• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Today Panchang
Panchang Today 6th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରନ୍ତୁ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

50-year-old stunt man
୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ, ଦୁଇ ଆଙ୍ଗୁଠି ସାହାଯ୍ୟରେ କରୁଛନ୍ତି ପୁସଅପ୍

ହାର୍ ମାନିଛି ବୟସ । ୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ । ଦୁଇ ଆଙ୍ଗୁଠି ସାହାଯ୍ୟରେ ୪୫ ସେକେଣ୍ଡରେ ୫୨ ଥର ପୁସଅପ୍ କରି ଚର୍ଚ୍ଚାରେ..

Students bid farewell to teacher
ବିଦାୟ ନେଲେ ଅମୂଲ୍ୟ ସାର୍, ଗିଫ୍ଟ ମିଳିଲା ବାଇକ୍, ଏସି, ମୁଦି..

ଉପହାର ଦେଖି ସାର୍ କାବା । ବିଦ୍ୟାଳୟରୁ ବିଦାୟ ନେଲେ ଶିକ୍ଷକ, ସୁନା ମୁଦି, ବାଇକ୍ ଉପହାର ଦେଲେ ଛାତ୍ରଛାତ୍ରୀ..

Lord Nandi ‘drinks’ milk
କ୍ଷୀର ପିଉଛନ୍ତି ବାସୁଆ ବଳଦ !

ବିଶ୍ୱାସ ନ ହେଉଥଲେ ବି ସତ, କ୍ଷୀର ପିଉଛନ୍ତି ବାସୁଆ ବଳଦ !

helpless children
ଚୋକଡ଼ ଆଣିବାକୁ ଯାଇ ଫେରୁନାହାନ୍ତି ବାପା..ଖୋଜି ଖୋଜି ନୟାନ୍ତ ଭାଇଭଉଣୀ..

ଖେଳକୁଦ ବୟସରେ ପରଘରେ ମୂଲ ଲାଗୁଛି ଝିଅ । ମାସେ ହେଲାଣି ନିଖୋଜ ବାପା । ଖୋଜି ଖୋଜି ନିରାଶ ଭାଇଭଉଣୀ..

Today Panchang
Panchang Today 5th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang
Panchang Today 1st July 2023: ଜାଣନ୍ତୁ ଶୁଭ ମୁହୂର୍ତ୍ତ କରନ୍ତୁ ଗୃହଶାନ୍ତି ପୂଜା...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୧୩ଶୀ ରାତ୍ରି ୧୧.୦୭ ଗତେ ୧୪ଶୀ ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ...

Today Panchang
Panchang Today 29th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜମି କ୍ରୟ କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Yojanara Na Hariloot
ଗଡ଼ପଡ଼ିଆ ପୋଖରୀ କେମିତି ହେଲା ! କିଏ ଖାଇଲା ୮ ଲକ୍ଷ ଟଙ୍କା ?

ପୋଖରୀ ନଥାଇ ଗୋଚର ଜମିକୁ ପୋଖରୀ ଦର୍ଶାଇ, ପୋଖରୀ ପୁନରୁଦ୍ଧାର ଟଙ୍କା ଚଳୁ.. ବାଃ ବାଃରେ ଦୁର୍ନୀତି.. କିଏ କେମିତି ଟଙ୍କା ମଞ୍ଜୁର କଲା ?

Berhampur bus stand
ସାତ ବର୍ଷ ହେଇଗଲା.. ଏବେ ଉଈ ଘର କଲେଣି..

ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ.. ୟା ଭିତରେ ବିତିଗଲାଣି ସାତ ବର୍ଷ.. ଆଉ କେବେ କାର୍ଯ୍ୟକାରୀ ହେବ ନୂଆ ବସଷ୍ଟାଣ୍ଡ ?

Sanitation workers
ପଙ୍କରେ ପଶିଲେ ୫୦୦ ମିଳିବ.. ପରିବାର ଚଳିବ..

ଲୋକେ ନାକ ଟେକି ଚାଲିଯାଆନ୍ତି.. ହେଲେ ଏମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ.. ମାତ୍ର ଟଙ୍କା ୫୦୦ ପାଇଁ ଜୀବନକୁ ବାଜି ଲଗାଇ ନାଳରେ ପଶି ପଙ୍କ କାଢୁଛନ୍ତି ସଫେଇ କର୍ମଚାରୀ, ତାପୁଣି କୌଣସି ସୁରକ୍ଷା କିଟ୍ ବିନା.. ଅଘଟଣ ଘଟିଲେ କିଏ ଦାୟୀ ?

deadbody
ମଶାଣିରୁ ଗାଏବ ହୋଇଯାଉଛି ଶବ, ନେଉଛି କିଏ ?

ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ.. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସମ୍ପୂର୍ଣ୍ଣ ସତ.. ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା.. ଏବେ ପୁଣି ଏଇ ଘଟଣାର ପୁନରାବୃତ୍ତି ଘଟିଛି...

allege govt's apathy
ଏ ପାଣିରେ କିଏ ପାଦ ଧୋଇବନି.. ହେଲେ ଆମେ ପିଉଛୁ..

