• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

World Earth Day 2024 5 tips to save our earth
World Earth Day 2024: ନଷ୍ଟ ହୋଇଚାଲିଛି ପୃଥିବୀ ମା’; ରକ୍ଷା କରିବାର ୫ଟି ସରଳ ଉପାୟ

ମଣିଷର ଲୋଭ ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିଦେଇଛି, ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଜିକାଲି ଏକ ଆହ୍ୱାନ ହୋଇଯାଇଛି। ଆପଣ ଯଦି ପୃଥିବୀକୁ ରକ୍ଷାକରିବାକୁ ଚାହାଁନ୍ତି, ତେବେ ଆଜିଠାରୁ ନିଜେ ଏହିପରି ପାଞ୍ଚଟି ସହଜ କାର୍ଯ୍ୟ କରିବା ଆରମ୍ଭ...

viral video of a woman making round chapatti in unique style
Viral Video: ରୁଟି ଶୀଘ୍ର ହେବ ଆଉ ଗୋଲ୍ ବି ହେବ; ଦେଖନ୍ତୁ ଭାଉଜଙ୍କ ଏହି ନୂଆ ଉପାୟ

ଥରେ ଭାବନ୍ତୁ ଏଭଳି ଗରମରେ ଯିଏ ନିଆଁ ପାଖରେ ରହି ରୋଷେଇ କରୁଥିବ ତା’ର ଅବସ୍ଥା କ’ଣ ନ ହେଉଥିବ। ବିଶେଷକରି ରୁଟି ସେକିବା ବେଳେ ଅନେକ ସମୟ ଠିଆ ହେବାକୁ ପଡେ। ଏକ ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଜଣେ ଭାଉଜ କିପରି ଏକ ନୂଆ ଉପାୟରେ...

thalapathy vijay 20 year old movie re-released
ପ୍ରେକ୍ଷାଳୟରେ ନୂଆ ଫିଲ୍ମର ଅଭାବ ନାହିଁ; ଏବେ କାହିଁକି ରି-ରିଲିଜ୍ ହେଲା ବିଜୟଙ୍କ ୨୦ ବର୍ଷର ଏହି ଫିଲ୍ମ

ପ୍ରେକ୍ଷାଳୟରେ ଏବେ ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ପର୍ଯ୍ୟନ୍ତ ନୂଆ ଫିଲ୍ମର ଅଭାବ ନାହିଁ। ଏଠାରେ କିନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ସିନେମା ହଲ୍‌ରେ ପୁରୁଣା ଫିଲ୍ମ ରିଲିଜ୍ ହୋଇଛି। ଥଲାପତି ବିଜୟଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ପୁଣି ଥରେ ପ୍ରେକ୍ଷାଳୟରେ...

Sunny leone so excited to be part of this amazing Malayalam film
ବଲିଉଡ୍‌ରେ ମାନ୍ଦା ପଡିଗଲା ରୋଜଗାର; ଏବେ ସାଉଥ୍‌ମୁହାଁ ବୋଲ୍ଡ କ୍ୱିନ୍ ସନୀ ଲିଓନୀ

ଯେତେବେଳେ ସନୀଙ୍କ ଯାଦୁ ବଲିଉଡରେ କାମ କଲାନି, ସେ ଏଠୁ ଆଉ ଟଙ୍କା ରୋଜଗାର କରିପାରିଲେ ନାହିଁ, ତେଣୁ ସେ ରାସ୍ତା ବଦଳେଇବା ନେଇ ନିଷ୍ପତ୍ତି ନେଲେ। ବର୍ତ୍ତମାନ ସେ ଦକ୍ଷିଣ ସିନେମା ଆଡକୁ ମୁହାଁଇଛନ୍ତି।

Fighting Thalassemia With Yoga And Meditation
Health Tips: ଆପଣଙ୍କ ପିଲା ଥାଲାସେମିଆରେ ପୀଡିତ କି… ଜାଣନ୍ତୁ ସେମାନଙ୍କୁ ସୁସ୍ଥ କରିବାର ଯୋଗ ଟିପ୍ସ

ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଜଣାଯାଏ। ଏଭଳି ସମସ୍ୟାରେ ପୀଡିତ ପିଲାମାନଙ୍କର ବାପାମାଆ ସାରା ଜୀବନ ଚିନ୍ତାରେ ଥାଆନ୍ତି। ତେବେ ଏଭଳି ସନ୍ତାନର ପିତାମାତା ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରିବା ନେଇ ଏହି ଉପାୟ ଜାଣିବା ଉଚିତ।

Son surprised father with upsc 2023 result in his office
Viral Video: UPSC ପାଇବା ପରେ ବାପାଙ୍କ ଅଫିସ୍‌କୁ ଗଲେ, କହିଲେ ବଡ଼ ଅଫିସର୍ ଆସିଲେ ଠିଆହେବା କଥା ନା ନାହିଁ…

