• translate
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Shri Jagannath\'s Land Encroachment Exposed
ଜଗନ୍ନାଥଙ୍କ ଜମିକୁ ନେଇ ମହା କେଳେଙ୍କାରୀ

ଏବେ ଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି । ମିଛ ଚିଠିରେ କିସମ ପରିବର୍ତ୍ତନ କରିବାକୁ ଯାଉଥିଲେ ।

Rain in Odisha
୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା I ଆଜି ୧୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ ଜାରି

Badrinath Rainfall
ବଦ୍ରିନାଥରେ ଛାତିଥରା ଦୃଶ୍ୟ..

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା..ଭୂସ୍ଖଳନ ଯୋଗୁ ୩ଟି ବଡ଼ ବଡ଼ ରାଜରାସ୍ତା ବନ୍ଦ ହୋଇଯାଇଛି.. ଯୋଗାଯୋଗ ଓ ପରିବହନରେ ବାଧା ସୃଷ୍ଟି ହୋଇଛି.. ଏକାଧିକଙ୍କ ମୃତ୍ୟୁ ହେଲାଣି..

Shami, KL Rahul, and Kishan lead India to 7-wicket win in Warm-up match
ମ୍ୟାନ୍ଇନ୍ ବ୍ଲୁ କଲା କମାଲ୍

ଟି ୨୦ ବିଶ୍ୱକପ୍ର ଓ୍ବାର୍ମଅପ୍ ମ୍ୟାଚ୍ରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ବିପକ୍ଷରେ ଇଶାନ କିଷନ ଏବଂ କେଏଲ୍ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ । ଇଂଲଣ୍ଡକୁ ୭ ଓ୍ବିକେଟରେ ମାତ୍ ଦେଇଛି ମ୍ୟାନ୍ଇନ୍ ବ୍ଲୁ ।

Dhenkanal & Kendrapara Gear Up For Gaja Lakshmi Puja With Covid Restriction
ଆଜିଠୁ ଗଜଲକ୍ଷ୍ମୀ ପୂଜା ହେଲେ ନାହିଁ ସରାଗ

ମା ଗଜଲକ୍ଷ୍ମୀଙ୍କର ପୂଜାରେ ଲାଗିଛି କରୋନା କଳଙ୍କ। କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ଚାଲିଛି ପୂଜା

Drinking Water Crisis Haunts People In Koraput’s Lamtaput
ସକାଳ ହେଲେ ଘାରୁଛି ପାଣି ଚିନ୍ତା

ଗାଁରେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି । ଘରେ ଘରେ ପିଇବା ପାଣି ପାଇଁ ସଂଯୋଗ ହୋଇଛି ପାଇପ । ସକାଳ ହେଲେ ଗାଁ ଲୋକଙ୍କୁ ଘାରୁଛି ପିଇବା ପାଣି ଚିନ୍ତା।

Pangolin Smuggling Racket Busted In Odisha\'s Nabarangpur, 4 Arrested
ଆଉ ଟିକେ ବିଳମ୍ୱ ହୋଇଥଲେ ଲକ୍ଷେ ଟଙ୍କାରେ ବଜ୍ରକାପ୍ତାଟିକୁ ବିକିଦେଇଥାନ୍ତେ

ବଜ୍ରକାପ୍ତା ଚାଲାଣ ବେଳେ ଧରିଲା ବନ ବିଭାଗ । ନବରଙ୍ଗପୁର ଥାନା ଚିକିଲି- ଧାରନା ବେଡା ରାସ୍ତାରୁ ବଜ୍ରକାପ୍ତାକୁ ବିନବିଭାଗ ଉଦ୍ଧାର କରିଛି । ବଜ୍ରକାପ୍ତାଟିକୁ ୧ଲକ୍ଷ ଟଙ୍କାରେ ବାହାରେ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି ।

MLA Mohan Majhi Lodges Complaint Over Morphed Photo
ବିଧାୟକ ମୋହନ ମାଝି ଟାଉନ ଥାନାର ଦ୍ୱାରସ୍ଥ

କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଏକ ଅଜବ ଅଭିଯୋଗ। ଏକ ପୁରୁଣା ଫଟୋରେ ଥିବା ତାଙ୍କ ସହଯୋଗୀଙ୍କ ଫଟୋକୁ କାଟି ବୋମାମାଡ ଘଟଣାର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଫଟୋ ଯୋଡ଼ି ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଥିବା ଅଭିଯୋଗ କରିଛନ୍ତି

Brown Sugar Worth Over Rs 2.5 Cr Seized In Jaleswar, 3 Held
ଜଳେଶ୍ୱରରୁ ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ

ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ I ଜଳେଶ୍ୱର ଝାଡେଶ୍ୱରପୁରରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ ବେଳେ ୨ କିଲୋ ୪୦୦ ଗ୍ରାମ ବ୍ରାଉନସୁଗାର ସହ ୨ ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକ ଗିରଫ

Odisha DGP Announces \'Antrik Suraksha Seva Padak\' For 2282 Cops
ପୋଲିସ୍ କର୍ମଚାରୀ ପାଇବେ ସେବା ପଦକ

