• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error864
ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ପିଟିଲେ, ହସ୍ପିଟାଲ ନ ପଠାଇ ନଜରବନ୍ଦୀ ରଖିଲେ

ବାଲେଶ୍ୱର/ନୀଳଗିରି: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଆଉ ସେଥି ପାଇଁ କିଛି ନିରୀହ ଲୋକଙ୍କୁ ତାଡ଼ନା ସହିବାକୁ ପଡୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି ଏମିତି ଏକ ଘଟଣା । ନୀଳଗିରି ଅଂଚଳରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଓ...

papu
ପପୁଙ୍କ ପୁନର୍ଜନ୍ମ! ଦେଖିଲେ ଚିହ୍ନି ହେଉନି, ଚେହେରାରେ ନାହିଁ ଚମକ

ଭୁବନେଶ୍ୱର: ଦିନ ଥିଲା ଲୋକେ ପପୁଙ୍କୁ ଦେଖୁ ଦେଖୁ ହସି ବେଦମ୍ ହେଉଥିଲେ । ଏବେ କିନ୍ତୁ ସମୟ ବଦଳିଯାଇଛି । ପପୁଙ୍କୁ ଦେଖି ଆଉ ଲୋକେ ବୋଧହୁଏ ନ ହସି କାନ୍ଦିବେ । ସତରେ ତାଙ୍କର ଚେହେରା ସେତିକି ଖରାପ ହୋଇଯାଇଛି। ଓଲିଉଡ଼ କମେଡ଼ି କିଙ୍ଗ୍‌ ପପୁ...

plus two cut off mark
ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ ତାଲିକା।  ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ସର୍ବାଧିକ ୮୭.୮୩ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ସେହିପରି କଳାରେ ଶୈଳବାଳା ମହିଳା ଜୁନିଅର କଲେଜ ସର୍ବାଧିକ ୭୮.୬୭ ପ୍ରତିଶତ ଏବଂ ବାଣିଜ୍ୟରେ ଭୁବନ ମହିଳା ଜୁନିଅର କଲେଜ ସର୍ବାଧିକ...

Tribals
କନିଆ ଝିକାକୁ ନେଇ ସଂଘର୍ଷ: ପୁଅକୁ ରାଜି ହେଲାନି ଝିଅ, ମା’ ଘରକୁ ପଳାଇଆସିଲା

କଲ୍ୟାଣସିଂହପୁର (ରାୟଗଡ଼ା): ଆଦିବାସୀଙ୍କ ପରମ୍ପରା କନିଆଁ ଝିକାକୁ ନେଇ ୪ଟି ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ପାରସାଲି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା...

balasore
ବସ୍ ଚୋରି ଅଭିଯୋଗରେ ଦିବ୍ୟାଙ୍ଗ ଯୁବକ ଅଟକ

ବାଲେଶ୍ୱର: ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ କଳା କାରନାମା ଦେଖିବାକୁ ମିଳିଛି। ନକଲି ଚାବିରେ ବସ୍ ଚୋରି ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ଯୁବକକୁ ପୁଲିସ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଜଣେ ଦିବ୍ୟାଙ୍ଗ ଯୁବକ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ଏକ ଘରୋଇ ବସ୍‌କୁ ନକଲି ଚାବିରେ...

papu pom pom
ଫେରିଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର: ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମ୍‌ପମ୍‌। ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା...

representational image
ଘର କବାଟ ଭାଙ୍ଗି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ସୋର: ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ଜେଜେମାଆଙ୍କ ପାଖରେ...

train
ପୁଣି ବଗି ଛାଡ଼ି ଇଞ୍ଜିନ୍‌ ଛୁ...

ପୁରୀ: ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍‌। ଆଉ ୫ କିଲୋମିଟର ଗଡ଼ିଗଲା ଇଞ୍ଜିନ୍। ପୁରୀ ଷ୍ଟେସନ୍‌ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଫଳରେ ଏକ ବଡ଼ଧରଣ ଦୁର୍ଘଟଣାରୁ...

bus accident
ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌; ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

କେନ୍ଦୁଝର: କେନ୍ଦୁଝର ଘଟଗାଁ ଥାନା ବାଟହରିଚନ୍ଦନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ ପଛପଟୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା...

thailand
ଏବେବି ଗୁମ୍ଫା ଭିତରେ ଫସି ରହିଛନ୍ତି ଆଉ ୪ଜଣ

ବ୍ୟାଙ୍କକ୍: ଥାଇଲାଣ୍ଡ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ଅଛି। ରବିବାର ୪ ଜଣଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଏହି...

vlcsnap-error064
ସୁପ୍ରିମକୋର୍ଟଙ୍କ ଲୋକାୟୁକ୍ତ ଛାଟ ପରେ ଚେଇଁଲେ ସରକାର

ଭୁବନେଶ୍ୱର: ଲୋକାୟୁକ୍ତକୁ ରାଜ୍ୟ କ୍ୟାବିନେଟର ମୋହର ବାଜିବାର ଗୋଟିଏ ମାସ ଆଠ ଦିନ ପରେ  ବିଧାନସଭାରେ ପାରିତ ହେଲା ବିଲ। ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଦେଶରେ ପ୍ରଥମ ବୋଲି  କହି ବାହାବା ବି ନେଲେ ସରକାର। ତେବେ ବିଡ଼ମ୍ବନାର କଥା  ବିଲ୍‌ କିନ୍ତୁ ଆଇନରେ ପରିଣତ...

TITO 2
ଖୋଲୁଛି ଟିଟୋ ସାମ୍ରାଜ୍ୟର ବଡ଼ ଗୁମର

ଭୁବନେଶ୍ୱର: ଫିଟୁଛି ଟିଟୋର କଳା ସାମ୍ରାଜ୍ୟର ଗୁମର। କାହିଁ କେତେ ଜାଗାକୁ ଲମ୍ବିଛି ଟିଟୋର ଚେର। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ସୋରୁମ, ସବୁ ବ୍ୟବସାୟରେ ହାତ ମାରିଛି ଟିଟୋ। ଖାଲି ସେତିକି ନୁହେଁ ଟିଟୋର ରାଜ୍ୟ ବାହାରେ ରହିଛି ଏକାଧିକ ହୋଟେଲ୍ ସାଙ୍ଗକୁ ଜାଗୁଆର...