• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
ଗୋଟିଏ ଟ୍ୱିଟ୍‌ . . . .! ରାତାରାତି କାଙ୍ଗାଳ ହୋଇଗଲେ ବିଲେନିୟର

ସାମାନ୍ୟ ଭୁଲ୍‌ ପାଇଁ ସମ୍ପତ୍ତି ହରାଇଲେ କୋଟିପତି ଶିଳ୍ପପତି ।

Special story
‘କ୍ରୋଧାନ୍ୱିତ ହୋଇ କହି ଦେଇଥିଲି . . .’ ! ମହାମହିମଙ୍କୁ ତାଚ୍ଛଲ୍ୟ କରି ବେଙ୍ଗଲ ମନ୍ତ୍ରୀଙ୍କ ସଫେଇ

ନନ୍ଦିଗ୍ରାମର ଏକ ଜନସଭାରେ ରାଷ୍ଟ୍ରପତିଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରିଥିଲେ ବେଙ୍ଗଲ ମନ୍ତ୍ରୀ ।

Special story
‘ମଡେଲିଂ ମୋହ ନାହିଁ ’ ! ଟଙ୍କା ପାଇଁ କର୍ତ୍ତବ୍ୟ ଛାଡ଼ିବେନି ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସ୍‌

ଟଙ୍କା ପାଇଁ ଛାଡ଼ିବିନି ପୋଲିସ୍‌ ଚାକିରି । ମୋ ବର୍ଦ୍ଦି ହିଁ ମୋ ସ୍ୱାଭିମାନ ।

Special story
ଟ୍ୱିଟର୍‌ କର୍ମଚାରୀଙ୍କୁ ଚେତାବନୀ ! ଅଫିସ୍‌ ଆସ, ନହେଲେ ଆମେ ବୁଝିବୁ, ଏହା ତୁମର ଇସ୍ତଫା ପତ୍ର

ଛୁଟି ଏବେ ସ୍ୱପ୍ନ । ୱର୍କ ଫ୍ରମ୍‌ ହୋମ୍‌କୁ ନା । ପ୍ରତି ସପ୍ତାହରେ ଏବେ ୮୦ ଘଣ୍ଟା କାମ କରିବାକୁ ପଡିବ ।

Special story
‘ନିଜ ମାଟି ଓଡ଼ିଶାକୁ ଆସି ମୁଁ ଆଜି ଆନନ୍ଦିତ ’

ନାଗରିକ ସଂବର୍ଦ୍ଧନା ଗ୍ରହଣ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

artillery gun
ଦେଶର ପ୍ରତିରକ୍ଷା ଇତିହାସରେ ପ୍ରଥମ ! ବିଦେଶକୁ ତୋପ ରପ୍ତାନୀ କରିବ ଭାରତ

ମେକ୍ ଇନ୍ ଇଣ୍ଡିଆକୁ ବଳ । ଘରୋଇ ସଂସ୍ଥା ଭାରତ ଫର୍ଜକୁ ଅର୍ଡର । ପ୍ରଥମଥର ସେନା ଉପକରଣ ରପ୍ତାନୀ କରିବ ଭାରତ ।

Special story
ବିକଟାଳ ହସ , ବିଦ୍ରୁପ ସଂଳାପ. . . ବରଗଡ଼ ଟାଉନ ହଲରେ କଂସ ଚରିତ୍ର ପାଇଁ ଫାଇନାଲ୍ ଅଡିସନ୍

ଅଭିନୟ ଚାତୁରୀ ଦେଖାଇଲେ ୪୩ ଜଣ ଆଶାୟୀ । ପୂର୍ବରୁ ସରିଛି ପାର୍ଶ୍ୱ ଚରିତ୍ର ପାଇଁ କଳାକାର ଖୋଜା

Lotus in G20 logo
ବିବାଦରେ ଜାତୀୟ ଫୁଲ ! ଜି-୨୦ ଲୋଗୋରେ ପଦ୍ମକୁ ନେଇ ରାଜନୀତି

ବିଜେପି କହିଛି ଦେଶର ଜାତୀୟ ଫୁଲ ହେଉଛି ପଦ୍ମ । ତେଣୁ ଦେଶରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ସଂଗଠନର ସମ୍ମିଳନୀରେ ପଦ୍ମ ଫୁଲକୁ ସ୍ଥାନ ଦିଆଯାଇଛି

Special story
ଲିଭ୍‌ ଇନ୍‌ ସମ୍ପର୍କ ପାଇଁ ଭୟଙ୍କର ସଜା ! ଶୁଣିଲେ ହୃଦୟ ଥରି ଉଠିବ . . .

ପ୍ରେମ ପାଇଁ ଯୁବକଙ୍କୁ ଏପରି ସଜା ମିଳିଛି ଶୁଣିଲେ ହୃଦୟ କମ୍ପି ଉଠିବ ।

Lalu Prasad Yadav
ଆରଜେଡି ସୁପ୍ରିମୋ ଲାଲୁଙ୍କୁ ମିଳିବ ନୂଆ ଜୀବନ ! ବାପାଙ୍କୁ କିଡନୀ ଦେବେ ଝିଅ ରୋହିଣୀ

ବାପାଙ୍କ କଷ୍ଟ ଯନ୍ତ୍ରଣା ସମୟରେ ଝିଅ ସାହା ହେବନି ତ କିଏ ହେବ ?

