• translate
Pallipuspa Samal

Pallipuspa Samal

Editor

Posts by Pallipuspa Samal

BSNL Recruitment
BSNLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ...

Vastu and memory
ସ୍ମରଣ ଶକ୍ତିକୁ ନେଇ କଣ କହେ ବାସ୍ତୁ

ଦୈନଦିନ ଜୀବନରେ ଲାଗି ରହିଥିବା ବ୍ୟସ୍ତତା ଯୋଗୁ ଆମେମାନେ ବହୁତ କିଛି କଥା ଭୁଲି ଯାଉ । ବ୍ୟସ୍ତ ରହିବା କାରଣରୁ ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟରେ ଏହା ବାସ୍ତୁଦୋଷ କାରଣରୁ ଏପରି ହୋଇଥାଏ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ ସ୍ମରଣ ଶକ୍ତି...

Fruits for Health
ଶୀତଦିନେ ଖାଦ୍ୟରେ ସାମିଲ କରନ୍ତୁ ଫଳ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଆସୁଥିବା ଫଳଗୁଡ଼ିକ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ବହୁତ ସାହାଯ୍ୟ...

Jellyfish lake
ନିଆରା ହ୍ରଦ, ଯେଉଁଠି ରୁହନ୍ତି କେବଳ ଜେଲି ଫିସ୍

ଆପଣ କେବେ ଜେଲି ଫିସ୍‌ ଦେଖିଛନ୍ତି । ଗଭୀର ଅଥଳ ଜଳରାଶିରେ ଏହି ଫିସ୍‌ ଦୃଶ୍ୟମାନ ହୁଅନ୍ତି । କିନ୍ତୁ କେବେ ଶୁଣିଛନ୍ତି ଗୋଟେ ଲେକ୍ ବା ହ୍ରଦ ହିଁ ସମ୍ପୂର୍ଣ୍ଣ ଭାବେ ଜେଲିଫିସ୍‌ ପାଇଁ ପ୍ରସିଦ୍ଧ ହୋଇଥିବ । ଆମ ବିଶ୍ୱରେ ଏଭଳି ଏକ ହ୍ରଦ...

khoya chiken
ଘରେ ପ୍ରସ୍ତୁତ କରନ୍ତୁ ‘ଖୁଆ ଚିକେନ’

ଘରେ ଆପଣ ଚିକେନର ଭଳି କି ଭଳି ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବୁ । ତେବେ ଆଜି ବନେଇବା 'ଖୁଆ ଚିକେନ' । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

IOCL Recruitment
IOCLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଖାଲି ପଡ଼ିଛି ପଦବୀ । IOCLରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ...

vastu
ବାସ୍ତୁ ବିଚାର- ଘରେ ରଖିନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ ବିପଦ

ପ୍ରତ୍ୟେକ ବାସ୍ତୁ ନିୟମରେ କିଛିନା କିଛି ରହସ୍ୟ ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ କିଛି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତି ସୃଷ୍ଟି କରେ ।...

 Benifits of cofee
କଫି ପିଇବା ଶରୀର ପାଇଁ ହିତକର ନା ହାନିକାରକ ? କଣ କହନ୍ତି ବିଶେଷଜ୍ଞ

ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ । ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଏହା ସଠିକ୍ ପରିମାଣରେ...

Film 'JAI BHIM'
ସଂଘର୍ଷ, ସ୍ୱାଭିମାନ ଓ ସାହସର କାହାଣୀ 'ଜୟ ଭୀମ'

ପରଦାରେ ସତ କାହାଣୀ ,ଅଭିନୟ ବି ଜୀବନ୍ତ, କାହାଣୀ ବି ହୃଦୟସ୍ପର୍ଶୀ । ଆମେ କହୁଛୁ, ତାମିଲ ଫିଲ୍ମ ‘ଜୟ ଭୀମ୍‌’ କଥା। ତାମିଲ ଫିଲ୍ମ ‘ଜୟ ଭୀମ’କୁ ମିଳୁଛି ପ୍ରଶଂସା । ବିଭିନ୍ନ ମହଳରୁ ଫିଲ୍ମକୁ ପସନ୍ଦ କରାଯାଇଛି । ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ...

Diamond Beach, Iceland
ହୀରାର ବେଳାଭୂମି ନା ସ୍ୱର୍ଗପୁର !

ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍‌ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍‌ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ...

schezwan dosa recipe
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଶେଜ୍‌ୱାନ୍‌ ଦୋସା’

ଆଜି ଆମେ ଆପଣଙ୍କ ପାଇଁ ସାକଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’ ।

Gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନାର ଦର । ଆଜି ରାଜଧାନୀ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ...

Vastu shastra and Pot
ଉତ୍ତର ପୂର୍ବ ଦିଗର କଣ ରହିଛି ବିଶେଷତ୍ୱ, କଣ କହେ ବାସ୍ତୁ

ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ ।...

