• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rain in winter
ଆସନ୍ତାକାଲି ଯାଏଁ ଲାଗି ରହିବ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତାକାଲି ଯାଏଁ ଲାଗି ରହିବ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ। ଏଭଳି ପାଗର ପ୍ରଭାବ ଆହୁରି ୨୪ ଘଣ୍ଟା ଯାଏ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୦ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ଏପଟେ...

jeje
କୁଆଡ଼େ ଯାଇଛି ମାଆ ? କେବେ ଫେରିବ ?

ଯାଜପୁର/ଭୁବନେଶ୍ୱର  : “ମାଆ କୋଉଠି ଜେଜେ? କୁଆଡ଼େ ଯାଇଛି ? କେବେ ଫେରିବ?” ସାଢ଼େ ତିନି ମାସ ଧରି କୁନି ଝିଅଟି ତା’ ମାଆକୁ ଏମିତି ଖୋଜୁଛି। ଆଉ ଯେତେବେଳେ ମାଆ କଥା ମନେପଡ଼ୁଛି ସଙ୍ଗେ ସଙ୍ଗେ ଜେଜେବାପାଙ୍କୁ ଏମିତି ପଚାରୁଛି। ହେଲେ ଅସହାୟ ଜେଜେବାପା। ନାତୁଣୀ ପ୍ରଶ୍ନର...

duplicate doctor
ଚର୍ଚ୍ଚାରେ ସ୍ୱାସ୍ଥ୍ୟସେବା : ମିଛ ଡାକ୍ତରଙ୍କ ଜାଲରେ ଗାଁ ମଣିଷ

ସୁନ୍ଦରଗଡ଼ /କଟକ : ଆଣ୍ଠୁଗଣ୍ଠି ରୋଗୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ୍।  ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ,ହେଲେ ନିଜକୁ ଆୟୁର୍ବେଦିକ୍ ଡାକ୍ତରର ପରିଚୟ ଦେଇ ସୁନ୍ଦରଗଡ଼ ଗାଁ ଗହଳିରେ ଏମିତି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଜଣେ କରିତ୍‌କର୍ମା ଡାକ୍ତର। ଛତିଶଗଡ଼ରୁ ଆସି ନିପଟ ମଫସଲ ଗାଁରେ ନକଲି...

dancer
ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ଆଇଟମ ଡ଼୍ୟାନସକୁ ନେଇ ଝଡ଼

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ଲଭଲିଙ୍କ ଅଶ୍ଲୀଳ ଆଇଟମ ଡ୍ୟାନ୍ସକୁ ନେଇ ଝଡ଼। ନାରୀ ସୁରକ୍ଷା ମଞ୍ଚ ମହିଳା ସଂଗଠନ ଅଶ୍ଲୀଳ ନୃତ୍ୟକୁ ଆଜି ଜୋରଦାର ବିରୋଧ କରିଛି । ଖଣ୍ଡଗିରିକୁ ଯାଇ ଯାତ୍ରା ଆୟୋଜକଙ୍କୁ ତାଗିଦ କରିବା ସହ କଳିଙ୍ଗ ଗଣନାଟ୍ୟ ଏଥିରୁ ନିବୃତ୍ତ ରହିବାକୁ ଆୟୋଜକଙ୍କୁ...

chilik a6
ପୁଣି ଚିଲିକାରେ ଅଘଟଣ ; ମଝି ହ୍ରଦରେ ଅଟକି ରହିଛି ଭସାପୋଲ

କୃଷ୍ଣ ପ୍ରସାଦ : ପୁଣି ଚିଲିକାରେ ଅଘଟଣ । ମଝି ହ୍ରଦରେ ଫସି ଅଟକି ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଭସାପୋଲଟି ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି।  ଭସାପୋଲରେ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଛନ୍ତି । ପୋଲରେ ଗୋଟିଏ ବସ୍ ସହ...

student
+୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଲେ ଅଭିଭାବକ ସଂଘ

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ। +୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଛି ଅଭିଭାବକ ସଂଘ। ଦୁଇ ବିଧାୟକ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ।...

train
ଖୋର୍ଦ୍ଧା-କେନ୍ଦୁଝରଗଡ଼ ପାସେଞ୍ଜର ହେବ ମେମୁ ଟ୍ରେନ୍‌

ଭୁବନେଶ୍ୱର : ରାଜ୍ୟର ମେମୁ ଟ୍ରେନ୍‌ ସେବାକୁ ବୃଦ୍ଧି କରାଯାଇଛି। ପୁରୀ-ଅନୁଗୋଳ ଯାଉଥିବା ମେମୁ ଟ୍ରେନର ବଗି ସଂଖ୍ୟାକୁ ବଢ଼ାଯାଇଛି। ଆସନ୍ତା ୧୧ ତାରିଖରୁ ପୁରୀ-ଅନୁଗୋଳ ମେମୁରେ ୧୬ଟି ବଗି ରହିବ। ଯାହା ରାଜ୍ୟର ସବୁଠାରୁ ଲମ୍ବା ମେମୁ ହେବ। ସେହିଭଳି ଖୋର୍ଦ୍ଧାରୁ କେନ୍ଦୁଝରଗଡ଼ ପାସେଞ୍ଜରକୁ ମଧ୍ୟ ମେମୁରେ...

court
ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟର ବିଚାରପତି

ଭୁବନେଶ୍ୱର : ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟର ବିଚାରପତି। ସଂଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି। ତାଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସଂଜୀବ ଏବେ ସୁପ୍ରିମକୋର୍ଟରେ ଆଇନଜୀବୀ ଅଛନ୍ତି। ତାଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍...

