• translate
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

kashivishwanath
ଭୟ ସୃଷ୍ଟି କରୁଛି ସଂକ୍ରମଣ : କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା

ବାରାଣାସୀ : ଧର୍ମନଗରୀ ବାରାଣାସୀରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥର ପୂର୍ବାପେକ୍ଷା କମ  ସମୟ ମଧ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୀରେ ଧୀରେ ମନ୍ଦିର ଓ ମଠ ଉପରେ ପ୍ରଭାବ...

prasant
ବିଜେପି ହାତେଇବ ପଶ୍ଚିମବଙ୍ଗ ?

କୋଲକାତା : ଭାଙ୍ଗିବ କି ଟିଏମସି ଗଡ଼ ? ପଶ୍ଚିମବଙ୍ଗରେ ବିଜୟୀ ହେବ କି ଭାରତୀୟ ଜନତା ପାର୍ଟି ? ବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କ୍ଲ‍ବ ହାଉସ୍ ଆପ ଜରିଆରେ କିଛି ଭିଡ଼ିଓ ଜାରି କରିଛନ୍ତି...

baikuntha-dham
କରୋନାର ଭୟଙ୍କର ରୂପ : ଗୋଟିଏ ଆମ୍ବୁଲାନ୍ସରେ ବୁହା ହେଉଛି ୩ ଶବ, ଶ୍ମଶାନରେ ଲମ୍ବା ଲାଇନ୍

ଲକ୍ଷ୍ନୌ : ମହାମାରୀର ଭୟଙ୍କର ରୂପ । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି । ଶବକୁ ମିଳୁନି ଶ୍ମଶାନ । ଶବ ନେବାକୁ ଆମ୍ବୁଲାନ୍ସ ମିଳୁନି, ଗୋଟିଏ ଗୋଟିଏ ଆମ୍ବୁଲାନ୍ସରେ ୩ରୁ ଚାରିଟି ଶବ ବୁହା ହେଉଛି । କରୋନା ଜନିତ...

mrg
’ଏକୁଟିଆ ଜୀବନ ବିତାଇବା ଯନ୍ତ୍ରଣାଦାୟକ’ : ଜୀବନସାଥୀ ଖୋଜୁଛନ୍ତି ୭୩ ବର୍ଷୀୟ ମହିଳା

ମହୀଶୂର : ଜୀବନର ଶେଷ ସମୟରେ ଚାଲିଛି ଜୀବନସାଥୀ ଖୋଜା । ଭବିଷ୍ୟତର ଠିକଣା ନଥିବା ବେଳେ ଅତୀତର ଅଲିଭା ପୃଷ୍ଠାକୁ ଆଦରି ନୂଆ ଇତିହାସ ଲେଖିବାକୁ ଚାହାନ୍ତି ବୃଦ୍ଧ ମହିଳା । ଦୁନିଆରେ ଏକା ଏକା ଜୀବନ କାଟିକା ସତରେ ଅତି ଯନ୍ତ୍ରଣାଦାୟକ । କର୍ଣ୍ଣାଟକ ମହୀଶୂରରେ...

boudh
ଚାଷୀଙ୍କ ସଫଳତାର କାହାଣୀ : ରୋଜଗାର ଯୋଗାଉଛି ବାଡ଼ି କଲରା, ଦିନକୁ ତୋଳୁଛନ୍ତି ୧୦ କିଲୋ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କଲରା ଚାଷ ଦେଇଛି ପରିଚୟ। ବୌଦ୍ଧ ଜିଲ୍ଲାର ଜଣେ ଚାଷୀ ଜୈବିକ ପଦ୍ଧତିରେ କଲରା ଚାଷ କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଯୁବଚାଷୀ ରଶ୍ମୀ ରଞ୍ଜନ । ଏକ ଏକର ଜମିକୁ ସବୁଜ ରଙ୍ଗରେ ରଙ୍ଗୀନ...

child
ରିମୋର୍ଟ ପାଇଁ ୩ ବର୍ଷ ଝିଅର ଜୀବନ ନେଲା ମା’

ବେଙ୍ଗାଲୁରୁ:ସାମାନ୍ୟ ରିମୋର୍ଟ ପାଇଁ ପିଶାଚୀ ସାଜିଲା ମା’। ବାପାଙ୍କ ପକ୍ଷ ନେଉଥିବା କୁନି ଝିଅକୁ ତଣ୍ଟି ଚିପି ମାରିଦେଲା । ନିର୍ମାଣାଧୀନ କୋଠାରୁ ୩ ବର୍ଷିୟ ଝିଅର ମୃତ ଦେହ ମିଳିବା ପରେ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍। ପଶ୍ଚିମ ବେଙ୍ଗାଲୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ନିକଟରେ...