Mint leaves for skin
ବ୍ରଣ ଓ କଳା ଦାଗ ପାଇଁ ଚିନ୍ତିତ କି ? ଲଗାନ୍ତୁ ଏହି ପତ୍ରର ଫେସ୍ ପ୍ୟାକ୍

ସୁନ୍ଦର ତ୍ୱଚ୍ଚା ପାଇବା ପାଇଁ ସମସ୍ତେ ଚିନ୍ତିତ ଥାନ୍ତି । ସେଥିପାଇଁ ପ୍ରାୟ ଲୋକ ବିଭିନ୍ନ କ୍ରିମ୍ ବ୍ୟବହାର କରିଥାନ୍ତି । କିନ୍ତୁ ଘରୋଇ ଉପଚାର ଦ୍ୱାରା ଆମେ ନିଜର ତ୍ୱଚ୍ଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବା । ତ୍ୱଚ୍ଚା ପାଇଁ ସେହିଭଳି ଏକ ପତ୍ର ହେଉଛି ପୋଦିନା ପତ୍ର...

Danxia landform china
ପାହାଡ଼, ନା ଏ ସ୍ୱର୍ଗପୁର !

ବହୁ ବର୍ଷ ଧରି ଖଣିଜ ପଦାର୍ଥ ଜମା ହେବା ଫଳରେ ଏକ ନିଆରା ସ୍ଥାନ ନିର୍ମିତ ହୋଇପାରିବ ବୋଲି କେବେ କଳ୍ପନା କରିଛନ୍ତି କି ? ତେବେ ସେହିଭଳି ଏକ ଚମତ୍କାର ସ୍ଥାନ ହେଉଛି ଚୀନର ଝ୍ୟାଙ୍ଗେ ଡାଙ୍କସିୟା ଜିଓଲୋଜିକାଲ୍‌ ପାର୍କ । ଆଉ ଏହି ସ୍ଥାନକୁ ବିଶ୍ୱର...

aloo tikki chaat recipe
ଘରେ ବନାନ୍ତୁ ଚଟ୍‌ପଟା ‘ଆଳୁ ଟିକ୍କି ଚାଟ୍’

ଗରମାଗରମ୍‌ ଚଟପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କର ଇଛା ଥାଏ । ସେଥିପାଇଁ ଆମେ ବାହାରେ ଅବା କୌଣସି ରେସ୍ତୁରାଁକୁ ଯାଇ ଖାଦ୍ୟ ଖାଇଥାଉ । କିନ୍ତୁ ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ...

weekly horoscope
ସାପ୍ତାହିକ ରାଶିଫଳ,୮ରୁ୧୪ ନଭେମ୍ବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହଟି ମଧ୍ୟମ ଧରଣର ଫଳାଫଳ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ ।

peacock's tail  and vastu
ଘରେ ରଖନ୍ତୁ ମୟୂର ପୁଚ୍ଛ, ରାହୁଙ୍କ କୋପ ଦୃଷ୍ଟିରୁ ମିଳିବ ମୁକ୍ତି

ମୟୂର ପୁଚ୍ଛ ଦେଖିବାକୁ ଯେତିକି ସୁନ୍ଦର ସେତିକି ଶୁଭର ପ୍ରତୀକ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ବାସ୍ତୁ ଅନୁଯାୟୀ ଘରେ ମୟୁର ପୁଚ୍ଛ ରଖିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ବିବେଚନା କରାଯାଏ...

Nature from Blood groups
ବ୍ଲଡ୍ ଗ୍ରୁପରୁ ଜାଣନ୍ତୁ ମଣିଷର ସ୍ୱଭାବ

ମିଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍‌ ଗ୍ରୁପ୍ ମିଳିଥାଏ । କଣ ଆପଣ ଜାଣନ୍ତି ଏହି ବ୍ଲଡ୍‌ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ ? ତେବେ ବ୍ଲଡ୍‌ ଗ୍ରୁପ୍ ଆଧାରରେ ମଣିଷର ସ୍ୱାଭାବ ବିଷୟରେ ଜାଣିବା ଜାପାନୀ ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ।

cat island japan
ନିଆରା ଆଇଲ୍ୟାଣ୍ଡ,ଏଠି ମଣିଷ କମ୍, ବିଲେଇ ଅଧିକ

ଆପଣ କେବେ ଶୁଣିଛନ୍ତି କି ଦୁନିଆରେ ଏଭଳି କୌଣସି ସ୍ଥାନ ରହିଛି ଯେଉଁ ସ୍ଥାନରେ ମଣିଷଙ୍କ ଠାରୁ ଅଧିକ ବିଲେଇ ରହିଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ବିଲକୁଲ୍‌ ସତ । ଜାପାନରେ ରହିଛି ଏଭଳି ଏକ ନିଆରା ଆଇଲ୍ୟାଣ୍ଡ । ଯେଉଁଠାରେ ୨୦ ଜଣ...