Non Stick Pan
ନନଷ୍ଟିକ୍‌ ପ୍ୟାନ୍‌ରେ ତିଆରି ଖାଦ୍ୟ ଶରୀର ପାଇଁ କାହିଁକି କ୍ଷତିକାରକ, ଜାଣନ୍ତୁ କାରଣ...

ଆପଣ ବି ନନଷ୍ଟିକ୍‌ ପ୍ୟାନ୍‌ରେ ରୋଷେଇ କରୁଛନ୍ତି କି ? ପଢ଼ି ନିଅନ୍ତୁ ଏହି ଖବର . .

Special story
ଭୋଳାବାବାଙ୍କ ଅପାର ମହିମା ! ଓଡ଼ିଶାର ଏପରି ଏକ ସ୍ଥାନ, ଯେଉଁଠି ମିଳେ ୩ ରୁ ୨୧ ଟିକିଆ ବେଲପତ୍ର

ବିଶ୍ଵାସ ରହିଛି ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି

Special story
ମହାପ୍ରସାଦରେ କ’ଣ ଖାଇଲେ ରାଷ୍ଟ୍ରପତି ?

ମହାପ୍ରସାଦ ଖାଇବା ସମୟରେ ଚକା ପକେଇ ତଳେ ବସି ମହାପ୍ରସାଦ ଖାଇଲେ ଦ୍ରୌପଦୀ ମୁର୍ମୁ ।

Droupadi Murmu
ଦର୍ଶନ ପୁସ୍ତିକାରେ ଭାବପୂର୍ଣ୍ଣ ଅନୁଭୂତି ବଖାଣିଲେ ରାଷ୍ଟ୍ରପତି

ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅଭିଭୂତ ହୋଇଛନ୍ତି ।

gold price
Today Gold Price- 9th Nov : ବଢ଼ିଲା ସୁନା ଦର ! ଗହଣା କିଣିବା ପାଇଁ ଚାହୁଁଥିଲେ, ଜାଣି ନିଅନ୍ତୁ ଆଜିର ମୂଲ୍ୟ . .

ବିବାହ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରତିଦିନ ସୁନା ଦର ପରିବର୍ତ୍ତନ ହେଉଛି ।

panchanga
Today Panchang 9th Nov 2022: ଆଜିର ଶୁଭ ମୁହୂର୍ତ୍ତ ଦେଖି ନିଅନ୍ତୁ . .

ସୌର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର । ଚନ୍ଦ୍ର – ମେଷ ପ୍ରାତଃ ୦୭/୫୮ ଗତେ ବୃଷ । ତିଥି- ପ୍ରତିପଦ ସନ୍ଧ୍ୟା ୦୫/୧୭ ଗତେ ୨ୟା । ଘାତ ଚନ୍ଦ୍ର- ମେଷ ପ୍ରାତଃ ୦୭/୫୮...

Special Story
ସ୍କୁଲ ପରିଚାଳନା ବୈଠକ ଲାଗି ସାମାଜିକ ବାସନ୍ଦ ହେଲେ ସାର୍‌

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌...

Making News
ଇୟା ସାଙ୍ଗରେ ଆସିଲେ ରାସ୍ତାରେ ଇଜ୍ଜତ ପଳାଇବ

ଆଇଲ ଆଇଲ ଦାନ୍ତଟାକୁ କାହିଁକି ନେଫେଡୋଉଛ? ଗାମୁଛା ଦେଇକି କଥା ହୁଅ...ସମୁଦୀ ଆପଣ କରନ୍ତି କଣ?

OTV News Fuse
ଏ କିଏ ରେ ନାରଣ . . . ନାଲିପାଣି ପିଇ ହାତ ଯୋଡ଼ୁଛନ୍ତି

ଆଲୋ ଇଏ କଣ? ସାନଭାଇ ହାତ ଯୋଡି ଭୁଲ ମାଗୁଛନ୍ତି, ହେଲେ ବଡଭାଇ କିଛି ଶୁଣୁନାହାନ୍ତି। ନାରଣରେ...ଇଏ କେମିତି କାନ୍ଦିଲେ କି ରାସ୍ତା ପୂରା ଓଦା?

Special Story
ପରକୁ ଆଲୁଅ ଦେବା ପାଇଁ…ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଲେ

ପଂଚାୟତ ଲୋକଙ୍କୁ ଆଲୁଅ ଦେବାକୁ ଯାଇ ନିଜ ପରିବାରକୁ କରିଦେଲେ ଅନ୍ଧାର। ଫ୍ୟୁଜ୍ ବାନ୍ଧୁ ବାନ୍ଧୁ ହରାଇଲେ ହାତ ଆଉ ଆଖି…ଦିବ୍ୟାଙ୍ଗ ପୁଅର ଅଧାରେ ଅଟକିଗଲା ଚିକିତ୍ସା…ଏବେ ସରକାରୀ ସହାୟତାକୁ ଅପେକ୍ଷା

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।