park
ପାର୍କ ପରି ସଜେଇ ହୋଇଛି ସରକାରୀ ସ୍କୁଲ : ଭଳି କି ଭଳି ଫୁଲ ଫୁଟିଛି, ପନିପରିବା ବି ଫଳିଛି

ସୁବର୍ଣ୍ଣପୁର: କରୋନା ବଦଳାଇଦେଲା ସ୍କୁଲର ଚିତ୍ର । ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ । ଶିକ୍ଷକଙ୍କ ପ୍ରୟାସ କ୍ରମେ ଶିକ୍ଷାନୁଷ୍ଠାନ ଏବେ ପାଲଟି ଯାଇଛି ମନୋରମ ଉଦ୍ୟାନ । ଭଳିକି ଭଳି ଫୁଟ ଫୁଟିଛି, ପନିପରିବା ବି ଫଳିଛି । ସ୍କୁଲ ପାଚେରୀରେ ଅଙ୍କା ହୋଇଛି ଆଖି...

puja
ପୂଜାଙ୍କ ସାଇକେଲରେ ବାଜିଲା ଗୁଳି : ଜୀବନ ସିନା ବଞ୍ଚିଗଲା, ୧୨ କିମି ଚାଲିଚାଲି ଯାଉଛନ୍ତି ସ୍କୁଲ

ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ।

rukuna
ସଂକ୍ରମଣ ଭୟ : ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ ।  ଏବର୍ଷ ବି ରୁକୁଣା ରଥ...

biggest-youtuber
ବୟସ ମାତ୍ର ୧୦ ବର୍ଷ : ମାସିକ ଆୟ ୧୮ କୋଟି

ଟେକ୍ସାସ : ବର୍ତ୍ତମାନ ଟଙ୍କା ଆୟ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି ଡିଜିଟାଲ ପ୍ଲାଟଫର୍ମ । ଫଟୋ, ଭିଡ଼ିଓ ପୋଷ୍ଟ କରି ବି ଟଙ୍କା ଆୟ କରିବା କଥା ବୋଧହୁଏ କେହି ଚିନ୍ତା କରିନଥିବେ । ଯାହା ଆଜିକାଲି ସମ୍ଭବ ହୋଇପାରିଛି । କେବଳ ଏତିକି ନୁହେଁ ପିଲା...

binika
ମାଗଣାରେ ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଦିବ୍ୟାଙ୍ଗ ଦୟାନିଧି ସାର

ଶରୀରରୁ ସିନା ଦିବ୍ୟାଙ୍ଗ, ହେଲେ ମନରୁ ପୂର୍ଣ୍ଣାଙ୍ଗ ଶିକ୍ଷାଦାନ ତାଙ୍କର ପେଶା ନୁହେଁ, ଏହା ତାଙ୍କ ନିଶା ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଚର୍ଚ୍ଚାରେ ସୁବର୍ଣ୍ଣପୁର ବିନିକା ଅରିଗାଁର ଦୟାନିଧି ନାଏକ ବିନିକା(ଦିଲ୍ଲୀପ ସାହୁ) : ଦିବ୍ୟାଙ୍ଗ ସାର୍ ଦୟାନିଧି ନାଏକଙ୍କୁ ଶତ ଶତ ପ୍ରଣାମ...

alwar
ପ୍ରେମ ପାଇଁ ସଜା : ଗ୍ୟାଙ୍ଗଷ୍ଟରକୁ ହୃଦୟ ଦେଇ ୨ ମାସ ଜେଲ ଦଣ୍ଡ ଭୋଗିଲେ ଡାକ୍ତରଙ୍କ ଅଲିଅଳି ଝିଅ

ଅଲୱର: ଗ୍ୟାଙ୍ଗଷ୍ଟରକୁ ପ୍ରେମ କରିବା ମହଙ୍ଗା ପଡ଼ିଲା । ଡାକ୍ତରଙ୍କ ଅଲିଅଳି ଝିଅକୁ ଦୁଇ ମାସ ଆଠ ଦିନ ଜେଲରେ ସଜା କାଟିବାକୁ ପଡ଼ିଲା । ଭୁଲରେ ଗ୍ୟାଙ୍ଗଷ୍ଟର ସହ ପ୍ରେକ ସମ୍ପର୍କ ଗଢ଼ି ଉଠିଥିବା କହିବା ପରେ ତାଙ୍କୁ ଜାମିନ ମିଳିଛି । ଗ୍ୟାଙ୍ଗଷ୍ଟର ପପଲା ଗୁର୍ଜରର...

buffaloes-saved-the-owne
ବାଘୁଣୀର ଶକ୍ତ ପଞ୍ଝାରେ ଫଶିଥିଲେ ମାଲିକ, ମଇଁଷି ପଲ ମିଶି ଦେଲେ ନୂଆ ଜୀବନ

