• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

traffic rules
କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ: ମୋଟା ଅଙ୍କର ଜରିମାନା ଗଣିଲେ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ ପୁରାପୂରି କଡ଼ାକଡ଼ି ହୋଇଛି। ଗତକାଲି ଠାରୁ ଏହି ଆଇନ୍‌ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯାଉଛି। ପ୍ରଥମ ଦିନରେ କେବଳ ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରୁ ୨ ଲକ୍ଷ ୧୩ ହଜାର...

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ସେପ୍ଟେମ୍ବର ମାସ ୨ତାରିଖ, ସୋମବାର, ସିଂହ ୧୭ଦିନ, ଭାଦ୍ରବ ମାସ, ଶୁକ୍ଳ ପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

encounter
ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ୍ ଆହତ

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର। ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍‌ ସହ ଗୁଳି ବିନିମୟରେ କୁଖ୍ୟାତ ଅପରାଧୀ ମୁସିମ୍‌ ଅଖତାର ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆଜି ଭୋର ୫ଟା ୨୦ ମିନିଟ୍‌ରେ ସିଟି ଷ୍ଟେସନ୍‌ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି। ସୂଚନା...

ganesh 1
ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା

ଭୁବନେଶ୍ୱର: ଆଜି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଗାଁରୁ ସହର ସବୁଠି ଚଳଚଞ୍ଚଳ। ଶଙ୍ଖ, ମନ୍ତ୍ର ପାଠରେ କମ୍ପି ଉଠୁଛି ବିଭିନ୍ନ ପୂଜା ମଣ୍ଡପ। ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପରେ ସାଜସଜ୍ଜା ଅତି ସୁନ୍ଦର ଭାବେ କରାଯାଇଛି। ସକାଳୁ ସକାଳୁ...

odisha
ପାର୍ବଣ ସମୟରେ ବସ୍‌ରୁ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ପାର୍ବଣ ସମୟରେ ବସ୍‌ମାନଙ୍କରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଥାନାକୁ ସତର୍କ କରାଯାଇଛି। ଗତକାଲି ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ବସ୍‌ମାନଙ୍କରୁ ବେଆଇନ ଚାନ୍ଦା ଆଦାୟ ବନ୍ଦ କରିବାକୁ ନେଇ...

ration
ଲାଗୁ ହେଲା ‘ଓ୍ୱାନ୍ ନେସନ୍, ଓ୍ୱାନ୍ ରାସନ୍‌ କାର୍ଡ’ ବ୍ୟବସ୍ଥା

ଭୁବନେଶ୍ୱର: ‘ଓ୍ୱାନ୍ ନେସନ୍, ଓ୍ୱାନ୍ ରାସନ୍‌ କାର୍ଡ’ ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି। ଏଣିକି ହିତାଧିକାରୀଙ୍କୁ ଆଉ ଗୋଟିଏ ରାସନ୍‌ ଦୋକାନରେ ବାନ୍ଧି ହୋଇ ରହିବାକୁ ପଡ଼ିବ ନାହିଁ। ରାଜ୍ୟର ଯେକୌଣସି ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରରୁ ହିତାଧିକାରୀମାନେ ରାସନ ନେଇ ପାରିବେ। ଯେଉଁଠି ରହିଲେ ବି ଗୋଟିଏ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।