ଏମିତି ନୁହେଁ ଯେ ସରକାର ଏମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିନାହାନ୍ତି.. ହେଲେ ସରକାରୀ ବ୍ୟବସ୍ଥାରେ ପାଣି କେମିତି ମିଳୁଛି ଆପଣ ନିଜେ ଦେଖନ୍ତୁ.. ଟ୍ୟାପରୁ ଟୋପା ଟୋପା ହୋଇ ପଡ଼ୁଛି ପାଣି.. ସେଇ ପାଣିକୁ ସଂଗ୍ରହ କରିବାକୁ ଅପେକ୍ଷା କରିଛନ୍ତି ଶହ ଶହ ହାଣ୍ଡି...

Today Panchang
Panchang Today 27th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି କ୍ରୟ କରନ୍ତୁ ଗାଡ଼ି

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

grape farming
ପେଶାରେ ଇଲେକ୍ଟ୍ରିକ୍ ମେକାନିକ୍ ନିଶା କିନ୍ତୁ ଅଙ୍ଗୁର ଚାଷ

ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୌରପଡ଼ାର ଅଙ୍ଗୁର ଚାଷୀ ବଳଭଦ୍ର ବଢ଼େଇ ଏହାକୁ ପ୍ରମାଣ କରିଛନ୍ତି...

 Lord Jagannath for last four decades
୪ ଦଶନ୍ଧି ଧରି ଶ୍ରୀଜଗନ୍ନାଥଙ୍କ ପ୍ରେମରେ ଉବୁଟୁବୁ ଶାବର ଶ୍ରୀକ୍ଷେତ୍ରର ସୀମାନ୍ତ ଅଧିବାସୀ

ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି । ଆଦିବାସୀ ସଂସ୍କୃତି ସହ ଜଗନ୍ନାଥଙ୍କର ରହିଛି ନିବିଡ ସଂପର୍କ । ଜଗନ୍ନାଥ ହେଉଛନ୍ତି ମୂଳତଃ ଶବର ଦେବତା । ଆଜି ସେହି ଶ୍ରୀଜଗନ୍ନାଥ ଓ ଶବର ସଂସ୍କୃତିକୁ ନେଇ ଦେଖିବା ଏହି ରିପୋର୍ଟ...

 drinking water
ପାଣି ଟୋପେ ପାଇଁ ଏଠି ଲୋକଙ୍କ ଦଶା ଦେଖି ହେଉନି

ଜଳ ହିଁ ଜୀବନ କିନ୍ତୁ ଶୁଦ୍ଧ ପାନୀୟ ଜଳ ଟିକେ ଆମ ପାଇଁ ସାତ ସପନ ବୋଲି କୁହନ୍ତି ଲୋକେ । ଗାଁରେ ଥିବା ନଳକୂପରୁ ପାଣି ଆସୁନି । ଯାହା ବାହାରୁଛି ତାକୁ ପିଇ ହେଉନି । ଭରସା କେବଳ ଗାଁଠୁ ଦୂର ଏକ ପୁରୁଣାକାଳିଆ କୂଅ...

village in Rairakhol
ନବୀନ ବିକାଶର ଚିହ୍ନ କଥା ଛାଡ଼ନ୍ତୁ ଏଠି ଛାଇଟିକେ ବି ପଡ଼ିନି

ପ୍ରଚାର ସର୍ବସ୍ୱ ନବୀନ ସରକାର ଥରେ ଏହି ଅବହେଳିତ ଗାଁକୁ ଦେଖନ୍ତୁ । ଆଉ ପରଖନ୍ତୁ ନିଜ ବିକାଶର ସ୍ଥିତି ଏଠି କେମିତି । କିଏ ଜାଣେ କାଲି ଯଦି ଗୋଡ଼ି ଖସି କାହାର ଜୀବନ ଚାଲିଯାଏ । କିଏ ରହିବ ଉତ୍ତରଦାୟୀ? ନବୀନ ସରକାର ଆଖି ଖୋଲି...

Panchang
Panchang Today 24th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହଶାନ୍ତି ପୂଜା କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

AC cabins in truck
ଟ୍ରକ ମାଲିକଙ୍କ ଲାଗି ବଡ଼ ଖବର : ଏଣିକି ବିନା ଏସିରେ ଗଡିବନି ଗାଡି

ଟ୍ରକ ମାଲିକଙ୍କ ଲାଗି ବଡ଼ ଖବର । ଏଣିକି କ୍ୟାବିନ୍‌ରେ ଏସି ନଲଗାଇଥିଲେ ରାସ୍ତାରେ ଗଡିପାରିବନି ଟ୍ରକ୍‌ । ଜାଣନ୍ତୁ କେବେଠୁ ଲାଗୁ ହେବ ଏଇ ନିୟମ

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।