେଲେ

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୀତିକ ହାଇଡ୍ରାମା ମଧ୍ୟରେ ଏବେ ସଚିନ୍ ପାଇଲଟ୍ ନିଜର ଟ୍ୱିଟର୍ ପ୍ରୋଫାଇଲରେ ବଡ଼ ପରିବର୍ତ୍ତନ କରି କଂଗ୍ରେସକୁ ଜବାବ ଦେଇଛନ୍ତି। କଂଗ୍ରେସ ପାର୍ଟିରୁ ବରଖାସ୍ତ ହେବା ପରେ ସଚିନ୍ ପାଇଲଟ୍ ନିଜର ଟ୍ୱିଟର୍ ଆକାଉଣ୍ଟରୁ କଂଗ୍ରେସକୁ ହଟାଇ ଦେଇଛନ୍ତି। ପାଇଲଟ୍ ନିଜର ଟ୍ୱିଟର୍ ପ୍ରୋଫାଇଲରେ...