ୟୁପିଏଏସ୍‌ସି(UPSC) ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ୨୦୨୩ ପାଶ୍‌ ଖବର ତାଙ୍କ ବାପାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଇ ଆଶ୍ଚର୍ଯ୍ୟ କରିଛନ୍ତି । ଏପ୍ରିଲ୍ ୧୮ରେ ଏହା ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ କ୍ୟାମେରାରେ କଏଦ ହୋଇଥିବା ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତ ସୋସିଆଲ ମିଡିଆରେ ଜମେଇକି ଭାଇରାଲ୍‌ ହେଉଛି।

Northern Railway Group D Recruitment apply for 38 posts
Northern Railway Recruitment: ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ସୁଯୋଗ ନେବେ

ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ର ଖାଲି ପଦବୀ ପୂରଣ ହେବ। ଏନେଇ ଉତ୍ତର ରେଳବାଇ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ଦଶମ ପାଶ୍‌ କରିଥିବା ଯୁବକମାନେ ଏହାର ସୁଯୋଗ ନେଇପାରିବେ।

These 5 things make your face as cool as ice in summer
Skin Care Tips: ଗ୍ରୀଷ୍ମର ତାତିରୁ ମୁହଁକୁ ଥଣ୍ଡା ରଖିବା ନେଇ ଜାଣନ୍ତୁ ୫ ଘରୋଇ ଟିପ୍ସ

ପ୍ରବଳ ସୂର୍ଯ୍ୟ ତାପ ସାଙ୍ଗକୁ ଝାଞ୍ଜିରେ ଚର୍ମରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ତେବେ ଆଜି ଆମେ ଆପଣଙ୍କୁ କିଛି ଘର ତିଆରି ଫେସ୍ ପ୍ୟାକ୍ ବିଷୟରେ କହିବୁ, ଯାହା ଗ୍ରୀଷ୍ମ ସମୟରେ...

Railway Ministry Recruitment apply for 452 posts
Railway Ministry Recruitment: ଗ୍ରାଜୁଏସନ୍‌ କରିଥିଲେ ରେଳ ମନ୍ତ୍ରଣାଳୟରେ ସବ୍-ଇନ୍ସପେକ୍ଟର ପଦବୀ ପାଇଁ କରିପାରିବେ ଆବେଦନ

ରେଳ ମନ୍ତ୍ରଣାଳୟରେ ଚାକିରି ପାଇବାକୁ ଅନେକ ଯୁବକଙ୍କର ମଧ୍ୟ ସ୍ୱପ୍ନ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ଭିତରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Actress saba azad got strong abs by eating roti with ghee
ଆବ୍ସ ଦେଖାଇଲେ ହ୍ରିତିକଙ୍କ ପ୍ରେମିକା ସବା ଆଜାଦ; ସେଲିବ୍ରେଟିମାନେ ଦେଖି ବି ଆଶ୍ଚର୍ଯ୍ୟ

ସବା ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ହ୍ରିତିକ ରୋଶନଙ୍କ ସହ ପୋଜ୍ ଦେଇ ନୁହେଁ ବରଂ ନିଜର ଏକ ଫଟୋ କାରଣରୁ ସେ ଖବରରେ ଅଛନ୍ତି। ଏହି ଫଟୋରେ ସେ ତାଙ୍କ ଆବ୍ସ ଦେଖେଇଛନ୍ତି।

Bajrangi Bhaijaan 2 script ready now salman khan clearance is awaited
‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ; କଥା ଅଟକିଛି କେବଳ ସଲମାନଙ୍କ ପାଖରେ

ଭାଇଜାନଙ୍କ ପ୍ରଶଂସକମାନେ ଖୁବ୍ ଶୀଘ୍ର ତାଙ୍କୁ ପରଦାରେ ‘ବଜରଙ୍ଗୀ ଭାଇଜାନ ୨’ ଭାବେ ଦେଖିବେ। କୁହାଯାଉଛି ଯେ ‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି ଏବଂ ବର୍ତ୍ତମାନ କେବଳ ସଲମାନ ଖାନଙ୍କ ମୁହଁରୁ ହଁ ଶୁଣିବା ବାକି ଅଛି। ଏହା ପରେ ହିଁ ଆଗକୁ ପ୍ରସ୍ତୁତି ଆରମ୍ଭ...