marriage
ଏମିତି ମିଳନ ଯୁଗ ଯୁଗର ... ବିଦେଶୀ ନବଦମ୍ପତିଙ୍କ ନିଆରା ବାହାଘର

ପୁରୀ : କୁହାଯାଏ ମର୍ତ୍ତ୍ୟର ଯୋଡ଼ି ସ୍ୱର୍ଗରେ ସ୍ଥିର ହୋଇଥାଏ ଅର୍ଥାତ୍ ଏଠି କିଏ କାହାକୁ ବିବାହ କରିବ, ତାହା ଈଶ୍ୱର ପୂର୍ବରୁ ନିଷ୍ପତ୍ତି ନେଇସାରିଥାନ୍ତି। କିନ୍ତୁ ଏମିତି ବି କୁହାଯାଇପାରେ କି, କିଏ କାହାକୁ ଓ କେମିତି ବାହା ହେବ, ତାହା ବି ପୂର୍ବ ନିର୍ଦ୍ଧାରିତ। ରୋମାନଙ୍କ...

rain
ଆସନ୍ତା ୯ ତାରିଖ ଯାଏ ବର୍ଷା

ବୌଦ୍ଧ/କଳାହାଣ୍ଡି/ଧର୍ମଗଡ଼ : କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ରାଜ୍ୟବ୍ୟାପୀ ଜନଜୀବନକୁ କରିଛି ଅସ୍ତବ୍ୟସ୍ତ। ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ଜାରି କରିଛି ୟେଲୋ ଓ୍ୱାର୍ଣ୍ଣିଂ । ସେପଟେ ବତୁରା ଧାନକୁ ଧରି ମଣ୍ଡିରେ ଯମଯନ୍ତ୍ରଣା ଭୋଗୁଛି ଚାଷୀ। ସବୁଠି କୋହଲା ପବନ।...

biju
ବିଜୁ ଜୟନ୍ତୀରେ ୨୦ଲକ୍ଷ ବିଜୁ ପକ୍କାଘର ବାଣ୍ଟିବେ ସରକାର

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ସପ୍ତାହବ୍ୟାପୀ ପାଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବାବେଳେ ସରକାରୀସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁ ଜୟନ୍ତୀରେ ୨୦ ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବାକୁ ରାଜ୍ୟ ସରକାର...

zoo
କପିଳାସ ଚିଡ଼ିଆଖାନାରେ ରଖାଯିବ ବାଘ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାରେ ବାଘ ଭଳି ମାଂସାଶୀ ପ୍ରାଣୀ ରଖିବାକୁ ପ୍ରସ୍ତାବ । ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି, ଏହି ଚିଡ଼ିଆଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ । କପିଳାସ ଚିଡ଼ିଆଖାନା ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍‌ର...

joranda mela start
ଆଜିଠୁ ଢେଙ୍କାନାଳରେ ଯୋରନ୍ଦା ମେଳା ଆରମ୍ଭ

ଢ଼େଙ୍କାନାଳ : ଆଜିଠାରୁ ଢ଼େଙ୍କାନାଳରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା...

EQJ99XTUUAEwJ_m
ମାଓ ଅପରେସନରେ ପୁଲିସକୁ ବଡ଼ ସଫଳତା

ମାଲକାନଗିରି : ମାଲକାନଗିରିରେ ମାଓ ଦମନ ଅପରେସନରେ ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ।  ଗୋଟିଏ ମେସିନଗନ, ୩ଟି ଇନସାସ ରାଇଫଲ୍, ଗୋଟିଏ ଷ୍ଟେନଗନ୍, ବହୁ ପରିମାଣର ଗୁଳିଗୋଳା, ଭିଏଚଏଫ ସେଟ୍ କମ୍...

jajpur-1-1
ଭାଙ୍ଗିଲା ବହୁ ଚର୍ଚ୍ଚିତ ରଙ୍ଗଶାଳା !

ଯାଜପୁର  : ଭାଙ୍ଗିଲା ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଭାଙ୍ଗି ମାଟିରେ ମିଶାଇଛି ପ୍ରଶାସନ। ଘଟଣାସ୍ଥଳରେ ୪ ମାଜିଷ୍ଟ୍ରେଟ ଓ ୨ ପ୍ଲାଟୁନ ପୁଲିସ ଫୋର୍ସ...

ex councilor
ପୂର୍ବତନ କାଉନସିଲରଙ୍କୁ ବୋମାମାଡ଼ ଘଟଣା ; ଦିଆଯାଇଥିଲା ୨୦ ଲକ୍ଷ ଟଙ୍କାର ସୁପାରି

ରାଉରକେଲା : ରାଉରକେଲାରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କୁ ବୋମାମାଡ଼ ଘଟଣାରେ ନୂଆମୋଡ଼। କାଉନସିଲରଙ୍କୁ ବୋମାମାଡ଼ କରି ମାରିଦେବାକୁ ଥିଲା ଯୋଜନା।  ଏଥିପାଇଁ ସୁପାରି କିଲରଙ୍କୁ ଦିଆଯାଇଥିଲା ୨୦ ଲକ୍ଷ ଟଙ୍କାର ସୁପାରି। ମୋଟା ଅଙ୍କର ସୁପାରି ଦେଇଥିଲେ ଜଣେ ବ୍ୟବସାୟୀ। ସମ୍ପୃକ୍ତ ବ୍ୟବସାୟୀଙ୍କ ସମେତ ୩ଜଣକୁ ଅଟକ...