ଭୋପାଳ : ମାଲିକକୁ ନୂଆ ଜୀବନ ଦେଲେ ମଇଁଷି ପଲ । ସ୍ନେହର ଋଣ ଜୀବନ ବଞ୍ଚାଇ ଶୁଝିଦେଲେ । ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ବାଘୁଣୀର ଶକ୍ତ ପଞ୍ଜାରୁ ମାଲିକଙ୍କୁ  ରକ୍ଷା କରିଛନ୍ତି ମଇଁଷି ପଲ । ବାଘଙ୍କ ଗଡ଼ କୁହାଯାଉଥିବା ବାନ୍ଧବଗଡ଼ ବ୍ୟାଘ୍ର୍ୟ ସଂରକ୍ଷଣ ଜଙ୍ଗଲରେ...

Corona
ପୁଣି ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ୧,୨୬,୭୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି ।  ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ...

beaten
ସଇତାନ ପାଲଟିଲା ସର୍ଦ୍ଦାର : କାମ କରିବାକୁ ଯାଇ ପାରିଲେନି ବୋଲି ଦୁଇ ନାବାଳକଙ୍କୁ ନିର୍ଦ୍ଧୁମ ପିଟିଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦେହ ଖରାପ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । କାମ କରି ପାରିବାକୁ ଯାଇପାରିଲେନି ବୋଲି ରାକ୍ଷସ ପାଲଟିଲା ମାଲିକ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ଯାତନା ପାଇବା ବଲାଙ୍ଗିର ଶ୍ରମିକ…

ଓଡ଼ିଆ ଝିଅ ସଙ୍ଗୀତା ମହାପାତ୍ର : ବାଙ୍ଗାଲୋରରେ ଟେକ୍ସଟାଇଲ୍ କମ୍ପାନୀ ମାଲିକ

ଓଡ଼ିଆ ଝିଅ। ପାଠ ପଢ଼ିଥିଲେ ବି-ଟେକ୍। ଏବେ ସେ ବାଙ୍ଗାଲୋରରେ ଜଣେ ସଫଳ ମହିଳା ଉଦ୍ୟୋଗୀ। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଟେକ୍ସଟାଇଲ୍ କମ୍ପାନୀ। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍...

corona
ପୂର୍ବାପେକ୍ଷା ଅଧିକ ଭୟଙ୍କର କରୋନା ଲହରୀ : ସଂକ୍ରମିତ ହେଉଛନ୍ତି ଶିଶୁ, ଯୁବଗୋଷ୍ଠୀ, ଗର୍ଭବତୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ପୂର୍ବାପେକ୍ଷା ଅଧିକ ଭୟଙ୍କର ରୂପ ନେଇଛି ।  ପ୍ରତିଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏହାର ପ୍ରମାଣ ଦେଉଛି । ଦେଶରେ ତଥା ରାଜଧାଦୀ ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଡାକ୍ତରମାନେ ଏନେଇ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି...

ନାକ ତଳକୁ ଖସି ଯାଇଥିଲା ମାସ୍କ : ପୁଅ ସାମ୍ନାରେ ବାପାଙ୍କୁ ଅତି ନୃଶଂସ ଭାବେ ମାଡ଼ ମାରିଲା ପୋଲିସ୍

ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ  ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ...

cbk mohanty
ସଂକ୍ରମଣ ରୋକିବାର ଏକ ମାଧ୍ୟମ ନାଇଟ୍ କର୍ଫ୍ୟୁ : କହିଲେ DMET ସିବିକେ ମହାନ୍ତି

ରାତିରେ କ୍ଲବ ଓ ପାର୍ଟିରେ ଗହଳି ରୋକିବାକୁ ନାଇଟ୍ କର୍ଫ୍ୟୁ ଦରକାର

MAHENDRA TANAYA
ଶୁଖିଲା ପଡିଛି ମହେନ୍ଦ୍ରତନୟା ନଦୀ : ପ୍ରଥମଥର ପାଇଁ ଶୁଷ୍କ ଯୋଗୁଁ ଚିନ୍ତାରେ ପାରଳାଖେମୁଣ୍ଡି ବାସିନ୍ଦା

ମହେନ୍ଦ୍ରତନୟାର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ଆଗକୁ ସ୍ଥିତି ଉତ୍କଟ ହେବା ସମ୍ଭାବନା ଗଜପତି(ଆଦର୍ଶ ଦାଶ): କଷ୍ଟ ଦେଉଛି ଶୁଖିଲା ନଈ । ପାରଳାଖେମୁଣ୍ଡି ସହରବାସୀ, ଗୋଷାଣି ଓ ରାୟଗଡ ବ୍ଲକର ଲାଇଫଲାଇନ୍ ମହେନ୍ଦ୍ରତନୟା ନଦୀ ଏବେ ଶୁଖିଲା ପଡିଛି । ଫଳରେ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।