• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

South East Central Railway Recruitment
Railway Recruitment: ରେଳବାଇରେ ପୂରଣ ହେବ ୧୧୧୩ ପଦବୀ; ଦଶମ ପାଶ ପିଲା ନେବେ ସୁଯୋଗ

ଅଧିକାଂଶ ଶିକ୍ଷିତ ପ୍ରାର୍ଥୀ ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ପ୍ରାୟ ଦଶମ ପାଶ୍ ପରେ ପରେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦିଅନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

Hindu social tradition and scientific reasons behind it
Hindu Tradition: କାହିଁକି ଦୁଇ ହାତ ଯୋଡି ନମସ୍କାର କରାଯାଏ, ଗୁରୁଜନଙ୍କ ପାଦ ସ୍ପର୍ଶ କରାଯାଏ

ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା...

6 things every daughter needs from her father
Parenting Tips: ନା ସୁନା ନା ହୀରା, ପ୍ରତ୍ୟେକ ଝିଅ ବାପାଙ୍କ ଠାରୁ ଏହି ୬ଟି ଜିନିଷ ଚାହାନ୍ତି

ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା...

Sonakshi sinha dances on tilasmi bahein song
ସୋନାକ୍ଷୀ ସିହ୍ନାଙ୍କ ଜଲ୍‌ୱା: ଘାତକ ଲୁକ୍ସ ଦେଲେ, ନିଶାରେ ଝୁମେଇଲେ

ସୋନାକ୍ଷୀ ସିହ୍ନା ‘ତିଲ୍‌ସ୍ମୀ ବାହେଁ ’ ଗୀତରେ ନାଚୁଥିବାବେଳେ ତାଙ୍କ ଘାତକ ଲୁକ୍‌କୁ ଦେଖାଉଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଏହି ଗୀତକୁ ସଞ୍ଜୟ ଲୀଲା ଭନ୍‌ସାଲୀ ରଚନା କରିଛନ୍ତି।

AAI Junior Excutive Recruitment Apply Online For 490 Posts
AAI Junior Excutive Recruitment: AAIରେ ପୂରଣ ହେବ ୪୯୦ ପଦବୀ; ଦରମା ୧.୪ଲକ୍ଷ ଟଙ୍କା

ବିମାନ ସେବାରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି ଏଭଳି କିଛି ଲକ୍ଷ ରଖିଛନ୍ତି ତେବେ ସୁଯୋଗ ଆପଣଙ୍କ ପାଖରେ। ଏହି ସୁଯୋଗ ନେଇଆସିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)। ଏନେଇ AAI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

Karisma kapoor wedding video viral on social media
Viral Video: ଏମିତି ହୋଇଥିଲା କରିସ୍ମାଙ୍କ ବିବାହ; ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ

ଯେତେବେଳେ କରିସ୍ମା କପୁର ୨୦୦୩ ରେ ବିବାହ କରିଥିଲେ, ସେତେବେଳେ ମଧ୍ୟ ବଡ ବଡ କଳାକାରମାନେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ବିବାହରେ ମୌଜ କରିଥିଲେ। ବର୍ତ୍ତମାନ କରିସ୍ମା କପୁରଙ୍କ ବିବାହର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ବିବାହରେ ଯୋଗଦେଇଥିବା ବଲିଉଡ୍‌ ତାରକାମାନେ ଏଥିରେ...

How to use curry leaves for hair growth
Hair Care Tips: ଭୃସଙ୍ଗ ପତ୍ରର କମାଲ; ବ୍ୟବହାର କରିବାର ୪ ଉପାୟ; ଚୁଟି ହେବ ଲମ୍ବା, ମୋଟା, ଚକ୍‌ଚକ୍

ଲମ୍ବା, ମୋଟା ଏବଂ ଚକଚକିଆ ଚୁଟି କେବଳ ଆକର୍ଷଣ ପ୍ରଦାନ କରେନି, ବରଂ ଏହା ସ୍ୱାସ୍ଥ୍ୟର ପ୍ରତୀକ ମଧ୍ୟ। ଯଦି ଆପଣଙ୍କ ଚୁଟିରେ ପର୍ଯ୍ୟାପ୍ତ ପୋଷଣ ନାହିଁ, ଏହା ଦୁର୍ବଳ ହୋଇପାରେ ଏବଂ ଛିଡିବା ଆରମ୍ଭ କରିପାରେ। ତେଣୁ, ଚୁଟିର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଯତ୍ନ ନେବା ଏବଂ...

