• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Today Panchang
Today Panchang 31st May 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

 heat wave
‘ଏମିତି ତାତି.. ଜୀବନରେ ଦେଖିନୁ’

‘ସକାଳୁ ସକାଳୁ ଖରା ତାତି.. ବିଲକୁ ଯାଇ ଚାଷ କରିବା ଅସହ୍ୟ ହୋଇଯାଉଛି.. ବାହାରେ ନିଆଁ ବର୍ଷା.. ଘରେ ପାଓ୍ୱାର୍ କଟ୍’

Prerana
କଳାକୁ କଲେ କାରିଗରୀ, ଡିମାଣ୍ଡରେ ସସ୍ମିତାଙ୍କ ପଟ୍ଟଚିତ୍ର ଡିଜାଇନ୍ ଶାଢି

ବିନା କୌଣସି ତାଲିମରେ ଆଖି ଲାଖିଗଲା ଭଳି କାରୁକାର୍ଯ୍ୟ.. ଯାହା ଶାଢିର ଚାହିଦା ବଢାଇଦେଲା..

Taste Of Odisha | Know recipe of Kadalimanja Chatupoda
ଆଜି ଶିଖିବା କଦଳୀମଞ୍ଜା ଛତୁ ପୋଡ଼ା

କଖାରୁ ପତ୍ର ଆଉ କଦଳୀମଞ୍ଜା ଛତୁକୁ ନେଇଆସନ୍ତୁ.. ଆଜି ଗୋଟେ ନୂଆ ଆଇଟମ୍ ଶିଖିବା..

delay in inauguration of bridge
ତିଆରି କରିଦେଇ ଭୁଲିଗଲେ

ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ରିଜ୍.. ହେଲେ ଲୋକାର୍ପଣ ହୋଇପାରୁନି କି ଲୋକଙ୍କ କାମରେ ଲାଗୁନି.. ଆଉ ବନ୍ୟା ଆସିଲେ କଥା ସରିଗଲା.. ବିଚ୍ଛିନ୍ନ ହୋଇଯିବେ ୫ ୫ଟି ପଞ୍ଚାୟତର ଲୋକେ

Gold Price Today
Gold Price Today 30th May 2023: ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ,ଜାଣନ୍ତୁ ତାଜା ଅପଡେଟ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ହୋଇଛି।

Odisha farmer
ବିଦେଶୀ ଆମ୍ବ ଚାଷ କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଚାଷୀ

ଧାନ ଚାଷ କରୁଥିଲେ ହେଲେ ସେମିତି କିଛି ଆୟ ନଥିଲା । ଶେଷରେ ବିଦେଶୀ ଆମ୍ବ ଓ ରକମ ରକମର ଫଳ ଚାଷ କରି ବେଶ୍ ସଫଳ ହୋଇଛନ୍ତି ପଦ୍ମପୁର ପାଇକମାଳ ନିଲାଥର ଗାଁର ଫଳ ଚାଷୀ ଚନ୍ଦ୍ରବାବୁ ସତ୍ୟନାରାୟଣ....

Locals seek financial
ବାପା ବି ଦେଇପାରେ ମମତା..

ଜୀବନ ଡଙ୍ଗାକୁ ପାର କରିବାକୁ ସ୍ତ୍ରୀର ମହତ୍ୱ କେତେ ଯେ ରହିଛି.. ଆଜି ମହାଦେବ ଆହୁରି ଭଲରେ ବୁଝିପାରୁଛନ୍ତି.. ଯେତେବେଳେ ତିନି ତିନିଟି ଛୁଆର ମାଆ ସାଜି ତାଙ୍କୁ ପାଳନ କରିବାକୁ ପଡ଼ୁଛି, ଆଉ ବାପା ସାଜି ଭୋକିଲା ପେଟକୁ ଦାନା ଯୋଗାଡ଼ିବାକୁ ପଡ଼ୁଛି..

Sarpanch distributes rice
ଭୋଟ୍ ବେଳର ପ୍ରତିଶ୍ରୁତି ପୂରା କଲେ ସରପଞ୍ଚ, ନିଜ ଦରମା ଟଙ୍କା ଖର୍ଚ୍ଚ କରି ଘରେ ଘରେ ଚାଉଳ ପହଞ୍ଚାଇଲେ

କଥା ଦେଇ କଥା ରଖିଲେ ସରପଞ୍ଚ ବାବୁ.. ୩ ଗାଁର ଘରେ ଘରେ ପହଞ୍ଚିଲା ଚାଉଳ.. ବୁଢା ବୁଢୀ, ଅକ୍ଷମଙ୍କ ପାଇଁ ନିଜେ ଚାଉଳ ବୋହି ଘରେ ଦେଇଆସୁଛନ୍ତି.. ଲୋକେ କହୁଛନ୍ତି ସରପଞ୍ଚ ହେବ ତ ଏମିତି..

Today Panchang
Today Panchang 30th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ବରଗଛରୁ ବିୟର ବାହାରୁଛି !

ସେଇଟା କଣ ଟ୍ରଙ୍କ୍‌? ଆଲୋ ଆଲୋ... ମଉସା ଟଣା ପାଟି, ଇଏ ନାଲିପାଣି ପାଟି । ମୋ ବୋଉଲୋ... ପଳେଇ ଚାଲ୍‌ରେ ନାରଣ । ନିଶା ହୋଇଯିବରେ

Migrant labourer
ପୁଅକୁ ହରାଇ ପାଗେଳି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Indira Canteen
ଖୋଲିବ ଇନ୍ଦିରା କ୍ୟାଣ୍ଟିନ୍‌ : ୫ଟଙ୍କାରେ ଜଳଖିଆ, ୧୦ରେ ଲଂଚ୍‌ ସହ ଡିନର୍‌

ପୁଣି ଖୋଲିବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ୍‌ । ମାତ୍ର ୫ ଟଙ୍କାରେ ମିଳିବ ଜଳଖିଆ... ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ସହ ରାତ୍ରୀ ଭୋଜନ୍‌ । ଜାଣନ୍ତୁ ମେନୁ ଚାର୍ଟ

Elderly man seeks financial assistance
କଲେକ୍ଟର ବାବୁ ମତେ ସାହାଯ୍ୟ କର, ମୋ ୨ ନାତୁଣୀଙ୍କୁ ମଣିଷ କର

ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ

Gold Price Today
Gold Price Today 29th May 2023: ବିବାହ ଋତୁରେ ବଢିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୦୦ ଟଙ୍କା ହୋଇଛି।

Locals allege corruption
ଚାଉଳ ନେଇଯାଉଛନ୍ତି ଭୂତ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

Bridge construction
ଶିଳାନ୍ୟାସ କରି ଭୁଲିଗଲେ ନବୀନ?

ଖୋଦ୍‌ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ନିର୍ବାଚନ ସରି ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..

New Parliament building
ନୂଆ ସଂସଦ ଭବନ : କେଉଁଠୁ ଆସିଛି କେଉଁ ଜିନିଷ?

ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ?

Today Panchang
Today Panchang 29th May 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

No Basic amenities
ଏମିତି ଗାଁ ଯେଉଁଠି କିଛି ନାହିଁ..

ଓଡ଼ିଶାର ଏମିତି ଗାଁ ଯେଉଁଠି ମୌଳିକ ସୁବିଧା ବି ସାତ ସପନ

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।