Never do these parenting mistakes with an angry child
Parenting Tips: ପିଲାଟି ରାଗିଥିବା ବେଳେ କରୁଛନ୍ତି କି ଏହି ୬ଟି ଭୁଲ୍; ହୋଇପାରେ ଖୁବ୍ ଅସୁବିଧା

ଆପଣ ଜାଣନ୍ତି କି ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ ନ କରିବେ? ଏହି ସମୟରେ ଅନେକ ବାପାମାଆ ୬ଟି ଭୁଲ୍ କରିଥାନ୍ତି। ଆସନ୍ତୁ ସେସବୁ ଜାଣିନେବା।

East Coast Railway Bhubaneswar Recruitment
East Cost Railway Recruitment: ଭୁବନେଶ୍ୱରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଦରମା ୭୦ ହଜାର ପରେ

ଓଡ଼ିଶାରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଇଷ୍ଟ୍ କୋଷ୍ଟ୍ ରେଲ୍‌ୱେ(ECoR) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରତ୍ୟେକ ଭାରତୀୟ ନାଗରିକ ଏନେଇ ଆବେଦନ କରିପାରିବେ।

How to shutdown pc or laptop using keyboard
ସ୍ମାର୍ଟ ହେବା ପାଇଁ ଜାଣନ୍ତୁ କମ୍ପ୍ୟୁଟର ବନ୍ଦ କରିବାର ୫ଟି ସହଜ ଉପାୟ

ସାଧାରଣତଃ ଅଧିକାଂଶ ଲୋକ ସେଟିଂକୁ ଯାଇ ସେମାନଙ୍କ ସିଷ୍ଟମକୁ ବନ୍ଦ କରନ୍ତି। ଅଧିକାଂଶ ଲୋକ କିନ୍ତୁ ସିଷ୍ଟମ ବନ୍ଦ କରିବାର ସର୍ଟକଟ୍ କୀ ଜାଣି ନାହାନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସର୍ଟକଟ୍ କୀ ସାହାଯ୍ୟରେ ସେମାନଙ୍କ ସିଷ୍ଟମ ବନ୍ଦ କରନ୍ତି।

Polling officer isha arora viral photo on social media
Viral Video: ଭାଇରାଲ୍ ହେଲେ ପୋଲିଂ ଅଫିସର୍; ସୌନ୍ଦର୍ଯ୍ୟକୁ ଦେଖି ଲୋକେ ପାଗଳ

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍‌ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।

Mukesh khanna slams zeenat aman on her statement of live in relationship
ଜୀନତ୍ ଅମାନ୍‌ଙ୍କ ଲିଭ୍-ଇନ୍ ରିଲେସନ୍‌ସିପ୍ ମନ୍ତବ୍ୟକୁ ନେଇ ମୁକେଶଙ୍କ କଡା ଜବାବ; କହିଲେ...

ଜୀନତ ଅମାନ୍‌ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍‌ସିପ୍‌କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍‌ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।

pushpa-2 makers earns 200 crores from first distribution deal
Broke Records: ରେକର୍ଡ ଭାଙ୍ଗୁଛି 'ପୁଷ୍ପା ୨'; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

ସାଟେଲାଇଟ୍ ଠାରୁ ଡିଜିଟାଲ୍ ଅଧିକାର ପର୍ଯ୍ୟନ୍ତ ମଧ୍ୟ ଆଶା କରାଯାଉଥିବା ମୂଲ୍ୟରୁ ଅଧିକରେ ବିକ୍ରି ହେଉଛି 'ପୁଷ୍ପା ୨'। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ଏତେ କୋଟି ଟଙ୍କା ଦେଇଛନ୍ତି।

Basantika Dassahara Tens sins of human
Basantika Dassahara 2024: ମାନବର ଦଶପାପ ହରଣ କରୁଥିବାରୁ ସେ ଦଶହରା; ଏହି ଦଶ ପାପ କ’ଣ

ବାସନ୍ତୀ ଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ। ଏହା ହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ। ‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା। ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇ ଆସୁଛି।

If there is a drain in the south-west of the house, there is danger
Vastu Tips: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଜଳ, ବାୟୁ ଓ ପ୍ରକୃତିର ସମସ୍ତ ଶକ୍ତିମାନଙ୍କର ସମନ୍ୱୟ ଓ ଭାରସାମ୍ୟରେ ମନୁଷ୍ୟ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ଧନ ଓ ସମୃଦ୍ଧି ଲାଭ କରିଥାଏ। ଜଳ ହେଉଛି ଧନର କାରଣ। ଏଣୁ ଜଳ ଉତ୍ସ ବା ନଳକୂପ, କୂପ ଆଦିର ସ୍ଥାନ ଠିକ ଭାବରେ ରହିବା ଦରକାର, ନ...

Sudasha Brata which ten name of Mahalaxmi are important in this Brata
Sudasha Brata 2024: ଆପଣ ପ୍ରଥମ ଥର ସୁଦଶା ବ୍ରତ କରୁଛନ୍ତି କି… ଜାଣନ୍ତୁ ମହାଲକ୍ଷ୍ମୀଙ୍କ କେଉଁ ନାମ ଧରି ବ୍ରତରେ ପକେଇବେ ୧୦ ଗଣ୍ଠି

ଉତ୍କଳୀୟ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଆସନ୍ତୁ ଏହାର ବିଧି-ବିଧାନ ଜାଣିନେବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।