A warm shower before bed can help you sleep better
ରାତିରେ ଭଲ ନିଦ ହେଉନି କି… ଏହି ସମସ୍ୟା ଦୂର କରିବ ଉଷୁମ ପାଣିର ସ୍ନାନ

ଅନେକ ସୁଖ ନିଦ୍ରା ପାଇବା ପାଇଁ ନିଦ ବଟିକା ମଧ୍ୟ ଖାଆନ୍ତି। ଏହା କିନ୍ତୁ ଶରୀର ପାଇଁ ନକରାତ୍ମକ ପ୍ରଭାବ ପକାଇଥାଏ। ଏମିତି କିଛି ଉପାୟ ମଧ୍ୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବିନା ଖର୍ଚ୍ଚରେ ସୁଖ ନିଦ୍ରା ମିଳିପାରେ। ଏହା ହେଉଛି ଶୋଇବା ପୂର୍ବରୁ ଉଷୁମ ପାଣିରେ...

Weird drinks in the world snake wine aragog cocktail
ଏମିତି ମଦକୁ ସାବଧାନ! ମାଙ୍କଡସା-ସାପ ବିଷରୁ ହେଉଛି ତିଆରି; ମିଶୁଛି ନାଭି ମଇଳା

ଆଜି ଆମେ ଆପଣଙ୍କୁ ଦୁନିଆର ୫ଟି ଅଜବ ଡ୍ରିଙ୍କ୍ସ ବିଷୟରେ କହିବାକୁ ଯାଉଛୁ। ଏହି ଡ୍ରିଙ୍କ୍ସଗୁଡିକ ମଧ୍ୟରୁ କେତେକ ଏତେ ଅଦ୍ଭୁତ ଯେ ସେଗୁଡ଼ିକ ବିଷୟରେ ଜାଣିବା ପରେ, ଆପଣ ସେଗୁଡିକୁ ପିଇବା ତ ଦୂରର କଥା, ଦେଖିବାକୁ ମଧ୍ୟ ପସନ୍ଦ କରିବେ ନାହିଁ।

OSSC Recruitment Apply Online For more than 600 Posts
OSSC Recruitment: OSSC ମାଧ୍ୟମରେ ଓଡ଼ିଶାରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୬୦୦ରୁ ଅଧିକ ପଦବୀ ପୂରଣ ହେବ।

The great Indian kapil Sharma new episodes promo went viral
Viral Video: ଦମଦାର ସହ ଫେରିଛନ୍ତି କପିଲ ଶର୍ମା; ଜମୁଛି 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'

କମେଡିର ବାଦଶାହା କପିଲ ଶର୍ମା ତାଙ୍କର ନୂଆ ଶୋ’ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସହିତ ଫେରିଛନ୍ତି। ଏଥର କପିଲ ପୂର୍ବ ଅପେକ୍ଷା ଅଧିକ ଦମଦାର ସହ ଦର୍ଶକଙ୍କ ପାଖକୁ ଆସିଛନ୍ତି। ମାର୍ଚ୍ଚ ୩୦ରେ ନେଟ୍‌ଫ୍ଲିକ୍ସରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ପ୍ରଥମ ଏପିସୋଡ୍ ପ୍ରସାରିତ...

When fever of love rises these 5 symptoms appear
Relationship Tips: ପାଞ୍ଚଟି କାରଣ ଜଣେଇଦେବ ଜଣେ ପ୍ରେମରେ ପଡିଛି କି ନାଇଁ

ଯଦି ପ୍ରେମରେ ସବୁକିଛି ଠିକଠାକ ନ ରୁହେ ସେତେବେଳେ ଚାପ, କ୍ରୋଧ ଏବଂ ନିରାଶା ମନକୁ ଭାଙ୍ଗିବା ଆରମ୍ଭ କରେ। ସେହି ସମୟରେ ଯାହା ଅନୁଭବ ହୁଏ, ତାହା ପ୍ରେମର ଜ୍ୱର ବୋଲି କୁହାଯାଏ। ତେବେ ଜଣେ ପ୍ରେମ ଜ୍ୱରରେ ଇଡିତ କି ନାହିଁ କିପରି ଜାଣିବେ? ଆସନ୍ତୁ...

symptoms and home treatment of kidney stones
Health Tips: କିଡ୍‌ନୀ ଖରାପ ହେବା ପୂର୍ବରୁ ଶରୀର ଦିଏ ଏମିତି ସଂକେତ; ତୁରନ୍ତ ହୋଇଯାଆନ୍ତୁ ସଜାଗ

ଡାକ୍ତରୀ ବିଶେଷଜ୍ଞଙ୍କ ମତରେ ଆଜିକାଲି କିଡ୍‌ନୀରେ ଷ୍ଟୋନ୍ ଯୁବପିଢିଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଯାଉଛି। ଏଠାରେ ଏହି ରୋଗ ମୁଖ୍ୟତଃ ଦୈନନ୍ଦିନ ଖାଇବା-ପିଇବା ଅଭ୍ୟାସ ହେତୁ ଆମ ଶରୀରରେ ରାସାୟନିକ ଅସନ୍ତୁଳନ ହେତୁ ହୋଇଥାଏ।