ପୋଲିସ୍ କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସିଖବର । ଖୁବ୍ ଶିଘ୍ର ପାଇବେ ସେବା ପଦକ

Lady Teacher Missing Case | Police Questions Sunshine English Medium School Principal
କୁଆଡେ ଗଲେ ଗୋବିନ୍ଦ ସାହୁ ? ମିଳୁନି ଖୋଜ୍ ଖବର

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଉ ପାଦେ ଆଗେଇଲା କଳାହାଣ୍ଡି ପୋଲିସ I ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜିତ ସାହୁଙ୍କୁ ବୋର୍ଡା ଥାନାରେ ପଚରାଉଚରା କରାଯାଇଛି

CBSE Class 10, 12 Exams 2022 | Board Releases Term 1 Date Sheet, Check Details
ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ I ୯୦ ମିନିଟର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପଢ଼ିବାକୁ ୨୦ ମିନିଟ ମିଳିବ

Special Story | China Test Fires Hypersonic Missile, Worries America
ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କଲା ଚୀନ୍‌, ‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ନିକ୍ଷେପ

କେହି କିଛି ଭାବିବା ଆଗରୁ ଚାଇନା ଦେଖାଇଲା ଶକ୍ତି। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ସବୁ ଦେଶ। ଅନ୍ତରୀକ୍ଷରେ ମହାବିନାଶକ ମିସାଇର ପରୀକ୍ଷଣ ନେଇ ପେଣ୍ଟାଗନ କୌଣସି ମନ୍ତବ୍ୟ ଦେଇ ନଥିବା ବେଳେ ତ୍ରାହି ତ୍ରାହି ଡାକ ଛାଡିଲାଣି ଦୁନିଆ...

Special Story| With No Roof On Head, Family In Odisha Counts Days Of Pain In School
ଦୁଇ ବଢିଲା ଝିଅ ଓ ରୋଗୀଣା ପତ୍ନୀଙ୍କୁ ନେଇ ସ୍କୁଲ ଘରେ ରହୁଛନ୍ତି ପଦ୍ମଚରଣ

ରୋଗରେ ଘାଣ୍ଟି ହେଉଛନ୍ତି ଦମ୍ପତି। ମୁଣ୍ଡ ଉପରେ ନାହିଁ ଛାତ କି ଚାଳଛପର। ଏଭଳି ପରିସ୍ଥିତିରେ ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ। ଦୁଇ ବଢ଼ିଲା ଝିଅଙ୍କୁ ନେଇ ବଡ଼ ଅସହାୟ ଅବସ୍ଥାରେ ଶ୍ରେଣୀ ଗୃହରେ ଜୀବନ କାଟିବାକୁ ପଡୁଛି।

Daily Horoscope
Daily Horoscope,19 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି୨୦୨୧ ମସିହା, ଅକ୍ଟୋବର ମାସ, ୧୯ ତାରିଖ, ମଙ୍ଗଳବାର, ତୁଳା ୩ ଦିନ, ଆଶ୍ୱିନ ମାସର ୨୭ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Special Story | Family In Odisha Performs Last Rituals Of Man Without Dead Body!!
ବିନା ଶବରେ ମଶାଣି ଗଲା କୋକେଇ, ଚାଦର ତଳେ ଥିଲା ପ୍ରତୀକାତ୍ମକ ମୃତଦେହ

ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ।

Bill gates daughter got married
ବିବାହ ବନ୍ଧନରେ ବାନ୍ଧି ହେଲେ ବିଲ୍‌ଗେଟ୍‌ସଙ୍କ ଝିଅ, ଦେଖନ୍ତୁ ଫଟୋ

ବିବାହ ବନ୍ଧନରେ ବାନ୍ଧି ହେଲେ ବିଲିଓନେୟାର ବିଲ୍‌ଗେଟ୍‌ସଙ୍କ ଝିଅ । ମାଇକ୍ରୋସଫ୍ଟ କମ୍ପାନିର ମାଲିକ ବିଲ୍‌ଗେଟ୍‌ସ ଓ ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବଡ ଝିଅ ଜେନିଫର୍ କ୍ୟାଥରିନ୍ ଗେଟ୍ସଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 19 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Ganja siezed
ଛତିଶଗଡ଼ରୁ ବଲିଉଡ୍ ଯାଏଁ ଗଂଜେଇ କାରବାରରେ ଓଡ଼ିଶା ଲିଙ୍କ୍

ଓଡିଶାରେ ବିଭିନ୍ନ ସ୍ଥାନରୁ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ । ଯେଉଁଠି ବି ଜବତ ହେଉଛି ଗଞ୍ଜେଇ, ଓଡିଶା ନାଁ ବାହାରୁଛି ।  କୋରାପୁଟଜିଲ୍ଲାରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ, ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି...

prostitute ban
ବେଶ୍ୟାବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ!

ବେଶ୍ୟାବୃତ୍ତି ଉପରେ ଲାଗିଲା ପ୍ରତିବନ୍ଧକ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ । ସେ କହିଛନ୍ତି ଯେ ସ୍ପେନ୍‌ରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ । ଏହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ସାଞ୍ଚେଜ୍।