OSSC ATO Recruitment 2024 Apply For 250 Assistant Training Officer Post
OSSC ATO Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାରରୁ ଅଧିକ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଫିସର୍ ପଦବୀ ପୂରଣ ହେବ।

neetu kapoor talks about riddhima kapoor wedding
ନୀତୁ କପୁରଙ୍କ ଖୁଲାସା; ଝିଅ ବାହାଘର ବେଳେ ସଲମାନ ଖାନଙ୍କ ଯୋଗୁଁ ହୋଇଥିଲା ଏମିତି ଅବସ୍ଥା

ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍‌ଙ୍କୁ ବାର୍ ଆଟେଣ୍ଡାଣ୍ଟ୍‌ କରାଯାଇଥିଲା?

April Fool Day 2024 History why we celebrate april fool day
April Fool Day 2024: କିଏ-କେବେ ପ୍ରଥମେ ଆରମ୍ଭ କଲେ ଏପ୍ରିଲ୍ ଫୁଲ୍; କ’ଣ ଏହା ପଛର କାରଣ…

ସମଗ୍ର ବିଶ୍ୱରେ ଏପ୍ରିଲ୍ ୧କୁ ‘ଏପ୍ରିଲ୍ ଫୁଲ୍ ଦିବସ’ ଭାବେ ପାଳନ କରାଯାଏ। ପ୍ରଥମରୁ ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଦିନ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଅନ୍ୟ ଦେଶମାନେ ମଧ୍ୟ ଏହି ଦିନ ପାଳନ କରିବାକୁ ଲାଗିଲେ।

Health benefits and side effects of drumsticks
Health Tips: କୋଷ୍ଠକାଠିନ୍ୟରୁ ତୁରନ୍ତ ମୁକ୍ତି ଦେବ ସଜନା ଛୁଇଁ; ଜାଣନ୍ତୁ କେଉଁମାନେ ଖାଇବେ ନାହିଁ

ସଜନା ଛୁଇଁ ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିପାରେ। ସଜନା ଛୁଇଁ କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର। କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ।

For long lasting relation never make these behavior mistakes
Relationship Tips: ପାର୍ଟନର୍ ସହ ଡେଟିଂ ସମୟରେ କରୁଛନ୍ତି କି ଏହି ୬ ଭୁଲ୍… ଦୂରେଇ ରୁହନ୍ତୁ; ନ ହେଲେ ଭାଙ୍ଗିପାରେ ସଂପର୍କ

ଏକ ନୂଆ ସଂପର୍କ ଗଢିବା ଏତେ ସଜହ ନୁହେଁ। ଯଦି ଗଢିହୋଇଯାଏ, ଏହାକୁ ସ୍ଥିର ରଖିବା ଆହୁରି କଷ୍ଟକର। ତେବେ ଏନେଇ ଅନେକ ଜିନିଷକୁ ଧ୍ୟାନରେ ରଖିବାକୁ ହୋଇଥାଏ। ସାମାନ୍ୟ ଭୁଲ୍‌ଟିଏ ମଧ୍ୟ ଏକ ଗଭୀର ସଂପର୍କକୁ ମୁହୂର୍ତ୍ତକରେ ଭାଙ୍ଗିଦେଇପାରେ।

Kangana Ranaut launched her campaign for the Lok Sabha election 2024
ଲୋକସଭା ନିର୍ବାଚନ ପାଇଁ କଙ୍ଗନାଙ୍କ ଅଭିଯାନ; କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍

ହିମାଚଳ ପ୍ରଦେଶର ମଣ୍ଡିରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଙ୍ଗନା ରାଣାୱତ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସ ନେତୃତ୍ୱକୁ ନେଇ ଟାର୍ଗେଟ୍ କରୁଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ କଙ୍ଗନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା ପ୍ରକାଶ କରିଛନ୍ତି।

jay bhanushali wore maxi to make his daughter laugh
Viral Video: ହ୍ୟାଣ୍ଡସମ୍ ହଙ୍କ୍‌ ଜୟ ଭାନୁଶାଲିଙ୍କ ଏ କି ଅବତାର… କାହିଁକି ପିନ୍ଧିଲେ ମ୍ୟାକ୍ସି…

ଜୟ ଭାନୁଶାଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଢେର ହସଉଛି। ଏହି ଭିଡିଓରେ ଜୟ ଭାନୁଶାଲି ଗୋଲାପୀ ମ୍ୟାକ୍ସି ପିନ୍ଧି ଘରେ ବୁଲୁଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଯେତେବେଳେ ତାଙ୍କ ପିଲାମାନେ ତାଙ୍କୁ ଏମିତି ଅବସ୍ଥାରେ ଦେଖି ନେଇଛନ୍ତି ସେ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।